Home Middle

ବିଶ୍ୱକପ ଫାଇନାଲ: ପ୍ରତି ବଲ ଉପରେ କ୍ୟାମେରା ନଜର…

ଅହମଦାବାଦ,୧୯।୧୧ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଅନ୍ତିମ ମ୍ୟାଚ ପାଇଁ ସାରା ବିଶ୍ୱରୁ ହଜାର ହଜାର ଦର୍ଶକ ଅହମଦାବାଦରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଅହମଦାବାଦରେ ପହଞ୍ଚିବେ। ମ୍ୟାଚ ଦେଖିବା ପାଇଁ ଅହମଦାବାଦର ନରେନ୍ଦ୍ର ମୋଦି…

ପୁଣି କ୍ରିକେଟ ରାଜନୀତି: ମୋଦି-ମାର୍ଲେସ ଦେଖିବେ ଫାଇନାଲ ମ୍ୟାଚ…

ଅହମଦାବାଦ,୧୯।୧୧ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପୁଣି କ୍ରିକେଟ ରାଜନୀତି ଆରମ୍ଭ ହୋଇଛି। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ବିଶ୍ୱକପ କ୍ରିକେଟ ଫାଇନାଲ ମ୍ୟାଚ ଦେଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅଷ୍ଟ୍ରେଲିଆର ଉପମୁଖ୍ୟମନ୍ତ୍ରୀ ରିଚାର୍ଡ…

ଭାରତ ନେବ ୨୦୦୩ର ପ୍ରତିଶୋଧ…

ଜେରୁଜେଲମ,୧୯।୧୧ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପ ୨୦୨୩ର ଫାଇନାଲ ୧୯ ନଭେମ୍ବରରେ ଅହମଦାବାଦରେ ଖେଳାଯିବ। ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିବାରେ ଭାରତୀୟ ଦଳ ସଫଳ ହୋଇଥିବାବେଳେ ଦ୍ୱିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଫାଇନାଲରେ ପ୍ରବେଶ…

ଫାଇନାଲ ମ୍ୟାଚ ଭିତରେ ୪୫ମିନିଟ ପାଇଁ ବନ୍ଦ ରହିବ ଅହମ୍ମଦାବାଦ ଏୟାରପୋର୍ଟ

ଅହମ୍ମଦାବାଦ,୧୯।୧୧: ଆଉ ମାତ୍ର ୨ଘଣ୍ଟାର ଅପେକ୍ଷା। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ଭାରତ-ଅଷ୍ଟ୍ରେଲିଆ ମହା ମୁକାବିଲା। ଦୀର୍ଘ ୨୦ବର୍ଷ ପରେ ଭାରତ ଅଷ୍ଟ୍ରେଲିଆ ଆଇସିସିର ସବୁଠାରୁ ବଡ ଟୁର୍ନାମେଣ୍ଟରେ ମୁହାଁମୁହିଁ ହେବାକୁ ଯାଉଛନ୍ତି। ୧୦୦କୋଟି ଭାରତୀୟଙ୍କ ନଜର…

ବିଶ୍ୱକପ ଫାଇନାଲ ଅହମଦାବାଦରେ, କିନ୍ତୁ ଭାରତ-ପାକିସ୍ତାନ ସୀମା ଉତ୍ସବ ମୁଖର…

ଅହମଦାବାଦ,୧୯।୧୧ : ରବିବାର କ୍ରିକେଟ ବିଶ୍ୱକପର ଅନ୍ତିମ ମ୍ୟାଚରେ ଭାରତ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ। ଅନ୍ତିମ ମ୍ୟାଚ ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଖେଳାଯିବ, କିନ୍ତୁ ଅହମଦାବାଦଠାରୁ ପ୍ରାୟ ୧୦୦୦ କିଲୋମିଟର ଦୂରରେ ପଞ୍ଜାବର ଫିରୋଜପୁରର ଭାରତ-ପାକିସ୍ଥାନ ସୀମା…

ଭାରତ ବନାମ ଅଷ୍ଟ୍ରେଲିଆ: ପ୍ଲେଇଙ୍ଗ-୧୧ରୁ ବଞ୍ଚିତ ହବେ ଏହି ୪ଷ୍ଟାର ଖେଳାଳି!

ଅହମ୍ମଦାବାଦ,୧୯।୧୧: ଭାରତୀୟଙ୍କୁ ଧରିଛି କ୍ରିକେଟ ଫିଭର। ଫିଭର ପାଇଁ ସମସ୍ତଙ୍କ ଛାତି ଧକ୍‌ଧକ୍‌। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଯାଉଛି ଭାରତ-ଅଷ୍ଟ୍ରେଲିଆ ମହା ମୁକାବିଲା। ଏଥିପାଇଁ ୧୪୦କୋଟି ଭାରତୀୟ ଅପେକ୍ଷାରତ। ଟିମ୍‌ ବ୍ଲୁରେ ଅଛନ୍ତି ଗୋଟିଏରେ ଗୋଟିଏ ପ୍ଲେଇଙ୍ଗ ଇଲେଭନ।…

ଅଲ-ଶିଫା ହସ୍ପିଟାଲକୁ ଡେଥ୍‌ ଜୋନ ଘୋଷଣା କଲା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ…

ଜେନେଭା,୧୯।୧୧ : ଇସ୍ରାଏଲ-ହାମାସ ଯୁଦ୍ଧର ଦେଢ଼ମାସରୁ ଅଧିକ ସମୟ ବିତିଗଲାଣି। ଏହି ସମୟରେ ଜାତିସଂଘ ସମେତ ବିଶ୍ୱର ଅନେକ ଦେଶ ଇସ୍ରାଏଲକୁ ଯୁଦ୍ଧ ବନ୍ଦ କରିବାକୁ ନିବେଦନ କରିଛନ୍ତି। ଏହି ସମୟରେ, ବିଶ୍ୱସ୍ବାସ୍ଥ୍ୟ ସଂଗଠନ ଗାଜାର ଅଲ-ଶିଫା ହସ୍ପିଟାଲକୁ ଏକ ଡେଥ୍‌…

ଭାରତ ନେବ ବିଶ୍ୱକପ ନା ବ୍ୟାଟିଂରେ ବାଜି ମାରିବେ ଓ୍ବାର୍ନର, ଜାଣନ୍ତୁ କ‘ଣ କହିଲେ ଜ୍ୟୋତିଷ…

ଅହମଦାବାଦ,୧୯।୧୧ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁଥିବା ବିଶ୍ୱକପ ୨୦୨୩ ର ଅନ୍ତିମ ମ୍ୟାଚ ୧୯ ନଭେମ୍ବରରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏହି ମହାନ ମ୍ୟାଚ ପୂର୍ବରୁ ବିଶ୍ୱ ଚାମ୍ପିୟନଙ୍କ ନାମକୁ ନେଇ ଅନେକ ଭବିଷ୍ୟବାଣୀ…

ଯୁଦ୍ଧ ବିରାମ ହେଲେ ବି ଫେରିବନି ଶାନ୍ତି: ବାଇଡେନ…

ଜେରୁଜେଲମ,୧୯।୧୧: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଏକ ମାସରୁ ଅଧିକ ସମୟ ଧରି ଯୁଦ୍ଧ ଚାଲିଛି, ଯେଉଁଥିରେ ୧୧ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏହି ସମୟରେ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ଏକ ବଡ ବିବୃତ୍ତି ଦେଇଛନ୍ତି। ଗଣମାଧ୍ୟମର…

ଆଜି ମହାମୁକାବିଲା

ଅହମଦାବାଦ,୧୯ା୧୧(ପି.ଟି.)ରବିବାର ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଖେଳାଯିବ ଦିନିକିଆ କ୍ରିକେଟ ବିଶ୍ୱକପ୍‌ ଫାଇନାଲ। ସୁପର ସନ୍‌ଡେରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବ ମହାମୁକାବିଲା। ୫ ଥରର ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆ ନିଜର ପୂର୍ବ ଐତିହ୍ୟ ପାଇଁ ଲଢେଇ କରୁଥିବା…

ଭାରତ ପାଇଁ ଅନଲକି ଫାଇନାଲ ମ୍ୟାଚର ଅମ୍ପାୟାର ରିଚାର୍ଡ କେଟଲବୋରୋ, ୯ ବର୍ଷର ଇତିହାସରେ ହୋଇଛି ଏଭଳି…

ଅହମଦାବାଦ,୧୯।୧୧ : ଆଇସିସି ବିଶ୍ୱକପ ୨୦୨୩ପାଇଁ ଅମ୍ପାୟାରଙ୍କ ନାମ ଘୋଷଣା କରିବା ଦିନଠାରୁ ଭାରତୀୟ ପ୍ରଶଂସକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ବାସ୍ତବରେ, ଆଇସିସି ରିଚାର୍ଡ କେଟଲବୋରୋ ଏବଂ ରିଚାର୍ଡ ଇଲିଙ୍ଗୱର୍ଥଙ୍କୁ ଫିଲ୍ଡ ଅମ୍ପାୟାର ଭାବରେ ଚୟନ କରିଛି। ବର୍ତ୍ତମାନ ଇଲିଙ୍ଗୱର୍ଥଙ୍କ ସହ…

ସର୍ବନାଶର ସଙ୍କେତ: ଆକାଶରୁ ହେଉଛି ମୃତପକ୍ଷୀ ବର୍ଷା, ଭିଡିଓ ଦେଖିଲେ ଉଡ଼ିଯିବ ହୋସ୍‌

ଚାଇନାରେ ଏକ ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ଆକାଶରେ ଉଡ଼ିବା ସମୟରେ ହଠାତ୍‌ ଖସିପଡ଼ି ହଜାର ହଜାର ପକ୍ଷୀଙ୍କ ମୃତ୍ୟୁ ଘଟିଛି। ଏତେ ସଂଖ୍ୟାରେ ପକ୍ଷୀ ମରିପଡ଼ିଥିଲେ ଯେ, ରାସ୍ତାଟି ପକ୍ଷୀଙ୍କ ମୃତଦେହରେ ସମ୍ପୂର୍ଣ୍ଣ ଆଚ୍ଛାଦିତ ହୋଇଥିଲା। ଏହି ଦୃଶ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri