Home Middle

କରୋନା ଭାଇରସର ନୂଆ ଭାରିଏଣ୍ଟ ଜେଏନ.୧ର ଶିକାର ହେଲେଣି ୭ ଜଣ

ବେଜିଂ,୧୬।୧୨: ଚାଇନାରେ କୋଭିଡ ଦ୍ୱାରା ହୋଇଥିବା ବିନାଶକୁ ଅଧିକ ସମୟ ଅତିବାହିତ ହୋଇନାହିଁ, ଏହି ସମୟରେ କୋଭିଡ ସବ-ଭାରିଆଣ୍ଟ ଜେଏନ.୧ ର ସାତୋଟି ନୂଆ ମାମଲା ରିପୋର୍ଟ ହୋଇଛି। ଜାତୀୟ ରୋଗ ନିୟନ୍ତ୍ରଣ ଏବଂ ନିରାକରଣ ପ୍ରଶାସନ ଶୁକ୍ରବାର କହିଛି ଯେ…

୧୦ ଦିନ ହେବ ଜେଲରୁ ନିଖୋଜ ଅଛନ୍ତି ପୁଟିନଙ୍କ ସମାଲୋଚକ ନଭଲନି, ରୁଷିଆ ଅଧିକାରୀଙ୍କ ପାଖରେ ନାହିଁ କୌଣସି ସୂଚନା

ମସ୍କୋ,୧୬।୧୨: ବର୍ତ୍ତମାନ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମୁଖ୍ୟ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ଆଲେକ୍ସାଇ ନଭଲନିଙ୍କ ବିଷୟରେ କିଛି ଖବର ନାହିଁ। ତାଙ୍କ ଓକିଲ କହିଛନ୍ତି ଯେ ଡିସେମ୍ବର ୬ରୁ ସେ ସାକ୍ଷାତ କରିନାହାଁନ୍ତି। ଏଥି ସହିତ କ୍ରେମଲିନ ଆହୁରି ମଧ୍ୟ କହିଛନ୍ତି…

ନିର୍ଭୟା ଘଟଣାକୁ ପୁରିଲା ୧୧ ବର୍ଷ

ନୂଆଦିଲ୍ଲୀ,୧୬।୧୨: ଡିସେମ୍ବର ୧୬ ହେଉଛି ଭାରତ ଇତିହାସର ଏକ ଅନ୍ଧକାର ଅଧ୍ୟାୟ, ଏହା ଉଲ୍ଲେଖ ହେବା କ୍ଷଣି ମନ ଭାରି ହୋଇଯାଏ। ଏହା ହେଉଛି ସେହି ଦିନ ଯେତେବେଳେ ଏକ ନିରୀହ ଝିଇ ସହିତ ଘଟିଥିଲା ଅମାନୁଷିକ କାଣ୍ଡ, ଯାହା ସମସ୍ତଙ୍କୁ…

ମୁଁ କୁଆଡେ ଯାଉନାହିଁ… ଭାବୁକ ମହିଳା ସମର୍ଥକଙ୍କୁ ବୁଝାଇଲେ ଶିବରାଜ

ଭୋପାଳ,୧୬।୧୨: ଶିବରାଜ ସିଂ ଚୌହାନ ଆଉ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇ ନାହାନ୍ତି, କିନ୍ତୁ ତାଙ୍କ ସମର୍ଥକଙ୍କଠାରୁ ସେ ପାଇଥିବା ସ୍ନେହ ଏବଂ ପ୍ରେମ କୌଣସି ପ୍ରକାରେ ହ୍ରାସ ଭଳି ମନେ ହେଉନାହିଁ। ବିଶେଷକରି ମହିଳା ସମର୍ଥକଙ୍କ ମଧ୍ୟରେ ଯେଉଁମାନେ ତାଙ୍କୁ ନିଜ…

୧୪ କୋଟି ଡଲାର ଗଣିବେ ଡୋନାଲ୍ଡ ଟ୍ରମ୍ପଙ୍କ ପୂର୍ବତନ ଓକିଲ

ଓ୍ବାଶିଂଟନ,୧୬।୧୨: ଶୁକ୍ରବାର ଏକ ଖଣ୍ଡପୀଠ ନ୍ୟୁୟର୍କର ପୂର୍ବତନ ମେୟର ରୁଡି ଜିଉଲିୟାନିଙ୍କୁ ଜର୍ଜିଆର ଦୁଇ ନିର୍ବାଚନ କର୍ମୀଙ୍କୁ ୧୪୦ ମିଲିୟନ ଡଲାର୍‌ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାହେଲା, ୨୦୨୦ ରାଷ୍ଟ୍ରପତି ନିର୍ବାଚନ ସମୟରେ, ରୁଡି ଜିଉଲିୟାନି ଏହି ନିର୍ବାଚନ କର୍ମୀଙ୍କୁ ମିଥ୍ୟା…

୩୫୩ କୋଟି ଜବତର ୧୦ ଦିନ ପରେ ମୁହଁ ଖୋଲିଲେ ଧୀରଜ, ଟଙ୍କା ତାଙ୍କର ନୁହେଁ, କମ୍ପାନୀର…

ନୂଆଦିଲ୍ଲୀ,୧୫ା୧୨ :କଂଗ୍ରେସ ଏମ୍‌ପି ଧୀରଜ ସାହୁଙ୍କର ଓଡ଼ିଶା ଓ ଝାଡ଼ଖଣ୍ଡରେ ଥିବା ଘର ଓ ସଂସ୍ଥା ଉପରେ ଆୟକର ବିଭାଗ ଚଢ଼ାଉ କରି ୩୫୩.୫ କୋଟି ଟଙ୍କା ଜବତ କରିବାର ୧୦ ଦିନ ପରେ ସେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି।…

ଧୋନିଙ୍କ ମାନହାନି ମାମଲାରେ ଜେଲ ଗଲେ ଆଇଏସ ଅଧିକାରୀ

ନୂଆଦିଲ୍ଲୀ,୧୫।୧୨: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଅବମାନନା ଯାଚିକା ଉପରେ ମାଡ୍ରାସ ହାଇକୋର୍ଟ ଶୁଣାଣି କରିଛନ୍ତି। ମାମଲାର ଶୁଣାଣିବେଳେ କୋର୍ଟ ଅବସରପ୍ରାପ୍ତ ଆଇପିଏସ ଅଧିକାରୀ ସମ୍ପତ କୁମାରଙ୍କୁ ୧୫ ଦିନ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଧୋନୀ…

ମହିଳାଙ୍କୁ ନିବସ୍ତ୍ର ପରେଡ ମାମଲା: କଠୋର ହେଲେ କୋର୍ଟ, କହିଲେ ଏବେ ଭଗବାନ କୃଷ୍ଣ ବଞ୍ଚେଇବାକୁ ଆସିବେ ନାହିଁ

ବେଙ୍ଗାଲୁରୁ,୧୫।୧୨: ମହିଳାଙ୍କୁ ନିବସ୍ତ୍ର ପରେଡ କରାଇବା ଘଟଣାର କଡା ନିନ୍ଦା କରିଛନ୍ତି କର୍ନାଟକ ହାଇକୋର୍ଟ। ଏହି ମାମଲାରେ କଡା ଆଭିମୁଖ୍ୟ ଗ୍ରହଣ କରି କୋର୍ଟ କହିଛନ୍ତି, ଏହା ସାଧାରଣ ଘଟଣା ନୁହେଁ, ତେଣୁ ଏଥିରେ ଅସାଧାରଣ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ। ତେବେ…

ଡିପଫେକ୍‌ର ଶିକାର ହେଲେ ପୁଟିନ, ଭାଇରାଲ ହେଉଛି ଭିଡିଓ

ମସ୍କୋ,୧୫।୧୨: କୃତିମ ବୁଦ୍ଧିମତା ବା ଏଆଇ ଏବେ ସୁବଠି ଚହଳ ପକେଇଛି। ଏଆଇ ଦ୍ୱାରା ଲୋକଙ୍କୁ ଚାକିରୀ ଚାଲିଯିବା ଭୟ ଘାରିଥିବାବେଳେ ନିକଟରେ ଏଆଇ ଦ୍ୱାରା ସୃଷ୍ଟି ହୋଇଥିବା ଡିପଫେକ୍‌ ସମସ୍ୟା ମଧ୍ୟ ସମସ୍ତଙ୍କର ମୁଣ୍ଡବିନ୍ଧାର କାରଣ ସାଜିଛି। ବଡ ବଡ…

ବଡ଼ ଘୋଷଣା: ହାର୍ଦ୍ଦିକ ପାଣ୍ଡ୍ୟା ହେଲେ ମୁମ୍ବାଇ ଇଣ୍ଡିଆନ୍ସର ନୂଆ ଅଧିନାୟକ

ନୂଆଦିଲ୍ଲୀ,୧୫।୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୪କୁ ନେଇ ମୁମ୍ବାଇ ଇଣ୍ଡିଆନ୍ସ ବଡ଼ ଘୋଷଣା କରିଛି। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମୁମ୍ବାଇର ନୂଆ ଅଧିନାୟକ ଭାବେ ଦାୟିତ୍ୱ ମିଳିଛି। ସେ ରୋହିତ ଶର୍ମାଙ୍କ ସ୍ଥାନ ନେବେ। ଆଇପିଏଲ୍‌ରେ ଗୁଜରାଟ ଟାଇଟନ୍ସ ଅଧିନାୟକ ଭାବେ…

ଶାରୀରିକ ସମ୍ପର୍କ ପାଇଁ ସବୁବେଳେ ରହିବାକୁ ହେବ ପ୍ରସ୍ତୁତ,କମ୍ପାନୀର ସିଇଓ ଦେଲେ ଏପରି କଣ୍ଟ୍ରାକ୍ଟ ପେପର

ସାନ ଫ୍ରାନସିସ୍କୋ,୧୫।୧୨: ଚାକିରିରେ ନିଯୁକ୍ତି ମିଳି ସାରିବା ପରେ କମ୍ପାନୀ ଦ୍ୱାରା ଏକ କଣ୍ଟ୍ରାକ୍ଟ ବା ଚୁକ୍ତିନାମା ସ୍ବାକ୍ଷର କରିବାକୁ ପଡିଥାଏ। ଯେଉଁଥିରେ କମ୍ପାନୀର କିଛି ଟର୍ମସ ଆଣ୍ଡ କଣ୍ଡିସନ(ନିୟମ କାନୁନ) ରହିଥାଏ। ନିକଟରେ ଏକ କମ୍ପାନୀର କଣ୍ଟ୍ରାକ୍ଟ ପେପର ଭାଇରାଲ…

ନିର୍ବାଚନ ଲଢ଼ିବେନି 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ: ଦେବୀ ମିଶ୍ର

ଭୁବନେଶ୍ୱର,୧୫।୧୨: ସବୁ ଚର୍ଚ୍ଚାର ଅନ୍ତ ଘଟାଇ ବଡ଼ ନିଷ୍ପତ୍ତି ନେଇଛନ୍ତି ନିକଟରେ ପ୍ରଶାସନିକ ସେବାରୁ ସ୍ବେଛାକୃତ ଅବସର ନେଇ ବିଜେଡିରେ ଯୋଗ ଦେଇଥିବା ଭି. କାର୍ତ୍ତିକ ପାଣ୍ଡିଆନ। ଶୁକ୍ରବାର ବିଜୁ ଜନତା ଦଳର ମୁଖ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ବସିଥିବା ପରିବର୍ଦ୍ଧିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri