ଚର୍ଚ୍ଚାରେ ବିରାମ: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ ହେମନ୍ତ ସୋରେନ୍
ରାଞ୍ଚି,୩।୧: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଇସ୍ତଫା ଦେବା ନେଇ ହେଉଥିବା ଚର୍ଚ୍ଚା ଉପରେ ବିରାମ ଲାଗିଛି। ବର୍ତ୍ତମାନ ସେ ଇସ୍ତଫା ଦେବେ ନାହିଁ ବୋଲି ବୁଧବାର ମୁଖ୍ୟମନ୍ତ୍ରୀ ଆବାସରେ ହୋଇଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି। ତେବେ ହେମନ୍ତ ଇସ୍ତଫା ଦେଇ…
ସ୍ତ୍ରୀଙ୍କର ସନ୍ତାନ ନ ହେବା ଭାଗ୍ୟର ବିଡ଼ମ୍ବନା, ଏନେଇ ତାଙ୍କୁ ଛାଡ଼ପତ୍ର ଦେଇ ପାରିବେନି ସ୍ବାମୀ: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…
ଚେନ୍ନାଇ,୩।୧ : ସ୍ତ୍ରୀଙ୍କର ସନ୍ତାନ ନ ହେବା ଭାଗ୍ୟର ବିଡ଼ମ୍ବନା, ଏନେଇ ତାଙ୍କୁ ସ୍ବାମୀ ଛାଡ଼ପତ୍ର ଦେଇ ପାରିବେନି। ଏଭଳି କ୍ଷେତ୍ରରେ ସ୍ବାମୀଙ୍କ ପ୍ରତି ସ୍ତ୍ରୀ କ୍ରୁରତା କରିଥିବା କୁହାଯାଇ ପାରିବ ନାହିଁ। ଗର୍ଭାଶୟ କ୍ୟାନସର ରୋଗରେ ଆକ୍ରାନ୍ତ ହେବା ପରେ…
ଜାପାନ ଭୂକମ୍ପ ମୃତ୍ୟୁସଂଖ୍ୟା ୭୩କୁ ବୃଦ୍ଧି
ଟୋକିଓ,୩ା୧: ଜାପାନରେ ନୂଆବର୍ଷରେ ଘଟିଥିବା ଭୟଙ୍କର ଭୂକମ୍ପ ଯୋଗୁ ବର୍ତ୍ତମାନ ସୁଦ୍ଧା ୭୩ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ଅନକେ ଲୋକ ଆବର୍ଜନା ତଳେ ପୋତି ହୋଇଥିବା ଅନୁମାନ କରାଯାଉଥିବା ବେଳେ ଏମାନଙ୍କୁ ଖୋଜା ଚାଲିଛି। ଏହି ସମୟରେ ଜାପାନର…
‘ଅନେକ ଥର ରାଜ୍ୟାଭିଷେକ ହେବା ପୂର୍ବରୁ ବନବାସରେ ଯିବାକୁ ପଡ଼ିଥାଏ’
ଭୋପାଳ,୩।୧: ମଧ୍ୟପ୍ରଦେଶ ନିର୍ବାଚନରେ ଭାଜପାର ବହୁମତ ପଛରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ବଡ଼ ଭୂମିକା ରହିଥିଲା। ପୂର୍ବରୁ ସେ ୪ ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିଲେ। ଏଣୁ ତାଙ୍କର ପତିଆରା ଦେଖି ପୁଣିଥରେ ଦଳ ତାଙ୍କୁ…
ଖୁସି ଖବର: ୩ ଛୁଆଙ୍କୁ ଜନ୍ମଦେଲା ନାମିବ୍ୟାରୁ ଆସିଥିବା ଚିତା
ଭୋପାଳ,୩।୧: ମଧ୍ୟପ୍ରଦେଶର କୁନୋ ନ୍ୟାଶନାଲ ପାର୍କରେ ମହିଳା ଚିତା ତିନିଟି ଛୁଆ ଜନ୍ମ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରୋଜେକ୍ଟ ଚିତାଙ୍କ ସଫଳତା ବିଷୟରେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଭିଡିଓ ଶେୟାର କରିଛନ୍ତି।…
ଇସ୍ରୋ ପାଖରେ ନାହିଁ ଶକ୍ତିଶାଳୀ ରକେଟ୍, ଏଲନ ମସ୍କଙ୍କ ରକେଟରେ ସାଟେଲାଇଟ ଲଞ୍ଚ କରିବ ଭାରତ
କୋଲକାତା, ୩।୧: ଭାରତୀୟ ମହାକାଶ ସଂସ୍ଥା ଇସ୍ରୋ ଜିସାଟ୍-୨୦ ନାମକ ପରବର୍ତ୍ତୀ ପିଢ଼ିର ଭାରୀ ଯୋଗାଯୋଗ ସାଟେଲାଇଟ ଉତକ୍ଷେପଣ ସ୍ପେସ୍ ଏକ୍ସ କରିବ। ପ୍ରଥମ ଥର ପାଇଁ ମହାକାଶ ବିଭାଗ ଏବଂ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଫାଲକନ୍ -୯…
ସିରାଜ୍ଙ୍କ ସାମ୍ନାରେ ଆତ୍ମସମର୍ପଣ କଲା ଦକ୍ଷିଣ ଆଫ୍ରିକା: ୫୫ ରନ୍ରେ ଅଲଆଉଟ୍
କେପଟାଉନ,୩।୧: ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକାର ପ୍ରଥମ ଇନିଂସରେ ୫୫ ରନ୍ରେ ଅଲଆଉଟ୍ ହୋଇଛି। ପ୍ରଥମ ମ୍ୟାଚ୍ରେ ଅତି ସାଧାରଣ ଦେଖାଯାଉଥିବା ଭାରତୀୟ ବୋଲରମାନେ ଏହି ମ୍ୟାଚ୍ରେ ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ କରିଛନ୍ତି। ମହମ୍ମଦ ସିରାଜ ସର୍ବାଧିକ ୬ଟି ଉଇକେଟ…
ଦକ୍ଷିଣ ଆଫ୍ରିକାକୁ ଅଷ୍ଟମ ଝଟକା, ସିରାଜଙ୍କ ନାମରେ ୬ ଓ୍ବିକେଟ…
କେପଟାଉନ, ୩।୧ : କେପଟାଉନରେ ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯାଉଥିବା ଦ୍ୱିତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଟସ ତିଛି ପ୍ରଥମେ ବ୍ୟାଟିଂ କରି ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଟିମ ଇଣ୍ଡିଆର ବୋଲିଂକୁ ଆଫ୍ରିକା ଦଳ ସାମନା କରି ପାରିନାହିଁ।…
Hindenburg Report : ସୁପ୍ରିମକୋର୍ଟଙ୍କ ରାୟ ପରେ ଶେୟାର ବଜାର ଉପରମୁହାଁ, ଘଣ୍ଟାଏ ମଧ୍ୟରେ ୧୧ ପ୍ରତିଶତରୁ ଅଧିକ ରିଟର୍ନ ପାଇଲେ ନିବେଶକ…
ମୁମ୍ବାଇ,୩।୧ : ଷ୍ଟକ ମାର୍କେଟରେ ପୁଞ୍ଜି ବିନିଯୋଗ କରୁଥିବା ଲୋକଙ୍କ ଆଖି ସୁପ୍ରିମକୋର୍ଟଙ୍କ ରାୟ ଉପରେ ଥିଲା। ବୁଧବାର ଦେଶର ଶୀର୍ଷ ଅଦାଲତରୁ ନିବେଶକମାନଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ଆସିବାକୁ ଥିଲା ଏବଂ ସେମାନଙ୍କ ହଜାର ହଜାର କୋଟି ଟଙ୍କା…
Metaverse gangrape: ଶରୀରକୁ ନ ଛୁଇଁ ଗଣବଳାତ୍କାର ! ଅନଲାଇନ ଅବତାରର ପ୍ରଥମ ବଳାତ୍କାର ମାମଲା ରୁଜୁ…
ଲଣ୍ଡନ,୩।୧ : ମେଟାଭର୍ସ ବଳାତ୍କାରର ପ୍ରଥମ ମାମଲା ବ୍ରିଟେନରେ ପଞ୍ଜିକୃତ ହୋଇଛି। ଅନଲାଇନ ମେଟାଭର୍ସରେ ୧୬ ବର୍ଷର ବାଳିକାକୁ ଗଣବଳାତ୍କାର ମାମଲାର ତଦନ୍ତ ଆରମ୍ଭ କରିଛି ପୋଲିସ। ପୋଲିସ ମଧ୍ୟ ଏକ ମାମଲା ରୁଜୁ କରିଛି। ଏହି ଅଭିଯୋଗ ଆଣିଥିବା ନାବାଳିକା…
କ୍ରୋଧରେ ଅଙ୍ଗନଓ୍ବାଡି କର୍ମଚାରୀଙ୍କ ନାକ କାଟିଦେଲେ ବ୍ୟକ୍ତି, ସ୍ବାସ୍ଥ୍ୟାବସ୍ଥା ଗୁରୁତର…
ବେଙ୍ଗାଲୁରୁ,୩।୧ : କର୍ନାଟକର ବେଲଗାଭି ଜିଲାର ବାସୁରତେ ଗାଁରେ ଜଣେ ବ୍ୟକ୍ତି କ୍ରୋଧରେ ଅଙ୍ଗନୱାଡି କର୍ମଚାରୀଙ୍କ ନାକ କାଟି ଦେଇଛନ୍ତି। ପୋଲିସ କହିଛି ନ୍ ଅଙ୍ଗନୱାଡି କର୍ମଚାରୀଙ୍କ ପିଲାମାନେ ଅଭିଯୁକ୍ତ ବ୍ୟକ୍ତିଙ୍କ ବଗିଚାରୁ ଫୁଲ ତୋଳୁଥିଲେ, ସେଥିପାଇଁ ସେ ରାଗି ଯାଇଥିଲେ।…
ମହୁଆଙ୍କୁ ବହିଷ୍କାର କାହିଁକି, ଲୋଭସଭା ମୁଖ୍ୟ ଶାସନ ସଚିବଙ୍କୁ ଜବାବ ତଲବ କଲେ ସୁପ୍ରିମକୋର୍ଟ…
ନୂଆଦିଲ୍ଲୀ,୩।୧ : କ୍ୟାସ ଫର କ୍ୱେରୀ ମାମଲାରେ ଲୋକସଭାରୁ ବହିଷ୍କାର ବିରୋଧରେ ଟିଏମସି ନେତା ମହୁଆ ମୋଇତ୍ରଙ୍କ ଆବେଦନ ଉପରେ ବୁଧବାର ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଏହି ସମୟ ମଧ୍ୟରେ ସୁପ୍ରିମକୋର୍ଟ ଦୁଇ ସପ୍ତାହ ମଧ୍ୟରେ ଏହି ପ୍ରସଙ୍ଗରେ ଜବାବ ଦେବାକୁ…
Archives


