ବାଂଲାଦେଶର ଅଲୋଡ଼ା ରେକର୍ଡ: ୬ ବ୍ୟାଟର ବିନା ରନ୍ରେ ହୋଇଥିଲେ ଆଉଟ
ନୂଆଦିଲ୍ଲୀ,୧୮।୬: ଚଳିତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ବାଂଲାଦେଶ ଏକ ଅଲୋଡା ରେକର୍ଡର ସମକକ୍ଷ ହୋଇଛି। ଦଳର ୬ଜଣ ବ୍ୟାଟର ବିନା କୌଣସି ରନ୍ରେ ଆଉଟ ହୋଇଯାଇଥିଲେ। ଫଳରେ ଦଳର ପ୍ରଥମ ଇନିଂସ ୧୦୩ ରନ୍ରେ ସୀମିତ ହୋଇଯାଇଥିଲା। ଏକ…
‘ଅଗ୍ନିପଥ ଉପରେ ନ ବୁଝି ପ୍ରତିବାଦ କରାଯାଉଛି, ଏହାର ମୂଲ୍ୟ ଦେବାକୁପଡ଼ିବ’
ନୂଆଦିଲ୍ଲୀ,୧୮।୬: କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ ଯୋଜନା’କୁ ପ୍ରତ୍ୟାହାର ଦାବି କରି ଦେଶର ବିଭିନ୍ନ ରାଜ୍ୟରେ ପ୍ରତିବାଦ କରାଯାଉଛି। ଏଭଳି ସ୍ଥିତିରେ ଶନିବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ୩ ସେନା ଅଧିକାରୀଙ୍କ ସହିତ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ବୈଠକରେ ସ୍ଥଳସେନା,…
ପ୍ରତି ୩୦ ବର୍ଷରେ ଅଣ୍ଡା ଦିଏ ଏକ ପଥର, କାରଣ ଜାଣିଲେ…
ଦୁନିଆରେ ଅନେକ ଅନନ୍ୟ ତଥା ଅଜବ ଜିନିଷ ରହିଛି, ଯାହାର ଉତ୍ତର କାହା ପାଖରେ ନାହିଁ। ପ୍ରକୃତି ହିଁ ଏସବୁ ଘଟାଇଥାଏ ବୋଲି ଆମକୁ ଧରି ନେବାକୁ ହେବ। ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୁଅନ୍ତି। କିନ୍ତୁ କେହି ଏପରି ଘଟଣାର…
ପାକିସ୍ତାନ ରେସ୍ତୋରାଁରେ ଆଲିଆଙ୍କ ଭିଡିଓ କ୍ଲିପକୁ ନେଇ ଉଠିଲା ବିବାଦ
ମୁମ୍ବାଇ: ପାକିସ୍ତାନର ଏକ ରେସ୍ତୋରାଁରେ ବଲିଉଡ ମୁଭିର ଭିଡିଓ କ୍ଲିପକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି । ଏହି ଘଟଣାକୁ ନେଇ ଉକ୍ତ ରେସ୍ତୋରାଁ ବିବାଦ ଘେରକୁ ଚାଲି ଆସିଛି । ଘଟଣା ହେଲା ପାକିସ୍ତାନ କରାଚିରେ ଥିବା ଏକ…
ଅଗ୍ନିପଥ ଯୋଜନା: ଜନ୍ତରମନ୍ତରରେ ସତ୍ୟାଗ୍ରହ କରିବ କଂଗ୍ରେସ
ନୂଆଦିଲ୍ଲୀ,୧୮।୬: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ବିରୋଧ କରି ଦେଶର ବିଭିନ୍ନ ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଦିନକୁ ଦିନ ଏହି ପ୍ରତିିବାଦ ଉଗ୍ର ରୂପ ନେଉଥିବା ବେଳେ କଂଗ୍ରେସ ମଧ୍ୟ ବିରୋଧର ସ୍ବର ଉଠାଇଛି। ମୋଦି ସରକାରଙ୍କୁ ଘେରିବାକୁ ଯାଇ…
ଚଳଚ୍ଚିତ୍ରକୁ ବିଭାଜୀକରଣ କରା ନ ଯାଉ
ମୁମ୍ବାଇ: ଭାରତୀୟ ଚଳଚ୍ଚିତ୍ର ଜଗତକୁ ବିଭାଜୀକରଣ ନ କରାଯାଉ। ଯେଉଁ ସବୁ ଫିଲ୍ମ ଆଞ୍ଚଳିକ ଭାଷାରେ ତିଆରି କରାଯାଉଛି ସେଥିରେ କୌଣସି ପାର୍ଥକ୍ୟ ନାହିଁ ବୋଲି କହିଛନ୍ତି ଅଭିନେତ୍ରୀ ଆଦିତୀ ରାଓ ହାଇଦରି। ବରଂ ସ୍ଥାନୀୟ ଲୋକେ କିପରି ଭାବେ ମନୋରଞ୍ଜନର…
କରୋନା ଗ୍ରାଫ ଉପର ମୁହାଁ: ଆସିନି ନୂଆ ଭାରିଆଣ୍ଟ
ଭୁବନେଶ୍ୱର,୧୮।୬(ବ୍ୟୁରୋ): କରୋନା ଗ୍ରାଫ ଉପର ମୁହାଁ ହେଉଛି। ଭୁବନେଶ୍ୱର ଓ ଖୋର୍ଦ୍ଧାରେ ପଜିଟିଭ୍ ସଂଖ୍ୟା ବଢ଼ୁଛି। ଏହାକୁ ଦୃଷ୍ଟିରେ ରଖି ଲୋକଙ୍କୁ ସଚେତନ ହେବାର ଆବଶ୍ୟକତା ରହିଛି ବୋଲି ଶନିବାର ଜନସ୍ବାର୍ଥ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର କହିଛନ୍ତି । ସେ…
କାବୁଲ ଗୁରୁଦ୍ୱାରାରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ
କାବୁଲ,୧୮।୬: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଶନିବାର ସକାଳେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଅସ୍ତଶସ୍ତ୍ରରେ ଧରି କିଛି ଆତଙ୍କବାଦୀ ହଠାତ୍ ଏକ ଗୁରୁଦ୍ୱାରାରେ ପ୍ରବେଶ କରିଥିଲେ। ଏହାପରେ ଲୋକଙ୍କ ଉପରେ ଅତର୍କିତ ଗୁଳି ଚଳାଇଥିଲେ। ବର୍ତ୍ତମାନ ସୁଦ୍ଧା ଏହି ଗୁଳିକାଣ୍ଡରେ…
ଇମ୍ରାନ୍ଙ୍କଠାରୁ ଧନୀ ବୁଶାରା
ଇସ୍ଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ପୂର୍ବତନ ସ୍ତ୍ରୀ ବୁଶାରା ବିବି ଇମ୍ରାନଙ୍କ ତୁଳନାରେ ଅଧିକ ସମ୍ପତ୍ତିର ମାଲିକାଣୀ। ପାକିସ୍ତାନ ନିର୍ବାଚନ କମିଶନରଙ୍କ ପକ୍ଷରୁ ଜାରି ରିପୋର୍ଟରେ ଏହି ତଥ୍ୟ ପ୍ରଦାନ କରାଯାଇଛି। ଇମ୍ରାନ୍ଙ୍କ ପାଖରେ ୨ ଲକ୍ଷ ମୂଲ୍ୟର…
ବିଡିଓଙ୍କର ରହିଛି ୨୪ଟି ପ୍ଲଟ, ଘରୁ ମିଳିଲା ୧ କେଜିରୁ ଅଧିକ ସୁନା
ବାଲେଶ୍ୱର ଅଫିସ/ଭୁବନେଶ୍ୱର୧୮।୬(ବ୍ୟୁରୋ): ଜଳେଶ୍ୱର ବିଡିଓ ଅଶ୍ୱିନୀ କୁମାର ଦାସଙ୍କ ଘରେ ଶନିବାର ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲେ। ତେବେ ଚଢ଼ାଉ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ବିଡିଓଙ୍କ ଅମାପ ସମ୍ପତ୍ତି ବିଷରେ ଖୁଲାସା ହୋଇଛି। ତାଙ୍କର ଅନେକ ପ୍ଲଟ…
ଅଭାବୀ ସଂସାରର ଚାହିଦା ମେଣ୍ଟାଉଛି ପାଣି ସାରୁ
ମହାକାଳପଡ଼ା,୧୮ା୬(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ବହୁ ଅଭାବୀ ଲୋକମାନଙ୍କର ଚାହିଦା ମେଣ୍ଟାଉଛି ପାଣି ସାରୁ। ଏହି ସାରୁକୁ ଅଭାବୀ ଶ୍ରେଣୀର ଲୋକେ ମୁଖ୍ୟ ଖାଦ୍ୟ ରୂପେ ଗ୍ରହଣ କରିଥାନ୍ତି। ଏହି ପାଣି ସାରୁକୁ ସ୍ଥାନୀୟ ବ୍ୟବସାୟୀମାନେ ନିକଟ…
ବାବୁହତା ଏବେ ଚାରଣଭୂଇଁ
କେନ୍ଦ୍ରାପଡ଼ା ଅଫିସ, ୧୮ା୬: କେନ୍ଦ୍ରାପଡ଼ା ସହର ରଣପଡ଼ାଠାରେ ଥିବା ଜଳସମ୍ପଦ ବିଭାଗର ପୁରୁଣା ଆବାସିକ କାର୍ଯ୍ୟାଳୟ ବାବୁହତା ଏବେ ଚାରଣଭୂଇଁ ପାଲଟିଛି। ଏହା ଅପରାଧୀମାନଙ୍କ ଆଡ୍ଡାସ୍ଥଳ ପାଲଟିଛି। କେନ୍ଦ୍ରାପଡ଼ା ହାଇସ୍କୁଲ ପଡିଆ ନିକଟରେ ଥିବା ପ୍ରାୟ ୧୩ ଗୁଣ୍ଠ ପରିମିତ ସରକାରୀ…
Archives


