Home Left

Indian Post Office  ଆରମ୍ଭ କଲା ଜବରଦସ୍ତ ସେବା, ଏବେ କେଇ ଘଣ୍ଟାରେ… 

ନୂଆଦିଲ୍ଲୀ,୧୭।୧୦: ଭାରତୀୟ ଡାକ ବିଭାଗ ନିଜର ଡେଲିଭରୀ ସେବାକୁ ଆହୁରି ଦ୍ରୁତ କରିବା ଦିଗରେ କାମ କରୁଛି। କେନ୍ଦ୍ରୀୟ ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ନିକଟରେ ଘୋଷଣା କରିଛନ୍ତି ଯେ, ଭାରତୀୟ ଡାକ ବିଭାଗ ନୂଆ ଫାଷ୍ଟ ଡେଲିଭରୀ ସେବା ଆରମ୍ଭ…

ଧନତେରସର ଗୋଟିଏ ଦିନ ପୂର୍ବରୁ ବଦଳିଲା ସୁନା ଦର? ଚେକ୍ କରନ୍ତୁ ନୂଆ ଦର

ନୂଆଦିଲ୍ଲୀ,୧୭ା୧୦:  ଆଜି ପୁଣି ବଦଳିଲା ସୁନା ଦର। ଧନତେରସ ପୂର୍ବରୁ ଜାଣନ୍ତୁ ଆଜି ଆପଣଙ୍କ ସହରରେ କେତେ ଅଛି ସୁନା-ରୂପା ମୂଲ୍ୟ। ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧, ୩୨,୭୭୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ…

ଅବସର ପ୍ରାପ୍ତ ଫାର୍ମାସିଷ୍ଟ ହମିଦ୍‌ ବେହେରାଙ୍କ ପରଲୋକ

ରିଷିଡ଼ା,୧୭।୧୦(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଳକ ଗଜବାହାଲ ପଞ୍ଚାୟତର ବଡ଼ ତୁଙ୍ଗରୀଗୁଡାର ଅବସର ପ୍ରାପ୍ତ ଫାର୍ମାସିଷ୍ଟ ହମିଦ୍‌ ବେହେରାଙ୍କ ପରଲୋକ ହୋଇଯାଇଛି । ଭୁବନେଶରସ୍ଥିତ ଏକ ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ତାଙ୍କର ମତ୍ୟୁ ହୋଇଥିଲା। ମୃତ୍ୟୁ ବେଳକୁ ୭୫…

ଧନତେରସରେ କମିଯିବ ସୁନା! ଆସିଲା ବଡ଼ ଅପଡେଟ୍‌

ଧନତେରସ, ଦୀପାବଳିର ପ୍ରଥମ ଦିନ, ସୁନା ଓ ରୂପା କିଣିବା ପାଇଁ ଏକ ଶୁଭ ଅବସର ବୋଲି କୁହାଯାଏ। କିନ୍ତୁ ବଜାରରେ ଠିକ ଦାମରେ ଓ ଗୁଣବତ୍ତାଯୁକ୍ତ ସୁନା-ରୂପା କିଣିବା ପାଇଁ କିଛି ସରଳ ଉପାୟ ଜାଣିବା ଜରୁରୀ। ଏହି ଧନତେରସରେ…

ଗଞ୍ଜେଇ ଧରି ବସ୍‌ରେ ଯିବାକୁ କରିଥିଲେ ଅପେକ୍ଷା: ମାଡ଼ି ବସିଲେ ଅବକାରୀ ଅଧିକାରୀ

ଖଡ଼ିଆଳ,୧୭ା୧୦(ସୁଜିତ କୁମାର ପ୍ରଧାନ)- ନୂଆପଡ଼ା ଜିଲା ଖଡ଼ିଆଳ ଅବକାରୀ ବିଭାଗ ପକ୍ଷରୁ କୋମନା ଥାନା ଅନ୍ତର୍ଗତ କ୍ରିଷ୍ଣା ଛକଠାରେ ଚଢ଼ାଉ କରାଯାଇ ୪ କେଜି ଗଞ୍ଜେଇ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ଯୁବକଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ସେ…

୨୦୨୭ ଦିନିକିଆ ବିଶ୍ୱକପରେ ରୋହିତ,କୋହଲିଙ୍କ ଖେଳିବା ନେଇ ବଡ ବୟାନ ଦେଲେ ଅଜିତ ଅଗରକର

ନୂଆଦିଲ୍ଲୀ,୧୭।୧୦: ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ, ଷ୍ଟାର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ୨୦୨୭ ଦିନିକିଆ ବିଶ୍ୱକପ ଦଳରେ ସାମିଲ କରିବା ନେଇ ଚୂଡାନ୍ତ ନିଷ୍ପତ୍ତି ଏପର୍ଯ୍ୟନ୍ତ ନିଆଯାଇନାହିଁ। ରବିବାରଠାରୁ ଅଷ୍ଟ୍ରେଲିଆ…

Dhanteras 2025: କେବେ ଧନତେରାସ ୧୮ ନା ୧୯, କେବେ କରିବେ କିଣାକିଣି, ଜାଣନ୍ତୁ ସଠିକ ଦିନ ଓ ଶୁଭ ମୁହୂର୍ତ୍ତ

ନୂଆଦିଲ୍ଲୀ,୧୭।୧୦: ଦୀପାବଳି ପର୍ବ ଆଉ କିଛି ଦିନ ବାକି ଅଛି। ଏହା ପବିତ୍ର ପର୍ବ ଧନତେରାସ ସହିତ ଆରମ୍ଭ ହୁଏ ଏବଂ ଭାଇ ଦ୍ୱିତୀୟା ସହିତ ଶେଷ ହୁଏ। ପ୍ରତିବର୍ଷ, ଏହି ପର୍ବ କାର୍ତ୍ତିକ ମାସର ଅନ୍ଧାର ପକ୍ଷର ତ୍ରୟୋଦଶ ଦିନରେ…

ଧନତେରସରେ ସୁନା କିଣିବାକୁ ଯାଉଛନ୍ତି କି? ୨ ଭରିର ସୁନା ହାରରେ ଜାଣନ୍ତୁ କେତେ ଆସିବ ମେକିଂ ଚାର୍ଜ

ସୁନା ନିବେଶ ଏବଂ ଉପହାର ପାଇଁ ସବୁଠାରୁ ପସନ୍ଦିତ ବିକଳ୍ପ ମଧ୍ୟରୁ ଗୋଟିଏ। ଧନତେରସ ଏବଂ ଦୀପାବଳି ଭଳି ପର୍ବଗୁଡ଼ିକରେ ଏହାର ଚାହିଦା ଆହୁରି ବୃଦ୍ଧି ପାଏ। କିନ୍ତୁ ଆପଣ କେବେ ଭାବିଛନ୍ତି କି ଦୁଇ ଭରି ସୁନା ହାର ଦୁଇ…

ଏସିଆ କପ ଟ୍ରଫିକୁ କେଉଁଠି ଲୁଚାଇ ରଖିଛନ୍ତି ନକଭି? ଟିମ ଇଣ୍ଡିଆକୁ ମିଳିବ କେବେ? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୭।୧୦: ଭାରତୀୟ ଦଳ ଏସିଆ କପ ଚାମ୍ପିଅନ ହେବାର ପ୍ରାୟ ତିନି ସପ୍ତାହ ବିତିଗଲାଣି। ଫାଇନାଲରେ ଟିମ ଇଣ୍ଡିଆ ପାକିସ୍ତାନକୁ ୫ ଉଇକେଟରେ ପରାସ୍ତ କରି ନବମ ଥର ପାଇଁ ଟାଇଟଲ ଜିତିଛି। ତଥାପି, ଏତେ ଦିନ ପରେ ମଧ୍ୟ ଭାରତୀୟ…

ଜମି ଦଖଲକୁ ନେଇ ୨ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ : ୧୮ ଅଭିଯୁକ୍ତ ଗଲେ ଜେଲ, ୪ ପ୍ଲାଟୁନ ଫୋର୍ସ ମୁତୟନ

ଦିଗପହଣ୍ଡି/ପାଟପୁର,୧୭।୧୦(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ):  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ପଞ୍ଚାୟତ ରତ୍ନମଣିପୁର ମୌଜା ରାସ୍ତାକଡରେ ଥିବା ମୂଲ୍ୟବାନ ଜମି ଦଖଲକୁ କେନ୍ଦ୍ରକରି ସିଙ୍ଗପୁର ଏବଂ ରତ୍ନମଣିପୁର ଗ୍ରାମବାସୀଙ୍କ ମଧ୍ୟରେ ଗୁରୁବାର ସନ୍ଧ୍ୟାରେ ଗୋଷ୍ଠୀ ସଂଘର୍ଷ ଘଟିଥିଲା। ବିବାଦୀୟ ଜମିରେ…

ବିଶ୍ୱର ନେତୃତ୍ୱ ନେବେ ଭାରତର ପ୍ରଧାନମନ୍ତ୍ରୀ, ଅଷ୍ଟ୍ରେଲିଆ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବଡ ବୟାନ

ନୂଆଦିଲ୍ଲୀ,୧୭।୧୦: ପୂର୍ବତନ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଟୋନୀ ଆବଟ୍ ଶୁକ୍ରବାର ୨୦୨୫ରେ କହିଛନ୍ତି ଯେ, ଏକବିଂଶ ଶତାବ୍ଦୀ ଭାରତର। ଆଗାମୀ ୪୦-୫୦ ବର୍ଷ ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀ ଆମେରିକାଠାରୁ ‘ମୁକ୍ତ ବିଶ୍ୱର ନେତା’ର ପଦବୀ ଗ୍ରହଣ କରିପାରନ୍ତି। ସେ ଭାରତକୁ ଏସିଆ-ପ୍ରଶାନ୍ତ ମହାସାଗରୀୟ…

ହୁମା ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ: ଉପଜିଲାପାଳଙ୍କ ଠାରେ ଫେରାଦ ହେଲେ ୧୫ ୱାର୍ଡ ସଭ୍ୟ, ଜାଣନ୍ତୁ କାହିଁକି…

ଗଞ୍ଜାମ/ଛତ୍ରପୁର (ବିଦ୍ୟାଧର ସାହୁ, ଦିଲ୍ଲୀପ ସାମଲ ) ୧୭।୧୦ : ଗଞ୍ଜାମ ବ୍ଲକ ହୁମା ପଞ୍ଚାୟତ ସରପଞ୍ଚ ଜାନକୀ ଦାସଙ୍କ ବିରୁଦ୍ଧରେ ଆସିଛି ଅନାସ୍ଥା ପ୍ରସ୍ତାବ। ଏନେଇ ଉକ୍ତ ପଞ୍ଚାୟତର ୧୫ ଜଣ ୱାର୍ଡ ସଭ୍ୟ ଶୁକ୍ରବାର ଛତ୍ରପୁର ଉପଜିଲାପାଳ ଶିବାଶିଷ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri