ଆସିଲା ଏକଜିଟ୍ ପୋଲ: ଭାଜପାକୁ ଟକ୍କର ଦେବ କଂଗ୍ରେସ
ନୂଆଦିଲ୍ଲୀ,୩୦।୧୧: ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ମିଜୋରାମ, ତେଲଙ୍ଗାନା ୫ ରାଜ୍ୟରେ ନିର୍ବାଚନ ଶେଷ ହୋଇଛି। ଗୁରୁବାର ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ୍ ପୋଲ ଆକଳନ ସାମ୍ନାକୁ ଆସିଛି। ଏହି ଆକଳନ ଅନୁଯାୟୀ ରାଜସ୍ଥାନରେ ଭାଜପା କ୍ଷମତାକୁ ଫେରୁଥିବା ବେଳେ ତେଲଙ୍ଗାନାରେ…
ଅପେକ୍ଷା କରିବାକୁ ପଡିବନି ଅଧିକ ସମୟ, ଘଣ୍ଟାଏ ପୂର୍ବରୁ ଜଣାପଡିଯିବ ୫ ରାଜ୍ୟରେ କିଏ ଗଢିବ ସରକାର
ନୂଆଦିଲ୍ଲୀ,୩୦।୧୧: ଦେଶରେ ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଉପରେ ଏବେ ସମସ୍ତଙ୍କର ନଜର। ଏବେଠାରୁ ଏହାକୁ ନେଇ ଏକଜିଟ ପୋଲର ଫଳାଫଳ ବି ଆସିଗଲାଣି। ନିର୍ବାଚନ କମିଶନ ଏକଜିଟ ପୋଲ ଦେଖାଇବାର ସମୟକୁ ନେଇ ଏକ ବଡ଼ ପରିବର୍ତ୍ତନ କରିଛନ୍ତି।…
Exit Poll: ରାଜସ୍ଥାନରେ କ୍ଷମତା ହରାଇ ପାରନ୍ତି ଅଶୋକ ଗେହଲଟ, ସୁବିଧାଜନକ ସ୍ଥିତିରେ ଭାଜପା
ନୂଆଦିଲ୍ଲୀ,୩୦।୧୧: ପାଞ୍ଚ ରାଜ୍ୟରେ ନିର୍ବାଚନ ଶେଷ ହେବା ପରେ ଏକଜିଟ ପୋଲ ଆକଳନ ସାମ୍ନାକୁ ଆସିଛି। ବିଭିନ ସଂସ୍ଥାର ଆକଳନ ଅନୁଯାୟୀ ରାଜସ୍ଥାନରେ ଭାଜପା ପାଞ୍ଚ ବର୍ଷର ବ୍ୟବଧାନ ପରେ କ୍ଷମତାକୁ ଫେରୁଛି। ଗତ ତିନି ଦଶନ୍ଧି ଧରି ରାଜ୍ୟରେ ଜାରି…
Exit Poll: ମଧ୍ୟପ୍ରଦେଶ, ଛତିଶଗଡ଼ରେ ଭାଜପା-କଂଗ୍ରେସ ମଧ୍ୟରେ ଟାଇଟ ଫାଇଟ
ନୂଆଦିଲ୍ଲୀ,୩୦।୧୧: ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହେବା ପରେ ଆସିଛି ଏକଜିଟ ପୋଲ। ବିଭିନ୍ନ ସଂସ୍ଥାର ଆକଳନ ଅନୁଯାୟୀ ଛତିଶଗଡ଼ରେ ଭାଜପା ଏବଂ କଂଗ୍ରେସ ମଧ୍ୟରେ ସରକାର ଗଠନ ପାଇଁ ମଧ୍ୟରେ ଟାଇଟ ଫାଇଟ ହେବାର ଆକଳନ କରାଯାଉଛି। ଇଣ୍ଡିଅ…
ଦେଶର ଏସବୁ ୪ ଜାତିଙ୍କ ବିକାଶ ପାଇଁ ମୁଁ କରୁଛି କାମ: ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ,୩୦।୧୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିନ ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ଦେଶର ଚାରୋଟି ଜାତି ବିଷୟରେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଦେଶରେ କେବଳ ଚାରୋଟି ଜାତି ଗରିବ, ଯୁବବର୍ଗ, ମହିଳା ଏବଂ…
ଦିନାଜପୁର କାଳୀ ମନ୍ଦିରରେ ହେବ ୧୦ ହଜାର ଛେଳି ବଳି, କାଳୀ ପୂଜାରେ ଏହା ବନ୍ଦ ପାଇଁ କିଛି ଆଇନ ଅଛି କି ? ହାଇକୋର୍ଟଙ୍କ ପ୍ରଶ୍ନ…
କୋଲକାତା,୩୦।୧୧ : ଆସନ୍ତା ‘ବୋଲା କାଳୀ ମହୋତ୍ସବ’ ପାଇଁ ପଶ୍ଚିମବଙ୍ଗରେ ୧୦ ହଜାରରୁ ଅଧିକ ଛେଳି ବଳିକୁ ଚ୍ୟାଲେଞ୍ଜ କରି ହୋଇଥିବା ଏକ ଜନସ୍ବାର୍ଥ ମାମଲାର(ପିଆଇଏଲ)ର ଶୁଣାଣି କଲିକତା ହାଇକୋର୍ଟ ଗୁରୁବାର ଦିନ କରିଛନ୍ତି। ମୁଖ୍ୟ ବିଚାରପତି ଟି.ଏସ ସିବଗଣନମ ଏବଂ…
ଦିଲ୍ଲୀରେ ପ୍ଲାଟଫର୍ମ ଓ ମେଟ୍ରୋ ଭିତରେ ଚାପି ହୋଇଗଲେ ଯୁବକ, ଭିଡିଓ ଦେଖିଲେ ଥରି ଉଠିବେ…
ନୂଆଦିଲ୍ଲୀ,୩୦।୧୧: ମେଟ୍ରୋ ଟ୍ରେନ ଓ ପ୍ଲାଟଫର୍ମ ମଧ୍ୟରେ ଚାପି ହୋଇ ଯାଇଛନ୍ତି ଯୁବକ। ଯେତେ ଚିତ୍କାର କଲେ ବି ବାହାରକୁ ଆସିପାରୁ ନାହାନ୍ତି। ଏପରି ଭୟାନକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖି ଆପଣଙ୍କ ଲୋମକୁପ…
ଡିସେମ୍ବର ୧୪ ପର୍ଯ୍ୟନ୍ତ ମାଗଣାରେ ଅପଡେଟ ହେବ ଆଧାର କାର୍ଡ, ଶୀଘ୍ର କରାଇ ନିଅନ୍ତୁ…
ନୂଆଦିଲ୍ଲୀ,୩୦।୧୧ : ଆଧାର କାର୍ଡ ସମ୍ବନ୍ଧରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ଯଦି ଆଧାର କାର୍ଡ ୧୦ ବର୍ଷ ପୂର୍ବେ ତିଆରି ହୋଇଛି କିମ୍ବା ୧୦ ବର୍ଷ ପୂର୍ବେ ଅପଡେଟ ହୋଇଛି, ତେବେ ଏବେ ଆଧାର କାର୍ଡ ଅପଡେଟ କରିବାକୁ ପଡିବ।…
କଣ୍ଟେଣ୍ଟ ପାଇଁ ନ୍ୟୁଜ ସଂସ୍ଥାଙ୍କୁ ୬୧୨କୋଟି ଟଙ୍କା ଦେବ ଗୁଗଲ
ଅଟାଓ୍ବା,୩୦।୧୧: ଦୁନିଆର ସବୁଠାରୁ ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ ଗୁଗଲ ପକ୍ଷରୁ ବିଭିନ୍ନ ନ୍ୟୁଜ ପ୍ଲାଟଫର୍ମର କଣ୍ଟେଣ୍ଟକୁ ୟଜର୍ସଙ୍କ ସର୍ଚ୍ଚ ଇଞ୍ଜିନରେ ଗୋଟିଏ ପରେ ଗୋଟିଏ ପବ୍ଲିଶ କରାଯାଇଥାଏ। ତେବେ ଏନେଇ ଗୁଗଲକୁ ଦାବି କରାଯାଉଛି କି, ନ୍ୟୁଜ ପବ୍ଲିଶ ପାଇଁ ଗୁଗଲ…
ରାମ ମନ୍ଦିର ଉଦଘାଟନୀ ଉତ୍ସବ ରାମଲୀଳାରେ ଅଭିନୟ କରିବେ ପାକିସ୍ତାନୀ କଳାକାର…
ଅଯୋଧ୍ୟା,୩୦।୧୧ : ମନ୍ଦିରର ଉଦଘାଟନୀ ଉତ୍ସବ ଜାନୁୟାରୀ ୨୦୨୪ରେ ପାଳନ ହେବ। ଏହି ଅବସରରେ ଚଳଚ୍ଚିତ୍ର କଳାକାରଙ୍କୁ ରାମଲୀଳାରେ ଏଥର ଏକ ନୂଆ ରଙ୍ଗରେ ଦେଖିବାକୁ ମିଳିବ। ଏଥିରେ ପାକିସ୍ତାନ ସମେତ ୧୪ ଟି ଦେଶର କଳାକାରମାନେ ରାମଙ୍କ କାହାଣୀକୁ ଜୀବନ୍ତ…
ମା’ଙ୍କ ମୃତ ଦେହ ସହିତ ଏକ ବର୍ଷ ରହୁଥିଲେ ଦୁଇ ଝିଅ, ମୃତ ଦେହରୁ ପୋକ ବାହାର କରି ଫିଙ୍ଗୁଥିଲେ,କଙ୍କାଳକୁ ରଖିଥିଲେ ରେଜେଇ ଘୋଡାଇ…
ବାରାଣସୀ,୩୦।୧୧ : ବାରାଣାସୀର ଲଙ୍କା ପୋଲିସ ଷ୍ଟେଶନ ପରିସରର ମଦରଭାନରେ ଜଣେ ମହିଳାଙ୍କ କଙ୍କାଳ ଉଦ୍ଧାର କରାଯାଇଛି। ଅସୁସ୍ଥତା ଯୋଗୁ ୮ ଡିସେମ୍ବର ୨୦୨୨ ରେ ମହିଳାଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ତାଙ୍କର ଦୁଇ ଝିଅ ଅନ୍ତିମ ସଂସ୍କାର କରି ନ…
Tata Tech IPO Listing: ନିବେଶକ ହେଲେ ମାଲାମାଲ, ୧୪୦% ପ୍ରିମିୟମ ସହ ଲିଷ୍ଟିଂ ଟାଟା ଟେକ୍ନୋଲୋଜି
ମୁମ୍ବାଇ,୩୦ା୧୧: ଦେଶର ଅନ୍ୟତମ ସମ୍ମାନଜନକ ବ୍ୟବସାୟ ଗୋଷ୍ଠୀ ଟାଟା ଗ୍ରୁପର ଆଇପିଓ ଗୁରୁବାର ସେୟାର ମାର୍କେଟରେ ତାଲିକାଭୁକ୍ତ ହୋଇଛି। ପ୍ରାୟ ଦୁଇ ଦଶନ୍ଧି ଅର୍ଥାତ୍ ୨୦ ବର୍ଷ ପରେ, ଟାଟା ଗ୍ରୁପ୍ ଏହାର କମ୍ପାନୀ ଟାଟା ଟେକ୍ନୋଲୋଜିର ଆଇପିଓ ଆଣିଛି। ସେୟାର…
Archives


