Home Middle

ରାଘବ ଚଢାଙ୍କ ଇସ୍ତଫା ପରେ ମୁହଁ ଖୋଲିଲେ କେଜରିଓ଼୍ବାଲ, ଜାତୀୟ ରାଜନୀତିରେ ହଲଚଲ

ନୂଆଦିଲ୍ଲୀ,୨୪।୪: ଆମ ଆଦମୀ ପାର୍ଟିକୁ ଏକ ବଡ଼ ରାଜନୈତିକ ଝଟକା ଲାଗିଛି। ଶୁକ୍ରବାର ୨୪ ଏପ୍ରିଲ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରି ରାଘବ ଚଢା କହିଛନ୍ତି ଯେ ତାଙ୍କ ସହିତ ଦଳର ଅନ୍ୟ ଛଅ ଜଣ ରାଜ୍ୟ ସଭା ଏମପି ଏଏପି…

ପୋଛି ହୋଇଗଲା AAP: ଏକାସାଙ୍ଗରେ ଦଳ ଛାଡିଲେ ୭ ଏମ୍‌ପି, ଭାଜପାରେ ହେବେ ସାମିଲ

ନୂଆଦିଲ୍ଲୀ,୨୪।୪: ଏଏପିକୁ ବଡ଼ ଝଟ୍‌କା। ସ୍ବାତୀ ମାଲିୱାଲ ଏବଂ ହରଭଜନ ସିଂହଙ୍କ ସମେତ ସାତ ଜଣ ଏମ୍‌ପି ରାଘବ ଚଢାଙ୍କ ସହ ଭାଜପାରେ ଯୋଗଦେବେ। ରାଘବ ଚଢା ଶୁକ୍ରବାର ଏହା ଘୋଷଣା କରି ଆମ ଆଦମୀ ପାର୍ଟିକୁ ଏକ ବଡ଼ ଝଟକା…

AAP ଛାଡ଼ିଲେ ଏମ୍‌ପି ରାଘବ ଚଢ଼ା, ଦଳ ଛାଡ଼ିବା ପରେ କହିଲେ ମୋ’ ସହ…

ନୂଆଦିଲ୍ଲୀ,୨୪ା୪: ରାଜ୍ୟ ସଭାରେ ଉପନେତା ପଦରୁ ହଟାଇବା ନେଇ ଆମ୍‌ ଆଦ୍‌ମୀ ପାର୍ଟି (AAP) ସହିତ ସାଧାରଣ ମତଭେଦ ଦେଖାଦେବାର କିଛି ଦିନ ପରେ, ଏମ୍‌ପି ରାଘବ ଚଢ଼ା ଏଏପି ଛାଡ଼ିଛନ୍ତି। ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରି କହିଛନ୍ତି…

ବଡ଼ ଖବର: ଏଏପି ଛାଡିଲେ ରାଘବ ଚଢାଙ୍କ ସହ ଆଉ ଦୁଇ ନେତା, ଭାଜପାରେ ହେବେ ସାମିଲ

ନୂଆଦିଲ୍ଲୀ,୨୪।୪: ଆମ ଆଦମୀ ପାର୍ଟି (ଏଏପି) ଭିତରେ ଏକ ବଡ଼ ବିଭାଜନ ଦେଖାଦେଇଛି। ଏମପି ରାଘବ ଚଢା, ସନ୍ଦୀପ ପାଠକ ଏବଂ ଅଶୋକ ମିତ୍ତଲ ଭାଜପାରେ ଯୋଗଦେବାକୁ ଯାଉଛନ୍ତି। ଏହି ତିନି ଜଣ ରାଜ୍ୟ ସଭା ସଦସ୍ୟ। ରାଘବ ଚଢା କହିଛନ୍ତି…

ଆଗୁଆ ଖରାଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ଏହି ଦିନଠୁ ବନ୍ଦ ରହିବ ସ୍କୁଲ

ଭୁବନେଶ୍ୱର,୨୪।୪(ସୁନିତ ମିଶ୍ର): ରାଜ୍ୟରେ ଚାଲିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଗୁଆ ଖରାଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପ୍ରିଲ ୨୭ରୁ ସମସ୍ତ ସ୍କୁଲ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏ…

ପଶ୍ଚିମବଙ୍ଗ ପ୍ରଥମ ପର୍ଯ୍ୟାୟ ଭୋଟିଂ ପରେ ଶାହାଙ୍କ ଭବିଷ୍ୟବାଣୀ: ହଟିବେ ଦିଦି, ଏଥର ମୁଖ୍ୟମନ୍ତ୍ରୀ ହେବେ…

ନୂଆଦିଲ୍ଲୀ,୨୪ା୪: ପଶ୍ଚିମବଙ୍ଗ ପ୍ରଥମ ପର୍ଯ୍ୟାୟ ଭୋଟିଂ ପରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏକ ପ୍ରେସ୍‌ମିଟ୍‌ କରିଛନ୍ତି। ରେକର୍ଡ ସଂଖ୍ୟକ ଭୋଟିଂ ପାଇଁ ମତଦାତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଶାହା। ୧୧୦ ସିଟ୍‌ରେ ଭାଜପା ବିଜୟ ହାସଲ କରିବା ନେଇ ଶାହା…

ହାତରେ DSLR କ୍ୟାମେରା, ଆଖିରେ କଳା ଚଷମା ପିନ୍ଧି କୋଲକାତାରେ ଫଟୋଶୁଟ୍‌ କଲେ ମୋଦି

କୋଲକାତା,୨୪ା୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଲକାତାରେ ପହଞ୍ଚି ହୁଗୁଳି ନଦୀକୂଳରେ କିଛି ସମୟ ବିତାଇଥିଲେ। ଏହି ସମୟରେ ଗଙ୍ଗାମାତାଙ୍କ ପ୍ରତି ତାଙ୍କର ଶ୍ରଦ୍ଧା ପ୍ରକାଶ କରିଥିଲେ। ଏଥିସହିତ ବଙ୍ଗଳାବାସୀଙ୍କ ପାଇଁ ତାଙ୍କର ବାର୍ତ୍ତା ଦେଇଥିଲେ। ସୋସିଆଲ…

ଟ୍ରମ୍ପଙ୍କୁ ଶୁଣାଇଦେଲା ଭାରତ, କହିଲା ଅଭଦ୍ର…

ଓ଼୍ବାଶିଂଟନ,୨୪।୪: ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାରତକୁ “ନର୍କ” ବୋଲି ବର୍ଣ୍ଣନା କରିବା ମନ୍ତବ୍ୟ ଉପରେ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଭାରତ ଟ୍ରମ୍ପଙ୍କ ବିବାଦୀୟ ସୋସିଆଲ ମିଡିଆ ପୋଷ୍ଟ ଏବଂ ବିବୃତ୍ତିକୁ “ଅଭଦ୍ର, ଅନୁପଯୁକ୍ତ ଏବଂ ଏକ ସଂକୀର୍ଣ୍ଣ ଏବଂ…

ଚାଷୀନେତାଙ୍କୁ ଉଠାଇ ନେଲା ପୋଲିସ: ଧାନ ସଂଗ୍ରହ କମିଟି ବୈଠକ ପୂର୍ବରୁ ଘଟିଲା..

ବରଗଡ,୨୪।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ରହିଛି। ତେବେ ଏହି ବୈଠକ ପୂର୍ବରୁ ସକାଳୁ ପୋଲିସ କେତେକ ଚାଷୀନେତାଙ୍କୁ ଉଠାଇ ନେଇ ବିଭିନ୍ନ ଥାନାରେ ଅଟକ ରଖିବା…

ଜନଗଣନାରେ ବାଧା ଦେଲେ ୩ ବର୍ଷ ଜେଲଦଣ୍ଡ: ଜାରି ହେଲା ଏସ୍‌ଓପି

ଭୁବନେଶ୍ୱର,୨୪।୪ (ରବିନାରାୟଣ ଜେନା):ରାଜ୍ୟରେ ଏପ୍ରିଲ ୧୬ରୁ ଆରମ୍ଭ ହୋଇଥିବା ଜନଗଣନାକୁ କିଭଳି ଶୃଙ୍ଖଳିତ କରାଯିବ ସେନେଇ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବା ପରେ ଗୁରୁବାର…

ପ୍ରଥମେ ନର୍କ କହିଲେ ଏବେ ପ୍ରଶଂସା କଲେ, ଭାରତକୁ ସମାଲୋଚନା କରିବା ପରେ ନରମିଲା ଟ୍ରମ୍ପଙ୍କ ସ୍ବର

ଓ୍ବାଶିଂଟନ,୨୪।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କିଛି ରାଷ୍ଟ୍ରକୁ “ନର୍କଗହ୍ୱର” ବୋଲି ବର୍ଣ୍ଣନା କରିବା ନେଇ ଭାରତରେ ଏକ ବିବାଦ ଦେଖାଦେଇଛି । ଟ୍ରମ୍ପ ଏକ ବାର୍ତ୍ତାଳାପର ଏକ ଟ୍ରାନ୍ସକ୍ରିପ୍ଟ ସେୟାର କରିଥିଲେ ଯେଉଁଥିରେ ଭାରତ, ଚାଇନା ଏବଂ ଅନ୍ୟ ଅନେକ…

ଓଏଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ: ବଦଳିଲେ ୨୦ ବରିଷ୍ଠ ଅଧିକାରୀ

ଭୁବନେଶ୍ୱର,୨୪।୪(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ଅଧିକାରୀସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ବିଏମ୍‌ସିର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?