ପ୍ରଧାନମନ୍ତ୍ରୀ ମୋଦି ଙ୍କୁ ମହାତ୍ମା ଗାନ୍ଧୀଙ୍କ ସହ ତୁଳନା କଲେ ଉପରାଷ୍ଟ୍ରପତି, କଂଗ୍ରେସ କହିଲା-‘ଲଜ୍ଜାଜନକ’
ନୂଆଦିଲ୍ଲୀ,୨୭ା୧୧: ସୋମବାର ଏକ କାର୍ଯ୍ୟକ୍ରମରେ ଉପ-ରାଷ୍ଟ୍ରପତି ଜଗଦୀପ ଧନଖର ମହାତ୍ମା ଗାନ୍ଧୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ତୁଳନା କରିଛନ୍ତି। ସେ ଦୁହିଁଙ୍କୁ କହିଥିଲେ କି ସମାନ୍ତରାଳ ଭାବେ ମହାତ୍ମା ଗାନ୍ଧୀଙ୍କୁ ଗତ ଶତାବ୍ଦୀର ପୂର୍ବତନ “ମହାପୁରୁଷ” ଏବଂ ମୋଦିଙ୍କୁ…
ଇସ୍ରାଏଲ-ହମାସ ମଧ୍ୟରେ ଦୁଇ ଦିନ ବଢ଼ିଲା ଯୁଦ୍ଧବିରତି, ସୂଚନା ଦେଲା ମଧ୍ୟସ୍ଥି କତାର
ନୂଆଦିଲ୍ଲୀ,୨୭ା୧୧: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧବିରତି ଆଉ ଦିନ ବୃଦ୍ଧି ପାଇଛି। ସୋମବାର ମଧ୍ୟରାତ୍ରିରେ ଏହି ସମୟସୀମା ଶେଷ ହେଉଥିବା ବେଳେ ଆଉ ଦୁଇ ଦିନ ବୃଦ୍ଧି ନେଇ ସୂଚନା ଦେଇଛି ମଧ୍ୟସ୍ଥି କତାର। ଦୁଇ ଦେଶରେ ଥିବା ବନ୍ଧକ…
ଏଏଫ୍ସି କପ୍: ମୋହନବାଗାନ୍ ଉପରେ ଓଡ଼ିଶା ଏଫ୍ସିର ବୃହତ ବିଜୟ
ଭୁବନେଶ୍ୱର,୨୭ା୧୧: ଏଏଫ୍ସି କପ୍ରେ ତୃତୀୟ ବିଜୟ ହାସଲ କରିଛି ଓଡ଼ିଶା ଏଫ୍ସି(ଓଏଫ୍ସି)। ସୋମବାର କୋଲକାତାର ସଲ୍ଟ ଲେକ୍ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ରେ ମୋହନବାଗାନ୍ ଏଫ୍ସିକୁ ୫-୨ରେ ପରାସ୍ତ କରିଛି ଓଏଫ୍ସି। ଓଡ଼ିଶା ପକ୍ଷରୁ ରୟ କ୍ରିଷ୍ଣା(୨୯), ଡିଏଗୋ ମରିସିଓ(୩୨), ସାଇ ଗୋଡାର୍ଡ(୪୧),…
ମାଟ୍ରିକ ସାର୍ଟିଫିକେଟରୁ ଜନ୍ମ ତାରିଖର ପ୍ରମାଣ ମିଳିଲେ ଆବଶ୍ୟକ ନାହିଁ ଡିଏନଏ ଟେଷ୍ଟ: ହାଇକୋର୍ଟ…
ମୁମ୍ବାଇ,୨୭।୧୧ : ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଏକ ବିଦ୍ୟାଳୟ ଦ୍ୱାରା ଦିଆଯାଇଥିବା ମାଟ୍ରିକ ସାର୍ଟିଫିକେଟ ଜନ୍ମ ତାରିଖ ନିର୍ଣ୍ଣୟ କରିବା ପାଇଁ ପର୍ଯ୍ୟାପ୍ତ ଆଇନଗତ ପ୍ରମାଣ ଭାବରେ ବିବେଚନା କରାଯାଏ। କୋର୍ଟ କହିଛନ୍ତି ଯେଉଁଠାରେ ଏଭଳି ପ୍ରମାଣପତ୍ର ମିଥ୍ୟା ପ୍ରମାଣିତ ହୋଇ…
ସିଗାରେଟ ଦାମ ବଢ଼ାଇ ଦିଅ, ବଜେଟ ପୂର୍ବରୁ ଡାକ୍ତର-ଅର୍ଥନୀତିଜ୍ଞ କେନ୍ଦ୍ର ସରକାରଙ୍କୁ କଲେ ନିବେଦନ…
ନୂଆଦିଲ୍ଲୀ,୨୭।୧୧ : ଗତ ୧୫ ବର୍ଷ ଧରି ଭାରତରେ ସିଗାରେଟ ଟାଣୁଥିବା ଲୋକଙ୍କ ପାଇଁ ସିଗାରେଟ ମୂଲ୍ୟ ପ୍ରାୟ ୨୫୦ ପ୍ରତିଶତ ବୃଦ୍ଧି ପାଇଛି। କିନ୍ତୁ ଡାକ୍ତର ଏବଂ ଅର୍ଥନୀତିଜ୍ଞ କହିଛନ୍ତି ସିଗାରେଟର ମୂଲ୍ୟ ଆହୁରି ବୃଦ୍ଧି ହେବା ଉଚିତ। ୟୁନିଅନ…
କିମ୍ ଜୋଙ୍ଗ ଉନଙ୍କ ଯୋଜନା: ଦକ୍ଷିଣ କୋରିଆ ଉପରେ କରିବେ ଆକ୍ରମଣ…
ପ୍ୟୋଙ୍ଗୟାଙ୍ଗ,୨୭।୧୧ : ଉତ୍ତର କୋରିଆ ଏବଂ ଦକ୍ଷିଣ କୋରିଆ ମଧ୍ୟରେ ପୁଣି ଥରେ ତିକ୍ତତା ବୃଦ୍ଧି ପାଇଛି। କିନ୍ତୁ ଏଥର ଉତ୍ତେଜନା ବହୁତ ବୃଦ୍ଧି ପାଇଛି। ପ୍ୟୋଙ୍ଗୟାଙ୍ଗ ଦକ୍ଷିଣ କୋରିଆ ସୀମା ନିକଟରେ ନିଜର ସୈନିକମାନଙ୍କୁ ପଠାଇଛି। ଏକଛତ୍ରବାଦୀ ଶାସକ କିମ୍…
ନିଃସ୍ବାର୍ଥପର ଭାବେ ଓଡ଼ିଶାବାସୀଙ୍କ କାର୍ଯ୍ୟ କରିବି: ପାଣ୍ଡିଆନ୍
ଭୁବନେଶ୍ୱର.୨୭।୧୧: ୫ଟି ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ବିଜେଡିରେ ଯୋଗ ଦେବା ପରେ ସେ ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ମହାପ୍ରଭୁଙ୍କ ଆଶୀର୍ବାଦ, ମୁଖ୍ୟମନ୍ତ୍ରୀଙ୍କ ଗାଇଡାନ୍ସରେ କାର୍ଯ୍ୟ କରିବି।…
ଶେଷ ହେବ ଆଇପିସି-ସିଆରପିସି: ଶୀତ ଅଧିବେଶନରେ ହେବ ଆଗତ…
ନୂଆଦିଲ୍ଲୀ,୨୭।୧୧ : ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ୪ରୁ ଆରମ୍ଭ ହୋଇ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ପୂର୍ବରୁ ଡିସେମ୍ବର ୨ ରେ ଏକ ସର୍ବଦଳୀୟ ବୈଠକ ଡାକଛନ୍ତି। ଏହି ବୈଠକରେ ଶୀତକାଳୀନ ଅଧିବେଶନ…
ପାଣ୍ଡିଆନଙ୍କୁ ବିଜେଡିରେ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ: କହିଲେ, ଅନେକ ବର୍ଷ ହେବ ସେ…
ଭୁବନେଶ୍ୱର.୨୭।୧୧: ଅବସରପ୍ରାପ୍ତ ଆଇଏଏସ ତଥା ୫ଟି-ନବୀନ ଓଡ଼ିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଆଜି ବିଜେଡିରେ ସାମିଲ ହୋଇଛନ୍ତି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତାଙ୍କୁ ଦଳରେ ସ୍ବାଗତ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ପାଣ୍ଡିଆନଙ୍କୁ ମୁଁ…
ବିଜେଡିରେ ଯୋଗଦେଲେ ପାଣ୍ଡିଆନ୍: ପ୍ରଣବ ଦାସ ପିନ୍ଧାଇଲେ ଶଙ୍ଖ ବ୍ୟାଚ୍
ଭୁବନେଶ୍ୱର.୨୭।୧୧: ଶେଷରେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଅବସରପ୍ରାପ୍ତ ଆଇଏଏସ ତଥା ୫ଟି-ନବୀନ ଓଡ଼ିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଆଜି ବିଜେଡିରେ ସାମିଲ ହୋଇଛନ୍ତି। ବିଜେଡିର ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ସେ ଆଜି ନବୀନ ନିବାସରେ ବିଜେଡିର ପ୍ରାଥମିକ ସଦସ୍ୟତା ଗ୍ରହଣ…
ଖମ୍ବରେ ଚଢ଼ିଥିବା ଲୋକଙ୍କୁ ଦେଖି ଭାଷଣ ଅଧାରେ ବନ୍ଦ କଲେ ପ୍ରଧାନମନ୍ତ୍ରୀ, କହିଲେ ପଡିଗଲେ ମୁଁ ଦୁଃଖିତ ହେବି, ଭିଡିଓ ଭାଇରାଲ…
ହାଇଦ୍ରାବାଦ,୨୭।୧୧ : ତେଲଙ୍ଗାନା ବିଧାନସଭା ନିର୍ବାଚନ ପ୍ରଚାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି ଥରେ ଅଧାରୁ ତାଙ୍କ ଭାଷଣ ବନ୍ଦ କରିବାକୁ ପଡିଛି। ଏଥର ମଧ୍ୟ ଏହାର କାରଣ ହେଲା ଲୋକମାନେ ଖମ୍ବ ଉପରକୁ ଚଢ଼ିଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ…
ଭାଜପାର ୨୦୨୪ ଲୋକସଭା ବିଜୟ ଯୋଜନା: ଘର ବାହୁଡିବେ ୫ ହଜାରରୁ ଅଧିକ ବହିଷ୍କୃତ…
ନୂଆଦିଲ୍ଲୀ,୨୭।୧୧ : ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଥିବା ଭାଜପା ଏହାର ରଣନୀତିକୁ ଅଧିକ ସୁଦୃଢ଼ କରିବାକୁ ଚେଷ୍ଟା କରୁଛି। ଏଥିପାଇଁ ଉତ୍ତରପ୍ରଦେଶ ପୌରପରିଷଦ ନିର୍ବାଚନରେ ବହିଷ୍କୃତ ହୋଇଥିବା ୫ ହଜାରରୁ ଅଧିକ ବିଦ୍ରୋହୀ ଘରକୁ ଫେରିବାକୁ ଯାଉଛନ୍ତି। ସୋମବାର…
Archives


