ରାମ ମନ୍ଦିର ଉଦ୍ଘାଟନୀ ଉତ୍ସବରେ ଦେଢ ଲକ୍ଷ ଭକ୍ତଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିବେ ଏହି ବ୍ୟକ୍ତି, କରିଛନ୍ତି ୧୨ ବିଶ୍ୱ ରେକର୍ଡ
ଅଯୋଧ୍ୟା,୧୧।୧: ଅଯୋଧ୍ୟାରେ ରାମ ମନ୍ଦିରର ଭବ୍ୟ ଅଯୋଜନ ହେବାକୁ ଯାଉଛି। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ରାମ ମନ୍ଦିରର ଉଦ୍ଘାଟନୀ ଓ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ପ୍ରାୟ ଦେଢ ଲକ୍ଷ ଭକ୍ତ ପ୍ରସାଦ ଗ୍ରହଣ କରିବେ। ଏଥିପାଇଁ ୭ହଜାର…
ସୁରକ୍ଷା ପରିଷଦରେ ପାରିତ ହୋଇଥିବା ପ୍ରସ୍ତାବ ଏକ ରାଜନୈତିକ ଷଡ଼ଯନ୍ତ୍ର: ପ୍ରତ୍ୟାଖ୍ୟାନ କଲେ ବିଦ୍ରୋହୀ…
ଜେନେଭା,୧୧।୧ : ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଏକ ପ୍ରସ୍ତାବ ପାରିତ କରି ଲୋହିତ ସାଗରରେ ବାଣିଜି୍ୟକ ଜାହାଜ ଉପରେ ହୋଉଥି ବିଦ୍ରୋହୀଙ୍କ ଆକ୍ରମଣକୁ ନିନ୍ଦା କରିଛି। ଏହି ପ୍ରସ୍ତାବରେ ୧୯ ନଭେମ୍ବର ୨୦୨୩ ପରଠାରୁ ଲୋହିତ ସାଗରରେ ଜାହାଜ ଉପରେ…
ବିମାନ ବନ୍ଦରରେ ପହଞ୍ଚିଲେ ଭଗବାନ ରାମଙ୍କ ସହିତ ମାତା ସୀତା ଆଉ ଲକ୍ଷ୍ମଣ, ଭିଡିଓ ଭାଇରାଲ…
ଅହମଦାବାଦ,୧୧।୧ : ୨୨ ଜାନୁଆରୀରେ ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ସମାରୋହକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ସର୍ବୋଚ୍ଚ ସ୍ତରରେ ରହିଛି। ରାମ ମନ୍ଦିରର ଉତ୍ସବରେ ଯୋଗଦେବାକୁ ଅଯୋଧ୍ୟାକୁ ଆସୁଥିବା ଭକ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଗୁଜରାଟର…
ଅଯୋଧ୍ୟାରେ ଆକାଶଛୁଆଁ ହୋଟେଲ ଭଡା, ଦିନକୁ ୧ଲକ୍ଷ ଟଙ୍କା
ଅଯୋଧ୍ୟା,୧୧।୧: ସଜେଇ ହେଲାଣି ଅଯୋଧ୍ୟା। ଜାନୁଆରୀ ୨୨ରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ସହ ରାମ ମନ୍ଦିରର ଭବ୍ୟ ଆୟୋଜନ ହେବ। ତେବେ ଏବେଠାରୁ ଅଯୋଧ୍ୟାରେ ଜନ ସମାଗମ ଆରମ୍ଭ ହେଲାଣି। ଅଯୋଧ୍ୟାରେ ପହଞ୍ଚିବା ପରେ ଯାତ୍ରୀ ହୋଟେଲ କି ଲଜ୍ରେ ମୁଣ୍ଡ…
Ayushman Card 2024:ଆୟୁଷ୍ମାନ କାର୍ଡ ପାଇଁ କିପରି କରିବେ ଆବେଦନ: ଏସବୁ ପ୍ରମାଣ ପତ୍ର ଜରୁରୀ, ନ ହେଲେ ହେବ ରଦ୍ଦ…
ନୂଆଦିଲ୍ଲୀ,୧୧।୧ : ଲୋକଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ ତଥା ସାହାଯ୍ୟ କରିବା ପାଇଁ ସରକାର ବିଭିନ୍ନ ପ୍ରକାରର ଯୋଜନା ଜାରି କରିଛନ୍ତି। ଏହି ଯୋଜନାଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଆୟୁଷ୍ମାନ ଭାରତ ଯୋଜନା, ଯାହାର ଲାଭ ଲକ୍ଷ ଲକ୍ଷ ଭାରତୀୟଙ୍କ ପାଖରେ…
ରାମ ମନ୍ଦିର ଉଦଘାଟନରେ ନେପାଳର ୨୧ ହଜାର ପୁରୋହିତ କରିବେ ଏହି ସ୍ବତନ୍ତ୍ର କାମ…
ଅଯୋଧ୍ୟା,୧୧।୧ : ଅଯୋଧ୍ୟାରେ ଶ୍ରୀ ରାମ ମନ୍ଦିରର ଉଦଘାଟନ ପାଇଁ ପ୍ରସ୍ତୁତି ଚାଲିଛି। କିନ୍ତୁ ଏହା ପୂର୍ବରୁ ଅଯୋଧ୍ୟାରେ ରାମ ନାମ ମହା ଯଜ୍ଞ ଅନୁଷ୍ଠିତ ହେବ। ବିଶେଷ କଥା ହେଉଛି ନେପାଳର ୨୧ ହଜାର ପୁରୋହିତଙ୍କ ଦ୍ୱାରା ଏହି ଯଜ୍ଞ…
ପ୍ରତିରକ୍ଷା ମନ୍ତ୍ରୀଙ୍କୁ କ୍ୟାନସର, ଲୁଚାଇଥିଲେ ରିପୋର୍ଟ
ଓ୍ବାଶିଂଟନ୍,୧୧।୧: ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଲଏଡ୍ ଅଷ୍ଟିନ୍ଙ୍କୁ କ୍ୟାନସର। କିନ୍ତୁ ଆଜିଯାଏଁ ସେ ଏକଥା ଲୁଚାଇ ରଖିଥିଲେ। ଯାହା ଏବେ ସାମ୍ନାକୁ ଆସିବା ପରେ ସାରା ଦେଶ ଆଶ୍ଚର୍ଯ୍ୟ ହୋଇଯାଇଛି। ଗତ ଡିସେମ୍ବର ୨୨ରେ ଅଷ୍ଟିନ ପ୍ରୋଟେଷ୍ଟ କ୍ୟାନସରର ସର୍ଜରୀ ପାଇଁ…
ଭାଜପା ଟିକେଟ ପାଇଁ ୩ ମାନଦଣ୍ଡ: ପୂରଣ କଲେ ଲୋକସଭାରେ ନିର୍ବାଚନରେ କରିବେ ପ୍ରତିଦ୍ୱନ୍ଦ୍ୱିତା…
ନୂଆଦିଲ୍ଲୀ,୧୧।୧ : ୨୦୨୪ ଲୋକସଭା ନିର୍ବାଚନ ପାଇଁ ଦେଶରେ ପ୍ରସ୍ତୁତି ଚାଲିଛି। ଲଗାତାର ତୃତୀୟ ଥର ପାଇଁ ହ୍ୟାଟ୍ରିକ ସ୍କୋର କରିବାର ଆଶାରେ ଭାଜପା ମଧ୍ୟ ପ୍ରସ୍ତୁତ ହେଉଛି। ରାଜନୈତିକ ସୂତ୍ର ଅନୁଯାୟୀ ଭାଜପା ଏହାର ପ୍ରାର୍ଥୀଙ୍କ ତାଲିକା ଚୂଡାନ୍ତ କରିଛି।…
ଭାରତକୁ କେହି ଆଖି ଦେଖାଇ ପାରିବେ ନାହିଁ: ରାଜନାଥ
ନୂଆଦିଲ୍ଲୀ,୧୧।୧: ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତିନି ଦିନିଆ ବ୍ରିଟେନ୍ ଗସ୍ତରେ ଅଛନ୍ତି। ଲଣ୍ଡନରେ ଇଣ୍ଡିଆ ହାଉସରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ରାଜନାଥ ସିଂ ଚାଇନାର ମୁଖପତ୍ର ଗ୍ଲୋବାଲ ଟାଇମ୍ସରେ ପ୍ରକାଶିତ ଏକ ଆର୍ଟିକିଲର ଉଦାହରଣ ଦେଇଛନ୍ତି। ସେ…
ସୁନକଙ୍କୁ ଭେଟିଲେ ପ୍ରତିରକ୍ଷା ମନ୍ତ୍ରୀ: ଉଭୟ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଲଣ୍ଡନ,୧୧।୧:ବ୍ରିଟେନ ଗସ୍ତରେ ଥିବା ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଲଣ୍ଡନରେ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଭେଟିଛନ୍ତି। ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ଲଣ୍ଡନର ୧୦ ଡାଉନିଙ୍ଗ ଷ୍ଟ୍ରିଟରେ ଏହି ଦୁଇ ନେତାଙ୍କୁ ଭେଟିଥିଲେ। ଏହି ସମୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ…
ଏମପି କରିବେ ଅଭିନୟ: ରାମଲୀଳାରେ ମନୋଜ ତିଓ୍ବାରୀ ହେବେ ପର୍ଶୁରାମ-ଲକ୍ଷ୍ମଣଙ୍କ ଚରିତ୍ରରେ ରବି କିଶନ…
ଅଯୋଧ୍ୟା,୧୧।୧ : ରାମଲଲାଙ୍କର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ସ୍ମରଣୀୟ କରିବା ପାଇଁ ୧୭ ରୁ ୨୨ ଜାନୁୟାରୀ ପର୍ଯ୍ୟନ୍ତ ଅଯୋଧ୍ୟାରେ ସରଯୁ ନଦି କୂଳରେ ଅବସ୍ଥିତ ରାମଘାଟରେ ରାମଲୀଳା ମଞ୍ଚସ୍ଥ ହେବ। ଏଥିରେ ଦିଲ୍ଲୀର ଭାଜପା ଏମପି ମନୋଜ ତିୱାରୀଙ୍କୁ ପର୍ଶୁରାମ…
ଗୁଗଲ୍ ମ୍ୟାପିଂରୁ ଚିହ୍ନଟ ହେବେ ଅପରାଧୀ
ଭୁବନେଶ୍ୱର,୧୧।୧(ସୂର୍ଯ୍ୟକାନ୍ତ ବେହେରା)ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଛିନ୍ତାଇ, ଲୁଟ୍ ଓ ଚୋରି ଘଟଣା ନିତିଦିନିଆ ହୋଇଯାଇଛି। କମିଶନରେଟ ପୋଲିସ ଏହାକୁ ରୋକିବା ପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ଅପରାଧୀମାନେ ବେଫିକର ହୋଇ ଅପରାଧ ଘଟାଉଛନ୍ତି। ଅଧିକାଂଶ କ୍ଷେତ୍ରରେ ଅପରାଧୀ ବିଶେଷକରି…
Archives


