Home Left

ଢୋଲକିଆଙ୍କ ରକ୍ତ ନେଇ ଶ୍ରୀମୟୀଙ୍କ ପ୍ରତାପଙ୍କୁ ଟାର୍ଗେଟ: ଭଣ୍ଡ ସନ୍ନ୍ୟାସୀଙ୍କୁ ମାରିଲେ ତେରଛା ବାଣ

ଭୁବନେଶ୍ୱର,୧୨।୧୦: ବିଜେଡି ଉପସଭାପତି ପ୍ରତାପ ଜେନାଙ୍କୁ ଶ୍ରୀମୟୀ ମିଶ୍ରଙ୍କ ଟାର୍ଗେଟ।ଜୟ ଢୋଲକିଆ, ରାଜେନ୍ଦ୍ର ଢୋଲକିଆଙ୍କ ରକ୍ତ ନୁହେଁ’ର ଜବାବ ଦେଲେ ଶ୍ରୀମୟୀ। ତେବେ ସେ କହିଛନ୍ତି, ଭଣ୍ଡ ସନ୍ନ୍ୟାସୀଙ୍କ ଦେହରେ କେଉଁ ଓଡ଼ିଆ ମହାପୁରୁଷଙ୍କର ରକ୍ତ ଅଛି। କାହାକୁ ଅନୁଭବ କରି…

ସହର ଭିତରେ ଦୋକାନକୁ ପଶିଗଲା ଟ୍ରକ

ବଲାଙ୍ଗିର,୧୨।୧୦ -( ସୁନିଲ କୁମାର ମହାନ୍ତି): ବଲାଙ୍ଗିର ସହର ଭିତରେ ପୁଣି ଏକ ଦୁର୍ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ସହରର ଗାନ୍ଧୀନଗର ପଡାଠାରେ ରାସ୍ତା କଡରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଗଲା ଟ୍ରକ। ଏଥିରେ ଦୁଇଟି ଦୋକାନ କ୍ଷତିଗ୍ରସ୍ତ…

ରିଷିଡ଼ାରେ ଏସବିଆଇ ଶାଖା ପ୍ରତିଷ୍ଠା ପାଇଁ ଦାବି

ରିଷିଡ଼ା,୧୨।୧୦(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବକ୍ଲର ବ୍ୟବସାୟକ ପେଣ୍ଠସ୍ଥଳୀ ଭାବେ ପରିଚିତ ରିଷିଡ଼ା। ଏଠାରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ଏକ ଶାଖା ପ୍ରତିଷ୍ଠା ପାଇଁ ସାଧାରଣରେ ଦାବି ହୋଇଛି। ରିଷିଡ଼ାରେ ଶତାଧିକ ବ୍ୟବସାୟିକ ଦୋକାନ, ପ୍ରାଥମିକଠାରୁ ଡିଗ୍ରୀ କଲେଜ ଯାଏ…

ଖେଳ ପଡିଆରେ ଭଙ୍ଗା ବୋତଲ, କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ

ଦାରିଙ୍ଗବାଡି, ୧୨।୧୦, (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଠାରେ ରହିଥିବା ଏକମାତ୍ର ଖେଳ ପଡିଆର ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି। ଉକ୍ତ ପଡ଼ିଆଟି ସଂଧ୍ୟା ହେଲେ ଅସାମାଜିକ ଯୁବକଙ୍କ ଆଡ୍ଡା ପାଲଟୁଛି। ନିଶାସକ୍ତ ଦୁର୍ବୁତ୍ତମାନେ ଖାଲି ବୋତଲ…

ବ୍ୟକ୍ତିଙ୍କ ଗଲା କାଟି ହତ୍ୟା : ଅଞ୍ଚଳରେ ଚାଞ୍ଚଲ୍ୟ

ଅତାବିରା/ଗୋଡ଼ଭଗା, ୧୨।୧୦,(ଯୁଧିଷ୍ଠିର ମହାପାତ୍ର / ସୁରେଶ ଦାଶ ): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ ସତୀଜୋର ନିକଟ ୫୩ ନମ୍ବର ସମ୍ବଲପୁର – ବରଗଡ଼ ଜାତୀୟ ରାଜପଥ କଡ଼ରେ ଜୈନେକ ବ୍ୟକ୍ତିଙ୍କୁ ଗଲା କାଟି ହତ୍ୟା…

ବୃଦ୍ଧଙ୍କୁ ନଦୀ ପଠାରେ ନିମର୍ମ ହତ୍ୟା, ମୃତ ଦେହ ଜବତ

ଚିକିଟି,୧୨।୧୦ (ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ ନୂଆଗାଁ ଥାନା ନୂଆପଡା ଗ୍ରାମ ଚାରିଆ ପଡା ସାହିର ନାରାୟଣ ପ୍ରଧାନ (୫୯)ଙ୍କୁ ରବିବାର କୌଣସି ଦୁର୍ବୁତ୍ତ ନିମର୍ମ ଭାବେ ହତ୍ୟା କରିଥିବା ଜଣାପଡିଛି। ମୃତ ଦେହକୁ ନୂଆପଡା ଫାଣ୍ଡି ପୋଲିସ…

ଡାକ୍ତରୀ ଛାତ୍ରୀ ଗଣବଳାତ୍କାର ମାମଲାରେ ୩ ଗିରଫ, ଶୁଭେନ୍ଦୁ କହିଲେ ଏଠିବି ଦରକାର ଯୋଗୀ ମଡେଲ

ଦୁର୍ଗାପୁର,୧୨।୧୦: ପଶ୍ଚିମବଙ୍ଗର ଦୁର୍ଗାପୁରରେ ଜଣେ ଡାକ୍ତରୀ ଛାତ୍ରୀ ତାଙ୍କ ବନ୍ଧୁଙ୍କ ସହ ଖାଇବା ପାଇଁ ବାହାରକୁ ଯାଇଥିବା ବେଳେ ବଳାତ୍କାରର ଶିକାର ହୋଇଥିଲେ। ଛାତ୍ରୀ ଜଣକ ଅଭିଯୋଗ କରିଛନ୍ତି ଯେ ସେ ଖାଇବାକୁ ବାହାରକୁ ଯାଇଥିବା ବେଳେ ବାଟରେ ଦୁଇ କିମ୍ବା…

ଓସ୍କାର ଓ୍ବିନର ଅଭିନେତ୍ରୀଙ୍କ ପରଲୋକ

ଲସ ଆଞ୍ଜେଲସ,୧୨।୧୦: ପ୍ରଖ୍ୟାତ ହଲିଉଡ ଅଭିନେତ୍ରୀ ଡାଏନ କିଟନଙ୍କ ପରଲୋକ ହୋଇଛି। ଅଭିନେତ୍ରୀଙ୍କର ୭୯ ବର୍ଷ ବୟସରେ ମୃତ୍ୟୁ ହୋଇଛି। ଡାଏନଙ୍କ ଜଣେ ମୁଖପାତ୍ର ତାଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି। ଡାଏନ କିଟନ ଲସ ଆଞ୍ଜେଲସରେ ରହୁଥିଲେ। ଅକ୍ଟୋବର ୧୧ରେ ହଠାତ…

ରାତିରେ ଘରକୁ ଫେରି ନଥିଲେ ସ୍ବାମୀ: ସକାଳୁ ଦେଖିଲେ ପଥରରେ ଛେଚି ର୍ନିମମ ହତ୍ୟା

ପରଜଙ୍ଗ,୧୨।୧୦(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଆମ୍ବପଳାସ ଗଙ୍ଗାଧରପୁର ସାହିର ରାସ୍ତା କଡ଼ରେ ଥିବା ଡାକସାହୁଙ୍କ ଘର ପାଚେରି ନିକଟରେ ଯୁବକଙ୍କୁ ପଥରରେ ଛେଚି ନିର୍ମମ ହତ୍ୟା କରାଯାଇଛି। ହତ୍ୟା କାଣ୍ଡରେ ଏକାଧିକ ସମ୍ପୃକ୍ତ ଥିବା ପୋଲିସ ସନ୍ଦେହ କରୁଛି…

୨,୨୫୩ ଶବ୍ଦର ସବୁଠୁ ଲମ୍ବା ନାଁ

ଅକ୍‌ଲାଣ୍ଡ: ସବୁଠୁ ଲମ୍ବା ନଁାର ରେକର୍ଡ ନ୍ୟୁଜିଲାଣ୍ଡର ଅକ୍‌ଲାଣ୍ଡ ନିବାସୀ ଲରେନ୍ସ ୱାଟ୍‌କିନ୍ସଙ୍କ ନାମରେ ରହିଛି। ତାଙ୍କ ନାମରେ ୨,୨୫୩ ଶବ୍ଦ ଥିବାରୁ ୧୯୯୦ ମାର୍ଚ୍ଚରେ ଗିନିଜ୍‌ ୱାଲର୍‌ଡ ରେକଡର୍‌ସ (ଜିଡବ୍ଲ୍ୟୁଆର୍‌)ରେ ସ୍ଥାନିତ ହୋଇଥିଲା। ସେତେବେଳେ ତାଙ୍କ ବୟସ ୨୪ ବର୍ଷ…

ପାକିସ୍ତାନରେ ଆଟାକ୍‌ ଭିତରେ ନକଭି ଦେଲେ ସାଂଘାତିକ ବୟାନ, କହିଲେ ଭାରତର ରହିଛି…

ଇସଲାମବାଦ,୧୨।୧୦: ଶନିବାର ରାତିରେ ପାକିସ୍ତାନ ଉପରେ ଆଫଗାନ ସେନା ଦ୍ୱାରା କରାଯାଇଥିବା ବିମାନ ଆକ୍ରମଣ ପରେ, କେନ୍ଦ୍ର ଗୃହମନ୍ତ୍ରୀ ମୋହସିନ ନକଭି ଏକ କଡ଼ା ବିବୃତ୍ତି ଜାରି କରିଛନ୍ତି। ନକଭି ଆଫଗାନିସ୍ତାନର କଡ଼ା ସମାଲୋଚନା କରି କହିଛନ୍ତି ଯେ ଦେଶ “ନିଆଁ…

ବିବାହ ପ୍ରସ୍ତାବ ଦେଖିବାକୁ ଆସି ଯୁବତୀଙ୍କ ଗଳାକାଟି ଯୁବକ ଗିରଫ

ରାଜକନିକା,୧୨ା୧୦(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ଅନ୍ତର୍ଗତ ଜୟନଗର ପଞ୍ଚାୟତ କୁଜିପୁରୁ ଗଁାର ସୁଶାନ୍ତ କିଶୋର ଦାସଙ୍କ ଭାଣିଜୀ ପ୍ରିୟଙ୍କା ଦାସ(୨୦)ଙ୍କୁ ଗାରଡ଼ପୁର ଗଁାର ସୁବ୍ରତ ନାୟକ(୨୬) ଓ ତାଙ୍କ ମା’ ମନୋରମା ନାୟକ ଶନିବାର ବିବାହ ପ୍ରସ୍ତାବ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri