ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ କରୋନା ପଜିଟିଭ୍
ମୁମ୍ବାଇ,୨୭।୬: ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଜାରି ରହିଥିବା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଏନ୍ସିପି ଦେତା ଅଜିତ ପାଓ୍ବାର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର ସୋମବାର ଟୁଇଟ କରି ଏହି ସୂଚନା…
ଦାୟିତ୍ୱ ନେଲେ ସିଏମ୍ସିର ନୂଆ କମିଶନର, ‘ଅଭିଜ୍ଞତାକୁ ନେଇ ସମସ୍ୟାର ସମାଧାନ କରିବି’
କଟକ ଅଫିସ,୨୭।୬: କଟକ ମ୍ୟୁନିସିପାଲ କର୍ପୋରେଶନ (ସିଏମ୍ସି)ର କମିଶନର ଭାବେ ନିଖିଲ ପୱନ କଲ୍ୟାଣ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୱନ କଲ୍ୟାଣ କାର୍ଯ୍ୟରେ ଯୋଗ ଦେବା ପୂର୍ବରୁ ମା’ କଟକ ଚଣ୍ଡୀଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଥିଲେ। ସେ କମିଶନର…
ସୁପ୍ରିମକୋର୍ଟ ଆମପାଇଁ ଭଗବାନ: ସଞ୍ଜୟ ରାଉତ
ମୁମ୍ବାଇ,୨୭ ।୬: ମହାରାଷ୍ଟ୍ରର ରାଜନୈତିକ ସଙ୍କଟ ବେଳକୁ ବେଳ ଭିନ୍ନ ଭିନ୍ନ ମୋଡ ନେଉଛି । ଅସନ୍ତୁଷ୍ଟ ବିଧାୟକ ଦଳର ନେତା ଏକନାଥ ସିନ୍ଧେଙ୍କ ଆବେଦନର ଶୁଣାଣି ସୋମବାର ସୁପ୍ରିମକୋର୍ଟରେ କରାଯାଇଛି । ଏହି ଶୁଣାଣି ସମୟରେ ଡେପୁଟି ସ୍ପିକରଙ୍କୁ ନାଟିସ…
କୁଲଗାମ ଏନ୍କାଉଣ୍ଟର: ୨ ଆତଙ୍କବାଦୀ ନିହତ
ଶ୍ରୀନଗର,୨୭।୬: ଜମ୍ମୁ-କଶ୍ମୀର କୁଲଗାମ ଜିଲାରେ ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ଦୁଇଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ମଧ୍ୟ ଏହି ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଅପରେସନ ଜାରି ରହିଛି । ଏ ନେଇ କଶ୍ମୀର ଜୋନ ପୋଲିସ ସୂଚନା ଦେଇଛି । ତେବେ ନିହତ…
ଜର୍ମାନ ଚାନ୍ସସେଲରଙ୍କୁ ଭେଟିଲେ ମୋଦି
ଏଲ୍ମାଉ,୨୭।୬: ଜି-୭ ଶିଖର ସମ୍ମିଳନୀରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଜର୍ମାନୀର ଏଲ୍ମାଉରେ ପହଞ୍ଚିଛନ୍ତି। ଏଠାରେ ତାଙ୍କୁ ଜର୍ମାନ ଚାନ୍ସସେଲର ଓଲାଫ ସ୍କୋଲଜ ସ୍ବାଗତ କରିଥିଲେ। ଉଭୟ ନେତା କିଛି ସମୟରେ ଆଲୋଚନା କରିଥିଲେ। ଏହି ସମ୍ମିଳନୀରେ ବିଶ୍ୱର…
ଉଦ୍ଧବଙ୍କ କାର୍ଯ୍ୟାନୁଷ୍ଠାନ: ବିଦ୍ରୋହୀ ମନ୍ତ୍ରୀଙ୍କଠାରୁ କାଢି ନେଲେ ବିଭାଗ
ମୁମ୍ବାଇ,୨୭।୬: ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଥମୁନି। ସୋମବାର ବିଦ୍ରୋହୀ ମନ୍ତ୍ରୀଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ନେଇଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଏକନାଥ ସିନ୍ଦେଙ୍କ କ୍ୟାମ୍ପରେ ଯୋଗ ଦେଇଥିବା ପ୍ରାୟ ୮ ଜଣ ମନ୍ତ୍ରୀଙ୍କ ଠାରୁ ଆଜି ସେ ସବୁ ବିଭାଗ କାଢି…
ସମଲପୁରୀ ଦିନ୍ରେ ୨ଶହ କବି, କଳାକାରଙ୍କୁ କରାଯିବ ସମ୍ମାନିତ
ପାଇକମାଳ,୨୭।୬(ଡି.ଏନ୍.ଏ): ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ପାଇକମାଳ ନୃସିଂହନାଥ ପୀଠରେ ଆଖଣ୍ତଳ ଦାଶଙ୍କ ସଭାପତିତ୍ୱରେ ସମଲପୁରୀ ଦିନ୍ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସିରଜିନା ସମ୍ପାଦକ ରାଜେନ୍ଦ୍ର କୁମାର ମହାନ୍ତି ସମଲପୁରୀ ଦିନ୍ କିପରି ଆଡମ୍ବର…
ସିନ୍ଧେଙ୍କ ଆବେଦନ ଉପରେ ଡେପୁଟି ସ୍ପିକରଙ୍କୁ ନୋଟିସ ପଠାଇଲେ ସୁପ୍ରିମ କୋର୍ଟ, ପରବର୍ତ୍ତି ଶୁଣାଣି ଜୁଲାଇ ୧୧ରେ
ନୂଆଦିଲ୍ଲୀ,୨୭ ।୬: ମହାରାଷ୍ଟ୍ରର ଅସନ୍ତୁଷ୍ଟ ବିଧାୟକ ଏକନାଥ ସିନ୍ଧେଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ପ୍ରାୟତଃ ସମସ୍ତ ପକ୍ଷଙ୍କୁ ନୋଟିସ ଦେଇଛନ୍ତି । ଏହି ନୋଟିସର ଜବାବ ସବୁ ପକ୍ଷଙ୍କୁ ୫ ଦିନ ମଧ୍ୟରେ ଦେବାକୁ ପଡିବ । ପରବର୍ତ୍ତି ଶୁଣାଣି ୧୧…
୩ ସ୍ବେଟର୍ ପିନ୍ଧି ‘ମ୍ୟାନ୍ ଅଫ୍ ଦ ମ୍ୟାଚ୍’ ପୁରସ୍କାର ନେବାକୁ ଆସିଲେ ଚହଲ: କାରଣ ଜାଣିଲେ…
ଡବଲିନ୍,୨୭।୬: ଅନ୍ତର୍ଜାତୀୟ କ୍ରିକେଟରେ ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକତ୍ୱ ଏକ ବିଜୟରୁ ଆରମ୍ଭ କରିଛନ୍ତି। ତାଙ୍କ ନେତୃତ୍ୱରେ ଭାରତ ୨ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଆୟାରଲାଣ୍ଡକୁ ସହଜରେ ପରାସ୍ତ କରିଛି। ବର୍ଷା ବାଧାପ୍ରାପ୍ତ ମ୍ୟାଚ୍ରେ ଟିମ ଇଣ୍ଡିଆ ୯…
ବୁଧବାର ବସିବ ଭାଜପାର କାର୍ଯ୍ୟକାରିଣୀ ବୈଠକ
ଭୁବନେଶ୍ୱର,୨୭।୬(ବ୍ୟୁରୋ): ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବୁଧବାର ଅନୁଷ୍ଠିତ ହେବ। ଚାଷୀ ନୀତି, ଦାଦନ ଶ୍ରମିକଙ୍କ ସଂଖ୍ୟା ବଢିବା, ଆଇନ ଶୃଙ୍ଖଳା ପରିସ୍ଥିତି, ମହିଳା ନିର୍ଯାତନା ଭଳି ପ୍ରସଙ୍ଗକୁ ନେଇ ଆଲୋଚନା କରିବ ଭାଜପା। ଏ ନେଇ ଭାଜପା ରାଜ୍ୟ ସାଧାରଣ…
ସଞ୍ଜୟଙ୍କ ଉପରେ ବର୍ଷିଲେ ଏକନାଥଙ୍କ ପୁଅ ଶ୍ରୀକାନ୍ତ ସିନ୍ଧେ
ମୁମ୍ବାଇ,୨୭ ।୬: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ଏବେ ପୁଅମାନଙ୍କର ଏଣ୍ଟ୍ରି ଦେଖାଗଲାଣି । ଗୋଟିଏ ପଟେ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ମଙ୍ଗ ସମ୍ଭାଳୁଥିବା ବେଳେ ଏବେ ଏକନାଥ ସିନ୍ଧେଙ୍କ ପୁଅ ଶ୍ରୀକାନ୍ତ ସିନ୍ଧେ ମଧ୍ୟ ଏହି…
ରଥଯାତ୍ରା ପ୍ରସ୍ତୁତି: ୧୪ ଗାଁକୁ ନେଇ ବସିଲା ଶାନ୍ତି କମିଟି
ଝାରସୁଗୁଡ଼ା ଅଫିସ୍,୨୭।୬ ରଥଯାତ୍ରା ସୁପରିଚାଳନା ପାଇଁ ଲଖନପୁର ଥାନା ପରିସରରେ ଆଇଆଇସି ଦୁଃଖିନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଏକ ଶାନ୍ତିକମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଥାନା ଅଞ୍ଚଳର ବିଭିନ୍ନ ରଥଯାତ୍ରା କମିଟି କର୍ମକର୍ତ୍ତା, ଆମ ପୋଲିସ ସମିତି ସଦସ୍ୟ ଓ ସ୍ଥାନୀୟ…
Archives


