Home Left

ରାସ୍ତା ନିର୍ମାଣ ନକରି ଅର୍ଥ ଆତ୍ମସାତ ଅଭିଯୋଗ, ସ୍ମାରକପତ୍ର ଦେବା ପରେ ବିଡିଓ କହିଲେ…

ଦିଗପହଣ୍ଡି,୧୩।୧୦(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ପଞ୍ଚାୟତ ଚାଞ୍ଚଡାପଲ୍ଲି ଗ୍ରାମ ଖାରି ପୋଖରୀ ଓ କୁମୁଟି ପୋଖରୀ ରାସ୍ତା ନିର୍ମାଣ କରାନଯାଇ ଏମଜିଏନଆରଜିଏସ ଯୋଜନାରେ ୨ ଲକ୍ଷ ୯୬ ହଜାର ଟଙ୍କା ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗର ଭିଜିଲାନ୍ସସ୍ତରୀୟ…

ଆଇପିଏଲରେ RCB ପାଇଁ ଖେଳିବେନି କୋହଲି! ନିଲାମ ପୂର୍ବରୁ କରିଦେଲେ ମନା, ଜୋର ଧରିଲା ଚର୍ଚ୍ଚା

ନୂଆଦିଲ୍ଲୀ,୧୩।୧୦: କ’ଣ ବିରାଟ କୋହଲି ଆଉ ଆଇପିଏଲରେ RCB ପାଇଁ ଖେଳିବେ ନାହିଁ? କ’ଣ ବିରାଟ କୋହଲି IPLରୁ ଅବସର ନେବାକୁ ଯାଉଛନ୍ତି? ବିରାଟ କୋହଲି RCB ବଦଳରେ IPLରେ ଅନ୍ୟ କୌଣସି ଦଳ ପାଇଁ ଖେଳିବାର ଦେଖାଯିବେ? କ’ଣ ବିରାଟ…

ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଲୋଡା: ଶିକ୍ଷା ଲାଭରୁ ବଞ୍ଚିତ ଛାତ୍ରୀଛାତ୍ର

ଭଞ୍ଜନଗର,୧୩।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାରରେ ରବିବାର ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନିରଞ୍ଜନ ପ୍ରଧାନଙ୍କ ସଭାପତିତ୍ୱରେ “ସାଧାରଣ ଶିକ୍ଷା ବ୍ୟବସ୍ଥା: ସ୍ଥିତି ଓ ଭବିଷ୍ୟତ” ସଂପର୍କିତ ଏକ ଆଲୋଚନା…

ଜିଲାସ୍ତରୀୟ ଖୋ ଖୋ ପ୍ରତିଯୋଗିତା ସ୍ଥଗିତ: ଏହି ଦିନ ହେବା ପାଇଁ ନିଷ୍ପତ୍ତି ନେଲା…

ଗଞ୍ଜାମ,୧୩।୧୦ (ବିଦ୍ୟାଧର ସାହୁ ): ଗଞ୍ଜାମ ସହର ବଡ଼ ବଜାର ସ୍ଥିତ ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିଅମଠାରେ ମଙ୍ଗଳବାର ହେବାକୁ ଥିବା ଜିଲାସ୍ତରୀୟ ଖୋ ଖୋ ଚମ୍ପିୟନସିପ ଆସନ୍ତା ୧୬ ତାରିଖରେ ଅନୁଷ୍ଠିତ ହେବ । ଲଗାଣ ବର୍ଷା ଯୋଗୁ ଜିଲା…

ଭାଜପାର ଆତ୍ମ ନିର୍ଭର ଭାରତ ସଂକଳ୍ପ ଅଭିଯାନ: ଯୋଗ ଦେଇ ବିଧାୟକ ସିଦ୍ଧାନ୍ତ ମହାପାତ୍ର କହିଲେ…

ଦିଗପହଣ୍ଡି,୧୩।୧୦(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ କବିସୂର୍ଯ୍ୟ ବଳଦେବ ରଥ କଲ୍ୟାଣ ମଣ୍ଡପ ପରିସରରେ ସୋମବାର ଭାରତୀୟ ଜନତା ପାର୍ଟି ଭାଜପା ପକ୍ଷରୁ ମଣ୍ଡଳସ୍ତରୀୟ ଆତ୍ମ ନିର୍ଭର ଭାରତ ସଂକଳ୍ପ ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସଂକଳ୍ପ ଅଭିଯାନ ସଂଯୋଜକ…

ଭିଏତନାମାରେ ଛାତ୍ରୀ ପ୍ରିୟାଂସିତା ରାଉତଙ୍କ କମାଲ: ପ୍ରଥମ ସ୍ଥାନ ଅଧିକାର କରି ଆଣିଲେ ଗୌରବ

ଭବାନୀପାଟଣା,୧୩।୧୦(ଉତ୍ତମ କୁମାର ଦାଶ): ଭିଏତନାମାରେ ଇଉନାଇଟେଡ଼ ନେସନ ଦ୍ୱାରା ଆୟୋଜିତ ଆନ୍ତର୍ଜାତୀୟ ମଡେଲ ୟୁନାଇଟେଡ ନେସନ୍ସ( ଆଇ ଏମ ୟୁଏନ)ରେ ପ୍ରତିନିଧିତ୍ୱ କରି ସମଗ୍ର କଳାହାଣ୍ଡି ଜିଲା ଗୌରବ ଆଣିଛନ୍ତି ପ୍ରିୟାଂସିତା ରାଉତ। ସେ ଭବାନୀପାଟଣା ସ୍ଥିତ ପ୍ରଗତି କଂସେପ୍ଟ ସ୍କୁଲର…

ପଞ୍ଚମ ଆଫ୍ରିକୀୟ ଦେଶ ଭାବେ ବିଶ୍ୱକପ୍‌ରେ ସ୍ଥାନ ପାଇଲା ଘାନା

ଆକ୍ରା,୧୩ା୧୦: ଘାନା ପଞ୍ଚମ ଆଫ୍ରିକୀୟ ଦେଶ ଭାବେ ୨୦୨୬ ବିଶ୍ୱକପ୍‌ ଯୋଗ୍ୟତା ହାସଲ କରିଛି। ଘାନା ହେଉଛି ୨୦୧୦ କ୍ୱାର୍ଟରଫାଇନାଲିଷ୍ଟ। ଆସନ୍ତା ବର୍ଷ ଯୁକ୍ତରାଷ୍ଟ୍ର ଆମେରିକା, କାନାଡା ଓ ମେକ୍ସିକୋରେ ହେବାକୁଥିବା ଟୁର୍ନାମେଣ୍ଟ ଲାଗି ପୂର୍ବରୁ ଯୋଗ୍ୟତା ହାସଲ କରିଥିବା ଅନ୍ୟ…

ବିଜୟ ଦ୍ୱାରରେ ଭାରତ: ଆଉ ଦରକାର ୫୮ ରନ୍‌

ନୂଆଦିଲ୍ଲୀ, ୧୩।୧୦: ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଦଳ ଚତୁର୍ଥ ଦିନ ଶେଷ ସୁଦ୍ଧା ବିଜୟ ଦ୍ୱାରରେ ପହଞ୍ଚିଛି। ପ୍ରଥମ ଇନିଂସରେ ଭାରତ ୫୧୮/୫ରେ ପାଳି ଘୋଷଣା କରିଥିବା ବେଳେ ଓ୍ବେଷ୍ଟଇଣ୍ଡିଜ୍‌ ୨୪୮ ରନରେ ସୀମିତ ରହିଥିଲା। ଫଳରେ…

ମରଣାନ୍ତକ ଆକ୍ରମଣ ଘଟଣା: ଜେଲ ଗଲେ ମା’ ପୁଅ

ଦିଗପହଣ୍ଡି,୧୩।୧୦,(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ନରେନ୍ଦ୍ରପୁର ଗ୍ରାମର ମାର୍କଣ୍ଡ ସେଠୀ(୬୭) ନାମକ ଜଣେ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଦିଗପହଣ୍ଡି ପୋଲିସ ସୋମବାର ନରେନ୍ଦ୍ରପୁର ଗ୍ରାମର ପି. କୁରି ରେଡ୍ଡୀ ଏବଂ ତାଙ୍କ…

ମାରି ଦେଲେ ୧ ହଜାର ବାଦୁଡ଼ି

ଖୁଣ୍ଟୁଣୀ,୧୩।୧୦(ସଚ୍ଚିଦାନନ୍ଦ ପଣ୍ଡା): ଖୁଣ୍ଟୁଣୀ ବନାଞ୍ଚଳ ଅଧୀନ କପୁରସିଂଠାରେ ବନ୍ଦ ହୋଇ ପରିତ୍ୟକ୍ତ ଅବସ୍ଥାରେ ଥିବା ଏକ କାରଖାନାରୁ ବାଦୁଡି ଏବଂ ଚେମେଣି ପକ୍ଷୀ ମାରିବା ଅଭିଯୋଗରେ ବନ ବିଭାଗ ୧୧ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ମିଳିଥିବା ସୂଚନା ମୁତାବକ, କପୁରସିଂଠାରେ…

ଅଫିସରେ ବସି କାମ କରୁଥିଲେ ଆକାଉଣ୍ଟାଣ୍ଟ, ହଠାତ୍‌ ହେଲା ହୃଦଘାତ, ତା’ପରେ…

ଭଞ୍ଜନଗର,୧୩।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ନୀଳକଣ୍ଠ ସ୍ବାଇଁଙ୍କର(୫୨) ସୋମବାର ହୃଦଘାତରେ ପରଲୋକ ଘଟିଛି। ଖବରପାଇ ଭଞ୍ଜନଗର ଉପଜିଲାପାଳ ତଥା ନିୟନ୍ତ୍ରିତ ବଜାର କମିଟି ଅଧ୍ୟକ୍ଷ ଉମା ଶଙ୍କର ବେହେରା, ପୂର୍ବତନ ଏନଏସି ଅଧ୍ୟକ୍ଷା…

ସିଙ୍ଗଡ଼ା ଖାଉଥିଲେ ହୋଇ ଯାଆନ୍ତୁ ସାବଧାନ, ଏହି ମାରାତ୍ମକ ରୋଗକୁ ଆଣୁଛି ଟାଣି

ନୂଆଦିଲ୍ଲୀ: ଯଦି ଆପଣ ଭାରତରେ, ବିଶେଷକରି ଉତ୍ତର ଭାରତରେ ଲୋକମାନଙ୍କୁ ପଚାରନ୍ତି ଯେ ସବୁଠାରୁ ଲୋକପ୍ରିୟ ଷ୍ଟ୍ରିଟ ଫୁଡ କ’ଣ, ତେବେ ଉତ୍ତର ସମ୍ଭବତଃ ସମୋସା ହେବ। ଏହା ଏକ ଷ୍ଟ୍ରିଟ ଫୁଡ ଯାହାକୁ ଆପଣ ଦିନ କିମ୍ବା ରାତିରେ ଯେକୌଣସି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri