ଦେଶବାସୀଙ୍କୁ ଦୀପାବଳି ଶୁଭେଚ୍ଛା ଜଣାଇଲେ ସୁନକ
ଲଣ୍ଡନ,୧୧ା୧୧: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଶନିବାର ଦେଶବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ସମସ୍ତ ଦେଶବାସୀଙ୍କର ଉଜ୍ଜ୍ୱଳ ଭବିଷତ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ୧୦ ଡାଉନିଂ ଷ୍ଟ୍ରିଟ୍ରୁ ଏହି ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି। ସୁନକ କହିଛନ୍ତି, ଦୀପାବଳି ପର୍ବ…
୯୩ ରନରେ ଜିତିଲା ଇଂଲଣ୍ଡ…
କୋଲକାତା,୧୧।୧୦: ପଶ୍ଚିମବଙ୍ଗର କୋଲକାତାର ଇଡେନ ଗାର୍ଡେନରେ ଖେଳାଯାଉଥିବା ବିଶ୍ୱକପ ୨୦୨୩ର ୪୪ତମ ମ୍ୟାଚରେ ଇଂଲଣ୍ଡ ପାକିସ୍ତାନକୁ ୯୩ ରନରେ ପରାଜିତ କରିଛି। ଇଂଲଣ୍ଡ ଅଧିନାୟକ ଜୋସ ବଟଲର ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଅଧିନାୟକ ବାବର ଆଜମଙ୍କ…
ଇଗଲ-ଶାଗୁଣାଙ୍କ ସହାୟତାରେ ମୃତଦେହ ଖୋଜୁଛି ଇସ୍ରାଏଲ, ଗୋଡରେ ଲଗାଯାଇଛି ଜିପିଏସ ଟ୍ରାକର…
ଜେରୁଜେଲମ,୧୧।୧୧ : ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଯୁଦ୍ଧକୁ ୩୬ ଦିନ ବିତିଛି। ଅକ୍ଟୋବର ୭ ତାରିଖ ରାତିରେ ହମାସ ହଠାତ ଇସ୍ରାଏଲ ଉପରେ ୫ ହଜାରରୁ ଅଧିକ ବୋମା ମାଡ କରିଥିଲା। ଏହି କାରଣରୁ ୧୪୦୦ ଜଣଙ୍କର ମୃତ୍ୟୁ ହୋଇଥିଲା।…
ଦୀପାବଳି ମୁହୁର୍ତ୍ତ ଟ୍ରେଡିଂ, ଘଣ୍ଟାକରେ କରିଦେବ ମାଲାମାଲ, କୋଟିପତି ହେବାର ସୁଯୋଗ…
ମୁମ୍ବାଇ,୧୧।୧୧ : ଶେୟାର ବଜାରରେ ଦୀପାବଳି ଅବସରରେ ମୁହୁର୍ତ୍ତ ଟ୍ରେଡିଂ କରାଯିବ। ଲୋକଙ୍କୁ ଏକ ଘଣ୍ଟାରେ କୋଟିପତି ହେବାର ସୁଯୋଗ ମିଳିବ। ହଁ ବାସ୍ତବରେ, ଦୀପାବଳି ମୁହୁର୍ତ୍ତ ଟ୍ରେଡିଂସେହି ସୁଯୋଗ ଦେଇଥାଏ। ରବିବାର ଦିନ ଷ୍ଟକ ବଜାରରେ ଟ୍ରେଡିଂ କରାଯିବ। ଭଲ…
କଂଗ୍ରେସ ଜ୍ୟୋତିରାଦିତ୍ୟଙ୍କୁ ସବୁକିଛି ଦେଇଥିଲା, କିନ୍ତୁ ସେ ସରକାରଙ୍କୁ କରିଥିଲେ କ୍ଷମତାଚ୍ୟୁତ: ଦିଗବିଜୟ…
ଭୋପାଳ,୧୧।୧୧ : ମଧ୍ୟପ୍ରଦେଶରେ ଭୋଟ ଦେବାକୁ ଏକ ସପ୍ତାହରୁ କମ ସମୟ ବାକି ଅଛି। ସମସ୍ତ ଦଳ ନିଜର ସମାବେଶକୁ ଜୋରଦାର କରିଛନ୍ତି। ଷ୍ଟାର ପ୍ରଚାରକମାନେ କ୍ରମାଗତ ଭାବରେ ବୈଠକ କରୁଛନ୍ତି। ଏହି ସମୟରେ ଗୁନାରେ ଏକ ସଭାରେ ପୂର୍ବତନ ମଧ୍ୟପ୍ରଦେଶର…
ବିଶ୍ୱାସ ନ ଥିଲା ମୋ ପୁଅଙ୍କୁ କରିବେ ରାଜ୍ୟ ସଭାପତି: ୟେଦୁରପ୍ପା…
ବେଙ୍ଗାଲୁରୁ,୧୧।୧୧ : କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି (ଭାଜପନ) ନେତା ବିଏସ ୟେଦୁରପ୍ପା ଶନିବାର କହିଛନ୍ତି ଦଳର ନେତାମାନେ ତାଙ୍କ ପୁଅ ବିଜୟେନ୍ଦ୍ରଙ୍କୁ ରାଜ୍ୟ ୟୁନିଟର ନୂତନ ସଭାପତି ଭାବରେ ବାଛିବେ ବୋଲି ମୁଁ କେବେ ଆଶା…
ପାକିସ୍ତାନ ପାଇଁ ବିଜୟ ଲକ୍ଷ୍ୟ ରନ ୩୩୮…
କୋଲକାତା,୧୧।୧୦: ପଶ୍ଚିମବଙ୍ଗର କୋଲକାତାର ଇଡେନ ଗାର୍ଡେନରେ ଖେଳାଯାଉଥିବା ବିଶ୍ୱକପ ୨୦୨୩ର ୪୪ତମ ମ୍ୟାଚ ପାକିସ୍ତାନ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି। ଇଂଲଣ୍ଡ ଅଧିନାୟକ ଜୋସ ବଟଲର ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଅଧିନାୟକ ବାବର ଆଜମଙ୍କ ନେତୃତ୍ୱରେ…
ସରକାରଙ୍କ ଉପହାର: ବିନା ଇଣ୍ଟରନେଟରେ ଲାଇଭ ଟିଭି…
ନୂଆଦିଲ୍ଲୀ,୧୧।୧୧ : ସ୍ମାର୍ଟଫୋନ ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ଖବର ଅଛି। ସାଧାରଣ ଲୋକଙ୍କ ପାଇଁ ସରକାର ଆଶ୍ଚର୍ଯ୍ୟଜନକ ଟେକ୍ନୋଲୋଜି ଉପରେ କାମ କରୁଛନ୍ତି, ବର୍ତ୍ତମାନ ଆପଣ ବିନା ଫୋନରେ ଲାଇଭ ଟିଭି ଉପଭୋଗ କରିପାରିବେ। ଦେଶର ଯେ କୌଣସି କୋଣରୁ…
ପୁଣି ଥରେ କିଭ୍କୁ ଟାର୍ଗେଟ୍ କଲା ରୁଷିଆ, ଗୋଟିଏ ପରେ ଗୋଟିଏ କରୁଛି କ୍ଷେପଣାସ୍ତ୍ର ମାଡ଼
କିଭ୍,୧୧ା୧୧: ରୁଷିଆ-ୟୁକ୍ରେନ ମଧ୍ୟରେ ଦୀର୍ଘଦିନ ଧରି ଚାଲିଥିବା ଯୁଦ୍ଧରୁ କେହି ଓହରିବାକୁ ରାଜି ନୁହନ୍ତି। ଉଭୟପକ୍ଷ ପରସ୍ପର ଉପରେ ଆକ୍ରମଣ ପ୍ରତି ଆକ୍ରମଣ କରୁଛନ୍ତି। ଏହି ସମୟରେ ସ୍ଥାନୀୟ ଅଧିକାରୀମାନେ ଶନିବାର କହିଛନ୍ତି, ସାରା ଦେଶରେ ରାତାରାତି ବୋମା ବିସ୍ଫୋରଣର ଅଂଶ…
ଅଷ୍ଟ୍ରେଲିଆର ସହଜ ବିଜୟ, ୮ ଓ୍ବିକେଟରେ ବାଂଲାଦେଶ ପରାଜିତ…
ପୁଣେ,୧୧।୧୦: ମହାରାଷ୍ଟ୍ରର ପୁଣେର ଓ୍ବାଙ୍ଖଡେ ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଖେଳାଯାଉଥିବା ବିଶ୍ୱକପ ୨୦୨୩ର ୪୩ତମ ମ୍ୟାଚରେ ବାଂଲାଦେଶକୁ ଅଷ୍ଟ୍ରେଲିଆ ୮ ଓ୍ବିକେଟରେ ପରାଜିତ କରିଛି। ଧାର୍ଯ୍ୟ ଲକ୍ଷ୍ୟର ପିଛା କରି ଅଷ୍ଟ୍ରେଲିଆ ଦଳ ୪୪.୪ ଓଭରରେ ୨ ଓ୍ବିକେଟ ୩୦୭…
ରାଷ୍ଟ୍ରପତିଙ୍କ ବିରୋଧରେ ଅଭିଯୋଗ ଆଣିଲେ ପାକ୍ ନିର୍ବାଚନ ଆୟୋଗ
ଇସଲାମାବାଦ,୧୧ା୧୧: ପାକ୍ ନିର୍ବାଚନ ଆୟୋଗ ରାଷ୍ଟ୍ରପତି ଆରିଫ୍ ଅଲ୍ଭିଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ପାକିସ୍ତାନର ନିର୍ବାଚନ ଆୟୋଗ (ଇସିପି) ଏକ ବିବୃତ୍ତିରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ, ଆସନ୍ତା ନିର୍ବାଚନର ସ୍ବଚ୍ଛତା ଉପରେ ସନ୍ଦେହ…
ଫାଇନାଲରେ ଖେଳିବେ ଏହି ଦୁଇ ଦଳ, ଭବିଷ୍ୟବାଣୀ କଲେ କ୍ରିକେଟର…
ନୂଆଦିଲ୍ଲୀ,୧୧।୧୧ : ବିଶ୍ୱକପର ଫାଇନାଲରେ କେଉଁ ଦୁଇ ଦଳ ମୁହାଁମୁହିଁ ହେବେ ସେ ନେଇ ନାନା କଳ୍ପନାଜଳ୍ପନା ଜାରି ରହିଛି। ପାକିସ୍ତାନ କ୍ରିକେଟ ଦଳର ଦୁଇ ପୂର୍ବତନ ଅଧିନାୟକ ସେମାନଙ୍କ ଅଭିଜ୍ଞତା ଆଧାରରେ ଏହାର ଉତ୍ତର ଦେଇଛନ୍ତି । ଏକ ସ୍ପୋର୍ଟସ…
Archives


