Home Middle

ସହଜ ନୁହେଁ ଏକ ଦେଶ ଏକ ନିର୍ବାଚନ, ପ୍ରତି ୧୫ ବର୍ଷରେ ଖର୍ଚ୍ଚ ହେବ ୧୦ ହଜାର କୋଟି…

ନୂଆଦିଲ୍ଲୀ,୨୦।୧ : ନିର୍ବାଚନ ଆୟୋଗ କହିଛନ୍ତି ଲୋକସଭା ଏବଂ ବିଧାନସଭା ନିର୍ବାଚନର ଏକକାଳୀନ ନିର୍ବାଚନ ହେଲେ ନୂତନ ’ଇଲେକ୍ଟ୍ରୋନିକ ଭୋଟିଂ ମେସିନ’ (ଇଭିଏମ) କିଣିବା ପାଇଁ ପ୍ରତି ୧୫ ବର୍ଷରେ ପ୍ରାୟ ୧୦ ହଜାର କୋଟି ଟଙ୍କା ଆବଶ୍ୟକ ହେବ। ସରକାରଙ୍କୁ…

ଆମେରିକାରୁ ଖୁସି ଖବର: କାଲିଫର୍ନିଆ ପିଲା ପଢ଼ିବେ ହିନ୍ଦୀ, ସରକାରୀ ସ୍କୁଲରେ ବିଶ୍ୱ ଭାଷାରେ ସାମିଲ…

ଓ୍ବାଶିଂଟନ,୨୦।୧ : ପ୍ରଥମ ଥର ପାଇଁ ଆମେରିକାର ‘ସିଲିକନ ଭ୍ୟାଲି’ ଭାବରେ ଜଣାଶୁଣା କାଲିଫର୍ନିଆର ଦୁଇଟି ସରକାରୀ ବିଦ୍ୟାଳୟ ସେମାନଙ୍କ ପାଠ୍ୟକ୍ରମରେ ହିନ୍ଦୀକୁ ବିଶ୍ୱ ଭାଷା ଭାବରେ ଅନ୍ତର୍ଭୁକ୍ତ କରିବାକୁ ଯାଉଛନ୍ତି। ଏହା ପରେ, ଛାତ୍ରୀଛାତ୍ରମାନେ ଇଚ୍ଛାଧୀନ ବିଷୟଗୁଡ଼ିକରେ ହିନ୍ଦୀର ବିକଳ୍ପ…

ରାମ ମନ୍ଦିର ଉଦଘାଟନ ଦିନ ଅପରାହ୍ନ ସାଢ଼େ ୨ଟା ପର୍ଯ୍ୟନ୍ତ ବନ୍ଦ ରହିବ ଏମ୍ସ , ସରକାରଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୨୦।୧ : ଜାନୁଆରୀ ୨୨ ରେ ଅଯୋଧ୍ୟାରେ ଥିବା ଶ୍ରୀ ରାମ ମନ୍ଦିରରେ ଭଗବାନ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ଏନେଇ ସମଗ୍ର ଦେଶରେ ଉତ୍ସବର ପରିବେଶ ରହିଛି। ଶନିବାର କେନ୍ଦ୍ର ସରକାର ରାମ ମନ୍ଦିର ଉଦଘାଟନ ଦିନ ଦିଲ୍ଲୀରେ ଅବସ୍ଥିତ…

ଅନ୍ତର୍ଜାତୀୟ ଛାତ୍ରସଂଖ୍ୟା ହ୍ରାସ କରିବ କାନାଡ଼ା, ପ୍ରଭାବିତ ହେବେ ଲକ୍ଷାଧିକ ଭାରତୀୟ ଛାତ୍ର

ଅଟଓ୍ବା,୨୦ା୧: ଉଚ୍ଚଶିକ୍ଷା ପାଇଁ ଏଠାକୁ ଆସୁଥିବା ଅନ୍ତର୍ଜାତୀୟ ଛାତ୍ରଙ୍କ ସଂଖ୍ୟା ହ୍ରାସ କରିବାକୁ କାନାଡ଼ା ପ୍ରସ୍ତୁତ ହେଉଛି। ଏହି ବର୍ଷଠାରୁ ଅଧ୍ୟୟନ ଭିଜା ହ୍ରାସ ହେବାର ସମ୍ଭାବନା ଅଛି। ଏହା ଭାରତୀୟ ଛାତ୍ରମାନଙ୍କ ଉପରେ ଅଧିକ ପ୍ରଭାବ ପକାଇବ। କାନାଡାରେ ୩,୪୦,୦୦୦ରୁ…

ଏସବୁ ମୁସଲମାନ ହେଉଛନ୍ତି ଶ୍ରୀରାମଙ୍କ ବଂଶଜ…

ଅଯୋଧ୍ୟା,୨୦।୧ : ଶ୍ରୀରାମ ଅଯୋଧ୍ୟାରେ ଦୀର୍ଘ ବର୍ଷ ଶାସନ କରିଥିଲେ। ପ୍ରଭୁ ଶ୍ରୀରାମଙ୍କ ଜଳ ସମାଧି ପରେ ଦୁଇ ପୁଅ ଲବ ଏବଂ କୁଶଙ୍କର କ’ଣ ହେଲା? ଏହା ବ୍ୟତୀତ ଶ୍ରୀରାମଙ୍କ ଅନ୍ୟ ସମସ୍ତ ଭାଇମାନଙ୍କର ପିଲାମାନେ କୁଆଡେ ଗଲେ? ଏନେଇ…

‘ରଘୁପତି ରାଘବ ରାଜାରାମ’ ଭଜନକୁ ପରିବର୍ତ୍ତନ କରି ବୋଲୁଥିଲେ ଗାନ୍ଧୀଜୀ, ଜାଣନ୍ତୁ ମୂଳ ଲେଖା କ’ଣ…

ନୂଆଦିଲ୍ଲୀ,୨୦।୧: ପ୍ରାଣ ପ୍ରତିଷ୍ଠା ପୂର୍ବରୁ ରାମମୟ ଦିଶିଲାଣି ସାରାଦେଶ। ଏହାରି ଭିତରେ ଶ୍ରୀରାମଙ୍କ ଭଜନ ଗୋଟିକ ପରେ ଗୋଟିଏ ଲୋକପ୍ରିୟ ହେଲାଣି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସୋସିଆଲ ମିଡିଆ ଏକ୍ସ ହ୍ୟାଣ୍ଡେଲରେ ସବୁ ଭାଷାର ରାମଭଜନ ଶେୟାର କରି ପ୍ରଶଂସା…

୧୩ ଜିଲାରେ ୧୯ ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ଭିତ୍ତି ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦ା୧(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ରାଜ୍ୟର ୧୩ ଜିଲାରେ ୧୯ଟି ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ପାଇଁ ଭିତ୍ତି ସ୍ଥାପନ କରିଛନ୍ତି। ଏଥିପାଇଁ ୪,୬୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ଅବସରରେ ବିଭିନ୍ନ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ଲୋକମାନଙ୍କ…

ମ୍ୟାନମାର ସୀମାରେ ତାରବାଡ଼ ନିର୍ମାଣ କରିବେ ଭାରତ ସରକାର, ହେବ ଏସବୁ ସୁବିଧା…

ନୂଆଦିଲ୍ଲୀ,୨୦।୧ : କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶନିବାର କହିଛନ୍ତି ସରକାର ଭାରତ-ମ୍ୟାନମାର ସୀମାରେ ତାରବାଡ଼ ନିର୍ମାଣ କରିବେ। ଦୁଇ ଦେଶ ମଧ୍ୟରେ ସହଜ ଗମନାଗମନକୁ ରୋକିବା ପାଇଁ ଏହି ପଦକ୍ଷେପ ନିଆଯିବ। ଶାହାଙ୍କ ଘୋଷଣା ଏପରି ଏକ ସମୟରେ…

Video: ତାମିଲନାଡୁ ମନ୍ଦିରରେ ଗଜରାଜଙ୍କଠାରୁ ଆଶୀର୍ବାଦ ଲୋଡ଼ିଲେ ପ୍ରଧାନମନ୍ତ୍ରୀ, ଖୁଆଇଲେ ଗୁଡ଼

ନୂଆଦିଲ୍ଲୀ,୨୦।୧: ଶନିବାର ତିରୁଚିରାପଲ୍ଲୀରେ ତାମିଲନାଡୁର ରଙ୍ଗନାଥସ୍ୱାମୀ ମନ୍ଦିର ପରିଦର୍ଶନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ହାତୀଠାରୁ ଆଶୀର୍ବାଦ ଲୋଡିଛନ୍ତି। ହାତୀର ପ୍ରଧାନମନ୍ତ୍ରୀଙ୍କୁ ତାର ଶୁଣ୍ଢରେ ଆଶୀର୍ବାଦ ଦେଉଥିବା ଏକ ଫଟୋ ଇଣ୍ଟରନେଟରେ ଭାଇରାଲ ହେଉଛି। ପ୍ରଧାନମନ୍ତ୍ରୀ ମୋଦି ଏକ ଧଳା…

Ram Mandir Fake QR Codes Scam: ରାମ ମନ୍ଦିର ନାମରେ ହେଉଛି ଠକେଇ, ସରକାର ଜାରି କଲେ ସତର୍କ ସୂଚନା…

ନୂଆଦିଲ୍ଲୀ,୨୦।୧ : ରାମ ମନ୍ଦିର ଉଦଘାଟନ ଜାନୁଆରୀ ୨୨ରେ ହେବାକୁ ଯାଉଛି। ଏହା ସହିତ ବିଭିନ୍ନ ସାଇବର ଠକେଇ ଏହି ଧାର୍ମିକ ଉତ୍ସବ ସହିତ ଆରମ୍ଭ ହୋଇଛି। ଲୋକଙ୍କ ବିଶ୍ୱାସ ସହିତ ସାଇବର ଠକମାନେ ଖେଳିବା ଆରମ୍ଭ କରିଛନ୍ତି। ସାଇବର ଠକମାନେ…

ରାମ ମନ୍ଦିରକୁ ଦାନ କଲେ ଟ୍ୟାକ୍ସ ହେଉଛି ଫ୍ରି!

ନୂଆଦିଲ୍ଲୀ,୨୦।୧: ଭାରତ ସରକାରଙ୍କ ଦ୍ୱାରା ଗଠିତ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ, ରାମ ମନ୍ଦିର ନିର୍ମାଣ କାର୍ଯ୍ୟର ତଦାରଖ କରୁଥିବା ଏକ ଅଥୋରାଇଜଡ ସଂସ୍ଥା ଅଟେ। ରାମ ମନ୍ଦିର ପାଇଁ ଟଙ୍କା ଦାନ କରିବାକୁ ଚାହୁଁଥିଲେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର…

ଅନଲାଇନରେ ରାମ ମନ୍ଦିର ପ୍ରସାଦ ନେଇ ଅଡୁଆରେ ଆମାଜନ: ନୋଟିସ ଜାରି କରି ୭ ଦିନରେ ଜବାବ ତଲବ କଲେ ସରକାର…

ନୂଆଦିଲ୍ଲୀ,୨୦।୧ : ଅନଲାଇନରେ ଅଯୋଧ୍ୟାର ରାମ ମନ୍ଦିର ପ୍ରସାଦ ନାମରେ ମିଠା ବିକ୍ରି ସମ୍ପର୍କରେ ଅଗ୍ରଣୀ ଇ-କମର୍ସ ପ୍ଲାଟଫର୍ମ ଆମାଜନକୁ ଏକ ନୋଟିସ ଜାରି କରାଯାଇଛି। କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (ସିସିପିଏ) ଦ୍ୱାରା ଏହି ନୋଟିସ ଜାରି କରାଯାଇଛି। କନଫେଡେରେଶନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri