Home Middle

କ୍ରମାଗତ ନବମ ବିଜୟ ସହ ରେକର୍ଡ ସୃଷ୍ଟି କଲା ଭାରତ

ବେଙ୍ଗାଲୁରୁ,୧୨।୧୧: ବେଙ୍ଗାଲୁରୁ ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡ଼ିୟମରେ ରବିବାର ଖେଳାଯାଇଥିବା ୨୦୨୩ ବିଶ୍ୱକପ୍‌ର ଅନ୍ତିମ ଲିଗ୍‌ ତଥା ୪୫ତମ ମ୍ୟାଚ୍‌ରେ ଭାରତ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଦମ୍‌ଦାର ପ୍ରଦର୍ଶନ କରି ୧୬୦ ରନ୍‌ ବ୍ୟବଧାନରେ ବିଜୟ ହାସଲ କରିଛି। ଫଳରେ ଟିମ୍‌…

ରାଷ୍ଟ୍ରପତି ଭବନରେ ପାଳନ ହେଲା ଦୀପାବଳି

ନୂଆଦିଲ୍ଲୀ,୧୨।୧୧: ସାରା ଦେଶରେ ରବିବାର ଆଲୋକର ପର୍ବ ଦିପାବଳୀ ପାଳନ କରାଯାଉଛି। ଦେଶର ପ୍ରତ୍ୟେକ ପ୍ରାନ୍ତର ଲୋକମାନେ ଦୀପାବଳି ଉତ୍ସବରେ ଖୁସି ମନାଉଛନ୍ତି। ସାଧାରଣ ଲୋକମାନେ ଦିପାବଳୀ ପର୍ବ ପାଳନ କରୁଥିବାବେଳେ ଆମ ଦେଶରେ ସର୍ବୋଚ୍ଚ ପଦବୀରେ ଅବସ୍ଥାପିତ ରାଜନେତାମାନେ ମଧ୍ୟ…

ନେଦରଲାଣ୍ଡ୍ସ ଆଗରେ ୪୧୧ ରନ୍‌ର ବିଶାଳ ଲକ୍ଷ୍ୟ

ବେଙ୍ଗାଲୁରୁ,୧୨।୧୧: ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡ଼ିୟମରେ ରବିବାର ଖେଳାଯାଉଥିବା ୨୦୨୩ ବିଶ୍ୱକପ୍‌ର ଅନ୍ତିମ ଲିଗ୍‌ ତଥା ୪୫ତମ ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଶ୍ରେୟାସ ଆୟାର ଏବଂ କେ.ଏଲ୍‌ ରାହୁଲଙ୍କ ଦମ୍‌ଦାର ଶତକୀୟ ଇନିଂସ ଏବଂ…

୨୦୨୭ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ଅର୍ଥନୀତି…

ମୁମ୍ବାଇ,୧୨।୧୧ : ଆସନ୍ତା ୨୦୨୭ ସୁଦ୍ଧା ଭାରତ ବିଶ୍ୱର ତୃତୀୟ ଅର୍ଥନୀତି ହେବ। ମୋର୍ଗାନ ଷ୍ଟାନଲି, ଜେପି ମୋର୍ଗାନ ଏବଂ ଅର୍ନ୍ତଜାତୀୟ ମୁଦ୍ରା ପାଣ୍ଠି(ଆଇଏମଏଫ) ରିପୋର୍ଟରେ ଭାରତର ଅର୍ଥନୀତିକୁ ଅଗ୍ରଗତି ଜାରି ରଖିଥିବା ବ୍ୟବସ୍ଥା ଭାବେ ଦର୍ଶାଯାଇଛି। ଏହି ରିପୋର୍ଟରେ ଭାରତର…

‘ଭାରତ ସହ ଯୁଦ୍ଧ କରିବାକୁ ଚାହୁଁନାହିଁ କାନାଡା ମାତ୍ର ବଡ଼ ଦେଶ ହିଂସା ସୃଷ୍ଟି କରୁଛନ୍ତି’

ଓଟାଓ୍ବା,୧୨ା୧୧: ଚାଲିଥିବା କୂଟନୈତିକ ସଙ୍କଟ ମଧ୍ୟରେ ୪୦ରୁ ଅଧିକ କାନାଡାର କୂଟନୀତିଜ୍ଞ ନୂଆଦିଲ୍ଲୀର ଅନୁରୋଧ କ୍ରମେ ଭାରତ ଛାଡ଼ି ଚାଲିଯିବା ପରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ପୁଣିଥରେ ଭିଏନା ସମ୍ମିଳନୀକୁ ଉଲ୍ଲଂଘନ କରିଥିବା ଅଭିଯୋଗ କରିଛନ୍ତି। ଟ୍ରୁଡୋ ନିକଟରେ ଏହି…

ଗାଜାରେ ନିଜ ଅଧିକାରୀଙ୍କ ସହ ସମ୍ପର୍କ କରି ପାରୁନାହିଁ ଡବ୍ଲ୍ୟୁଏଚଓ, ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ ଅପିଲ

ନ୍ୟୁୟର୍କ,୧୨।୧୧: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) ଶନିବାର କହିଛି ଯେ ଗାଜାର ଅଲ ଶିଫା ହସ୍ପିଟାଲରେ ଏହାର ଅଧିକାରୀଙ୍କ ସହ ଯୋଗାଯୋଗ କରିବାରେ ସମ୍ଭବ ହେଉନାହିଁ। ସୂଚନାଯୋଗ୍ୟ, ଉତ୍ତର ଗାଜାର ଅଲ ଶିଫା ହସ୍ପିଟାଲରେ ନିକଟରେ ୨୨ ଜଣଙ୍କର ମୃତ୍ୟୁ ଘଟିଥିଲା। ଡାକ୍ତରଖାନା…

ବଳାତ୍କାର ପୀଡିତାଙ୍କୁ ବିବାହ କଲେ ବି ଅଭିଯୁକ୍ତଙ୍କ ବିରୋଧରେ ଜାରି ରହିବ ମାମଲା: ହାଇକୋର୍ଟ…

ନୂଆଦିଲ୍ଲୀ,୧୨।୧୧ : ଜଣେ ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା କୋର୍ଟରେ ବିଚାରାଧୀନ ରହିଛି। ଏପରିସ୍ଥଳେ ଅଭିଯୁକ୍ତ ପୀଡିତାଙ୍କୁ ବିବାହ କରିବାକୁ କୋର୍ଟରେ କହିଛନ୍ତି। ତେବେ ଦିଲ୍ଲୀ ହାଇକୋର୍ଟ କହିଛନ୍ତି ବଳାତ୍କାର ପୀଡିତାଙ୍କୁ ଅଭିଯୁକ୍ତ ବିବାହ କଲେ ବି…

୨୦୨୪ ଭୂକମ୍ପରେ ଧ୍ୱଂସ ହୋଇଯିବ ଅନେକ ବଡ ବଡ ସହର, ଆମେରିକା ପାଇଁ ଭବିଷ୍ୟବାଣୀ

ଓ୍ବାଶିଂଟନ,୧୨।୧୧: ନୂଆ ନୋସ୍ତ୍ରୋଦମସ କୁହାଯାଉଥିବା କ୍ରେଗ ହାମିଲଟନ-ପାର୍କର ଆସନ୍ତା ବର୍ଷ ଲାଗି ଆମେରିକା ପାଇଁ ଭୟାନକ ପୂର୍ବାନୁମାନ କରିଛନ୍ତି। ସେ କହିଛନ୍ତି ଯେ ପ୍ରାକୃତିକ ଘଟଣା ଯୋଗୁଁ ଆମେରିକାର ଅଧିକାଂଶ ଅଂଶ ବ୍ଲାକଆଉଟ ଦେଇ ଗତି କରିବ। ଭିତ୍ତିଭୂମି ନଷ୍ଟ ହେତୁ…

୮୦୦ରୁ ଅଧିକ ସୁଦାନ ନାଗରିକଙ୍କର କରାଯାଇଛି ନରସଂହାର: ଜାତିସଂଘ…

ଖାର୍ତୁମ,୧୨।୧୧ : ଯୁଦ୍ଧଗ୍ରସ୍ତ ସୁଦାନରେ ଗତ ଏକମାସ ମଧ୍ୟରେ ୮୦୦ରୁ ଅଧିକ ସୁଦାନ ନାଗରିକଙ୍କର ନରସଂହାର କରାଯାଇଛି। ଏନେଇ ଜାତିସଂଘ ପକ୍ଷରୁ ଚିନ୍ତାବ୍ୟକ୍ତ କରାଯାଇଛି। ପଶ୍ଚିମ ଡାଫୁର ପ୍ରଦେଶର ଆର୍ଦାମାତା ଅଞ୍ଚଳରେ ସୁଦାନ ପାରାମିଲିଟାରୀ ବାହିନୀ ଏବଂ ମିଳିତ ଆରବ ବିଦ୍ରୋହୀଙ୍କ…

ଅଲ ଅସ୍କା ହସ୍ପିଟାଲରୁ ଶିଶୁଙ୍କୁ ସ୍ଥାନାନ୍ତରଣ ପାଇଁ ଇସ୍ରାଏଲ ସେନାର ଅନୁମତି…

ଜେରୁଜେଲମ,୧୨।୧୧ : ଗାଜାରେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ ହମାସ ପକ୍ଷରୁ ଇସ୍ରାଏଲ ସେନା ଶିବିରକୁ ଟାର୍ଗେଟ କରି କରାଯାଇଛି। ଗାଜାର ଅଲ ଅସ୍କା ହସ୍ପିଟାଲରେ ଇନ୍ଧନ ଅଭାବରୁ ବିଦ୍ୟୁତ ଉତ୍ପାଦନ ସମ୍ଭବ ହୋଇ ପାରିନାହିଁ।…

୧୩୦ କିଲୋମିଟର ବେଗରେ ଯାଉଥିଲା ଟ୍ରେନ, ଏମର୍ଜେନ୍ସି ବ୍ରେକ୍‌ ଲଗାଇଲେ ଲୋକୋ ପାଇଲଟ, ୨ ଯାତ୍ରୀ ମୃତ…

ରାଞ୍ଚି,୧୨।୧୧ : ଦିଲ୍ଲୀ ଅଭିମୁଖେ ୧୩୦ କିଲୋମିଟର ବେଗରେ ଯାତ୍ରା କରୁଥିବା ପୁରୀ-ନୂଆଦିଲ୍ଲୀ ପୁରୋଷୋତ୍ତମ ଏକ୍ସପ୍ରେସ ଟ୍ରେନରେ ଏମର୍ଜେନ୍ସି ବ୍ରେକ୍‌ ଲଗାଇବାରୁ ୨ ଜଣ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ରିପୋର୍ଟ ଅନୁସାରେ ଝାଡଖଣ୍ଡର କୋଡରମା ଜିଲାରେ ଟ୍ରେନ ଲାଇନ ଉପରେ…

ପୁଣି ଇଣ୍ଡୋନେସିଆରେ ଭୂକମ୍ପ

ଜାକର୍ତ୍ତା,୧୨ା୧୧: ଇଣ୍ଡୋନେସିଆରେ ପୁଣି ଥରେ ବଡ଼ଧରଣର ଭୂକମ୍ପ ଅନୁଭୂତ ହୋଇଛି। ଜର୍ମାନ ଅନୁସନ୍ଧାନ ସେସ୍‌ମୋଲୋଜି କେନ୍ଦ୍ର ଦେଇଥିବା ସୂଚନା ଅନୁଯାୟୀ, ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୫.୬ ଥିଲା। ସେଣ୍ଟର ଫର ରିସର୍ଚ୍ଚ ସେସ୍‌ମୋଲୋଜି ଅନୁଯାୟୀ, ଏହି ଭୂକମ୍ପ ୧୦ କିଲୋମିଟର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri