Home Middle

ଇମ୍ରାନଙ୍କୁ ବଡ଼ ଆଶ୍ୱସ୍ତି ଦେଲେ ସୁପ୍ରିମକୋର୍ଟ

ଇସଲାମାବାଦ,୨୨ା୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ବୁଧବାର ପାକିସ୍ତାନର ସୁପ୍ରିମକୋର୍ଟଙ୍କଠାରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଗିରଫ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଜାମିନ ଆବେଦନକୁ ଗ୍ରହଣ କରାଯାଇଛି। ତାଙ୍କ ଓକିଲ କହିଛନ୍ତି ଯେ, ରାଜ୍ୟ ରହସ୍ୟ ଲିକ୍‌ ଅଭିଯୋଗରେ ଅନ୍ୟ…

ରାହୁଲଙ୍କ ଗାନ୍ଧୀଙ୍କ ବଢିପାରେ ଅଡ଼ୁଆ: ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହେଲା ଭାଜପା

ନୂଆଦିଲ୍ଲୀ,୨୨।୧୧: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ସମ୍ପର୍କରେ ଭାଜପା ବୁଧବାର ନିର୍ବାଚନ ଆୟୋଗରେ ଅଭିଯୋଗ କରିଛି। ଏହା ବ୍ୟତୀତ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ବିରୋଧରେ ମଧ୍ୟ ଆୟୋଗର ଦ୍ୱାରସ୍ଥ ହୋଇଛି। କେନ୍ଦ୍ର…

ଜମ୍ମୁ-କଶ୍ମୀରରେ ଆତଙ୍କୀଙ୍କ ସହିତ ଏନକାଉଣ୍ଟରରେ ଦୁଇ ଯବାନ ସହିଦ

ନୂଆଦିଲ୍ଲୀ, ୨୨।୧୧: ବୁଧବାର ଜମ୍ମୁ କଶ୍ମୀରର ରଜୌରୀ ଜିଲାରେ ଆତଙ୍କବାଦୀଙ୍କ ସହ ହୋଇଥିବା ଏନକାଉଣ୍ଟରରେ ଦୁଇଜଣ ଯବାନ ସହିଦ ହୋଇଛନ୍ତି। ଧର୍ମସାଲ ବାଜିମାଲ ଅଞ୍ଚଳରେ ସେନା ଏବଂ ଜମ୍ମୁ କଶ୍ମୀର ପୋଲିସର ମିଳିତ ବାହିନୀ ସର୍ଚ୍ଚ ଅପରେସନ ସମୟରେ ଆତଙ୍କବାଦୀ ଏବଂ…

କାନାଡା ନାଗରିକଙ୍କ ପାଇଁ ପୁଣି ଭିସା ସେବା ଆରମ୍ଭ କଲା ଭାରତ

ନୂଆଦିଲ୍ଲୀ,୨୨।୧୧: କାନାଡା-ଭାରତ ବିବାଦ ଗତ କିଛି ମାସ ମଧ୍ୟରେ ଗମ୍ଭୀର ଦିଗକୁ ଗତି କରୁଥିବାବେଳେ ବର୍ତ୍ତମାନ କିଛିଟା ସୁଧାର ଆସିଛି। ପ୍ରାୟ ଦୁଇମାସ ପରେ କାନାଡା ନାଗରିକଙ୍କ ପାଇଁ ପୁଣି ଥରେ ଇଲେକ୍ଟ୍ରୋନିକ ଭିସା ସେବା ଆରମ୍ଭ କରିଛି ଭାରତ। ତେବେ…

ଓପନ ଏଆଇକୁ ଫେରିଲେ ସାମ୍‌ ଅଲଟମ୍ୟାନ, କମ୍ପାନୀ ପକ୍ଷରୁ ସୂଚନା

ଓ୍ବାଶିଂଟନ୍‌,୨୨।୧୧: ବହିଷ୍କାର ହେବାର ସପ୍ତାହେ ନ ପୁରୁଣୁ ପୁଣି ଥରେ କମ୍ପାନୀକୁ ଫେରିଛନ୍ତି ଓପନଏଆଇର ସିଇଓ ସାମ୍‌ ଅଲଟମ୍ୟାନ। ଏନେଇ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ସାମ୍‌ ସିଇଓ ଓ ଗ୍ରେଗ୍‌ ବ୍ରାକମ୍ୟାନ ପ୍ରେସିଡେର୍ଟ ଭାବେ ପୁରି ଥରେ କମ୍ପାନୀକୁ ଫେରୁଛନ୍ତି।…

ଆମେରିକାରେ ବେଆଇନ ଭାବେ ରହୁଛନ୍ତି ୭.୨୫ ଲକ୍ଷ ଭାରତୀୟ, ପାଖରେ ନାହିଁ ଭିସା…

ଓ୍ବାଶିଂଟନ,୨୨।୧୧ : ପ୍ୟୁ ରିସର୍ଚ୍ଚ ସେଣ୍ଟର ଅନୁଯାୟୀ ପ୍ରାୟ ୭.୨୫ ଲକ୍ଷ ଭାରତୀୟ, ମେକ୍ସିକୋ ଏବଂ ଏଲ ସାଲଭାଡୋର ପରେ ଆମେରିକାର ବେଆଇନ ପ୍ରବାସୀଙ୍କ ମଧ୍ୟରେ ତୃତୀୟ ବୃହତ୍ତମ ଜନସଂଖ୍ୟା ପାଲଟିଛନ୍ତି। ୨୦୨୧ ସୁଦ୍ଧା ଦେଶର ୧୦.୫ ନିୟୁତ ଅନଧିକୃତ ପ୍ରବାସୀ…

କେଶ ରଙ୍ଗ, ୩ ଫଟୋ ଆଉ ୩ ପ୍ରଶ୍ନରୁ ୪୦ ବର୍ଷ ପରେ ସୁପ୍ରିମକୋର୍ଟ ନକଲି ପୋଷ୍ୟପୁତ୍ରଙ୍କୁ ଧରିଲେ…

ନୂଆଦିଲ୍ଲୀ,୨୨।୧୧ : ଆନ୍ଧ୍ରପ୍ରଦେଶର ଜଣେ ବ୍ୟକ୍ତି ୪୦ ବର୍ଷର କେସ ପରେ ଶେଷରେ ତାଙ୍କ ଜେଜେମା’ଙ୍କ ସମ୍ପତ୍ତି ଅଧିକାର ପାଇଛନ୍ତି। ଏହି ମାମଲା ଟ୍ରାଏଲ କୋର୍ଟରୁ ହାଇକୋର୍ଟ ଏବଂ ପରେ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଚାଲିଥିଲା। ପରିଶେଷରେ ସେ ନିଜ ଜେଜେମା’ଙ୍କ ନକଲି…

ଗୁଗଲ ଆଣୁଛି ନୂଆ ଫିଚର୍‌ ‘କ୍ୟୁବ’, ଚିହ୍ନଟ ହେବ ସ୍କାମ ଆପ

ନୂଆଦିଲ୍ଲୀ,୨୨।୧୧:ଗୁଗଲ ଲଞ୍ଚ କରିବାକୁ ଯାଉଛି ଏକ ନୂଆ ଫିଚର୍ସ। ଯାହାର ନାଁ ରହିଛି କ୍ୟୁବ୍ସ (Cubes)। ଏହି ଫିଚର ଦ୍ୱାରା ସ୍ମାର୍ଟଫୋନ, ଟାବଲେଟ ୟୁଜର ଏହାକୁ ଡାସ୍‌ବୋର୍ଡ ଭଳି ବ୍ୟବହାର କରିପାରିବେ। ଯେଉଁଠାରେ ଉପଭୋକ୍ତାମାନେ ସେମାନଙ୍କ ହ୍ୟାଣ୍ଡସେଟରେ କେତେ କ୍ୟାଟେଗୋରି ଏବଂ…

ଶେୟାରଧାରକ ନୁହନ୍ତି ମାଲିକ: ସୋନିଆ-ରାହୁଲଙ୍କ ବିରୋଧରେ ଇଡି ଚଢ଼ାଉ ନେଇ ବିବାଦ ଘନେଇଲା…

ନୂଆଦିଲ୍ଲୀ,୨୨।୧୧ : ମନି ଲଣ୍ଡରିଂ ମାମଲାରେ ଆସୋସିଏଟେଡ ଜର୍ନାଲ ଲିମିଟେଡ (ଏଜେଏଲ) ଏବଂ ୟଙ୍ଗ ଇଣ୍ଡିଆନର ସମ୍ପତ୍ତିକୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ସଂଲଗ୍ନ କରିବା ପରେ ବିବାଦ ଆହୁରି ଘନେଇବାରେ ଲାଗିଛି। ବିରୋଧୀ ଦଳର ନେତାମାନେ କ୍ରମାଗତ ଭାବରେ ଭାଜପା ସରକାର…

ଟ୍ରକ-ଅଟୋ ଧକ୍କା: ୮ ଛାତ୍ର ଆହତ, ଭିଡିଓ ଭାଇରାଲ…

ହାଇଦ୍ରାବାଦ,୨୨।୧୧ : ଆନ୍ଧ୍ରପ୍ରଦେଶର ବିଶାଖାପାଟନମରେ ଏକ ଅଟୋ ଦ୍ରୁତ ଗତିରେ ଆସୁଥିବା ଟ୍ରକ ସହିତ ଧକ୍କା ହୋଇଛି। ଅଟୋରେ ଯାତ୍ରା କରୁଥିବା ଆଠ ଜଣ ସ୍କୁଲ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନେଇଥିଲେ।…

ଦିଲ୍ଲୀ ଉପରେ ନୂଆ ବିପଦ: ୬ ମାସ ଧରି ହସ୍ପିଟାଲରେ ଅଭାବ ଏଚଆଇଭି ଟେଷ୍ଟ କିଟ୍‌…

ନୂଆଦିଲ୍ଲୀ,୨୨।୧୧ : ଜାତୀୟ ରାଜଧାନୀ ଦିଲ୍ଲୀର କେତେକ ଡାକ୍ତରଖାନା ଏବଂ ଇଣ୍ଟିଗ୍ରେଟେଡ କାଉନସେଲିଂ ଆଣ୍ଡ ଟେଷ୍ଟିଂ ସେଣ୍ଟର (ଆଇସିଟିସି)ରେ ଗତ ୬ ମାସ ଧରି ଏଚଆଇଭି ନିଶ୍ଚିତକରଣ ଟେଷ୍ଟ କିଟ ଅଭାବର ସମ୍ମୁଖୀନ ହୋଇଛି। ଏହି ଅଭାବ ଯେଉଁମାନେ ଏହି ସଂକ୍ରମଣରେ…

ଭାଜପା ଚକ୍ରବ୍ୟୁହରେ କଂଗ୍ରେସର ୩ ଅଭିମନ୍ୟୁ…

ଜୟପୁର,୨୨।୧୧ : ପ୍ରତି ପାଞ୍ଚ ବର୍ଷରେ ରାଜସ୍ଥାନରେ କ୍ଷମତା ପରିବର୍ତ୍ତନର ଧାରା ଦେଖାଦେଇଛି। ଏଥର ମଧ୍ୟ ଲାଗୁଛି ଏହି ପରମ୍ପରା ଜାରି ରହିବ। ବର୍ତ୍ତମାନ ରାଜ୍ୟରେ ନିର୍ବାଚନ ପ୍ରଚାର ବନ୍ଦ ହେବା ପାଇଁ ମାତ୍ର କିଛି ଘଣ୍ଟା ବାକି ଅଛି। ଏହା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri