Home Middle

ମଣିପୁରରେ ହେବ ଶାନ୍ତି ପ୍ରତିଷ୍ଠା, ସର୍ବ ପୁରାତନ ବିଦ୍ରୋହୀ ଗୋଷ୍ଠୀ ସହିତ ଐତିହାସିକ ଶାନ୍ତି ଚୁକ୍ତି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୯।୧୧: ମଣିପୁର ହିଂସା ପରେ ରାଜ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ନିରନ୍ତର ଚେଷ୍ଟା ଚଲାଇଛନ୍ତି ରାଜ୍ୟ ଓ କେନ୍ଦ୍ର ସରକାର। ବୁଧବାର ଏହି ଦିଗରେ ଏକ ବଡ଼ ସଫଳତା ହାସଲ ମିଳିଛି। ମଣିପୁରର ସର୍ବ ପୁରାତନ ବିଦ୍ରୋହୀ ଗୋଷ୍ଠୀ ସ୍ଥାୟୀ ଶାନ୍ତି…

ମଣିପୁର ଛାତ୍ରୀଛାତ୍ରଙ୍କୁ ଦେଶର ବିଭିନ୍ନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନାମ ଲେଖେଇବା ପାଇଁ ସୁଯୋଗ ଦିଅନ୍ତୁ ସରକାର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୯।୧୧: ମଣିପୁର ହିଂସାରେ ବିସ୍ଥାପିତ ହୋଇଥିବା ଛାତ୍ରୀଛାତ୍ରଙ୍କୁ ସରକାର ଦେଶର ବିଭିନ୍ନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନାମ ଲେଖେଇବା ପାଇଁ ସୁଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏ ସମ୍ପର୍କରେ କେନ୍ଦ୍ର ଓ ମଣିପୁର ସରକାର ବିଚାର କରନ୍ତୁ ବୋଲି ଏସସି ନିର୍ଦ୍ଦେଶ…

Mobile Number Suspended: ସରକାରଙ୍କ ବଡ ପଦକ୍ଷେପ! ୭୦ଲକ୍ଷ ସିମ କାର୍ଡ ବନ୍ଦ, ଜାଣନ୍ତୁ କାହିଁକି?…

ନୂଆଦିଲ୍ଲୀ,୨୯।୧୧ : ସିମ କାର୍ଡ କିମ୍ବା ଫୋନ ନମ୍ବର ସହିତ ଜଡିତ ଅନେକ ଠକେଇ ଘଟୁଛି। ଏଗୁଡିକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏବଂ ଟେଲିକମ ବିଭାଗ ଦ୍ୱାରା ବିଭିନ୍ନ ପଦ୍ଧତି ଗ୍ରହଣ କରାଯାଉଛି। ଡିଜିଟାଲ ଠକେଇକୁ ରୋକିବା ପାଇଁ ଏଥର…

୧୭ଦିନ ଧରି ଟନେଲରେ ଫଶିଥିବା ପୁଅର କରୁଥିଲେ ଅପେକ୍ଷା, ଉଦ୍ଧାର ହେବା ପରେ ଆର ପାରିକୁ ଚାଲିଗଲେ ବାପା

ନୂଆଦିଲ୍ଲୀ,୨୯।୧୧: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ବୁଧବାର ହସ୍ପିଟାଲରେ ଭର୍ତ୍ତି ଶ୍ରମିକଙ୍କ ସହ ସାକ୍ଷାତ କରି ସେମାନଙ୍କ ହାଲଚାଲ ପଚାରି ବୁଝିଛନ୍ତି। ଏଥିସହ ପ୍ରତିଟି ଶ୍ରମିକଙ୍କୁ ଏକଲକ୍ଷ ଟଙ୍କା ପୁରଷ୍କାର ରାଶି ଘୋଷଣା କରିଛନ୍ତି। ୪୧ଶ୍ରମିକଙ୍କୁ ଅନ୍ଧାରୀ ଟନେଲରୁ ବାହାରକୁ…

ପୋକ୍ସୋ ମାମଲାରେ ପୀଡିତା କୋର୍ଟରେ ହାଜର ହେବାକୁ ବାଧ୍ୟ ନୁହଁନ୍ତି: ହାଇକୋର୍ଟ…

ମୁମ୍ବାଇ,୨୯।୧୧ : ବମ୍ବେ ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଶିଶୁଙ୍କୁ ଯୌନ ଅପରାଧରୁ ସୁରକ୍ଷା (ପୋକ୍ସୋ ଆକ୍ଟ) ଅନୁଯାୟୀ ଅପରାଧର ଶିକାର ହୋଇଥିବା ଶିଶୁ କିମ୍ବା ତାଙ୍କ ଅଭିଭାବକ ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତଙ୍କ ଆବେଦନ କ୍ଷେତ୍ରରେ କୋର୍ଟରେ ହାଜର ହେବାକୁ ବାଧ୍ୟ…

Word Of The Year 2023: ଅକ୍ସଫୋର୍ଡ ଆଠଟି ଶବ୍ଦର ତାଲିକା ପ୍ରକାଶ କଲା, ସେସବୁର ଅର୍ଥ କ’ଣ ଜାଣନ୍ତୁ…

ଲଣ୍ଡନ,୨୯।୧୧ : ଅକ୍ସଫୋର୍ଡ ୟୁନିଭରସିଟି ପ୍ରେସ ସମ୍ମାନଜନକ ୱାର୍ଡ ଅଫ ଦି ଇୟର ପାଇଁ ଆଠଟି ଶବ୍ଦର ଏକ ସଂକ୍ଷିପ୍ତ ତାଲିକା ପ୍ରକାଶ କରିଛି। ଭାଷା ତଥ୍ୟର ୨୨ ବିଲିୟନ ଶବ୍ଦର ବିସ୍ତୃତ ବିଶ୍ଳେଷଣ ଉପରେ ଆଧାର କରି ଏହି ଆଠଟି…

ମାଗଣାରେ ମିଳିବ ରାଶନ, ୫ ବର୍ଷ ଚାଲିବ ଗରିବ କଲ୍ୟାଣ ଅନ୍ନ ଯୋଜନା, ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଡ୍ରୋନ…

ନୂଆଦିଲ୍ଲୀ,୨୯।୧୧ : କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ବୁଧବାର ସରକାର ନେଇଥିବା ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଗରିବ କଲ୍ୟାଣ ଅନ୍ନ ଯୋଜନା ଆସନ୍ତା ଜାନୁୟାରୀ ୨୦୨୪ରୁ ଆସନ୍ତା ପାଞ୍ଚ ବର୍ଷ…

ମଝି ଆକାଶରେ ସ୍ତ୍ରୀ ସ୍ବାମୀଙ୍କ କଳି: ଜରୁରୀ ଅବତରଣ କରାଗଲା ବିମାନ, ସୋସିଆଲ ମିଡିଆରେ ଭାଇରାଲ…

ନୂଆଦିଲ୍ଲୀ,୨୯।୧୧ : ଫ୍ଲାଇଙ୍ଗ ଫ୍ଲାଇଟରେ ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ଝଗଡା ଏତେ ହୋଇଗଲା ଯେ ବିମାନକୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଲା। ଏହି ବିମାନ ବ୍ୟାଙ୍କକକୁ ଯାଉଥିଲା, କିନ୍ତୁ ସେମାନଙ୍କ କଳି ଯୋଗୁ ଏହାକୁ ଅବତରଣ ପାଇଁ ଦିଲ୍ଲୀକୁ ଫେରାଇ ଅଣାଯାଇଥିଲା। ଏହି…

ରାହୁଲ ଦ୍ରାବିଡ ହିଁ ରହିବେ ଟିମ ଇଣ୍ଡିଆର କୋଚ୍‌, ଘୋଷଣା କଲା ବିସିସିଆଇ

ନୂଆଦିଲ୍ଲୀ,୨୯।୧୧: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ରାହୁଲ ଦ୍ରାବିଡ ଟିମ ଇଣ୍ଡିଆର କୋଚ୍‌ ରହିବେ ବୋଲି ଘୋଷଣା କରିଛି। ବିସିସିଆଇ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛି। ଏଥି ସହିତ କୋଚିଂ ଷ୍ଟାଫରେ କୌଣସିି ପରିବର୍ତ୍ତନ…

ଗୁରୁବାର ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୯।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଭେମ୍ବର ୩୦ ଅର୍ଥାତ୍‌ ଗୁରୁବାର ଅପରାହ୍ନ ୪ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୫୧,୦୦୦ରୁ ଅଧିକ ନୂତନ ନିଯୁକ୍ତ କର୍ମଚାରୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନୂତନ ଭାବେ ନିଯୁକ୍ତ ସରକାରୀ କର୍ମଚାରୀଙ୍କୁ ମଧ୍ୟ…

ଚାଇନାରେ ବ୍ୟାପିଥିବା ଅଜଣା ରୋଗକୁ ନେଇ ହରିୟାଣାରୁ ତାମିଲନାଡୁ ଯାଏଁ ଆଲର୍ଟ ଜାରି, କୋଭିଡ ପ୍ରୋଟକଲ ଲାଗୁ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୯।୧୧: ଚାଇନାର ପିଲାଙ୍କୁ ବ୍ୟାପିଥିବା ଭାଇରାଲ ଜ୍ୱର ଓ ନିମୋନିଆ ଭାରତ ସରକାରଙ୍କର ମୁଣ୍ଡବିନ୍ଧା ବଢାଇଛି। ସରକାର କେତେକ ରାଜ୍ୟରେ ଆଲର୍ଟ ଜାରି କରିଛନ୍ତି। ଏନେଇ ରାଜ୍ୟ ସରକାର ସ୍ବାସ୍ଥ୍ୟ ବିଭାଗକୁ ଆଡଭାଇଜରି ଜାରି କରିଛନ୍ତି। ମହରାଷ୍ଟ୍ର ସରକାର ରାଜ୍ୟରେ କୋଭିଡ…

ସମୁଦ୍ର ଉପରେ ମଝି ଆକାଶରେ ଦୁୁର୍ଘଟଣା ଗ୍ରସ୍ତ ହେଲା ସାମରିକ ବିମାନ, ୮ ଯାତ୍ରୀ ଜୀବିତ କି ମୃତ ନେଇ ସନ୍ଧାନ ଜାରି…

ଟୋକିଓ/ଓ୍ବାଶିଂଟନ,୨୯।୧୧ : ଆମେରିକାର ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ଖବର ସାମ୍ନାକୁ ଆସିଛି। ଖବର ଅନୁଯାୟୀ ଆମେରିକାର ସାମରିକ ବିମାନ ଓସପ୍ରେ ଜାପାନ ନିକଟ ସମୁଦ୍ରରେ ଖସିପଡଛି। ବିମାନଟି ୟାକୁସିମା ଦୀପ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ସମୁଦାୟ ୮ ଜଣ ଯାତ୍ରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri