Home Middle

ଫଳାଫଳ ପୂର୍ବରୁ ଭାଜପା-କଂଗ୍ରେସ ମଧ୍ୟରେ ଛକାପଞ୍ଝା: ରିସୋର୍ଟ-ପ୍ଲେନ ବୁକ, ସ୍ବାଧୀନ ପ୍ରାର୍ଥୀଙ୍କ ଉପରେ ନଜର…

ଜୟପୁର,୨।୧୨ : ରାଜସ୍ଥାନ ବିଧାନସଭା ନିର୍ବାଚନର ଏକଜିଟ ପୋଲ ପରେ ଶାସକ କଂଗ୍ରେସ ଏବଂ ବିରୋଧୀ ଭାଜପା ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଛି। ଯଦି ବିଜୟୀ ଆସନରେ ସାମାନ୍ୟ ପାର୍ଥକ୍ୟ ରୁହେ, ତେବେ ସରକାର ଗଠନରେ ସ୍ବାଧୀନ ବିଧାୟକଙ୍କ ସହ ଆଞ୍ଚଳିକ…

ଘୋଡା ବେପାରରେ ଲଗାମ ପାଇଁ କଂଗ୍ରେସର ନୂଆ ରଣନୀତି: ୭୨ ସିଟର ପ୍ଲେନ ବୁକ…

ରାୟପୁର, ୨।୧୨ : ଏକଜିଟ ପୋଲ ସର୍ଭେରେ ଛତିଶଗଡରେ କଂଗ୍ରେସ ଅଗ୍ରଣୀ ଥିବା ଦେଖାଯାଇଛି, ଆସନ ସଂଖ୍ୟା କମ ଥିବାରୁ ଦଳର ନେତାମାନେ ଚିନ୍ତିତ ଅଛନ୍ତି। ଡିସେମ୍ବର ୩ରେ ଫଳାଫଳ ଘୋଷଣା ହେବା ପୂର୍ବରୁ ଘୋଡା ବେପାରରେ ଲଗାମ ପାଇଁ କଂଗ୍ରେସ…

ଜ୍ୟୋତିରାଦିତ୍ୟଙ୍କ ସହିତ କଂଗ୍ରେସରୁ ଶେଷ ହୋଇଛନ୍ତି ବିଶ୍ୱାସଘାତକ: ଦିଗବିଜୟ…

ଭୋପାଳ,୨।୧୨ : ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଦିଗବିଜୟ ସିଂ ଶନିବାର ପୁଣି ଥରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଟାର୍ଗେଟ କରିଛନ୍ତି। ନିର୍ବାଚନ ଫଳାଫଳ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ବର୍ତ୍ତମାନ ଆମ ଦଳରେ କେହି ସିନ୍ଧିଆ ନାହାନ୍ତି।…

କେତେ ବନ୍ଧକ ଜୀବିତ ତାହା ଅଜଣା, ହମାସର ମନ୍ତବ୍ୟ ନେଇ ଭୟଭୀତ ଲୋକେ…

ଜେରୁଜେଲମ,୨।୧୨ : ଅସ୍ତ୍ରବିରତି ପରେ ଇସ୍ରାଏଲ-ହମାସ ଯୁଦ୍ଧ ଏବେ ଚରମ ସ୍ଥିତିରେ ରହିଛି। ଇସ୍ରାଏଲ ପୁଣିଥରେ ନିଜର ସାମରିକ କାର୍ଯ୍ୟ ଆରମ୍ଭ କରିଛି। ଏହି ସମୟରେ, ହମାସ ଏକ ଭୟଭୀତ କଲାଭଳି ବିବୃତ୍ତି ଦେଇ କହିଛି ଗାଜା ଅଞ୍ଚଳରେ କେତେ ଜଣ…

Dark Patterns Ban: ଅନଲାଇନରେ ଗ୍ରାହକଙ୍କୁ କରାଯାଉଛି ବିଭ୍ରାନ୍ତ, ସରକାର ଜାରି କଲେ ନିର୍ଦ୍ଦେଶାବଳୀ…

ନୂଆଦିଲ୍ଲୀ,୨।୧୨ : ଗ୍ରାହକଙ୍କ ସୁରକ୍ଷା ପାଇଁ ଇ-କମର୍ସ ପ୍ଲାଟଫର୍ମରେ ସରକାର ‘ଡାର୍କ ପାଟର୍ନସ’ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। କମ୍ପାନୀ କିମ୍ବା ବ୍ୟବସାୟୀମାନେ ଗ୍ରାହକଙ୍କୁ ପ୍ରତାରଣା କରିବାକୁ ଚେଷ୍ଟା କରନ୍ତି କିମ୍ବା ‘ଡାର୍କ ପାଟର୍ନସ’ ମାଧ୍ୟମରେ ସେମାନଙ୍କର ଆଚରଣ କିମ୍ବା ପସନ୍ଦକୁ…

ଭାରତ ପାଇଁ ଖୁସି ଖବର: ବଢ଼ିଲା ବିକାଶ ହାର, ବ୍ରୋକେଜ କମ୍ପାନୀ ନୋମୁରା ରିପୋର୍ଟ ଜାରି…

ନୂଆଦିଲ୍ଲୀ,୨।୧୨ : ଭାରତୀୟ ଅର୍ଥନୀତି ପାଇଁ ଏକ ଖୁସି ଖବର ଆସିଛି। ବାସ୍ତବରେ, ଜାପାନର ବ୍ରୋକେଜ କମ୍ପାନୀ ନୋମୁରା ଚଳିତ ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ଭାରତର ଅଭିବୃଦ୍ଧି ହାରକୁ ୫.୯ ପ୍ରତିଶତରୁ ୬.୭ ପ୍ରତିଶତକୁ ବୃଦ୍ଧି କରିଛି। ଦ୍ୱିତୀୟ ତ୍ରୟମାସିକ…

ସମସ୍ତ ବିଶ୍ୱବିଦ୍ୟାଳୟ-କଲେଜରେ ଲଗାଯିବ ମୋଦିଙ୍କ ଫଟୋ : ୟୁଜିସି ପଠାଇଲା ଚିଠି…

ନୂଆଦିଲ୍ଲୀ,୨।୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ କଲେଜଗୁଡ଼ିକରେ ଲଗାଯିବ। ଏହା ସହିତ ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ କଲେଜଗୁଠିକ ନିଜ ନିଜର ସେଲଫି ପଏଣ୍ଟ ସୃଷ୍ଟି କରିବାକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) କହିଛି। ୟୁଜିସିର…

ଦାମ୍ପତ୍ୟ ଜୀବନରେ ସ୍ତ୍ରୀଙ୍କ ସହ ଜବରଦସ୍ତ ଶାରୀରିକ ସମ୍ପର୍କ ବଳାତ୍କାର କି ? କ’ଣ କହୁଛି ଆଇନ…

ନୂଆଦିଲ୍ଲୀ,୨।୧୨ : ବୈବାହିକ ଜୀବନରେ ବଳାତ୍କାର ଏକ ବିଷୟ ଯାହାକୁ ଅଣଦେଖା କରାଯାଇପାରିବ ନାହିଁ। ଭାରତ ସମେତ ସାରା ବିଶ୍ୱରେ ମହିଳାମାନେ ଏହାର ଶିକାର ହେଉଛନ୍ତି। ଅନେକ ସମାଜରେ, ଏହି ଚିନ୍ତାଧାରା ଜାରି ରହିଛି ବିବାହ ପରେ ସ୍ବାମୀଙ୍କର ସ୍ତ୍ରୀଙ୍କ ଶରୀର…

ରାଜନୀତିରେ ବଡ ବେଟିଂ: ଭାଜପା ଉପରେ ଲାଗିଲା ଅଧିକ ଟଙ୍କା

ନୂଆଦିଲ୍ଲୀ,୨।୧୨: ୫ରାଜ୍ୟର ବିଧାନସଭା ଫଳାଫଳକୁ ନେଇ ସାମ୍ନାକୁ ଆସିସାରିଛି ଏକଜିଟ୍‌ ପୋଲ୍‌। ତାଜା ସ୍ଥିତି ଦର୍ଶାଉଛି ଯେ, ଭାଜପା ୨ଟି, କଂଗ୍ରେସ ଗୋଟିଏ ରାଜ୍ୟ ହାତେଇବ। ଯେତେବେଳେ କି କଂଗ୍ରେସ ତେଲଙ୍ଗାନାରେ ଭଲ ପ୍ରଦର୍ଶନ କରିଛି ଏବଂ ସେଠାରେ ସରକାର ଗଢିବା…

ମୃତ ଯୁବକଙ୍କ ଶୁକ୍ରାଣୁ ସଂରକ୍ଷଣ କରୁଛନ୍ତି ପରିବାର ସଦସ୍ୟ, ହମାସ ଆକ୍ରମଣରେ ହୋଇଥିଲା ମୃତ୍ୟୁ…

ଜେରୁଜେଲମ,୨।୧୨ : ହମାସ ଆକ୍ରମଣରେ ନିହତ ହୋଇଥିବା ଯୁବକମାନଙ୍କର ପରିବାର ବର୍ଗ ସେମାନଙ୍କ ଶୁକ୍ରାଣୁ ସଂରକ୍ଷଣ କରୁଛନ୍ତି। ଯେଉଁମାନେ ନିଜର ପ୍ରିୟଜନଙ୍କୁ ହରାଇଛନ୍ତି, ସେମାନେ ଏହା ଦ୍ୱାରା ଏକ ନୂତନ ଆଶାର କିରଣ ଦେଖୁଛନ୍ତି। ଏହି କାରଣରୁ ଇସ୍ରାଏଲରେ ଲୋକମାନେ ନିଜ…

ଶ୍ରୀକୃଷ୍ଣ ମନ୍ଦିର ଭାଙ୍ଗିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ…

ଇସଲାମାବାଦ,୨।୧୨ : ପାକିସ୍ତାନର ପଞ୍ଜାବର ସାଦିକାବାଦର ଅହମ୍ମଦପୁର ଲୁମ୍ମା ସହରର ଏକ ଶ୍ରୀକୃଷ୍ଣ ମନ୍ଦିର ଭାଙ୍ଗି ଏହାକୁ ମଦ୍ରାସାରେ ପରିଣତ କରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓ ଭାଇରାଲ ହେବା ମାତ୍ରେ ବିବାଦ ଆରମ୍ଭ ହୋଇଛି। ଭାଇରାଲ…

ଯୁବବର୍ଗଙ୍କ ହାତରେ ଭାରତର ଭବିଷ୍ୟତ: ଜାତିସଂଘରେ ଚର୍ଚ୍ଚା…

ଜେନେଭା,୨।୧୨: ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କାମ୍ବୋଜ ଏକ କାର୍ଯ୍ୟକ୍ରମରେ ତାଙ୍କ ଅଭିଭାଷଣରେ କହିଛନ୍ତି ଭାରତର ଯୁବବର୍ଗଙ୍କ ଜନସଂଖ୍ୟା ବିଶ୍ୱରେ ସର୍ବାଧିକ। କାମ୍ବୋଜ କହିଛନ୍ତି ଆମର ଯୁବବର୍ଗମାନେ ଭବିଷ୍ୟତ ଗଠନ କରୁଛନ୍ତି ଏବଂ ପ୍ରଯୁକ୍ତିବିଦ୍ୟା ସାହାଯ୍ୟରେ ସ୍ଥାୟୀ ବିକାଶ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri