ବ୍ଳାକ ପେପରରେ ତଥ୍ୟ: ୧୦ ବର୍ଷରେ ୪୧୧ ବିଧାୟକଙ୍କ ଘୋଡ଼ାବେପାର କରିଛି ଭାଜପା…
ନୂଆଦିଲ୍ଲୀ,୮।୨ : କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ବିରୋଧରେ ଏକ ବ୍ଳାକପେପର ଜାରି କରିଛନ୍ତି। ସେ କହିଛନ୍ତି ଦେଶରେ ଗଣତନ୍ତ୍ର ବିପଦରେ ପଡ଼ିଛି। ଗତ ୧୦ ବର୍ଷ ଅନ୍ୟାୟ କାଳ ମଧ୍ୟରେ ଭାଜପା ଘୋଡ଼ାବେପାର କରି…
କାହାର ନଜର ନ ଲାଗୁ: କଂଗ୍ରେସର ବ୍ଲାକପେପର ନେଇ ମୋଦିଙ୍କ ମନ୍ତବ୍ୟ…
ନୂଆଦିଲ୍ଲୀ,୮।୨ : ରାଜ୍ୟସଭାର ୫୬ ଜଣ ସଦସ୍ୟ ଅବସର ନେଉଛନ୍ତି। ଏହି ସମସ୍ତ ସଦସ୍ୟଙ୍କ କାର୍ଯ୍ୟକାଳ ୨ ଏବଂ ୩ ଏପ୍ରିଲରେ ଶେଷ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅବସରପ୍ରାପ୍ତ ସଦସ୍ୟମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଜ୍ୟସଭାରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ…
ଶିମିଳିପାଳରେ ମହାବଳ ବାଘର ମୃତ୍ୟୁ
ବାରିପଦା,୮ା୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଓଡ଼ିଶାର ଏକମାତ୍ର ମହାବଳ ବାଘ ରହୁଥିବା ଶିମିଳିପାଳ ଅଭୟାରଣ୍ୟରେ ମହାବଳ ବାଘର ମୃତ୍ୟୁ ହୋଇଛି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନ ନଅଁଣା ସାଉଥ ରେଞ୍ଜ ଧୁଡୁରୁଚମ୍ପା ଅଞ୍ଚଳ ଜଙ୍ଗଲରେ ବାଘର ମୃତଦେହକୁ ବନ କର୍ମଚାରୀମାନେ…
CBSE Dress Code: ୟୁନିଫର୍ମ ଅବା କାଜୁଆଲ, ହେୟାର ଷ୍ଟାଇଲ କିପରି, ମୁଦି ପିନ୍ଧି ହେବ ନା ନାହିଁ? ବୋର୍ଡ ପରୀକ୍ଷା ପୂର୍ବରୁ ସମ୍ପୂର୍ଣ୍ଣ ଡ୍ରେସ କୋଡ ଜାରି…
ନୂଆଦିଲ୍ଲୀ,୮।୨ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ୧୫ ଫେବୃଆରୀରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ଆରମ୍ଭ କରିବାକୁ ଯାଉଛି। ପରୀକ୍ଷା ଆରମ୍ଭ ପୂର୍ବରୁ ସିବିଏସଇ ଏକ ଗୁରୁତ୍ୱପୂର୍ଣ୍ଣ ସର୍କୁଲାର ଜାରି କରିଛି। ପରୀକ୍ଷାରେ ଛାତ୍ରୀଛାତ୍ରମାନେ କ’ଣ…
ଏକଲାପଣକୁ ‘ଜରୁରୀକାଳୀନ ସ୍ବାସ୍ଥ୍ୟ ସମସ୍ୟା’ ଘୋଷଣା କଲା ଏହି ରାଜ୍ୟ
କାଲିଫର୍ନିଆ,୮।୨: ବର୍ତ୍ତମାନ ଏକଲାପଣ ଏକ ପ୍ରକାର ମାନସିକତା ନୁହେଁ ଏକ ବଡ ରୋଗରେ ପରିଣତ ହୋଇଛି। ଯେଉଁଥିରେ ଲୋକେ ଆତ୍ମହତ୍ୟା କରିବାକୁ ମଧ୍ୟ ପଛାନ୍ତି ନାହିଁ। ବର୍ତ୍ତମାନ ଏହାକୁ ଜରୁରୀକାଳୀନ ସ୍ବାସ୍ଥ୍ୟ ସମସ୍ୟା ଘୋଷଣା କରିଛି ଏହି ରାଜ୍ୟ। ଫକ୍ସ ନ୍ୟୁଜ…
ଅଫିସ ପରେ କଲ୍ ଉଠାଇବା ନୁହେଁ ଜରୁରୀ, କେହି କଲ୍ କଲେ ହେବ କାର୍ଯ୍ୟାନୁଷ୍ଠାନ, ସରକାର ଆଣିବେ ନୂଆ ବିଲ୍
କାନବେରା,୮।୨: ଅଫିସରେ ହେଉ କି କିଛି ଜରୁରୀ କାମ କରୁଥିଲେ ଆପଣ ଫୋନ ଓ ଇମେଲକୁ ନଜରଅନ୍ଦାଜ କରନ୍ତି। କିନ୍ତୁ ଅଫିସ ସରିବା ପରେ ପୁଣି ଥରେ ସେମାନଙ୍କୁ କଲବ୍ୟାକ୍ କରିଥାନ୍ତି। କିନ୍ତୁ ସରକାର ଏପରି ଏକ ନିୟମ ଆଣିବାକୁ ଯାଉଛନ୍ତି…
ଗଣତନ୍ତ୍ର ବିଷୟରେ ଯେତେବେଳେ ଚର୍ଚ୍ଚା ହେବ, ମନମୋହନ ସିଂ ମନେ ପଡ଼ିବେ: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୮।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ରାଜ୍ୟ ସଭାରେ ଏମ୍ପିମାନଙ୍କୁ ବିଦାୟ ଦେବା ଭାଷଣରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି। ଯେତେବେଳେ ବି ଗଣତନ୍ତ୍ର ଉପରେ ଆଲୋଚନା ହେବ, ମନମୋହନ ସିଂ ମନେ ପଡ଼ିବେ। ସେ ଦାୟିତ୍ୱର…
ଚିଟ୍ଫଣ୍ଡ ସଂସ୍ଥାରେ ଇଡିର ଚଢ଼ାଉ
ଭୁବନେଶ୍ୱର,୮ା୨: ଚିଟ୍ଫଣ୍ଡ ସଂସ୍ଥା ଉପରେ ଗୁରୁବାର ଇଡିର ବଡ଼ଧରଣର ଚଢ଼ାଉ ହୋଇଛି। ଗୋଲ୍ଡେନ୍ ଲ୍ୟାଣ୍ଡ ଡେଭଲପର୍ସ ପ୍ରାଇଭେଟ୍ ଲିମିଟେଡ୍ ଉପରେ ଏହି ଚଢ଼ାଉ ହୋଇଛି। ୯୦୦ କୋଟି ଟଙ୍କା ଠକେଇ ଅଭିଯୋଗରେ ଇଡି ଏହି ଚଢ଼ାଉ କରିଥିବା ଜଣାପଡ଼ିଛି। ଓଡ଼ିଶା ସମେତ…
କଂଗ୍ରେସକୁ ବଡ଼ ଝଟକା, ଦଳରୁ ଇସ୍ତଫା ଦେଲେ ଏହି ବରିଷ୍ଠ ନେତା, କହିଲେ କିଛି କଥା ନ କହିଲେ ଭଲ…
ମୁମ୍ବାଇ,୮।୨ : ଲୋକସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ରରେ କଂଗ୍ରେସକୁ ଏକ ବଡ ଝଟକା ଲାଗିଛି। ଦଳର ବରିଷ୍ଠ ନେତା ବାବା ସିଦ୍ଦିକି ଗୁରୁବାର ଇସ୍ତଫା ଦେଇଛନ୍ତି। ତିନିଥର ବିଧାୟକ ବାବା ସିଦ୍ଦିକି ୪୮ ବର୍ଷ ଧରି କଂଗ୍ରେସ ସହ ଜଡିତ ହେବା…
ଶ୍ୱେତପତ୍ରକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ କଲେ ମୋଦି
ନୂଆଦିଲ୍ଲୀ,୮ା୨: ପାର୍ଲାମେଣ୍ଟର ବଜେଟ୍ ଅଧିବେଶନରେ ମୋଦି ସରକାର ଗୁରୁବାର କଂଗ୍ରେସର ୧୦ ବର୍ଷ କାର୍ଯ୍ୟକାଳ ବିରୋଧରେ ଏକ ଶ୍ୱେତପତ୍ର ଆଣିବା ପାଇଁ ରୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ପ୍ରଧାନମନ୍ତ୍ରୀ ବରିଷ୍ଠ ମନ୍ତ୍ରୀଙ୍କ ସହ ଏହି ବୈଠକ କରିଛନ୍ତି। ଯେଉଁଥିରେ ରାଜନାଥ ସିଂ, ପ୍ରହ୍ଲାଦ…
ପାକିସ୍ତାନରେ ନିର୍ବାଚନ ଫିକ୍ସିଂ: ଭୋଟ ଯାହାକୁ ମିଳୁ, କିନ୍ତୁ ଶାସନ କରିବେ ଏହି ନେତା…
ଇସଲାମାବାଦ,୮।୨ : ଗୁରୁବାର ଦିନ ପାକିସ୍ତାନରେ ସାଧାରଣ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ଏହା ହେଉଛି ଦେଶର ଦ୍ୱାଦଶ ସାଧାରଣ ନିର୍ବାଚନ। ପାକିସ୍ତାନୀ ରାଜନୈତିକ ବିଶ୍ଳେଷକଙ୍କ ଅନୁଯାୟୀ, ପାକିସ୍ତାନରେ ନିର୍ବାଚନ ଫିକ୍ସିଂ ହୋଇଛି। ଏଠାରେ କିଏ ଭୋଟ ପାଆନ୍ତୁ ନା…
ନୀତୀଶଙ୍କ ପରେ ଏନ୍ଡିଏ ହାତ ଧରିପାରନ୍ତି TDP ଅଧ୍ୟକ୍ଷ, ଶାହା-ନଡ୍ଡାଙ୍କୁ ଭେଟିଲେ…
ଅମରାବତି,୮।୨: ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ଅଧ୍ୟକ୍ଷ ନୀତୀଶ କୁମାରଙ୍କ ପରେ ଆଉ ଜଣେ ବରିଷ୍ଠ ନେତା ଏନ୍ଡିଏ ମୁହାଁ ହୋଇଛନ୍ତି। ୨୦୨୪ ନିର୍ବାଚନ ପୂର୍ବରୁ ରାଜନୈତିକ ହଲଚଲ ମଧ୍ୟରେ ତେଲୁଗୁ ଦେଶମ ପାର୍ଟି(ଟିଡିପି) ପ୍ରମୁଖ ଏନ୍ ଚନ୍ଦ୍ରବାବୁ ନାଇଡୁ ଏନ୍ଡିଏ…
Archives


