Home Left

୧୪ କଲେଜରେ ଆରମ୍ଭ ହେବ ରେଗୁଲାର ଆଇଟିଇପି

ଭୁବନେଶ୍ୱର, ୧୪।୫(ବ୍ୟୁରୋ): ରାଜ୍ୟର ୧୧ ସରକାରୀ ଡିଗ୍ରୀ କଲେଜ ଓ ୩ ମଡେଲ ଡିଗ୍ରୀ କଲେଜରେ ୨୦୨୩-୨୪ ଶିକ୍ଷାବର୍ଷରୁ ୪ବର୍ଷିଆ ସମନ୍ବିତ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ (ଇଣ୍ଟିଗ୍ରେଟେଡ୍‌ ଟିଚର ଏଜୁକେଶନ ପ୍ରୋଗ୍ରାମ ବା ଆଇଟିଇପି) ରେଗୁଲାର ଭାବେ ଆରମ୍ଭ ହେବ। ବର୍ତ୍ତମାନ…

କର୍ମଚାରୀଙ୍କ ଅବସର ବୟସ ୬୦ବର୍ଷ ରହିବ

ଭୁବନେଶ୍ୱର, ୧୪।୫(ବ୍ୟୁରୋ): ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ଅନୁଦାନପ୍ରାପ୍ତ ବେସରକାରୀ କଲେଜର ଶିକ୍ଷକ ଓ ଅଣଶିକ୍ଷକ (ଟିଚିଂ ଓ ନନ୍‌ଟିଚିଂ) କର୍ମଚାରୀଙ୍କ ଅବସର ବୟସ ୬୦ବର୍ଷ ହିଁ ରହିବ। ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।…

ଭିଜିଲାନ୍ସ ଜାଲରେ ଭିଜିଲାନ୍ସ ଇନ୍ସପେକ୍ଟର

ସମ୍ବଲପୁର,୧୪ା୫(ବ୍ୟୁରୋ): ରାଜ୍ୟ ଭିଜିଲାନ୍ସ ବିଭାଗର ଆଭ୍ୟନ୍ତରୀଣ ଟିମ୍‌ ଫାସରେ ପଡ଼ିଛନ୍ତି ସମ୍ବଲପୁର ଭିଜିଲାନ୍ସ ଡିଭିଜନ ଇନ୍ସପେକ୍ଟର ମାନସୀ ଜେନା। ବରଗଡ଼ର ମୁକେଶ ସାହୁ ନାମକ ଯୁବକଙ୍କୁ ମଧ୍ୟସ୍ଥ କରି ସେ ଶୁକ୍ରବାର ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ…

୨୭ରେ କେରଳ ଛୁଇଁବ ମୌସୁମୀ

ଭୁବନେଶ୍ୱର,୧୪ା୫(ବ୍ୟୁରୋ): ଚାଷୀଙ୍କ ପାଇଁ ଖୁସି ଖବର। ପୂର୍ବବର୍ଷଗୁଡ଼ିକ ତୁଳନାରେ ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଶୀଘ୍ର କେରଳ ଛୁଇଁବ। ଆସନ୍ତା ୨୭ ତାରିଖରେ ମୌସୁମୀ କେରଳ ଛୁଇଁବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ କରି…

ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରାଯାଉଛି

ଉଦୟପୁର,୧୪।୫(ପି.ଟି.): ରାଜସ୍ଥାନର ଉଦୟପୁରଠାରେ କଂଗ୍ରେସର ୩ ଦିନିଆ ଚିନ୍ତନ ଶିବିରକୁ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଶୁକ୍ରବାର ଉଦ୍‌ଘାଟନ କରିବା ସହ ଭାଜପା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ମୋଦି ସରକାର ଦେଶରେ ବିଭେଦ ଓ ଆତଙ୍କର…

କେନ୍ଦ୍ର, ରାଜ୍ୟକୁ କୋର୍ଟ ନୋଟିସ

ପୁରୀ ଅଫିସ,୧୪।୫: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ମାମଲାରେ ପୁରୀ ସିଭିଲ ଜଜ୍‌ ସିନିୟର ଡିଭିଜନ କୋର୍ଟ ଶୁକ୍ରବାର କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ, ଜାତୀୟ ସ୍ମାରକୀ ପ୍ରାଧିକରଣ (ଏନ୍‌ଏମ୍‌ଏ), ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ), ଟାଟା କମ୍ପାନୀ, ଓଡ଼ିଶା ବ୍ରିଜ୍‌…

୨୦ରୁ ‘ଜାତୀୟ ଆଦିବାସୀ ମେଳା’

କଟକ ଅଫିସ, ୧୩ା୫- କଟକ ବାଲିଯାତ୍ରା ଉପର ପଡ଼ିଆରେ ଆସନ୍ତା ୨୦ରୁ ୩୦ ତାରିଖ ପର୍ଯ୍ୟନ୍ତ ଜାତୀୟ ଆଦିବାସୀ ମେଳା ଅନୁଷ୍ଠିତ ହେବ। ଏହି ମେଳା ସା-ପରିଚୟ ଫାଉଣ୍ଡେଶନ ପକ୍ଷରୁ ପ୍ରଥମଥର ପାଇଁ କଟକରେ ଆୟୋଜନ କରାଯାଉଛି। ଏଥିରେ ୧୨୦ରୁ ୧୪୦ଟି…

ବୃହତ୍‌ ବିଜୟ ଲକ୍ଷ୍ୟ ଦେଲା ପଞ୍ଜାବ: ମୂଳରୁ ଆଣ୍ଠେଇଲାଣି ଆର୍‌ସିବି

ମୁମ୍ବାଇ, ୧୩।୫- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବିକୁ ବୃହତ୍‌ ବିଜୟ ଲକ୍ଷ୍ୟ ଦେଇଛି ପଞ୍ଜାବ କିଙ୍ଗ୍ସ। ଜନି ବେୟାରଷ୍ଟୋ ଓ ଲିଆମ ଲିଭିଂଷ୍ଟୋନଙ୍କ ଅର୍ଦ୍ଧଶତକ ସହାୟତାରେ ପଞ୍ଜାବ ୨୦ ଓଭରରେ ୯…

‘ମୁଁ ବଞ୍ଚିଛି..’ ପ୍ଲା କାର୍ଡ ଧରି ଧାରଣାରେ ବୃଦ୍ଧ; ମୃତ ଦେଖାଇ ବୋହୂ ଘର ବିକି ଚମ୍ପଟ

କାନପୁର,୧୩।୫: ଉତ୍ତରପ୍ରଦେଶର କାନପୁରରେ ଜଣେ ୭୦ ବର୍ଷ ବୃଦ୍ଧ ଛାତିରେ ‘ମୁ ବଞ୍ଚିଛି’ ଲେଖି ଧାରଣାରେ ବସିଛନ୍ତି। ସେ ବଞ୍ଚିଥିଲେ ହେଁ ବୋହୂ ତାଙ୍କୁ ମୃତ ଘୋଷଣା କରି ଘର ବିକ୍ରି କରି ଦେଇଛନ୍ତି। ଉକ୍ତ ଘରକୁ ବୃଦ୍ଧଜଣଙ୍କ ନିଜେ କିଣିଥିଲେ।…

କିମ୍‌ ଜଙ୍ଗ୍‌ ପିନ୍ଧିଲେ ମାସ୍କ

ପ୍ୟୋଙ୍ଗୟାଙ୍ଗ,୧୩।୫: ପ୍ରଥମଥର ପାଇଁ ଉତ୍ତର କୋରିଆର ଏକଚ୍ଛତ୍ରବାଦୀ ଶାସକ କିମ୍‌ ଜଙ୍ଗ୍‌ ଉନ୍‌ ମାସ୍କ ପିନ୍ଧିଥିବାର ଦେଖିବାକୁ ମିଳିଛି। ଏକ ବୈଠକରେ ଯୋଗଦେବା ଅବସରରେ କିମ୍‌ ମାସ୍କ ପିନ୍ଧିଥିବା ନଜରକୁ ଆସିଛନ୍ତି। ଦୀର୍ଘ ଦୁଇବର୍ଷରୁ ଅଧିକ ସମୟ ଧରି ସାରା ବିଶ୍ୱ…

ତିନି ବର୍ଷରେ ଦ୍ୱିତୀୟ ଥର; ରାଇନାଙ୍କ ବିନା ଫିକା ପଡ଼ିଲା …

ମୁମ୍ବାଇ,୧୩।୫: ଏଯାବତ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୩ଟି ସିଜନ ଖେଳିସାରିଛି ଚେନ୍ନାଇ ସୁପର କିଙ୍ଗ୍ସ। ଏଥିରୁ ୨ ଥର ଦଳ ପ୍ଲେ-ଅଫ୍‌ ଖେଳିବାରୁ ବଞ୍ଚିତ ହୋଇଛି। ପ୍ରଥମ ଥର ପାଇଁ ଦଳ ୨୦୨୦ରେ ପ୍ଲେ-ଅଫ୍‌ରେ ପହଞ୍ଚି ନ ଥିବା ବେଳେ ଚଳିତ…

ମୋହାଲି ବିସ୍ଫୋରଣ ଘଟଣାରେ ୫ ଗିରଫ

ଚଣ୍ଡିଗଡ଼,୧୩।୫: ପଞ୍ଜାବ ପୋଲିସର ମୋହାଲି କାର୍ଯ୍ୟାଳୟରେ ହୋଇଥିବା ଆର୍‌ପିଜି ଆକ୍ରମଣ ଘଟଣାରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରାଯାଇଛି। ଏହି ଆକ୍ରମଣ ପଛରେ ଆତଙ୍କବାଦୀ ସଂଗଠନ ବାବର ଖାଲ୍‌ସା ଇଣ୍ଟରନ୍ୟାଶନାଲ(ବିକେଆଇ) ଏବଂ ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ସମ୍ପୃକ୍ତ ଥିବା ପୋଲିସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri