Home Left

କୋହଲିଙ୍କ ବ୍ରାଣ୍ଡ୍‌ ଭାଲ୍ୟୁ କମିଲା, ଧୋନୀଙ୍କ ବଢିଲା

ନୂଆଦିଲ୍ଲୀ,୩୧।୩:ଭାରତର ପୂର୍ବତନ କ୍ରିକେଟ ଅଧିନାୟକ ବିରାଟ କୋହଲିଙ୍କ ବ୍ରାଣ୍ଡ ମୂଲ୍ୟ ହ୍ରାସ ପାଇଛି। ୨୦୨୦ରେ କୋହଲିଙ୍କ ବ୍ରାଣ୍ଡ ମୂଲ୍ୟ ଥିଲା ୨୩୮ ମିଲିୟନ ଡ଼ଲାର (ପ୍ରାୟ ୧୮.୦୩ ବିଲିୟନ)। ଗତ ବର୍ଷ ଏହା ୨୨ ପ୍ରତିଶତ ହ୍ରାସ ପାଇଛି। ୨୦୨୦ରେ ବିରାଟଙ୍କ…

ଲୋକଙ୍କ ଦାବି ପୂରଣ ହେଲା, ଆଛୁଲିରେ ଖୋଲିଲା ପୋଷ୍ଟ ଅଫିସ

ପୁରୁଷୋତ୍ତମପୁର,୩୧ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଆଛୁଲିରେ ଏକ ପୋଷ୍ଟ ଅଫିସ ପ୍ରତିଷ୍ଠା ଲାଗି ଦୀର୍ଘଦିନ ଧରି ଅଞ୍ଚଳବାସୀ ଦାବି କରି ଆସୁଥିଲେ। ଏନେଇ ପୂର୍ବତନ ଜିଲା ପରିଷଦ ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡା କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ଧର୍ମେନ୍ଦ୍ର ପ୍ରଧାନଙ୍କୁ…

ଶ୍ରୀଲଙ୍କାରେ ଡିଜେଲ ଶେଷ

କଲମ୍ବୋ,୩୧।୩: ଆର୍ଥିକ ଏବଂ ମାନବୀୟ ସଙ୍କଟର ସମ୍ମୁଖୀନ ହେଉଥିବା ଶ୍ରୀଲଙ୍କା ପାଖରେ ଆଉ ଡିଜେଲ ନାହିଁ। ଡିଜେଲ ଅଭାବରୁ ଦେଶର ଟ୍ରାନ୍ସପୋର୍ଟ ବ୍ୟବସ୍ଥା ପୁରା ଠପ ହୋଇଯାଇଛି। କେବଳ ଏତିକି ନୁହେଁ, ଦେଶରେ ବିଦ୍ୟୁତ ସଙ୍କଟ ଯୋଗୁ ୨୨ ନିୟୁତ ନାଗରିକ…

ହାତୀ ଉପରେ ଚଢ଼ି ଏମିତି ଷ୍ଟଣ୍ଟ୍‌ ମାରିଲେ ଯୁବକ, ପଛରେ ପଡ଼ିଯିବେ ବାହୁବଳୀ

ଆଜିର ସମୟରେ ଫିଟ୍‌ନେସ୍‌ ଏବଂ ଷ୍ଟଣ୍ଟ୍‌ ସାଧାରଣ କଥା ପାଲଟିଗଲାଣି। ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ଅନେକ ଅଦ୍ଭୁତ ଷ୍ଟଣ୍ଟ ଦେଖିବାକୁ ମିଳୁଛି। ସେମିତି ଏବେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ ଷ୍ଟଣ୍ଟ୍‌ମ୍ୟାନ୍‌ ହାତୀ ଉପରେ ଚଢ଼ିବା ସହିତ…

ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରେ ମେଥି; ଏଭଳି କରନ୍ତୁ ସେବନ…

ଆଜିର ସମୟରେ ଅନିୟମିତ ଦିନଚର୍ଯ୍ୟା ବିଭିନ୍ନ ପ୍ରକାର ରୋଗର କାରଣ ପାଲଟୁଛି। ସେଥିରୁ ଗୋଟିଏ ହେଲା ଉଚ୍ଚ ରକ୍ତଚାପ। ସାଧାରଣତଃ ମୋଟାପଣ ଏବଂ ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁ ଏଭଳି ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ। ଏହାର କୌଣସି ଲକ୍ଷଣ ଦେଖାଯାଉ ନ ଥିବା…

ଝିଅଙ୍କ ସାମ୍ନାରେ ଅଭିନେତ୍ରୀଙ୍କୁ ପିଟୁଥିଲେ ସ୍ବାମୀ

ବମ୍ବେ: ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ଶ୍ୱେତା ତିଓ୍ବାରୀ ଅଭିନୟ ସହ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଭୋଜପୁରୀ ସମେତ ବଲିଉଡ୍‌ ଫିଲ୍ମରେ କାମ କରିଥିବା ଶ୍ୱେତା ଦୁଇ ଦୁଇ ଥର ବିବାହ କରିଥିଲେ ହେଁ ହୋଇଛନ୍ତି ବିଫଳ। ଜୀବନସାଥୀ…

କେଜ୍‌ରିୱାଲଙ୍କ ପ୍ରଶ୍ନ: ଭାଜପାଠାରୁ କ’ଣ ଶିଖିବେ ଦେଶର ଯୁବକ

ନୂଆଦିଲ୍ଲୀ,୩୧।୩: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ପ୍ରଥମ ଥର ପାଇଁ ତାଙ୍କ ସରକାରୀ ବାସଭବନରେ ହୋଇଥିବା ଆକ୍ରମଣକୁ ନେଇ ଗୁରୁବାର ମୁହଁ ଖୋଲିଛନ୍ତି। କେଜ୍‌ରିୱାଲ ଗୁରୁବାର ଭାଜପାକୁ ପ୍ରଶ୍ନ କରି କହିଛନ୍ତି, ଯଦି ଦେଶର ଶାସକ ଦଳ ଦିଲ୍ଲୀରେ ଏପରି ଗୁଣ୍ଡାଗିରି…

ଘରେ ପଶି ଶାଶୁ ବୋହୂଙ୍କ ଗଳା କାଟିଦେଲେ

ବଲାଙ୍ଗୀର ଅଫିସ/ଗୁଡଭେଲା, ୩୧।୩ (ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ତୁଷୁରା ଥାନା ଅନ୍ତର୍ଗତ ନୂଆପଡ଼ା ଗାଁରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି । ଗାଁର ଶୁଭ୍ରାଂଶୁ ମେହେରଙ୍କ ସ୍ତ୍ରୀ ଓ ବୃଦ୍ଧା ମାଁଙ୍କୁ କେହି ଘରେ ପଶି ନିର୍ମମ ଭାବେ ହତ୍ୟା…

ଆଇପିଏଲରେ ହର୍ଶଲଙ୍କ ସ୍ବତନ୍ତ୍ର ରେକର୍ଡ

ମୁମ୍ବାଇ,୩୧।୩: ଚଳିତ ଆଇପିଏଲରେ ବୁଧବାର କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ପାଇଁ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ ହର୍ଶଲ ପଟେଲ। ଏହି ପେସର ୪ ଓଭରରେ ୧୧ ରନ୍‌ ଦେଇ ଦୁଇ ଉଇକେଟ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା

ହାଇଦ୍ରାବାଦ,୩୧।୩: ତେଲେଙ୍ଗାନାର ବିକାରାବାଦ ଜିଲାର ଏକ ଗାଁରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ସମ୍ପୃକ୍ତ ୨୦ ବର୍ଷୀୟ ଯୁବକଙ୍କୁ ପୋଲିସ ଗିରଫ କରିଛି। ୧୬ ବର୍ଷୀୟା ନାବାଳିକାଙ୍କ କ୍ଷତବିକ୍ଷତ ମୃତଦେହ ଗାଁର ଉପକଣ୍ଠରୁ ଜାନୁୟାରୀ ୨୮…

କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଛି

ଭୁବନେଶ୍ୱର,୩୧।୩(ବ୍ୟୁରୋ): ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୨୦ ଥିବା ବେଳେ ଲୋକାଲ କେସ୍‌ ୧୨ ରହିଛି। ଏହାଛଡ଼ା ସଂକ୍ରମିତଙ୍କ ମଧ୍ୟରେ ୧୦ଜଣ ପିଲା ରହିଥିବା ନେଇ ଗୁରୁବାର ରାଜ୍ୟ ସୂଚନା…

ବାପା ବସ୍‌ ଡ୍ରାଇଭର, ପୁଅ କିନ୍ତୁ ସୁପରଷ୍ଟାର

ହାଇଦ୍ରାବାଦ: ବାପା ଜଣେ ବସ୍‌ ଡ୍ରାଇଭର। ହେଲେ ପୁଅ ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାର। ଆମେ କହୁଛୁ କେଜିଏଫ୍‌ ଷ୍ଟାର ୟଶଙ୍କ କଥା। ପୂର୍ବରୁ ଫିଲ୍ମର ପ୍ରଥମ ଭାଗ ରିଲିଜ ହୋଇଥିବା ବେଳେ ଆଗାମୀ ଏପ୍ରିଲ ୧୪ରେ ଏହାର ଦ୍ୱିତୀୟ ଭାଗ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri