Home Left

୪୦ ବର୍ଷ ବୟସ ପରେ ଆଖି ପାଇଁ କେଉଁ ଟେଷ୍ଟ ଜରୁରୀ? ଜାଣନ୍ତୁ କ’ଣ କୁହନ୍ତି ଏକ୍ସପର୍ଟ

ବୟସ ବଢ଼ିବା ସହିତ, ଶରୀରର ଅନ୍ୟାନ୍ୟ ଅଂଶ ପରି, ଆଖିର ଦୃଷ୍ଟିଶକ୍ତି ମଧ୍ୟ ଧୀରେ ଧୀରେ ପ୍ରଭାବିତ ହେବାକୁ ଲାଗେ। ୪୦ ବର୍ଷ ବୟସ ପରେ, ଦୃଷ୍ଟିଶକ୍ତିରେ ସାମାନ୍ୟ ପରିବର୍ତ୍ତନକୁ ସାଧାରଣ ବୋଲି ବିବେଚନା କରାଯାଏ, କିନ୍ତୁ ଯଦି ଏହି...

୨ ବର୍ଷରେ କମିଟି ପରିବର୍ତ୍ତନ: ସିମନବାଡ଼ି ବଣିକ ସଂଘର ନୂଆ କର୍ମକର୍ତ୍ତା ହେଲେ…

ଦାରିଙ୍ଗବାଡ଼ି,୨୯ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ମା’ପଟ୍ଟାଖଣ୍ଡା ବଣିକ ସଂଘର ନୂଆ କର୍ମକର୍ତ୍ତା ଚୟନ ରବିବାର ଅନୁଷ୍ଠିତ ହୋଇଯାଇଛ। ପ୍ରତିମାସର ଶେଷ ରବିବାର ଦିନ ଭଳି ଚଳିତ ମାସରେ ବୈଠକ ସଙ୍ଘର ସଭାପତି ଶଙ୍କୁରୁ ଅମୂଲ୍ୟ କୁମାର...

ଗଣବଳାତ୍କାର ମାମଲା: ମମତାଙ୍କ ପାର୍ଟିରେ ତେଜିଲା ଅନ୍ତଃକନ୍ଦଳ, ମହୁଆଙ୍କୁ ହନିମୁନ କଥା କହି ଟାର୍ଗେଟ…

କୋଲକାତା,୨୯।୬: କୋଲକାତାର ଏକ ଆଇନ କଲେଜରେ ଜଣେ ଛାତ୍ରୀଙ୍କ ଉପରେ ହୋଇଥିବା ଗଣବଳାତ୍କାର ମାମଲାକୁ ନେଇ ତୃଣମୂଳ କଂଗ୍ରେସ (ଟିଏମସି)ର ଦୁଇ ଏମପି କଲ୍ୟାଣ ବାନାର୍ଜୀ ଏବଂ ମହୁଆ ମୋଇତ୍ରାଙ୍କ ମଧ୍ୟରେ ପୁଣି ଥରେ ତୀବ୍ର ବାକ୍‌ଯୁଦ୍ଧ ଆରମ୍ଭ ହୋଇଛି।...

ଭାରତ-ପାକ୍‌ ବର୍ଡରରୁ ମିଳିଲା ୨ ମୃତଦେହ, ପାଖରେ ପଡ଼ିଛି ପାକିସ୍ତାନ ସିମ୍‌ ସହ ଆଇଡି କାର୍ଡ; କ’ଣ ମାମଲା?

ଜୟପୁର,୨୯।୬: ରାଜସ୍ଥାନର ଜୈସଲମେରରେ ଭାରତ-ପାକିସ୍ତାନ ବର୍ଡର(ସୀମା) ନିକଟରେ ଏକ ୧୫ ବର୍ଷୀୟ ନାବାଳିକା ଏବଂ ଜଣେ ଯୁବକଙ୍କ ମୃତଦେହ ମିଳିଛି। ମୃତଦେହଗୁଡ଼ିକ ପ୍ରାୟ ୬-୭ ଦିନ ତଳର ବୋଲି କୁହାଯାଉଛି। ମୃତଦେହଗୁଡ଼ିକ ନିକଟରେ ପାକିସ୍ତାନୀ ସିମ ଏବଂ ପରିଚୟପତ୍ର ମଧ୍ୟ...

ପୁରୀ ଦଳଚକଟାକୁ ନେଇ ମୁହଁ ଖୋଲିଲେ ଗଜପତି, କହିଦେଲେ…

ପୁରୀ,୨୯।୬: ପୁରୀ ଶରଧାବାଲି ଦଳାଚକଟା ଘଟଣାରେ ବଡ଼ ଆକ୍ସନ ନେଇଛନ୍ତି ରାଜ୍ୟ ସରକାର। ଏହି ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ଗଜପତି ମହାରାଜା। ସେ କହିଛନ୍ତି, ଦଳାଚକଟା ଘଟଣାରେ ମର୍ମାହତ। ଏଥିସହ ଏହି ଘଟଣାରେ ଗଜପତି ମହାରାଜା ସ୍ବର୍ଗତ ଆତ୍ମାଙ୍କ...

୪୮ ଘଣ୍ଟାରେ ଓ୍ବେଷ୍ଟଇଣ୍ଡିଜ୍‌କୁ ଲାଗିଲା ଆଉ ଏକ ବଡ଼ ଝଟ୍‌କା, ଥାର୍ଡ ଅମ୍ପାୟାରଙ୍କ ନିଷ୍ପତ୍ତି ଉପରେ ଆପତ୍ତି ଉଠାଇ… 

ନୂଆଦିଲ୍ଲୀ,୨୯।୬: ବାରବାଡୋସର ବ୍ରିଜଟାଉନରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆ ୱେଷ୍ଟଇଣ୍ଡିଜକୁ ୧୫୯ ରନରେ ପରାସ୍ତ କରି ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ ରେ ଆଗୁଆ ରହିଛି। ଏହି ଟେଷ୍ଟ ମ୍ୟାଚରେ ଅନେକ ବିବାଦୀୟ ନିଷ୍ପତ୍ତି ହୋଇଥିଲା, ଯାହା...

କଲେଜ ଛାତ୍ରଙ୍କୁ ପ୍ରେମ ପରେ ଶିକ୍ଷୟିତ୍ରୀ କହିଲେ- Marry Me… ଜବାବ ଶୁଣି ନେଇଗଲେ ଚରମ ନିଷ୍ପତ୍ତି

ଭୋପାଳ,୨୯।୬: ପ୍ରେମ ଉପରେ କାହାର ନିୟନ୍ତ୍ରଣ ନଥାଏ। ଏହା ଯେକୌଣସି ସମୟରେ, ଯେକୌଣସି ସ୍ଥାନରେ ଏବଂ ଯେକୌଣସି ବ୍ୟକ୍ତିଙ୍କ ସହିତ ହୋଇପାରେ। ମଧ୍ୟପ୍ରଦେଶର ଖଣ୍ଡୱାରେ, ଜଣେ ଶିକ୍ଷୟିତ୍ରୀ ତାଙ୍କ ନିଜ ଛାତ୍ରଙ୍କ ପ୍ରେମରେ ପଡ଼ିଗଲେ। ପରେ ସେ ଛାତ୍ରଙ୍କୁ ବିବାହ...

ପୁଣି ଏୟାର ଇଣ୍ଡିଆରେ ବଡ଼ ଦୁର୍ଘଟଣା! ମଝି ଆକାଶରେ କ୍ୟାବିନରୁ ଆସିଲା ପୋଡା ଗନ୍ଧ, ତା ପରେ…

ମୁମ୍ବାଇ,୨୯।୬: କ୍ୟାବିନରେ ପୋଡ଼ା ଗନ୍ଧ ଆସିବାରୁ ଚେନ୍ନାଇ ଯାଉଥିବା ଏକ ଏୟାର ଇଣ୍ଡିଆର ବିମାନକୁ ମୁମ୍ବାଇ ଫେରିବାକୁ ପଡିଛି। ଏୟାର ଇଣ୍ଡିଆ ତା’ର ବିବୃତ୍ତିରେ କହିଛି ଯେ ବିମାନଟି ସୁରକ୍ଷିତ ଭାବରେ ଅବତରଣ କରିଛି। ଚିନ୍ତା କରିବାର କିଛି ନାହିଁ।...

କିଡ୍‌ନୀ ଫେଲ୍‌ ହେଲେ ଶରୀରରେ ଦେଖାଦିଏ ଏସବୁ ଲକ୍ଷଣ, ସ୍ବାସ୍ଥ୍ୟ ବିଶେଷଜ୍ଞ କୁହନ୍ତି…

କିଡ୍‌ନୀ କେବଳ ରକ୍ତକୁ ଶୁଦ୍ଧ କରେ ନାହିଁ ବରଂ ଶରୀରରେ ଆବଶ୍ୟକୀୟ ପୋଷକ ତତ୍ତ୍ୱର ସନ୍ତୁଳନ ମଧ୍ୟ ବଜାୟ ରଖେ। କିନ୍ତୁ କେତେକ ସମୟରେ କିଡ୍‌ନୀର କାର୍ଯ୍ୟ ପ୍ରଭାବିତ ହେବାକୁ ଲାଗେ। ଏହାର ଲକ୍ଷଣଗୁଡ଼ିକୁ ସାଧାରଣ ବୋଲି ବିବେଚନା କରି...

ବେଙ୍ଗାଲୁରୁକୁ ରୋଜଗାର ପାଇଁ ଯାଇଥିବା ଶ୍ରମିକଙ୍କ ଦୁର୍ଘଟଣାରେ ଚାଲିଗଲା ଜୀବନ, ଗାଁରେ ମୃତଦେହ ପହଞ୍ଚିବା ପରେ…

ପାଟଣା,୨୯ା୬(ବୀର କିଶୋର ଦାଶ): ନିଯୁକ୍ତି ଅନ୍ବେଷଣରେ ବେଙ୍ଗାଲୁରୁ ଯାଇଥିବା ଜଣେ ୨୬ବର୍ଷୀୟ ଶ୍ରମିକଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଉଦୟପୁର ପଞ୍ଚାୟତ ମହୁଦୀପା ଗ୍ରାମର ନରେନ୍ଦ୍ର ନାଏକଙ୍କ ସାନ ପୁଅ ଦୀପକ ନାଏକ...

ସ୍ବାମୀଙ୍କ ମୃତ୍ୟୁପରେ ଅସହାୟ ବୃଦ୍ଧା: ବୟସ ହୋଇଥିଲେ ସୁଧା ମିଳୁନି ଭତ୍ତା

ରିଷିଡା/ କର୍ଲାମୁଣ୍ଡା,୨୯।୬(ସୁଶାନ୍ତ ମଲ୍ଲିକ/ପ୍ରଦୀପ କୁମାର ସାହୁ ): ସରକାର ବୃଦ୍ଧବୃଦ୍ଧା ବିଧବା ଭିନ୍ନକ୍ଷମମାନଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ଯୋଗାଇ ଦେଉଛନ୍ତ। ହେଲେ ପ୍ରଶାସନିକ ଅଧିକାରୀଙ୍କ ଦୂରଦୃଷ୍ଟିର ଅଭାବ ତଥା ଅବହେଳା ଯୋଗୁ ପ୍ରକୃତ ହିତାଧୂକାରୀ ଭତ୍ତା ପାଇବାରୁ ବଞ୍ଚିତ...

ବୃଦ୍ଧାଙ୍କ ଉପରେ ଭୁଶୁଡ଼ି ପଡ଼ିଲା କାନ୍ଥ, ଚାଲିଗଲା ଜୀବନ

ମୋରଡ଼ା,୨୯ା୬(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଞ୍ଚଳରେ କାନ୍ଥ ଭୁଶୁଡ଼ି ପଡ଼ି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଉକ୍ତ ଥାନା ସାନମୁଣ୍ଢାବଣି ଗ୍ରାମର ଇନ୍ଦ ମାର୍ଣ୍ଡି(୬୫)। ସୂଚନା ମୁତାବକ, ଲଘୁଚାପ ଫଳରେ ଶନିବାର ରାତିଠାରୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri