ଧୂମଧାମରେ କୁଲାଡ ରଥଯାତ୍ରା ପାଳିତ: ଭକ୍ତଙ୍କ ସେବାରେ ବିଧାୟକ
ଭଞ୍ଜନଗର,୨୭।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ କୁଲାଡରେ ଧୂମଧାମରେ ପାଳିତ ହୋଇଯାଇଛି ରଥଯାତ୍ରା। ଅପରାହ୍ନରେ ଭଞ୍ଜ ରାଜବଂଶର ଉତ୍ତରାଧିକାରୀ ପ୍ରଶାନ୍ତ ଭଞ୍ଜ ଛେରା ପହଁରା କରିବା ପରେ ଭକ୍ତମାନେ ରଥକୁ ଟାଣିଥିଲେ। ରଥଯାତ୍ରାରେ ହଜାର ହଜାର ଭକ୍ତ ଯୋଗଦେଇଥିବା ଜଣାପଡିଛି।...
ଆମେରିକାକୁ କଡ଼ା ଶବ୍ଦରେ ଜବାବ ଦେଲା ଇରାନ, ସିଧା ସିଧା କହିଲା ହେବନାହିଁ କୌଣସି ପରମାଣୁ ବାର୍ତ୍ତା
ତେହେରାନ,୨୭।୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ପରେ ମଧ୍ୟ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି କହିଛନ୍ତି ଯେ ଆମେରିକା ସହିତ ଆଉ କୌଣସି ପରମାଣୁ ଆଲୋଚନା ହେବ ନାହିଁ। ଆମେରିକା ରାଷ୍ଟ୍ରପତି...
ଗୋଡ଼ ଧରି ଚିତ୍କାର କରିଥିଲି, କିନ୍ତୁ ମୋତେ କ୍ଲାସ୍ରୁମ୍କୁ ନେଇ…ଲୋମଟାଙ୍କୁରା କାହାଣୀ ବଖାଣିଲେ ଗଣବଳାତ୍କାର ପୀଡ଼ିତା
କୋଲକାତା,୨୭।୬: ପଶ୍ଚିମବଙ୍ଗରେ ଜଣେ ଆଇନ ଛାତ୍ରୀଙ୍କ ସହ ଗଣବଳାତ୍କାର ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ପୋଲିସ ଏହି ବର୍ବରତାରେ ସମ୍ପୃକ୍ତ ଦୁଇ ଜଣ ବର୍ତ୍ତମାନର ଛାତ୍ର ଏବଂ ଜଣେ ପୂର୍ବତନ ଛାତ୍ର ସମେତ ତିନି ଜଣଙ୍କୁ ଗିରଫ କରିଛି।...
ମୃତ ପୁଅର ସ୍ପର୍ମ ଦାବି କରି କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମା’, ଜାଣନ୍ତୁ ଏବେ କ’ଣ ହେଲା
ମୁମ୍ବାଇ,୨୭।୬: ଏକ ଭିନ୍ନ ମାମଲାରେ, ବମ୍ବେ ହାଇକୋର୍ଟ ଏକ ଫର୍ଟିଲିଟି ସେଣ୍ଟର ବା ପ୍ରଜନନ କେନ୍ଦ୍ରକୁ ଜଣେ ମୃତ ଯୁବକଙ୍କ ଫ୍ରୋଜେନ ସିରିୟମ ତାଙ୍କ ମାଆଙ୍କ ଆବେଦନ ଉପରେ ନିଷ୍ପତ୍ତି ନ ନିଆଯିବା ପର୍ଯ୍ୟନ୍ତ ସୁରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।...
ନବୀନଙ୍କ ଆଉ ଏକ ନୂଆ ଭିଡିଓ ଭାଇରାଲ, ଇନଷ୍ଟାରେ ପାଣ୍ଡିଆନ କଲେ ଶେୟାର, ସବୁକିଛି ଜଣାପଡିଗଲା…
ଭୁବନେଶ୍ୱର,୨୭।୬: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଧୀରେଧୀରେ ସୁସ୍ଥ ହେଉଛନ୍ତି। ଗୁରୁବାର ମେଡିକାଲ ବେଡରୁ ସେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ତେବେ ଆଜି ସେ ରଥଯାତ୍ରା ଦେଖୁଥିବା ଏକ ଭିଡିଓ ଭାଇରାଲ...
ସମ୍ପର୍କଲେ ଲାଗିଲା କଳଙ୍କ: ବୋହୂକୁ ବଳାତ୍କାର କରି ୧୦ ଫୁଟ ଗାତରେ ପୋତିଲେ ଶ୍ୱଶୁର ,ପରେ ପୁଅକୁ କହିଲେ …
ଚଣ୍ଡିଗଡ଼,୨୭।୬:ସମ୍ପର୍କଲେ ଲାଗିଲା କଳଙ୍କ। ବାପା ସମାନ ଶ୍ୱଶୁର ବୋହୂକୁ କଲେ ବଳାତ୍କାର । ପରେ ୧୦ ଫୁଟ ଗଭୀର ଗାତ ଖୋଳି ପୋତି ଦେଇଥିଲେ। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ହରିୟାଣାର ଫରିଦାବାଦରେ। ଘଟଣାର ତଦନ୍ତ ସମୟରେ ମହିଳାଙ୍କ...
ଶାବର ଶ୍ରୀକ୍ଷେତ୍ରରେ ରଥଯାତ୍ରା: ହଜାର ହଜାର ଭକ୍ତଙ୍କ ସମାଗମ
କୋରାପୁଟ,୨୭।୬(ଅମିତାଭ ବେହେରା):କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ପବିତ୍ର ରଥଯାତ୍ରା ମହା ଆଡମ୍ବର ସହକାରେ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଆୟୋଜିତ ଏହି ରଥଯାତ୍ରା ଦେଖିବା ପାଇଁ ପ୍ରାୟ ୩୦ ହଜାର ଭକ୍ତଙ୍କ ସମାଗମ ହୋଇଥିବାବେଳେ ଶାନ୍ତି ଶୃଙ୍ଖଲା ମଧ୍ୟରେ ଅପରାହ୍ନ ୧ଟା ୧୫...
ଇରାନ ପରେ ହଠାତ୍ ଏହି ଦେଶ ଉପରେ ଆକ୍ରମଣ କଲା ଇସ୍ରାଏଲ: ଚାରିଆଡ଼େ ଧୂଆଁମୟ
ଜେରୁଜେଲମ,୨୭।୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ୧୨ ଦିନିଆ ଭୟଙ୍କର ଯୁଦ୍ଧ ଶେରେ ଥମିଛି। ଉଭୟ ଦେଶ ମଧ୍ୟରେ ଅସ୍ତ୍ରବିରତି ହୋଇଛି। ଏହା ବିଶ୍ୱାସ କରାଯାଉଥିଲା ଯେ, ଏବେ ମଧ୍ୟପ୍ରାଚ୍ୟର ପରିସ୍ଥିତି କିଛିଟା ସ୍ବାଭାବିକ ହେବ। କିନ୍ତୁ ଇସ୍ରାଏଲ ହଠାତ୍...
ଟଏଲେଟରେ ବସି କୋର୍ଟର ଲାଇଭ କନଫରେନ୍ସିଂରେ ଯୋଡି ହେଲେ ଯୁବକ, ଭିଡିଓ ହେଉଛି ଭାଇରାଲ
ନୂଆଦିଲ୍ଲୀ,୨୭।୬: ଫିଲ୍ମ ହେଉ କିମ୍ବା ବାସ୍ତବ ଜୀବନର କୋର୍ଟ କାର୍ଯ୍ୟ, ଆପଣ ଓକିଲମାନଙ୍କୁ ଅନେକ ଥର ଅଜବ ଯୁକ୍ତି ଦେବାର ଦେଖିଥିବେ। କିନ୍ତୁ ଗୁଜରାଟ ହାଇକୋର୍ଟରେ ଶୁଣାଣି ସମୟରେ, ଏପରି କିଛି ଘଟିଥିଲା ଯାହା କେହି ଭାବି ମଧ୍ୟ ନଥିବେ।...
ଛେରାପହଁରା ଶେଷ: ଆଉ କିଛି ସମୟ ପରେ ରଥଟଣା
ପୁରୀ,୨୭।୬: ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ବଡ଼ ଦେଉଳରୁ ଭଉଣୀ ଭାଇଙ୍କୁ ସାଙ୍ଗରେ ଧରି ବଡ଼ଦାଣ୍ଡକୁ ଆସିଛନ୍ତି କାଳିଆ ସାଆନ୍ତ। ରଥରେ ବିଜେ କରି ନବଦିନାତ୍ମକ ଯାତ୍ରାରେ ଯିବେ ଚତୁର୍ଦ୍ଧାମୂର୍ତ୍ତି। ଇତିମଧ୍ୟରେ ରଥାରୂଢ଼ ଶ୍ରୀଜିଉଙ୍କ ଛେରାପହଁରା ନୀତିକାନ୍ତି ସମ୍ପନ୍ନ ହୋଇଛି। ଗଜପତି...
ଖୁବଶୀଘ୍ର ହୋଇପାରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ, ୧୯ ରାଜ୍ୟରେ ଏହି କାମ କରିବା ଜରୁରୀ
ନୂଆଦିଲ୍ଲୀ,୨୭।୬: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପାଇଁ ଆଉ ଏକ ପଦକ୍ଷେପ ନେଇଛି। ଶୁକ୍ରବାର (୨୭ ଜୁନ ୨୦୨୫) ତିନୋଟି ରାଜ୍ୟରେ ରାଜ୍ୟ ସଭାପତି ନିର୍ବାଚନ ପାଇଁ ଦଳ ରାଜ୍ୟ ନିର୍ବାଚନ ଅଧିକାରୀ ଘୋଷଣା କରିଛି। ଏପର୍ଯ୍ୟନ୍ତ,ଭାଜପା ୧୪ଟି ରାଜ୍ୟରେ...
ଗଦାପୁରରେ ରଥଟଣା ଆରମ୍ଭ: ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼
ଦାରିଙ୍ଗବାଡି,୨୭ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ର ଦୁର୍ଗମ ଗଦାପୁର ଠାରେ ପାରମ୍ପରିକ ତଥା ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଅନୁସାରେ ରଥଯାତ୍ରା ବହୁ ଆଡମ୍ବରରେ ପାଳନ କରାଯାଇଛି। ଭୋର ସମୟରେ ରୀତିନୀତି ଅନୁସାରେ ପୂଜାର୍ଚନା କରାଯାଇଥିଲା। ଅପରାହ୍ନରେ...
Archives


