ବିହାରରେ ନବମ ଥର ପାଇଁ ନୀତୀଶ ସରକାର, ଦୁଇଜଣ ଉପ ମୁଖ୍ୟମନ୍ତ୍ରୀ ସହ ନେଲେ ଶପଥ
ପାଟଣା, ୨୮।୧: ନୀତୀଶ କୁମାରଙ୍କ ଇସ୍ତଫା ପରେ ବିହାରରେ ଏକ ନୂତନ ସରକାର ଗଠନ ହେବାକୁ ଯାଉଥିଲେ ମଧ୍ୟ ଜେଡିୟୁ ମୁଖ୍ୟମନ୍ତ୍ରୀ ପଦରେ ରହିବେ। ରବିବାର ସନ୍ଧ୍ୟାରେ ନବମ ଥର ବିହାରର ମୁଖ୍ୟମନ୍ତ୍ରୀ ଭାବେ ନୀତୀଶ କୁମାର ଶପଥ ଗ୍ରହଣ କରିଛନ୍ତି।…
ଭାରତରେ କ’ଣ ନାହିଁ ନିଯୁକ୍ତି ସୁଯୋଗ, ଆମ ଯୁବବର୍ଗ କାହିଁକି ଯିବେ ଇସ୍ରାଏଲ…
ନୂଆଦିଲ୍ଲୀ,୨୮।୧ : ଉତ୍ତରପ୍ରଦେଶ ଏବଂ ହରିୟାଣାର ଲୋକମାନେ ଇସ୍ରାଏଲରେ ନିଯୁକ୍ତି ସୁଯୋଗ ପାଇଁ ଧାଡ଼ିବାନ୍ଧି ଛିଡା େହୋଇଥିବା ଖବର ନେଇ କଂଗ୍ରେସ ଦଳ ସରକାରଙ୍କୁ କଡ଼ ାସମାଳୋଚନା କରିଛି। ଦଳ କହିଛି ଏହି ଘଟଣା ଦେଶରେ ସୃଷ୍ଟି ହୋଇଥିବା ଗୁରୁତର ବେକାରୀ…
ଝିଟିପିଟି ଭଳି ରଙ୍ଗ ବଦଳାଇବା ଭଲ ଭାବେ ଜାଣନ୍ତି ନୀତୀଶ: କଂଗ୍ରେସ…
ପାଟନା,୨୮।୧ : ବିହାରର ମୁଖ୍ୟମନ୍ତ୍ରୀ ପଦରୁ ନୀତୀଶ କୁମାରଙ୍କ ଇସ୍ତଫା ପରେ କଂଗ୍ରେସ ଦଳ ତାଙ୍କୁ ଝିଟିପିଟି ସହିତ ତୁଳନା କରିଛି ଏବଂ ତାଙ୍କ ବିରୋଧରେ ବିଶ୍ୱାସଘାତକତା ଅଭିଯୋଗ କରିଛି । ଝିଟିପିଟି ଭଳି ରଙ୍ଗ ବଦଳାଇବା ନୀତୀଶ ଭଲ ଭାବେ…
ରାହୁଲ ଦେଲେନି ନ୍ୟାୟ, ଏବେ ପଦ୍ମ ଧରିବେ ଅଙ୍ଗକିତା ଦତ୍ତ, ୧୦୦ ରୁ ଅଧିକ ସମର୍ଥକଙ୍କ ସହ ହେବେ ସାମିଲ…
ଗୁଆହାଟୀ,୨୮।୧ : ଆସାମ ଯୁବ କଂଗ୍ରେସର ପୂର୍ବତନ ସଭାପତି ଅଙ୍ଗକିତା ଦତ୍ତ ୨୮ ଜାନୁଆରୀରେ ଭାରତୀୟ ଜନତା ପାର୍ଟି (ଭାଜପା) ରେ ଯୋଗଦେବାକୁ ତାଙ୍କ ନିଷ୍ପତ୍ତି ନିଶ୍ଚିତ କରିଛନ୍ତି। ପୂର୍ବରୁ କଂଗ୍ରେସରୁ ବହିଷ୍କୃତ ହୋଇଥିବା ଅଙ୍ଗକିତା ଭାରତୀୟ ଯୁବ କଂଗ୍ରେସ ସଭାପତି…
ଫେବୃଆରୀରେ ଦୁଇଥର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଭୁବନେଶ୍ୱର, ୨୮।୧: ଆସନ୍ତା ମାସରେ ଦୁଇଥର ଓଡ଼ିଶା ଗସ୍ତରେ ଆସି ପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପୂର୍ବ ଘୋଷଣା ଅନୁଯାୟୀ ଫେବୃଆରୀ ୩ ତାରିଖରେ ଆଇଆଇଏମ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ ଉଦଘାଟନ କରିବାକୁ ଦିନିକିଆ ଗସ୍ତରେ ଓଡ଼ିଶା ଆସିବେ। ଏହାରି ମଧ୍ୟରେ…
‘ମୁଁ ନୀତୀଶଙ୍କ ବିରୋଧରେ ଥିଲି, ଆଗକୁ ମଧ୍ୟ ରହିବି’
ପାଟନା,୨୮ା୧: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରବିବାର ସକାଳେ ରାଜ୍ୟପାଳ ରାଜେନ୍ଦ୍ର ଭି ଆର୍ଲେକରଙ୍କ ନିକଟରେ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଆଜି ସନ୍ଧ୍ୟାରେ ନୀତୀଶ କୁମାର ପୁଣିଥରେ ଏନଡିଏ ସହିତ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏହି ସମୟରେ…
ସୋମବାର ‘ପରୀକ୍ଷା ପେ ଚର୍ଚ୍ଚା’ କରିବେ ମୋଦି: ୨ କୋଟିରୁ ଅଧିକ ଛାତ୍ରୀଛାତ୍ର କରିଛନ୍ତି ପଞ୍ଜୀକରଣ…
ନୂଆଦିଲ୍ଲୀ,୨୮।୧ : ୨୯ ଜାନୁଆରୀ ୨୦୨୪ ସୋମବାର ପରୀକ୍ଷା ଉପରେ ଏକ ଆଲୋଚନା କାର୍ଯ୍ୟକ୍ରମ ଆୟୋଜିତ ହେବ। ୨ କୋଟିରୁ ଅଧିକ ଛାତ୍ରୀଛାତ୍ର, ଅଭିଭାବକ ଏବଂ ଶିକ୍ଷକ ଏହି ପରୀକ୍ଷା ପେ ଚର୍ଚ୍ଚା(ପିପିସି) କାର୍ଯ୍ୟକ୍ରମ ପାଇଁ ପଞ୍ଜୀକୃତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ପାରିଶ୍ରମିକ ମିଳିନି, ୧୨ଲକ୍ଷ ବାକି ଅଛି; ରାମଲଲାଙ୍କ ମୂର୍ତ୍ତି ତିଆରି କରିଥିବା ଅରୁଣ ଯୋଗୀରାଜଙ୍କୁ ନେଇ ଆସିଲା ବଡ ଅଭିଯୋଗ
ଅଯୋଧ୍ୟା,୨୮।୧: ଅଯୋଧ୍ୟା ରାମ ମନ୍ଦିରରେ ସ୍ଥାପନ ହୋଇଥିବା ରାମଲଲାଙ୍କ ମୂର୍ତ୍ତିକାର ଅରୁଣ ଯୋଗୀରାଜ ଏବେ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଗତ କିଛି ମାସ ମଧ୍ୟରେ ସେ ଦିନରାତି କାମ କରି ରାମଲଲାଙ୍କ ସୁନ୍ଦର କମନୀୟ ରୂପକୁ ଆକାର ଦେଇଛନ୍ତି। ଏହି ମୂର୍ତ୍ତିକୁ…
ମହାକୁମ୍ଭ-୨୦୨୫: ଶ୍ରଦ୍ଧାଳୁଙ୍କୁ ୫ ଟଙ୍କାରେ ଜଳଖିଆ, ୧୦ ଟଙ୍କାରେ ମିଳିବ ଭୋଜନ…
ପ୍ରୟାଗରାଜ,୨୮।୧ : ଆଗାମୀ ମହାକୁମ୍ଭ ୨୦୨୫ ପାଇଁ ଏକ ପରୀକ୍ଷାମୂଳକ ଭାବରେ ପ୍ରୟାଗର ସଙ୍ଗମ ଅଞ୍ଚଳରେ ମାଘ ମେଳା ୨୦୨୪ ଆୟୋଜିତ ହେଉଛି। ଆଗାମୀ ମହାକୁମ୍ଭ ପାଇଁ ବିଶ୍ୱ ସ୍ତରୀୟ ପ୍ରସ୍ତୁତି ଚାଲିଛି। ମେଳା ଅଞ୍ଚଳରେ ଶ୍ରଦ୍ଧାଳୁମାନଙ୍କୁ ମାତ୍ର ୫ଟଙ୍କାରେ ଜଳଖିଆ…
‘ଅଳିଆ ଏବେ ପୁଣି ଅଳିଆ ଗଦାକୁ ଗଲା’
ନୂଆଦିଲ୍ଲୀ,୨୮ା୧: ଅଳିଆ ଏବେ ପୁଣି ଅଳିଆ ଗଦାକୁ ଗଲା ବୋଲି ରବିବାର ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍ଜେଡି ମୁଖ୍ୟ ଲାଲୁ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ନୀତୀଶ କୁମାରଙ୍କୁ କଟାକ୍ଷ କରିଛନ୍ତି। ନୀତୀଶ କୁମାର ବିହାରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା…
ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦେଶବାସୀଙ୍କୁ ଏକତା ସୂତ୍ରରେ ବାନ୍ଧିଲା: ମନ କି ବାତରେ ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ,୨୮।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କ ରେଡିଓ କାର୍ଯ୍ୟକ୍ରମ ’ମନ କି ବାତ’ର ୧୦୯ତମ ଏପିସୋଡ ମାଧ୍ୟମରେ ତଥା ଚଳିତ ବର୍ଷର ପ୍ରଥମ ସଂସ୍କରଣ ମାଧ୍ୟମରେ ଦେଶକୁ ସମ୍ବୋଧିତ କରିଛନ୍ତି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦି ରାମ…
ଜେଲ୍ରୁ ନିର୍ବାଚନ ଲଢିବେ ପାକିସ୍ତାନର ଏହି ତିନି ମହିଳା, ଶରିଫ ପରିବାରଙ୍କୁ ଦେବେ କଡା ଟକ୍କର
ଇସଲାମବାଦ,୨୮।୧: ସାଧାରଣ ନିର୍ବାଚନ ନେଇ ପାକିସ୍ତାନରେ ରାଜନୀତି ସରଗରମ। କାରଣ ମଇଦାନକୁ ଓହ୍ଲାଇଛନ୍ତି ଜେଲ୍ରେ ସଜା କାଟୁଥିବା ୩ ମହିଳା ନେତା। ପିଟିଆଇର ଏହି ମହିଳା ନେତାମାନେ ଜେଲ୍ରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି। ଯାହା ଏବେ ଜାତୀୟ ରାଜନୀତିକୁ ଚର୍ଚ୍ଚାର ଖୋରାକ…
Archives


