ଲୋକଙ୍କ ସୁବିଧା ପାଇଁ ନିରୀହ ପ୍ରାଣୀଙ୍କୁ ବଳି ଦିଆଯାଇ ପାରିବ ନାହିଁ: ୩୦ ବୁଲା ଗୋରୁ ମୃତ୍ୟୁ ମାମଲାରେ ହାଇକୋର୍ଟଙ୍କ କ୍ଷୋଭ…
ଅହମଦାବାଦ,୧୨।୧୨ : ନାଦିୟାଦ ମ୍ୟୁନିସିପାଲ କର୍ପୋରେଶନର କାଞ୍ଜିଆ ହଦାରେ ରଖାଯାଇଥିବା ୩୦ ବୁଲା ଗୋରୁଙ୍କ ମୃତ୍ୟୁକୁ ନେଇ ଗୁଜରାଟ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଜଷ୍ଟିସ ଆଶୁତୋଷ ଶାସ୍ତ୍ରୀ ଏବଂ ଜଷ୍ଟିସ ହେମନ୍ତ ପ୍ରଚ୍ଛକଙ୍କ ଡିଭିଜନ ବେଞ୍ଚ କହିଛନ୍ତି ଜନସାଧାରଣଙ୍କ ସୁବିଧା…
ଏଲପିଜି ସିଲିଣ୍ଡର ୫୦୦ ଟଙ୍କାରେ ଯୋଗାଇ ଦିଆଯିବ…
ହାଇଦ୍ରାବାଦ,୧୨।୧୨ : ତେଲଙ୍ଗାନାର କଂଗ୍ରେସ ସରକାର ଆସନ୍ତା ୧୦୦ ଦିନ ମଧ୍ୟରେ ଏଲପିଜି ସିଲିଣ୍ଡର ୫୦୦ ଟଙ୍କାରେ ଯୋଗାଇ ଦେବା ସହିତ ଧାନ କ୍ରୟରେ କ୍ୱିଣ୍ଟାଲ ପିଛା ୫୦୦ ଟଙ୍କା କୃଷକମାନଙ୍କୁ ପ୍ରଦାନ କରିବା ଲାଗି ନୂଆ ଯୋଜନା କାର୍ଯ୍ୟକାରୀ କରିବାକୁ…
ନାଗରିକତ୍ୱ ଆଇନର ଧାରା ୬-ଏ କୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ ରାୟ ସଂରକ୍ଷିତ, ସମ୍ବିଧାନ ବେଞ୍ଚରେ ଶୁଣାଣି ଶେଷ …
ନୂଆଦିଲ୍ଲୀ,୧୨।୧୨ : ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ସମ୍ବିଧାନ ବେଞ୍ଚ ନାଗରିକତ୍ୱ ଆଇନର ଧାରା ୬-ଏ ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ ନିଜର ରାୟ ସଂରକ୍ଷିତ ରଖିଛନ୍ତି। ଆସାମ ଚୁକ୍ତିନାମାକୁ ଆଗକୁ ନେବା ପାଇଁ ୧୯୮୫ ରେ ଏକ…
ବିରୋଧୀ ମେଣ୍ଟ ‘ଇଣ୍ଡିଆ’ରେ ଫାଟ, ବାମପନ୍ଥୀ ଛାତ୍ରଙ୍କୁ ଗୁଣ୍ଡା କହିଲେ ଥରୁର୍
ନୂଆଦିଲ୍ଲୀ,୧୨।୧୨: କେରଳ ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନଙ୍କ କାର ଉପରେ ଆକ୍ରମଣ ଉଦ୍ୟମ ମାମଲାରେ କଂଗ୍ରେସ ଏମପି ଶଶି ଥରୁର ଟିପ୍ପଣୀ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ରେ ଫାଟ ସୃଷ୍ଟି କରିଛି। ଏହି ଘଟଣାରେ ରାଜ୍ୟପାଳ ଆରିଫ୍ କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ୍ଙ୍କୁ…
ଜାନୁୟାରୀ ୨୬ରେ ଭାରତ ଆସିବେନି ଜୋ ବାଇଡେନ, କ୍ୱାଡ ବୈଠକ ସ୍ଥଗିତ…
ଓ୍ବାଶିଂଟନ,୧୨।୧୨: ଜାନୁଆରୀ ୨୦୨୪ରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଜାନୁୟାରର ୨୬ ଗଣତନ୍ତ୍ର ଦିବସ ଉତ୍ସବରେ ଯୋଗଦେବେ ନାହିଁ। ଆସନ୍ତା ବର୍ଷ ଜାନୁଆରୀରେ କ୍ୱାଡ ନେତାଙ୍କ ସମ୍ମିଳନୀ ଆୟୋଜନ କରିବା ପାଇଁ ଭାରତ ରାଷ୍ଟ୍ରପତି ବାଇଡେନଙ୍କୁ ଗଣତନ୍ତ୍ର ଦିବସ ପାଳନ ପାଇଁ…
ଭଜନଲାଲ୍ ଶର୍ମା ହେବେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ
ଜୟପୁର,୧୨।୧୨: ରାଜସ୍ଥାନରେ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ନେଇ ସସପେନ୍ସ ଶେଷ ହୋଇଛି। ଜୟପୁରରେ ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ଭାଜପା ବିଧାୟକ ଦଳ ବୈଠକରେ ଭଜନଲାଲ୍ ଶର୍ମାଙ୍କ ନାମକୁ ଅନୁମୋଦନ ମିଳିଛି। ରାଜସ୍ଥାନରେ ନିର୍ବାଚନ ଫଳାଫଳ ଆସିବାର ନଅ ଦିନ ପରେ ମୁଖ୍ୟମନ୍ତ୍ରୀଙ୍କ ନାମ…
ଦେଶରେ ବେଆଇନ ଭାବେ ବାସ କରୁଥିବା ଲୋକଙ୍କ ସଂଖ୍ୟା ଆକଳନ କରିବା ସମ୍ଭବ ନୁହେଁ: ସୁପ୍ରିମକୋର୍ଟଙ୍କୁ କେନ୍ଦ୍ରର ଜବାବ…
ନୂଆଦିଲ୍ଲୀ,୧୨।୧୨: କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଦେଶର ବିଭିନ୍ନ ସ୍ଥାନରେ ରହୁଥିବା ବେଆଇନ ଲୋକଙ୍କ ଉପରେ ତଥ୍ୟ ସଂଗ୍ରହ କରିବା ସମ୍ଭବ ନୁହେଁ କାରଣ ବେଆଇନ ଲୋକମାନେ ଗୁପ୍ତରେ ଦେଶରେ ପ୍ରବେଶ କରିଛନ୍ତି। ନାଗରିକତ୍ୱ ଆଇନର ଧାରା ୬-ଏ ର ସାମ୍ବିଧାନିକ…
ରାଜନାଥ ସିଂଙ୍କ ସହ ବୈଠକ ପରେ ହସି ହସି ବାହାରକୁ ଆସିଲେ ବସୁନ୍ଧରା, ଆଉ କିଛି ସମୟ ପରେ ମୁଖ୍ୟମନ୍ତ୍ରୀଙ୍କ ନାଁ ହେବ ଘୋଷଣା
ଜୟପୁର,୧୨।୧୨: ରାଜସ୍ଥାନରେ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ନେଇ ସସପେନ୍ସ ଶେଷ ହେବାକୁ ଯାଉଛି। ଏହି ସମୟରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଅନ୍ୟତମ ପ୍ରତିଦ୍ୱନ୍ଦ୍ୱୀ ଭାବେ ବିବେଚିତ ବସୁନ୍ଧରା ରାଜେ ପର୍ଯ୍ୟବେକ୍ଷକ ରାଜନାଥ ସିଂଙ୍କ ସହ ଏକ ବନ୍ଦ କୋଠରୀରେ ବୈଠକ କରିଛନ୍ତି।…
ଲୋକ ସଭାରୁ ବହିଷ୍କୃତ ହେବା ପରେ ଏବେ ମହୁଆଙ୍କୁ ଖାଲି କରିବାକୁ ପଡିବ ସରକାରୀ ବାସଭବନ
ନୂଆଦିଲ୍ଲୀ,୧୨।୧୨: ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାରେ ଲୋକ ସଭାରୁ ବହିଷ୍କୃତ ହୋଇଥିବା ତୃଳମୂଳ କଂଗ୍ରେସ (ଟିଏମସି) ନେତା ମହୁଆ ମୋଇତ୍ରାଙ୍କୁ ତାଙ୍କ ସରକାରୀ ବାସଭବନ ଖାଲି କରିବାକୁ ପଡିବ, ଏ ସମ୍ପର୍କରେ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି। ସୂଚନାନୁସାରେ, ଲୋକ…
ଶକ୍ତିଶାଳୀ ଭୂକମ୍ପକୁ ସହ୍ୟ କରିପାରିବ ଅଯୋଧ୍ୟା ରାମ ମନ୍ଦିର, ୧୦୦୦ ବର୍ଷ ପାଇଁ ଆବଶ୍ୟକ ନାହିଁ କୌଣସି ମରାମତି
ନୂଆଦିଲ୍ଲୀ, ୧୨ା୧୨: ଅଯୋଧ୍ୟାରେ ରାମ ଜନ୍ମଭୁମି ମନ୍ଦିର ନିର୍ମାଣକୁ ସୁପ୍ରିମକୋର୍ଟ ଅନୁମତି ଦେବାର ଚାରି ବର୍ଷ ପରେ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ପ୍ରାୟ ଶେଷ ହୋଇସାରିଛି। ଜଣାଶୁଣା ସ୍ଥପତି ଚନ୍ଦ୍ରକାନ୍ତ ଭୋଇ ସୋମପୁରାଙ୍କ ଅଧୀନରେ ପରିକଳ୍ପିତ ନାଗରା ଶୈଳୀ ମନ୍ଦିର ମୁଖ୍ୟତଃ…
ବଢୁଛି ସଞ୍ଜୟଙ୍କ ଅଡୁଆ
ମୁମ୍ବାଇ,୧୨।୧୨: ଉଦ୍ଧବ ବାଲା ସାହେବ ଠାକରେଙ୍କ ଶିବସେନା ନେତା ତଥା ରାଜ୍ୟ ସଭା ଏମପି ସଞ୍ଜୟ ରାଉତ ଅସୁବିଧାରେ ଅଛନ୍ତି। ୟୁବିଟି ମୁଖପାତ୍ର ସାମାନାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଲେଖାଯାଇଥିବା ତାଙ୍କ ଆର୍ଟିକିଲ ଏବେ ତାଙ୍କୁ ଅସୁବିଧାରେ ପକାଇଛି, ୟାଭାଟମାଲ ଜିଲାର…
ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ ରାମସ୍ବାମୀଙ୍କୁ ହତ୍ୟା ଧମକ
ଓ୍ବାଶିଂଟନ,୧୨।୧୨: ଭାରତୀୟ ମୂଳ ଆମେରିକୀୟ ବ୍ୟବସାୟୀ ବିବେକ ରାମସ୍ବାମୀ ଆସନ୍ତା ବର୍ଷ ୨୦୨୪ରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଜଣେ ପ୍ରାର୍ଥୀ ଅଟନ୍ତି। ଏହି ସମୟରେ ବିବେକ ରାମସ୍ବାମୀଙ୍କୁ ହତ୍ୟା ଧମକ ଦିଆଯାଇଛି। ସେ ଅଭିଯୋଗ କରିଛନ୍ତି ଯେ ସୋମବାର…
Archives


