Home Left

ଜୟ ଢୋଲକିଆଙ୍କ ନାଁ ଚୂଡ଼ାନ୍ତ, ଖାଲି ଘୋଷଣା ବାକି, ୧୬ରେ ଭରିବେ ନାମାଙ୍କନ!

ଭୁବନେଶ୍ୱର,୧୪।୧୦: ନୂଆପଡ଼ା ଉପନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନୈତିକ ମାହୋଲ ସେତିକି ସରଗରମ୍‌ ହେଉଛି। ଏହି ପରିପ୍ରେକ୍ଷୀରେ ଭାଜପା ରାଜ୍ୟସଭା ଏମ୍‌ପି ସୁଜିତ କୁମାର ଏକ ବଡ଼ ସୂଚନା ଦେଇଛନ୍ତି। ନିର୍ବାଚନ ରଣାଙ୍ଗନରେ କିଛି ଦିନତଳେ ମିଶିଥିବା ଜୟ ଢୋଲକିଆଙ୍କୁ…

ଭାରତ ପାଇଁ ଖୁସିଖବର: ଅଷ୍ଟ୍ରେଲିଆକୁ ଝଟ୍‌କା

ନୂଆଦିଲ୍ଲୀ,୧୪।୧୦: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଅକ୍ଟୋବର ୧୯ରେ ପର୍ଥରେ ଆରମ୍ଭ ହେବାକୁ ଯାଉଛି। କିନ୍ତୁ ସିରିଜ ଆରମ୍ଭ ହେବା ପୂର୍ବରୁ ଅଷ୍ଟ୍ରେଲିଆ ଦଳ ଦୁଇଟି ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇସାରିଛି। ପ୍ରମୁଖ ସ୍ପିନର…

ଗୋଟିଏ ବଲରେ ୨୮୬ ରନ୍‌: କ୍ରିକେଟ ଜଗତ ଆଶ୍ଚର୍ଯ୍ୟ, ଜାଣନ୍ତୁ କେମିତି ହେଲା ସମ୍ଭବ

ସିଡନୀ,୧୪।୧୦: କ୍ରିକେଟ୍‌ ଦୁନିଆରେ ଅନେକ ରେକର୍ଡ ରହିଛି। କିଛି ରେକର୍ଡ କ୍ରିକେଟର୍‌ଙ୍କ ଦ୍ୱାରା ଭାଙ୍ଗିଛି। ଆଉ କିଛି ରେକର୍ଡ ଅତୁଟ ରହିଛି। ଅଷ୍ଟ୍ରେଲିଆରେ ଥରେ ଘଟିଥିବା ଏକ ଚମତ୍କାର ପରି, ଯେତେବେଳେ ଗୋଟିଏ ବଲ୍‌ରେ ୨୮୬ରନ କରାଯାଇଥିଲା। ଜାନୁଆରୀ ୧୫, ୧୮୯୪ରେ,…

ଏମାନଙ୍କ ଖାତାକୁ ଆସିବନି ପିଏମ୍‌ କିଷାନର ୨୧ତମ କିସ୍ତି, ଲିଷ୍ଟରେ ଆପଣଙ୍କ ନାଁ ଅଛି କି? ଏମିତି କରନ୍ତୁ ଚେକ୍‌

ନୂଆଦିଲ୍ଲୀ,୧୪।୧୦: ଦେଶରେ ଲକ୍ଷ ଲକ୍ଷ ଚାଷୀ ବାସ କରନ୍ତି। କିନ୍ତୁ, ସେମାନଙ୍କ ମଧ୍ୟରୁ ଅନେକ ଚାଷ କରି ବହୁତ ରୋଜଗାର କରିପାରନ୍ତି ନାହିଁ। ଏହି ଚାଷୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ, ଭାରତ ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି…

ଧୋକା ଦେଲେ BSF ଯବାନ: ନ୍ୟାୟ ପାଇଁ ଶ୍ୱଶୁର ଘର ଆଗରେ ବସିଲେ ସ୍ତ୍ରୀ

କାଲିମେଳା,୧୪।୧୦(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ ନଲାଗଣ୍ଠି ପଞ୍ଚୟତ ଏମ.ଭି ୭୨ ଗାଁରେ ସ୍ତ୍ରୀ ନିଜ ଅଧିକାର ପାଇ ସ୍ବାାମୀ ଘର ଆଗରେ ଧାରଣା ଦେଇଛନ୍ତି। ଏହି ଘଟଣା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଏମାନଙ୍କୁ ଆଉ ମିଳିବନି ଚାଉଳ, ଆସନ୍ତା ମାସରୁ…

ଭୁବନେଶ୍ୱର,୧୪।୧୦: e-KYC କରିନଥିଲେ ଆସନ୍ତା ମାସରୁ ବନ୍ଦ ହେବ ଚାଉଳ। ଏନେଇ ମଙ୍ଗଳବାର ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏବେବି ରାଜ୍ୟର ୧୫ ଲକ୍ଷ ୬୭ ହଜାର e-KYC କରିନାହାନ୍ତି।e-KYC କରିନଥିବା ଲୋକ ଚାଉଳ…

ରାହୁଲଙ୍କୁ ବଡ଼ ଆଶ୍ୱସ୍ତି, ସେନା ଉପରେ ଦେଇଥିବା ମନ୍ତବ୍ୟ ମାମଲାରେ ଲକ୍ଷ୍ନୌ କୋର୍ଟର ଶୁଣାଣି ଉପରେ ରହିତାଦେଶ ବୃଦ୍ଧି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୪।୧୦: ସେନା ବିରୋଧରେ ଅପମାନଜନକ ମନ୍ତବ୍ୟ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଚାଲିଥିବା ଶୁଣାଣି ଉପରେ ସୁପ୍ରିମକୋର୍ଟ ନଭେମ୍ବର ୨୦ ପର୍ଯ୍ୟନ୍ତ ସ୍ଥଗିତାଦେଶ ବୃଦ୍ଧି କରିଛନ୍ତି। ଏହି ମାମଲା ୨୦୨୨ ମସିହାରେ କଂଗ୍ରେସ ଦଳର ଭାରତ ଯୋଡୋ ଯାତ୍ରା…

ଏହି ୩ କଫ୍‌ ସିରପ୍‌ ବିଷ ସଦୃଶ: ଚେତାବନୀ ଜାରି କଲା WHO

ନୂଆଦିଲ୍ଲୀ,୧୪।୧୦: ଭାରତରେ ବିଷାକ୍ତ କଫ ସିରପ ଯୋଗୁ ୨୦ରୁ ଅଧିକ ଶିଶୁଙ୍କ ମୃତ୍ୟୁୁ ହୋଇଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (WHO) ଏହି ବିଷୟକୁ ଧ୍ୟାନ ଦେଇଛି। କୋଲଡରିଫ ସମେତ ତିନୋଟି ଔଷଧ କମ୍ପାନୀକୁ ସେମାନଙ୍କର କଫ ସିରପ ସମ୍ପର୍କରେ ଚେତାବନୀ ଜାରି…

୪୪ ବର୍ଷରେ ପାଦ ଦେଲେ ଗୌତମ ଗମ୍ଭୀର, ଜାଣନ୍ତୁ କେମିତି ଥିଲା ଖେଳାଳିରୁ କୋଚ ହେବାର ଯାତ୍ରା

ନୂଆଦିଲ୍ଲୀ,୧୪।୧୦: ଗୌତମ ଗମ୍ଭୀର ମଙ୍ଗଳବାର ତାଙ୍କର ୪୪ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ଦିଲ୍ଲୀରେ ଅଛନ୍ତି, ଯେଉଁଠାରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଖେଳାଯାଉଛି। ସେ ବର୍ତ୍ତମାନ ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଏବଂ ମଙ୍ଗଳବାର ତାଙ୍କର ଜନ୍ମଦିନ…

ଗାଧୋଇବା ବେଳେ ଭାସିଯାଇଥିଲେ, ୪୮ ଘଣ୍ଟା ପରେ ମିଳିଲା…

କଟକ ସଦର,୧୪।୧୦(ସୁଶାନ୍ତ କୁମାର ଜେନା): ୪୨ ମୌଜା ଥାନା ଅନ୍ତର୍ଗତ ବସନ୍ତ କୁଣ୍ଡଳ ଗ୍ରାମର ସାଇ ଶୁଭମ ବାରିକ (୧୪)ରବିବାର ଗାଧୋଇବା ବେଳେ ସିଦୁଆ ନଦୀରେ ଭାସି ଯାଇଥିଲେ। ୪୮ ଘଣ୍ଟା ପରେ ତାଙ୍କର ଗଳିତ ମୃତଦେହ ଜଗତସିଂହପୁର ଜିଲା ମାଛଗାଁ…

ଗାଜା ହିଂସାରେ ପାଲେଷ୍ଟାଇନର ଜଣାଶୁଣା ଇନଫ୍ଲୁଏନ୍ସର ମୃତ, ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହମାସର ଆକ୍ରମଣକୁ ପାଳନ କରିଥିଲେ

ଜେରୁଜେଲମ,୧୪।୧୦: ଜଣେ ଜଣାଶୁଣା ପାଲେଷ୍ଟାଇନୀ ପ୍ରତିବାଦକାରୀ ଏବଂ ସୋସିଆଲ ମିଡିଆ ଇନଫ୍ଲୁଏନ୍ସରଙ୍କୁ ହତ୍ୟା କରାଯାଇଛି। ଶ୍ରୀ ଫାଫୋ ନାମରେ ଜଣାଶୁଣା ଇନଫ୍ଲୁଏନ୍ସରଙ୍କୁ ୨୭ ବର୍ଷୀୟ ସାଲେହ ଅଲ-ଜାଫ୍ରାୱି ଭାବରେ ଚିହ୍ନଟ କରାଯାଇଛି। ଗାଜାରେ ହମାସ ଏବଂ ପାଲେଷ୍ଟାଇନୀ ଗୋଷ୍ଠୀ ମଧ୍ୟରେ ହିଂସାତ୍ମକ…

ବଡ଼ ଗେମ୍‌ ଖେଳିଦେଲା ବିଜେଡି, ଏହି ହେବେ ନୂଆପଡାରୁ ପ୍ରାର୍ଥୀ, ହୋଇଗଲା ନିଷ୍ପତ୍ତି!

ନୂଆପଡା,୧୪।୧୦(ମକାରୁ ବେମାଳ): ନୂଆପଡା ଉପନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୀତି ସେତିକି ସରଗରମ ହେଉଛି। ଗୋଟେ ପଟେ କହିବାକୁ ଗଲେ ବିଜେଡି ପାଇଁ ଅଡୁଆ ବଢ଼ିଛି। ଆସନ୍ତା ନଭେମ୍ବର ୧୧ରେ ଉପନିର୍ବାଚନ ହେବାକୁ ଥିବାବେଳେ ଏଯାଏ ବିଜେଡିର ଅଙ୍କ ଛିଣ୍ଡୁନି। ରାଜେନ୍ଦ୍ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri