ରାସ୍ତାର ଦୂରାବସ୍ଥା ନେଇ ତେଜିଲା ଆନ୍ଦୋଳନ: ପ୍ରଶାସନକୁ ଘେରିଲେ ଲୋକେ
ବରଗଡ଼,୧୦।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର- ଭେଡେନ ରାସ୍ତା ଏବଂ ଏହି ରାସ୍ତାରୁ ରେଳ ଷ୍ଟେଶନକୁ ସଂଯୋଗ କରୁଥିବା ରାସ୍ତାର ଦୁରାବସ୍ଥା ନେଇ ଅସନ୍ତୋଷ ତେଜି ଉଠିଛି।ଏହି ସମସ୍ୟା ସ୍ଥାନୀୟ ଜନ ପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀଙ୍କ ଆଖିରେ ପଡୁଥିବା ସତ୍ତ୍ବେ ରାସ୍ତାର ଉନ୍ନତିକରଣ…
ଭାରତଠାରୁ ମ୍ୟାଚ୍ ଛଡ଼ାଇ ନେଲା ଦକ୍ଷିଣ ଆଫ୍ରିକା
ବିଶାଖାପାଟଣା,୯।୧୦- ଆଇସିସି ମହିଳା ବିଶ୍ୱକପ୍ରେ ଗୁରୁବାର ଖେଳାଯାଇଥିବା ରୋମାଞ୍ଚକ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ୩ ଉଇକେଟରେ ଭାରତକୁ ପରାସ୍ତ କରିଛି। ରିଚା ଘୋଷଙ୍କ ବିସ୍ଫୋରକ ୯୪ ରନର ଇନିଂସ ବଳରେ ଭାରତ ୨୫୨ ରନର ଚ୍ୟାଲେଞ୍ଜିଂ ଟାର୍ଗେଟ ଛିଡ଼ା କରିଥିଲା। ଜବାବରେ…
Video: ଗାଡି ଆଗରେ ଚାଲିଗଲେ ଯମ, ଅଳ୍ପକେ ବର୍ତ୍ତିଗଲା ଜୀବନ
ନୂଆଦିଲ୍ଲୀ,୯ା୧୦: ହିମାଚଳ ପ୍ରଦେଶର କିନ୍ନୌର ଜିଲାର ନାଥପା ପଏଣ୍ଟରେ ଗତ ସପ୍ତାହରେ ଏକ ଚଳନ୍ତା କାର ଉପରେ ବିଶାଳ ପଥର ଖସି ପଡ଼ିଥିଲା, ଯାହାର ଭୟଙ୍କର ଦୃଶ୍ୟ କାରର ଡ୍ୟାସକ୍ୟାମରେ ରେକର୍ଡ ହୋଇଛି। ପଥରଟି ପାହାଡ଼ରୁ ଗଡ଼ି କାରର ଆଗ ଭାଗକୁ…
“ଗତିଶୀଳ” ଭାରତ-ବ୍ରିଟେନ ବନ୍ଧୁତା, ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୋଟିଏ କାରରେ ଯାତ୍ରା କଲେ କେୟାର ଷ୍ଟାର୍ମର
ମୁମ୍ବାଇ,୯ା୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ଓ ବ୍ରିଟେନ ମଧ୍ୟରେ ସମ୍ପର୍କକୁ “ଗତିଶୀଳ ଓ ଉତ୍ସାହପୂର୍ଣ୍ଣ” ବୋଲି ବର୍ଣ୍ଣନା କରିଛନ୍ତି। ବ୍ରିଟେନ ପ୍ରଧାନମନ୍ତ୍ରୀ କେୟାର ଷ୍ଟାର୍ମରଙ୍କ ଦୁଇ ଦିନିଆ ଭାରତ ଗସ୍ତ ସମୟରେ ମୋଦି ତାଙ୍କ ସହ ଏକ କାର ଯାତ୍ରାର…
ବଜ୍ରପାତ ନେଲା ଜୀବନ
ଲାଞ୍ଜିଗଡ଼,୯।୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବେନଗାଁ ପଞ୍ଚାୟତ ଅଧୀନ ପଦ୍ମଥୋପା ଗାଁରେ ଗୁରୁବାର ବଜ୍ରପାତ ଘଟି ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପଦ୍ମଥୋପା ଗାଁର ଟୁଟୁ ହରିଜନ(୫୩)। ମିଳିଥିବା ସୂଚନା ମୁତାବକ, ଟୁଟୁ ଗାଁ ନିକଟସ୍ଥ…
ମହିଳା ବିଶ୍ୱକପରେ ରିଚା ଘୋଷଙ୍କ ଐତିହାସିକ ରେକର୍ଡ, ୮ ନମ୍ବରରେ ବ୍ୟାଟିଂ କରି…
ବିଶାଖାପାଟଣା,୯ା୧୦: ମହିଳା ବିଶ୍ୱକପ ୨୦୨୫ରେ ଗୁରୁବାର ବିଶାଖାପାଟଣାରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ୧୦୨/୬ରୁ ୪୯.୫ ଓଭରରେ ୨୫୧ ରନ୍ କରିଥିଲା, ଯାହାର ମୁଖ୍ୟ କାରଣ ଥିଲେ ନମ୍ବର ୮ ବ୍ୟାଟର ରିଚା ଘୋଷ। ୨୨ ବର୍ଷୀୟ ରିଚା ୭୭…
ବୁର୍ଖା ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତୁତ ହେଉଛନ୍ତି ମେଲୋନି, ନ ମାନିଲେ ଲାଗିପାରେ ୩ ଲକ୍ଷର ଜରିମାନା
ରୋମ,୯।୧୦: ଇଟାଲୀ ସରକାର ସାରା ଦେଶରେ ବୁର୍ଖା ଏବଂ ନିକାବ ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତୁତ ହେଉଛି। ପ୍ରଧାନମନ୍ତ୍ରୀ ଜିଓର୍ଜିଓ ମେଲୋନିଙ୍କ ନେତୃତ୍ୱରେ ଇଟାଲୀର ଶାସକ ଦଳ ବୁଧବାର (୮ ଅକ୍ଟୋବର, ୨୦୨୫) ଦେଶର ସଂସଦରେ ଏକ ବିଲ ଆଗତ କରିଛି…
ଗାଜା ଶାନ୍ତି ଯୋଜନା ପାଇଁ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ, ଭାରତ-ଆମେରିକା ବାଣିଜ୍ୟ ଆଲୋଚନା
ନୂଆଦିଲ୍ଲୀ,୯ା୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗାଜା ଶାନ୍ତି ଯୋଜନାର ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି, ଯାହା ହଜାର ହଜାର ଲୋକଙ୍କ ଜୀବନ ହରାଇଥିବା ଯୁଦ୍ଧକୁ ଶେଷ କରିବାରେ ଏକ ବଡ଼ ପଦକ୍ଷେପ। ଏକ୍ସରେ ଏକ…
ସରିଲା ମତଦାନ, ଗଣତି ସ୍ଥଗିତ
ରାୟଗଡ଼ା,୯।୧୦(ଆଶିଷ ରଞ୍ଜନ ପଣ୍ଡା)-ରାୟଗଡ଼ା ପୌର ପରିଷଦ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଗୁରୁବାର ପୌର କାର୍ଯ୍ୟାଳୟରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ ଅଧିକାରୀ ତଥା ଉପଜିଲାପାଳ ରମେଶ କୁମାର ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଭୋଟିଂ ପ୍ରକ୍ରିୟା…
ଭାରତର ଏସିଆନ୍ କପ୍ ଯୋଗ୍ୟତା ଆଶା ଉଜ୍ଜୀବିତ
ସିଙ୍ଗାପୁର,୯।୧୦- ଭାରତ ଓ ସିଙ୍ଗାପୁର ମଧ୍ୟରେ ଗୁରୁବାର ଖେଳାଯାଇଥିବା ଏଏଫ୍ସି ଏସିଆନ କପ୍ କ୍ୱାଲିଫାଇଙ୍ଗ ଗ୍ରୁପ୍ ସି’ ମ୍ୟାଚ୍ ୧-୧ ଗୋଲରେ ଡ୍ର’ ରହିଛି। ମ୍ୟାଚ୍ଟି ଡ୍ର’ ଭାବେ ଶେଷ ହୋଇଥିବାରୁ ୨୦୨୭ ଏଏଫ୍ସି ଏସିଆନ କପ୍ ମୁଖ୍ୟ ଇଭେଣ୍ଟ ଲାଗି…
ବର୍ଷା ପରେ ଧାନ ଗଛରେ ଜଉପୋକ ରୋଗ ବଢୁଛି
ଭଞ୍ଜନଗର,୯।୧୦(ବାବୁଲା ପ୍ରଧାନ): ଆଜକୁ ଦୁଇ ମାସ ହେବ ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ବାରମ୍ବାର ବର୍ଷା ହେଉଛି। ଏହାଦ୍ବାରା ଧାନ ଫସଲ ହୋଇଥିଲା। କିନ୍ତୁ ଅତ୍ୟଧିକ ବର୍ଷା ଯୋଗୁ ବିଗତ କିଛି ଦିନ ହେବ ଧାନ ଫସଲରେ ମାଟିଆଗୁଣ୍ଡି ଓ ଜଉ…
ମାଉଜର ସହ ୨ ଗିରଫ
ଭଞ୍ଜନଗର,୯।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଗୁରୁବାର ଦୁଇ ଜଣଙ୍କୁ ଗିରଫ କରିଛି। ପୋଲିସ ସେମାନଙ୍କଠାରୁ ଗୋଟିଏ ମାଉଜର, ୩ ରାଉଣ୍ଡ ଗୁଳି ସହ ଗୋଟିଏ ବାଇକ ଜବତ କରିଛି। ଗିରଫ ଦୁଇଜଣ ହେଲେ ସୁନିଲ ପ୍ରଧାନ ଓ ଲାଲୁ…
Archives


