ମଧ୍ୟପ୍ରଦେଶ, ଛତିଶଗଡରେ ଆଜି ଶପଥ ନେବେ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ହେବେ ସାମିଲ
ନୂଆଦିଲ୍ଲୀ,୧୩।୧୨: ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ଚୟନ ହୋଇଛନ୍ତି। ଏହି ତିନୋଟି ରାଜ୍ୟ ମଧ୍ୟରୁ ମଧ୍ୟପ୍ରଦେଶ ନୂଆ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏବଂ ଛତିଶଗଡରନୂଆ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ବୁଧବାର ଶପଥ ଗ୍ରହଣ କରିବେ। ମଧ୍ୟପ୍ରଦେଶରେ ରାଜେନ୍ଦ୍ର ଶୁକ୍ଲା…
ଫେବୃୟାରୀ ୧୫ରୁ ସିବିଏସ୍ଇ ଦଶମ, ଦ୍ୱାଦଶ ପରୀକ୍ଷା
ଭୁବନେଶ୍ୱର,୧୩ା୧୨(ଅସମାପିକା ସାହୁ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍ଇ) ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ପରୀକ୍ଷା ଫେବୃୟାରୀ ୧୫ରୁ ଆରମ୍ଭ ହେବ। ତେବେ ଦଶମ ପରୀକ୍ଷା ମାର୍ଚ୍ଚ ୧୩ରେ ଓ ଦ୍ୱାଦଶ ପରୀକ୍ଷା ଏପ୍ରିଲ ୨ରେ ଶେଷ ହେବ। ଏନେଇ ମଙ୍ଗଳବାର…
କଂଗ୍ରେସର ଦୁର୍ନୀତି ଦୋକାନ ବନ୍ଦ ହେବା ଆବଶ୍ୟକ: ଭାଜପା…
ନୂଆଦିଲ୍ଲୀ,୧୨।୧୨ : ବିରୋଧୀ ଇଣ୍ଡିଆ ମେଣ୍ଟକୁ କଡ଼ା ସମାଲୋଚନା କରି କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ ମଙ୍ଗଳବାର କହିଛନ୍ତି ନୂତନ ଶକ୍ତି ସହ ଦୁର୍ନୀତି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଜାରି ରଖିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଦକ୍ଷେପ ଯୋଗୁ ବିରୋଧୀ ଦଳ…
ଧୀରଜଙ୍କ କଳାଧନକୁ ସମର୍ଥନ କଲେ ଆରବିଆଇ ପୂର୍ବତନ ଗଭର୍ନର, ଭିଡିଓ ଭାଇରାଲ…
ନୂଆଦିଲ୍ଲୀ,୧୨।୧୨ : ମଙ୍ଗଳବାର ପ୍ରକାଶିତ ଏକ ସାକ୍ଷାତକାରରେ ପୂର୍ବତନ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଗଭର୍ନର ଡ. ରଘୁରାମ ରାଜନ କଂଗ୍ରେସ ରାଜ୍ୟସଭା ଏମପି ଧୀରଜ ପ୍ରସାଦ ସାହୁଙ୍କ ପାଖରୁ ଜବତ କରାଯାଇଥିବା ନଗଦ ଟଙ୍କାକୁ ସମର୍ଥନ କରିଛନ୍ତି। ରାଜନ…
ବିନା ପାର୍ସପୋର୍ଟ, ଭିସାରେ ଋଷିଆରୁ ଆମେରିକା ଯାତ୍ରା କଲେ ବ୍ୟକ୍ତି
ଲସ ଏଞ୍ଜେଲେସ,୧୨।୧୨: ଗୋଟିଏ ଦେଶରୁ ଅନ୍ୟ ଏକ ଦେଶକୁ ଯିବାକୁ ହେଲେ ପାର୍ସପୋର୍ଟ ଓ ଭିସା ସହ ଟିକେଟର ଆବଶ୍ୟକ ହୋଇଥାଏ। କିନ୍ତୁ, ଆମେରିକାର ଲସ ଏଞ୍ଜେଲେସରେ ଏକ ଆଶ୍ଚର୍ଯ୍ୟ କରିବା ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ରୁଷୀୟ ବ୍ୟକ୍ତି…
ଅନୁଚ୍ଛେଦ ୩୭୦ ରଦ୍ଦ ନେଇ ପାକିସ୍ତାନକୁ ଝଟକା ଦେଲା ଚାଇନା…
ବେଜିଂ,୧୨।୧୨ : ଜମ୍ମୁ-କଶ୍ମୀରରେ ୩୭୦ ରଦ୍ଦ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ସମର୍ଥନ କରିବା ପରେ ଏହାର ପ୍ରଭାବ ଅନ୍ତର୍ଜାତୀୟ ସ୍ତରରେ ଦୃଶ୍ୟମାନ ହେବାରେ ଲାଗିଛି। ପଡୋଶୀ ଦେଶ ଚାଇନାରୁ ପ୍ରଥମ ପ୍ରତିକ୍ରିୟା ଆସିଛି। ଏହି ନିଷ୍ପତ୍ତିକୁ…
ଦୀର୍ଘ ୬ ଘଣ୍ଟାର ଅପରେଶନ ସଫଳ: ବୋରଓ୍ବେଲରେ ଫିଙ୍ଗି ଦିଆଯାଇଥିବା ନବଜାତକ ଜୀବିତ ଅବସ୍ଥାରେ ଉଦ୍ଧାର
ସମ୍ବଲପୁର,୧୨।୧୨: ସମ୍ବଲପୁର ଜିଲା ରେଙ୍ଗାଲି ନିକଟ ଲାରିପାଲି ଜଙ୍ଗଲରେ ଥିବା ଏକ ବୋରଓ୍ବେଲ ମଧ୍ୟରେ କେହି ଫିଙ୍ଗି ଚାଲିଯାଇଥିବା ନବଜାତ ଶିଶୁକୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏନେଇ ଜଣାପଡ଼ିବା ପରେ ଦୀର୍ଘ ୬ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ଜାରି…
ଡିପ ଫେକ ପାଲଟିଛି ଏକ ବଡ ବିଶ୍ୱସ୍ତରୀୟ ଆହ୍ବାନ: ପ୍ରଧାନମନ୍ତ୍ରୀ…
gନୂଆଦିଲ୍ଲୀ,୧୨।୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ ମଙ୍ଗଳବାର ଦିନ କୃତ୍ରିମ ଇଣ୍ଟେଲିଜେନ୍ସ ସମ୍ମିଳନୀ (ଜିପିଏଆଇ) ଗ୍ଲୋବାଲ ପାର୍ଟନରଶିପକୁ ସମ୍ବୋଧିତ କରିଛନ୍ତି। ଦିଲ୍ଲୀର ପ୍ରଗତି ମୈଦାନରେ ନବ ନିର୍ମିତ ଭାରତ ମଣ୍ଡପମ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ତାଙ୍କ ଅଭିଭାଷଣରେ ପ୍ରଧାନମନ୍ତ୍ରୀ କୃତ୍ରିମ…
ବିନା ପାଇଲଟରେ ଉଡିଲା ବିମାନ, ବିଶ୍ୱରେ ପ୍ରଥମ…
କାଲିଫର୍ଣ୍ଣିଆ,୧୨।୧୨: ବିଶ୍ବରେ ପ୍ରଥମ ଥର ପାଇଁ ବିନା ପାଇଲଟରେ ବିମାନ ଉଡିଛି। ମାତ୍ର ୧୨ମିନିଟ ପାଇଁ Cessna 208B Caravan ବିମାନଟି କାଲିଫର୍ଣ୍ଣିଆର ହୋଲିଷ୍ଟର ମୁନିସପାଲ ବିମାନବନ୍ଦରରେ ସଫଳତାର ସହ ଟେକଅଫ୍ କରିବା ପରେ ସୁରକ୍ଷିତ ଭାବେ ଲ୍ୟାଣ୍ଡ ବି କରିଛି…
ଭଜନଲାଲ୍ ଶର୍ମା କିଏ? ୨୦୦୮ରେ ସ୍ବାଧୀନ ଭାବେ ଲଢ଼ିଥିଲେ, ପ୍ରଥମ ଥର ନିର୍ବାଚନ ଜିତିବା ସତ୍ତ୍ୱେ ହେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ
ଜୟପୁର,୧୨।୧୨: ମଧ୍ୟପ୍ରଦେଶ, ଛତିଶଗଡ଼ ପରେ ଭାଜପା ରାଜସ୍ଥାନରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ ଚମକାଇଛି। ଦଳ ପ୍ରଥମ ଥର ଲାଗି ବିଧାୟକ ହୋଇଥିବା ଭଜନଲାଲ୍ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଛି। ମଙ୍ଗଳବାର ଜୟପୁରରେ ହୋଇଥିବା ବିଧାୟକ ଦଳର ବୈଠକରେ ତାଙ୍କ…
ବଳାତ୍କାର ପୀଡିତାଙ୍କୁ ପଚରାଉଚରା କରି ପାରିବେନି ପୁରୁଷ ଅଧିକାରୀ: ହାଇକୋର୍ଟ…
କୋଲକାତା,୧୨।୧୨ : ବଳାତ୍କାର ପୀଡିତାଙ୍କୁ ପଚରାଉଚରା ଉପରେ କୋଲକାତା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ପୁରୁଷ ଅଧିକାରୀ କୌଣସି ପରିସ୍ଥିତିରେ ବଳାତ୍କାର ପୀଡିତାଙ୍କୁ ପଚରାଉଚରା କରିବା ଗ୍ରହଣୀୟ ନୁହେଁ। ଏହା ସହିତ କୋର୍ଟ ଏହା ମଧ୍ୟ କହିଛନ୍ତି ଜଣେ ପୁରୁଷ…
ବିଷ୍ଣୁ, ମୋହନଙ୍କ ପରେ ଏବେ ଭଜନ: ୩ ରାଜ୍ୟରେ ୨୫୦ ଲୋକସଭା ଆସନ ଭାଜପା ପକେଟରେ…
ନୂଆଦିଲ୍ଲୀ,୧୨।୧୨ : ଭାଜପା ତିନିଟି ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚୟନ କରିଛି। ଛତିଶଗଡରେ ବିଷ୍ଣୁଦେବ ସାଏ, ମଧ୍ୟପ୍ରଦେଶରେ ମୋହନ ଯାଦବ ଏବଂ ବର୍ତ୍ତମାନ ରାଜସ୍ଥାନର ଭଜନଲାଲ ଶର୍ମାଙ୍କୁ ଦାୟିତ୍ୱ ଦିଆଯାଇଛି। ଏହି ଚେହେରା ସହିତ ଜାତି ସମୀକରଣକୁ ଗୁରୁତ୍ୱ ଦିଆଯାଇଛି। ଏହା ବ୍ୟତୀତ…
Archives


