Home Middle

ଫଟୋରେ ମୋ ମୁହଁ କ୍ରୋଧିତ ଦେଖା ଯାଉଛି, ଚା ପିଇବାକୁ ଦିଅ, କିଛି ଖାଇବାକୁ ଆଣିଛ : ଛାତ୍ରଙ୍କୁ କହିଲେ ମୋଦି,ଭିଡିଓ ଭାଇରାଲ…

ଅଯୋଧ୍ୟା,୩୦।୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଭଗବାନ ଶ୍ରୀରାମଙ୍କ ନଗରୀ ଅଯୋଧ୍ୟାରେ ଲୋକଙ୍କୁ ଉପହାର ଦେଇଛନ୍ତି। ଅଯୋଧ୍ୟା ଧାମ ରେଳ ଷ୍ଟେଶନର ଉଦଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ମୋଦି ୨ଟି ଅମୃତ ଭାରତ ଏବଂ ୬ ଟି ବନ୍ଦେ ଭାରତ…

ଡିଜିପି ଦାୟିତ୍ୱରେ ଅରୁଣ ଷଡ଼ଙ୍ଗୀ

ଭୁବନେଶ୍ୱର,୩୦ା୧୨: ବରିଷ୍ଠ ଆଇପିଏସ୍‌ ଅରୁଣ ଷଡ଼ଙ୍ଗୀଙ୍କୁ ଓଡ଼ିଶାର ପୋଲିସ ମହାନିର୍ଦ୍ଦେଶକ (ଡିଜିପି)ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି। ୧୯୯୦ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ଅରୁଣଙ୍କୁ ଅତିରିକ୍ତ ଦାୟିତ୍ୱ ନେଇ ଗୃହ ବିଭାଗ ପକ୍ଷରୁ ଶନିବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଅରୁଣ ବିଜୁ ପଟ୍ଟନାୟକ…

କେବଳ ହିନ୍ଦୁଙ୍କର ନୁହନ୍ତି, ସାରା ପୃଥିବୀର ଭଗବାନ ହେଉଛନ୍ତି ଶ୍ରୀରାମ: ଫାରୁକ ଅବଦୁଲ୍ଲା…

ଶ୍ରୀନଗର,୩୦।୧୨ : ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରର ସମର୍ପଣ ପୂର୍ବରୁ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏନସି ମୁଖ୍ୟ ଫାରୁକ ଅବଦୁଲ୍ଲା କହିଛନ୍ତି ଭଗବାନ ଶ୍ରୀରାମ କେବଳ ହିନ୍ଦୁ ନୁହଁନ୍ତି ବରଂ ବିଶ୍ୱର ସମସ୍ତ ଲୋକଙ୍କର ଅଟନ୍ତି। ଅବଦୁଲ୍ଲା କହିଛନ୍ତି ଭଗବାନ ରାମ…

ଥରିଲା ଇଣ୍ଡୋନେସିଆ

ଜାକର୍ତ୍ତା,୩୦ା୧୨: ଶନିବାର ଇଣ୍ଡୋନେସିଆର ପଶ୍ଚିମ ପ୍ରଦେଶର ଆଚେରେ ଏକ ଶକ୍ତିଶାଳୀ ଭୂକମ୍ପ ଘଟିଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୩ ରେକର୍ଡ କରାଯାଇଛି। ତେବେ ଏହି ଭୂକମ୍ପ ଯୋଗୁ ସୁନାମି ହେବାର ସମ୍ଭାବନା ନାହିଁ ବୋଲି ଏଜେନ୍ସି କହିଛି। ଇଣ୍ଡୋନେସିଆ ପ୍ୟାସିଫିକ୍‌…

ନିର୍ବାଚନ ଲଢିବା ପାଇଁ ମଇଦାନକୁ ଓହ୍ଲାଇଲେ ପାକିସ୍ତାନର ଲୋକପ୍ରିୟ ଅଭିନେତ୍ରୀ, ଫିଲ୍ମ ଦୁନିଆରୁ ନେଲେ ସନ୍ୟାସ, କିଏ ଏହି ନୁର ବୁଖାରୀ

ଇସଲାମବାଦ,୩୦।୧୨: ନିର୍ବାଚନ ନେଇ ପାକିସ୍ତାନରେ ଦେଖାଯାଇଛି ରାଜନୈତିକ ହଲଚଲ। ଦେଶର ବଡ ବଡ ନେତାଙ୍କ ନିର୍ବାଚନୀ ପ୍ରଚାର ଆରମ୍ଭ ହୋଇଥିବାବେଳେ ଦେଶର ସେଲିବ୍ରେଟି ମଧ୍ୟ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଏହି କ୍ରମରେ ପାକିସ୍ତାନୀ ଫିଲ୍ମ ଜଗତ ‘ଲଲିଉଡ’ର ଲୋକପ୍ରିୟ ଅଭିନେତ୍ରୀ ନୁର…

୬ ବନ୍ଦେ ଭାରତ ସମେତ ୮ ଟ୍ରେନକୁ ସବୁଜ ପତାକା ଦେଖାଇଲେ ପ୍ରଧାନମନ୍ତ୍ରୀ

ଲକ୍ଷ୍ନୌ,୩୦।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଅଯୋଧ୍ୟାରେ ଏକ ଗ୍ରାଣ୍ଡ ରୋଡ ଶୋ’ କରିଛନ୍ତି। ଯେଉଁଠାରେ ରାସ୍ତାର ଉଭୟ ପାର୍ଶ୍ୱରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା। ଏହି ସମୟରେ ଲୋକମାନେ ତାଙ୍କ ଉପରେ ଫୁଲ ବର୍ଷା କରିଛନ୍ତି ଏବଂ ଜୟ ଶ୍ରୀ…

ଡରାଉଛି କରୋନା, ୭ ମାସର ରେକର୍ଡ ଭାଙ୍ଗିଲା ନୂଆ ସଂକ୍ରମଣ

ନୂଆଦିଲ୍ଲୀ,୩୦।୧୨: କରୋନା ଜୀବାଣୁ ସଂକ୍ରମଣ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଦେଶର ଅନେକ ସ୍ଥାନରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ, କୋଭିଡ-୧୯, ଜେଏନ.୧ ର ନୂତନ ପ୍ରକାର ୯ଟି ରାଜ୍ୟରେ ବ୍ୟାପିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି…

ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ଭବ୍ୟ ରୋଡ ଶୋ’, ଜୟ ଶ୍ରୀ ରାମ ନାରା ସହିତ କରାଗଲା ସ୍ବାଗତ

ଲକ୍ଷ୍ନୌ,୩୦।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଉତ୍ତରପ୍ରଦେଶର ଅଯୋଧ୍ୟାରେ ପହଞ୍ଚିବା ପରେ ଏକ ଗ୍ରାଣ୍ଡ ରୋଡ ଶୋ’ କରିଛନ୍ତି। ଏହି ସମୟରେ ଲୋକେ ପ୍ରଧାନମନ୍ତ୍ରୀଙ୍କ ଉପରେ ଫୁଲ ବର୍ଷା କରିଛନ୍ତି ଏବଂ ଜୟ ଶ୍ରୀ ରାମ ନାରା ସହିତ ସ୍ବାଗତ ଜଣାଇଛନ୍ତି।…

୨୦୨୩ରେ ସବୁଠାରୁ ଲୋକପ୍ରିୟ ଖେଳାଳିଙ୍କ ତାଲିକାରେ ରହିଛି କୋହଲିଙ୍କ ନାଁ, ଜାଣନ୍ତୁ କେତେ ନମ୍ବରରେ ଅଛନ୍ତି ରୋନାଲ୍ଡୋ

ନୂଆଦିଲ୍ଲୀ,୩୦।୧୦: ୨୦୨୩ ବର୍ଷ ଭାରତୀୟ କ୍ରିକେଟ ଦଳର ଖେଳାଳି ବିରାଟ କୋହଲିଙ୍କ ପାଇଁ ବହୁତ ଭଲ ରହିଛି। ଚଳିତ ବର୍ଷ ଟିମ ଇଣ୍ଡିଆ ପାଇଁ ସର୍ବାଧିକ ରନ ସ୍କୋର କରିବାରେ ସେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। କୋହଲି ବିଶ୍ୱକପ୍‌ ୨୦୨୩ରେ ମଧ୍ୟ…

ଧୂଳିକଣା ଯୋଗୁ ପୃଥିବୀ ପୃଷ୍ଠରେ ପହଞ୍ଚି ପାରୁନି ସୂର୍ଯ୍ୟ କିରଣ, ତାପମାତ୍ରା ବଢିବା ଆଶଙ୍କା

ନୂଆଦିଲ୍ଲୀ,୩୦।୧୨: ବାୟୁମଣ୍ଡଳରେ ଘେରି ରହିଥିବା ଧୂଳିକଣା(ଏରୋସେଲ) ସୂର୍ଯ୍ୟ କିରଣକୁ ସିଧାସଳଖ ପୃଥିବୀପୃଷ୍ଠକୁ ଆସିବାକୁ ରୋକୁଛି। ଏରୋସେଲ ଏକ ବିଷାକ୍ତ ଧୂଳିକଣା ଯାହା ବାୟୁମଣ୍ଡଳରେ ମିଶି ପ୍ରାଣୀ, ଉଦ୍ଭିଦ ଓ ମାନବ ସମାଜ ପାଇଁ କ୍ଷତିକାରକ ହୋଇଥାଏ। ଏଥିଯୋଗୁ ତାପମାତ୍ରା ବୃଦ୍ଧି ପାଇବାରେ…

‘ଶୁକ୍ର୍ରିୟା ମୋଦି ଭାଇଜାନ’ ଅଭିଯାନକୁ ନେଇ ଭାଜପାକୁ ଟାର୍ଗେଟ କଲେ ଦିଗବିଜୟ

ନୂଆଦିଲ୍ଲୀ,୩୦।୧୨: ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୪ ଲୋକ ସଭା ନିର୍ବାଚନରେ ବିଜୟର ହ୍ୟାଟ୍ରିକ ସ୍କୋର କରିବାକୁ ମୋଦି ସରକାର କକୌଣସି ପଥରକୁ ଅଣଦେଖା କରିବାକୁ ଚାହୁଁନାହାଁନ୍ତି। ଏହି ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା)ଏହାର ପାରମ୍ପାରିକ ଭୋଟର ତଥା ବିରୋଧୀ ଦଳର ମୂଳ…

ବାବର ଖାଲସା ଅନ୍ତର୍ଜାତୀୟ ନେତା ଲଖବୀର ସିଂହ ଲାଣ୍ଡାଙ୍କୁ ଭାରତ ଘୋଷଣା କଲା ଆତଙ୍କବାଦୀ

ନୂଆଦିଲ୍ଲୀ,୩୦।୧୨: ବାବର ଖାଲସା ଇଣ୍ଟରନ୍ୟାସନାଲ (ବି.କେ.ଆଇ) ନେତା ତଥା ଗ୍ୟାଙ୍ଗଷ୍ଟର ଲଖବୀର ସିଂ ଲାଣ୍ଡାଙ୍କୁ ଭାରତ ସରକାର ଆତଙ୍କବାଦୀ ଘୋଷଣା କରିଛନ୍ତି। ବେଆଇନ କାର୍ଯ୍ୟକଳାପ ଅଧିନିୟମ ଅନୁଯାୟୀ ଭାରତ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ସୂଚନାଯୋଗ୍ୟ, ଲାଣ୍ଡା ପଞ୍ଜାବର ତରନତାରନ ଜିଲାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri