କରଣଙ୍କ ଗୋଲ୍ଡେନ୍ ଲୁକ୍
ମୁମ୍ବାଇ: ଫିଲ୍ମ ପ୍ରଯୋଜକ ତଥା ନିର୍ଦ୍ଦେଶକ କରଣ ଜୋହର ତାଙ୍କ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ କିଛି ଫଟୋ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ ତାଙ୍କର ଫ୍ୟାଶନ ଇନ୍ସ ଏବଂ ଷ୍ଟାଇଲ ଦେଖିବାକୁ ମିଳିଛି। ଫଟୋରେ ସେ ଖୁବ୍ ସୁନ୍ଦର ଦିଶୁଛନ୍ତି। କରଣ ଏକ…
ଧୋନୀଙ୍କ ରେକର୍ଡ ଭାଙ୍ଗିଲେ କାର୍ତ୍ତିକ
ରାଜକୋଟ,୧୮।୬: ଦୀନେଶ କାର୍ତ୍ତିକ ଶୁକ୍ରବାର ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ବୟୋଜ୍ୟେଷ୍ଠ ଭାରତୀୟ ଖେଳାଳି ଭାବେ ଅନ୍ତର୍ଜାତୀୟ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ ଭଙ୍ଗ କରିଛନ୍ତି। ୩୭ ବର୍ଷୀୟ ଭାରତୀୟ ଉଇକେଟକିପର ବ୍ୟାଟର ଦକ୍ଷିଣ ଆଫ୍ରିକା ବିପକ୍ଷ ୪ର୍ଥ…
୮ ଟ୍ରାକ୍ଟର, ୪ ହାଇୱାରୁ ୧ ଲକ୍ଷ ୪୦ ହଜାର ଟଙ୍କା ଜରିମାନା
କୋକସରା,୧୮।୬(ଡି.ଏନ୍.ଏ.): କଳାହାଣ୍ଡି ଜିଲା କୋକସରା ଅଞ୍ଚଳରୁ ଶନିବାର ୪ ହାଇୱା ଏବଂ ୮ ଟ୍ରାକ୍ଟରର କାଗଜପତ୍ର ଠିକ୍ ନ ଥିବାରୁ ୧ ଲକ୍ଷ ୪୦ ହଜାର ଟଙ୍କା ଫାଇନ କଟା ଯାଇଛି। କୋକସରା ଅତିରିକ୍ତ ତହସିଲଦାର କମଳାସନ ରଥ ଏହି ସୂଚନା…
ଡାକ୍ତରଙ୍କୁ ମାଡ଼ ମାରି ବନ୍ଧା ହେଲେ
କୁଚିଣ୍ଡା,୧୮ା୬(ଡି.ଏନ.ଏ.): କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାରେ ଜଣେ ଡାକ୍ତର ଓ ସୁରକ୍ଷାକର୍ମୀଙ୍କୁ ମାଡ଼ ମାରିବା ଅଭିଯୋଗରେ ସ୍ଥାନୀୟ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଅନ୍ୟଜଣେ ଅଭିଯୁକ୍ତ ଫେରାର ଅଛନ୍ତି । ଗିରଫ ଯୁବକଙ୍କ ମଧ୍ୟରୁ କୁଚିଣ୍ଡା ଏନ୍ଏସି ୪ ନମ୍ବର ୱାର୍ଡର…
ବର୍ଷେ ପରେ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
ଜୟପୁର,୧୮ା୬ (ନି.ପ୍ର.) ଗଞ୍ଜେଇ ଚୋରାଚାଲାଣ ମାମଲାରେ ଫେରାର ଥିବା ଜଣେ ଅଭିଯୁକ୍ତଙ୍କୁ ଶନିବାର ସଦର ଥାନା ପୋଲିସ ଗିରଫ କରିଛି। ସେ ହେଲେ ବୈପାରିଗୁଡା ଥାନା ଅନ୍ତର୍ଗତ ବୀରଖମ୍ବ ସାହିର ଅର୍ଜୁନ ବିଷୋୟୀ (୩୮)। ୨୦୨୧ ଫେବୃୟାରୀ ୧୯ ତାରିଖରେ ଅର୍ଜ୍ଜୁନ…
ଅଗ୍ନିପଥକୁ ବିରୋଧ କରି ଜୟପୁରରେ ବିକ୍ଷୋଭ
ଜୟପୁର,୧୮ା୬ (ନି.ପ୍ର.): ଅଗ୍ନିପଥକୁ ବିରୋଧ କରି ଅଖିଳ ଭାରତ ଯୁବ ସଂଘ ପକ୍ଷରୁ ଜୟପୁର ମୁଖ୍ୟ ଟ୍ରାଫିକ ଛକରେ ଶନିବାର ଗଣବିକ୍ଷୋଭ କରାଯାଇଥିଲା। ଏପରିକି ତୁରନ୍ତ ଅଗ୍ନିପଥ ଯୋଜନାକୁ ବାତିଲ କରିବା, ରାଜ୍ୟ ଓ କେନ୍ଦ୍ରର ସମସ୍ତ ସରକାରୀ ଓ ନିଗମରେ…
କବାଡ଼ିଆକୁ ବୋଲେରୋ ବିକ୍ରି ବେଳେ ଧରିଲା ପୋଲିସ
ଖଇରା,୧୮।୬(ଡି.ଏନ.ଏ.): ଯାଜପୁରରୋଡ୍ରୁ ଚୋରି ହୋଇଥିବା ଏକ ବୋଲେରୋ ଗାଡିକୁ ଖଇରାରୁ ଉଦ୍ଧାର କରାଯାଇଛି । ଯାଜପୁରରୋଡ୍ ଶଙ୍ଖଚିଲ ଗ୍ରାମର କନକଲତା ସାହୁଙ୍କ ବୋଲେରୋ ଗାଡି(ନଂ.ଓଡି୦୪୩୮୪୬)କୁ କେତେକ ଦୁର୍ବୃତ୍ତ ଚୋରିକରି ନେଇଥିଲେ। ଏନେଇ ଗାଡ଼ି ଡ୍ରାଇଭର ଦିଲୀପ କୁମାର ସାହୁ ବିଭିନ୍ନ ଡ୍ରାଇଭର…
ଯୁବକଙ୍କୁ ନିର୍ମମ ହତ୍ୟା, ଜଣେ ଗୁରୁତର
ସିମୁଳିଆ,୧୮ା୬(ଡି.ଏନ୍.ଏ.): ବାଲେଶ୍ୱର ଜିଲା ସିମୁଳିଆ ତହସିଲ ରାସ୍ତାରେ ଶନିବାର ଭୋର୍ ସମୟରେ ପ୍ରଦୀପ କୁମାର ନାୟକ ଓରଫ ବଳିଆ(୩୫) ନାମକ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଦୁର୍ବୃତ୍ତମାନେ ତାଙ୍କ ବେକ ଓ ମୁଣ୍ଡକୁ କୌଣସି ଧାରୁଆ ଅସ୍ତ୍ରରେ ହାଣି…
ଆୱାର୍ଡ ଶୋ’ରେ ଷ୍ଟେଜ୍ ତଳେ ବସି ଏମିତି କରୁଥିଲେ ସିଦ୍ଧାର୍ଥ- କିଆରା
ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ ବର୍ତ୍ତମାନ ବି-ଚର୍ଚ୍ଚିତ ଯୋଡ଼ି। ଦୀର୍ଘ ଦିନ ଧରି ସେମାନଙ୍କ ସମ୍ପର୍କକୁ ନେଇ ଆଲୋଚନା ଚାଲିଛି। ଏକ ଆୱାର୍ଡ ଶୋ’ରେ ଦୁହିଁଙ୍କୁ ପୁଣି ଥରେ ଏକାଠି ଦେଖିବାକୁ ମିଳିଥିଲା। ଯେଉଁଠାରେ ଅର୍ଜୁନ କପୁର୍…
ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୪ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୧୮ା୬(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ ୧୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍ ୧୨,୭୯,୪୩୩ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…
ବ୍ରହ୍ମପୁରରେ ଅଗ୍ନିପଥକୁ ବିରୋଧ
ବ୍ରହ୍ମପୁର ଅଫିସ,୧୮।୬: କେନ୍ଦ୍ର ପ୍ରତିରକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯାଇଥିବା ଅଗ୍ନିପଥ ଯୋଜନାକୁ ଦେଶର ବିଭିନ୍ନ ପ୍ରାନ୍ତରେ ବିରୋଧ ଏବଂ ପ୍ରତିବାଦ ଜାରି ରହିଛି। ଏହି ମର୍ମରେ ଶନିବାର ବ୍ରହ୍ମପୁର ସହରରେ ମଧ୍ୟ ବିଭିନ୍ନ ଛାତ୍ର, ଯୁବ ସଂଗଠନ ସମେତ ସେନାରେ…
ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଯୁବକ
ହିଞ୍ଜିଳିକାଟୁ,୧୮ା୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନ ଆମ୍ବଗାଁ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ସଂପୃକ୍ତ ଗ୍ରାମ ଖତାଡ଼ି ସାହିର ଭୋଳା ସ୍ବାଇଁ (୩୫) । ଏ ନେଇ ହିଞ୍ଜିଳି ଥାନାରେ କେସ୍…
Archives


