Home Middle

ଦକ୍ଷିଣ ପରେ ଏବେ ଉତ୍ତର ଭାରତ ମୁହାଁ କରୋନାର ନୂଆ ଭାରିଏଣ୍ଟ, ବିଶେଷଜ୍ଞ କହିଲେ ସମସ୍ତେ ହୋଇ ଯାଆନ୍ତୁ ସାବଧାନ

ନୂଆଦିଲ୍ଲୀ,୧୧।୧: ଏବେ ସାରା ବିଶ୍ୱରେ କରୋନା ସଂକମ୍ରମଣ ବଢିବାରେ ଲାଗିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)ର ରିପୋର୍ଟ ଅନୁଯାୟୀ, ଡିସେମ୍ବର ୨୦୨୩ରେ ଓମିକ୍ରନର ନୂତନ ସବ-ଭାରିଆଣ୍ଟ ଜେଏନ.୧ହେତୁ କରୋନା ସଂକ୍ରମଣ କେବଳ ବିଶ୍ୱରେ ବୃଦ୍ଧି ପାଇନାହିଁ, ବରଂ ୧୦ ହଜାରରୁ ଅଧିକ…

ଆଫଗାନିସ୍ତାନ-ଭାରତ ଟି -୨୦ ସିରିଜ: ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ଭାରତ

ମୋହାଲି,୧୧।୧: ମୋହାଲିରେ ଆଫଗାନିସ୍ତାନ-ଭାରତ ଟି -୨୦ ସିରିଜର ପ୍ରଥମ ମ୍ୟାଚ ଖେଳାଯାଉଛି। ଟିମ ଇଣ୍ଡିଆ ଟସ୍‌ ଜିତି ଆଫଗାନିସ୍ତାନ ବିପକ୍ଷରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଆମନ୍ତ୍ରଣ ପାଇ ଆଫଗାନିସ୍ତାନ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇବ। ପ୍ଲେ-୧୧ରେ ଉଇକେଟ୍‌ କିପର…

ବାଲେଶ୍ୱର ସିମୁଳିଆ ବିଡିଓ ବିଶ୍ୱରଂଜନ ମହାନ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସିମୁଳିଆ,୧୧।୧: ବାଲେଶ୍ୱର ସିମୁଳିଆ ବ୍ଲକ ଉନ୍ନୟନ ଅଧିକାରୀ(ବିଡିଓ) ବିଶ୍ୱରଂଜନ ମହାନ୍ତିଙ୍କ ଝୁଲନ୍ତା ମୃତଦେହ କରାଯାଇଛି । ସରକାରୀ କ୍ୱାଟର୍ସରେ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ସିମୁଳିଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଯଦିଓ…

‘ଓ୍ବାନ୍‌ ନେଶନ୍‌,ଓ୍ବାନ୍‌ ଇଲେକ୍ସନ’ ଉପରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କଲେ ମମତା

କୋଲକତା,୧୧।୧: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ‘ଓ୍ବାନ୍‌ ନେଶନ୍‌,ଓ୍ବାନ୍‌ ଇଲେକ୍ସନ’ ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ‘ଓ୍ବାନ୍‌ ନେଶନ୍‌,ଓ୍ବାନ୍‌ ଇଲେକ୍ସନ’ ଠିକ ନୁହେଁ। ଏହା ଭାରତର ସାମ୍ବିଧାନିକ ମୌଳିକ ଢାଞ୍ଚା ବିରୋଧରେ ହେବ ବୋଲି ମମତା କହିଛନ୍ତି। ‘ଓ୍ବାନ୍‌…

ପୁଣି ଥରିଲା ରାଜଧାନୀ

ନୂଆଦିଲ୍ଲୀ,୧୧ା୧: ଗୁରୁବାର ରାଜଧାନୀ ଦିଲ୍ଲୀରେ ଭୂକମ୍ପ ଅନୁଭୂତ ହୋଇଛି। ଦିଲ୍ଲୀ ଏନ୍‌ସିଆର୍‌ରେ ଏହି ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ହିନ୍ଦୁକୁଶ ଅଞ୍ଚଳରେ ଏହାର ତୀବ୍ରତା ୬.୧ ରହିଥିଲା। ଜମ୍ମୁ-କଶ୍ମୀରର ପୁଞ୍ଚ ଅଞ୍ଚଳରେ ବି ଭୂକମ୍ପ ଅନୁଭୂତ ହୋଇଛି। ପାକ୍‌-ଆଫଗାନିସ୍ତାନ ସୀମା ଏହି…

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧ା୧(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚନ କରିଛନ୍ତି। ଏହାର ଟ୍ୟାଗ୍‌ଲାଇନ ରହିଛି ‘ଭାଷା ହିଁ ଭବିଷ୍ୟତ’। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭାଷା ସମ୍ମିଳନୀର ବିପୁଳ ସଫଳତା କାମନା କରିଛନ୍ତି। ଏହି…

କାଳ ସାଜିଲା ‘ଚିକେନ ଟିକ୍କା ମସଲା ପ୍ୟାଜ ପିଜ୍ଜା’, ମିଶିଥିଲା ଏପରି ଇନଗ୍ରୀଡିଏନ୍ସ ଚାଲିଗଲା ଜୀବନ

ଇଂଲଣ୍ଡ,୧୧।୧: ସମସ୍ତେ ପ୍ରୋସେସିଙ୍ଗ ବା ଫାଷ୍ଟ ଫୁଡ୍‌ ଖାଇବାକୁ ପସନ୍ଦ କରନ୍ତି। ତା’ଭିତରୁ ବହୁଜଣ ପିଜ୍ଜା ଖାଇବାକୁ ବହୁତ ପସନ୍ଦ କରନ୍ତି। ବିଭିନ୍ନ ଫ୍ଲେଭରର ମିଳୁଥିବା ପିଜ୍ଜା ଏବେ ମାର୍କେଟରେ ଇନଷ୍ଟାଣ୍ଟ ପ୍ରସ୍ତୁତ ହୋଇ ବିକ୍ରି ହେଉଛି। ନିକଟରେ ଜଣେ ବ୍ୟକ୍ତି…

ପାପୁଆ ନ୍ୟୁ ଗିନି ହିଂସାରେ ୧୫ ମୃତ

ପୋର୍ଟ ମୋରେସ୍‌ବି,୧୧ା୧: ପାପୁଆ ନ୍ୟୁ ଗିନି ହିଂସାରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ଅଷ୍ଟ୍ରେଲୀୟ ରାଜ୍ୟ ପ୍ରସାରଣକାରୀ ଏବିସି ଗୁରୁବାର ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛି। ଦକ୍ଷିଣ ପ୍ରଶାନ୍ତ ଦେଶର ପ୍ରଧାନମନ୍ତ୍ରୀ ଗୋଟିଏ ଦିନ ବିରୋଧ ପରେ ଶାନ୍ତି ପାଇଁ…

ସେନାରୁ ବାହାର ହେବେ ୧ ଲକ୍ଷ କର୍ମଚାରୀ: ସେନାଧ୍ୟକ୍ଷ ଦେଲେ ସୂଚନା…

ନୂଆଦିଲ୍ଲୀ,୧୧।୧ : ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଗୁରୁବାର ଦିନ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ୨୦୨୭ ସୁଦ୍ଧା ସେନାରେ ଅପ୍ଟିମାଇଜେଶନ ପ୍ରକ୍ରିୟା ଶେଷ ହେବ। ଯାହା ପରେ ସେନାରେ ପ୍ରାୟ ଏକ ଲକ୍ଷ କର୍ମଚାରର ବାହାର…

୩୧ ଜାନୁଆରୀରୁ ବଜେଟ ଅଧିବେଶନ, ଫେବୃଆରୀ ୧ରେ ମଧ୍ୟବର୍ତ୍ତୀକାଳୀନ ବଜେଟ ଉପସ୍ଥାପନ…

ନୂଆଦିଲ୍ଲୀ,୧୧।୧ : ୨୦୨୪ ବର୍ଷ ପାଇଁ ସଂସଦର ବଜେଟ ଅଧିବେଶନ ଚଳିତ ମାସ ୩୧ରୁ ଆରମ୍ଭ ହେବ। ବଜେଟ ଅଧିବେଶନ ୧୦ ଦିନର ହେବ । ଏହା ୯ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ମଧ୍ୟବର୍ତ୍ତୀକାଳୀନ ବଜେଟ ମଧ୍ୟ…

ଏକ ଇଣ୍ଡିଆରେ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ନେଇ ଅନେକ ମତ…

ନୂଆଦିଲ୍ଲୀ,୧୧।୧ : ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ଦେଶର ରାଜନୀତିର ମୂଳ ସ୍ଥାନ ପାଲଟିଛି। ଦେଶର ସବୁଠୁ ବଡ ଭାବପ୍ରବଣ କାର୍ଯ୍ୟକ୍ରମରେ ବିରୋଧୀ ଦଳର ନୀରବତା ମଧ୍ୟ ଶୀର୍ଷରେ ରହିଛି। ରାମ ମନ୍ଦିର ଉଦଘାଟନୀ କାର୍ଯ୍ୟକ୍ରମ…

ନେପାଳରୁ ଅଯୋଧ୍ୟା ଆସିବେ ୨୧୦୦୦ ପୂଜାରୀ, ଜାଣନ୍ତୁ କାରଣ…

କାଠମାଣ୍ଡୁ/ଅଯୋଧ୍ୟା,୧୧ା୧: ନେପାଳରୁ ୨୧୦୦୦ ପୁରୋହିତ ଭଗବାନ ଶ୍ରୀ ରାମ ସହର ଅଯୋଧ୍ୟାକୁ ଆସିବାକୁ ଯାଉଛନ୍ତି। ରାମ ମନ୍ଦିରର ସମର୍ପଣ ସମାରୋହ ପୂର୍ବରୁ ଜାନୁଆରୀ ୧୪ରୁ ୨୫ ପର୍ଯ୍ୟନ୍ତ ଅଯୋଧ୍ୟାରେ ସରଜୁ ନଦୀକୂଳରେ ୧୦୦୮ ନର୍ମଦେଶ୍ୱର ଶିବଲିଙ୍ଗ ସ୍ଥାପନ ପାଇଁ ଏକ ବିଶାଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri