Home Left

ଶାମିଙ୍କୁ କାହିଁକି ଟି୨୦ ଦଳରେ ଚୟନ କରାଯାଉନାହିଁ? ପ୍ରଶ୍ନ ଉଠାଇ ବର୍ଷିଲେ…

ନୂଆଦିଲ୍ଲୀ,୩୧।୮: ୧୯୮୩ ବିଶ୍ୱକପ୍‌ ବିଜେତା ଭାରତୀୟ ଟିମ୍‌ର ସଦସ୍ୟ ମଦନ ଲାଲ ଏସିଆ କପ୍‌ରେ ମହମ୍ମଦ ଶାମିଙ୍କ ଚୟନ କରା ନ ଯିବାକୁ ନେଇ ପ୍ରଶ୍ନ ଉଠାଇବା ସହ ଚୟନକର୍ତ୍ତାଙ୍କ ଉପରେ ବର୍ଷିଛନ୍ତି। ଶାମିଙ୍କୁ ନିଶ୍ଚିତ ଭାବେ ଆସନ୍ତା ବିଶ୍ୱକପ୍‌(ଟି୨୦) ଲାଗି…

ବଢ଼ିଛି ଜନସଂଖ୍ୟା, ବଦଳିଛି ରୂପରେଖ

ଅନୁଗୋଳ ଅଫିସ, ୩୧।୮: ୫୯ ବର୍ଷରେ ପାଦ ଥାପିବାକୁ ଯାଉଛି ଅନୁଗୋଳ ପୌରପାଳିକା। ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ରୁ ବର୍ତ୍ତମାନର ପୌରପରିଷଦ, ଦୀର୍ଘ ୫୮ ବର୍ଷର ଯାତ୍ରା ମଧ୍ୟରେ ଅନେକ ପରିବର୍ତ୍ତନ ହୋଇଛି ଅନୁଗୋଳରେ। ଏହି ସମୟ ମଧ୍ୟରେ ପୌର ପରିଷଦରେ…

୩,୪୨୫ ଲଡୁରେ ଗଣେଶଙ୍କ ବାଲୁକାକଳା

ଭୁବନେଶ୍ବର,୩୧।୮(ବ୍ୟୁରୋ): ଗତ ଦୁଇ ବର୍ଷ କରୋନା କଟକଣା ଯୋଗୁ ଲୋକମାନେ କୌଣସି ଉତ୍ସବ ଧୁମ୍‌ଧାମ୍‌ରେ ପାଳନ କରିପାରି ନ ଥିଲେ। କିନ୍ତୁ ଚଳିତ ବର୍ଷ ସାରା ଦେଶରେ ଗଣେଶ ପୂଜା ବହୁ ଆଡ଼ମ୍ବରରେ ପାଳନ କରାଯାଉଛି। ଏହି ଅବସରରେ ବାଲୁକା ଶିଳ୍ପୀ…

ବିଦ୍ୟାଦାତାଙ୍କ ପାଇଁ ବ୍ୟଗ୍ର

ଢେଙ୍କାନାଳ ଅଫିସ,୩୧।୮: ମଣ୍ଡପରେ ବିରାଜିବେ ବିଦ୍ୟାଦାତା। ଅନ୍ତ ହେବ ୨ବର୍ଷର ପ୍ରତୀକ୍ଷା। ଶିକ୍ଷାନୁଷ୍ଠାନରେ ବିଘ୍ନହର୍ତ୍ତାଙ୍କ ଆବାହନ ପାଇଁ ବ୍ୟଗ୍ର ଛାତ୍ରୀଛାତ୍ର। ଚଳଚଞ୍ଚଳ ପୂଜା ପ୍ରତିଷ୍ଠାନ। ପ୍ରାଚୀନ ମନ୍ଦିରରେ ନୀତିକାନ୍ତି ଅନୁଯାୟୀ ପୂଜା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିବାବେଳେ ସବୁଠି ସୃଷ୍ଟି ହୋଇଛି…

ଉପଲଡ଼ା-ଲିଙ୍ଗିପୁର-ଗୁରାଣ୍ଡି ରାସ୍ତା ଶୋଚନୀୟ

ପାରଳାଖେମୁଣ୍ଡି,୩୧।୮(ଡି.ଏନ୍‌.ଏ.): ଗୋଷାଣୀ ବ୍ଲକ ଅନ୍ତର୍ଗତ ଉପଲଡା-ଲିଙ୍ଗିପୁର-ଗୁରାଣ୍ଡି ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି। ଏହି ରାସ୍ତାରେ ଦୈନନ୍ଦିନ ଯାତ୍ରା କରୁଥିବା ପଥଚାରୀ ତଥା ଯାନବାହନଗୁଡିକ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଉପଲଡା-ଲିଙ୍ଗିପୁର-ଗୁରାଣ୍ଡି-ଗୋଷାଣୀ ରାସ୍ତାରେ ବହୁ ଗ୍ରାମାଞ୍ଚଳ ରହିଛି। ଏଥିସହ ଉକ୍ତ…

ମାସକରେ ସରିବ ହଂସପୁର-ବରଦା ବିଜୁ ସେତୁ

ଛତ୍ରପୁର,୩୧।୮(ଡି.ଏନ.ଏ.): ଋଷିକୁଲ୍ୟା ନଦୀ ଉପରେ ଛତ୍ରପୁର ବ୍ଲକ ହଂସପୁର ଠାରୁ ଗଞ୍ଜାମ ବ୍ଲକର ବରଦା ମଧ୍ୟରେ ହୋଇଥିବା ବିଜୁ ସେତୁ ନିର୍ମାଣ ଅଗ୍ରଗତିର ସମୀକ୍ଷା ହୋଇଛିା ମଙ୍ଗଳବାର ଉକ୍ତ ସେତୁ ପରିଦର୍ଶନ କରି ବ୍ରହ୍ମପୁର ଏମପି ଚନ୍ଦ୍ରଶେଖର ସାହୁ ଓ ଛତ୍ରପୁର…

ଗଣେଶ ଚତୁର୍ଥୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ-ରାଷ୍ଟ୍ରପତି

ନୂଆଦିଲ୍ଲୀ,୩୧।୮: ଆଜି ପବିତ୍ର ଗଣେଶ ଚତୁର୍ଥୀ। ଦୁଇ ବର୍ଷ କରୋନା କଟକଣା ପରେ ଭକ୍ତଙ୍କ ଗହଣରେ ଆଜି ପ୍ରଭୁ ଶ୍ରୀ ଗଣେଶ ପୂଜା ପାଉଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।…

ସରକାରୀ ଜମିରୁ ୧୨ ପରିବାରଙ୍କୁ ଉଚ୍ଛେଦ ନୋଟିସ

ସିମୁଳିଆ, ୩୧।୮(ଡି.ଏନ.ଏ.): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକର ସଦରମହକୁମା ମାର୍କୋଣାର ନୀଳକଣ୍ଠେଶ୍ୱର ମନ୍ଦିର ପୋଖରୀଆଡ଼ିକୁ ଲାଗି ବସବାସ କରୁଥିବା ୧୨ ପରିବାରକୁ ଉଚ୍ଛେଦ କରିବା ପାଇଁ ପ୍ରଶାସନ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି। ବାରମ୍ବାର ନୋଟିସ୍‌ ପରେ ମଧ୍ୟ ବସ୍ତିବାସିନ୍ଦା ଏହି…

ହାତୀ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ

କେନ୍ଦୁଝର, ୩୧।୮(ସ୍ବ.ପ୍ର.): କେନ୍ଦୁଝର ସଦର ରେଞ୍ଜ୍‌ ଅଧୀନ ଜୁଡିଆ ନିକଟ ଓୟୁଏଟି ପରିସରରେ ବିଦ୍ୟୁତ୍‌ ଆଘାତରେ ୨ ମାଈ ହାତୀଙ୍କ ମୃତ୍ୟୁ ପରେ ହାତୀଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କମ ଉଚ୍ଚତାରେ ଥିବା ବିଦ୍ୟତ୍‌ ତାରରେ ଲତା ଲାଗିଥିଲେ…

ଝୁଲନ୍ତା ଅବସ୍ଥାରେ ମିଳିଳା ଯୁବତୀ, ଯୁବକଙ୍କ ମୃତଦେହ

ଭଞ୍ଜନଗର,୩୧।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଦୁବଲୁଣ୍ଡାଗ୍ରାମ ନିକଟ ଜଙ୍ଗଲରେ ଜଣେ ଯୁବତୀ ଆଉ ଜଣେ ଯୁବକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଗାଙ୍ଗପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ମୃତ ଯୁବତୀ ଯୁବକ ଦ୍ୱୟ ନିକଟସ୍ଥ…

‘ମୁଁ ମରିଯାଇଛି ବୋଲି କହିଦେଲେ’ ସମାଲୋଚକ ମାନଙ୍କୁ କଟାକ୍ଷ କରି…

ଦୁବାଇ,୩୦।୮: ଟିମ୍‌ ଇଣ୍ଡିଆ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ବିରୋଧରେ ଅନେକ ଗୁଜବ ଶୁଣିବାକୁ ମିଳିଥାଏ। ତେବେ ସେ ଗୁଜବ ଉପରେ ଧ୍ୟାନ ଦିଅନ୍ତି ନାହିଁ ବୋଲି ହଂକଂ ବିପକ୍ଷରେ ଖେଳାଯିବାକୁ ଥିବା ଦ୍ୱିତୀୟ ଏସିଆ କପ୍‌ ମୁକାବିଲା ପୂର୍ବରୁ କହିଛନ୍ତି। ତାଙ୍କର…

ସ୍ବର୍ଣ୍ଣ ପଦକ ବିଜୟିନୀଙ୍କୁ ସମ୍ବର୍ଦ୍ଧନା

ପୁରୁଣା ଭୁବନେଶ୍ୱର, ୩୧ା୮(ଡ଼ି.ଏନ୍‌.ଏ.): ଅଗଷ୍ଟ ୨୬ରୁ୨୮ ୩ଦିନ ଧରି ପଞ୍ଜାବ ଅମୃତସରର ଗୁରୁନାନକ ଦେବ ୟୁନିଭର୍ସିଟିଠାରେ ୧୩ତମ ଥାଇବକ୍ସିଂ ଚମ୍ପିୟନଶିପ୍‌ ଅନୁଷ୍ଠିତ ହୋଇଥିଲା ଏଥିରେ ଓଡ଼ିଶାରୁ ଉଭୟ ବାଳକ ବାଳିକା ବର୍ଗରୁ ୪୫ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ଏଥିରେ ୪୪ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?