ଓ୍ବାଙ୍ଖଡେଙ୍କ ଅଡ଼ୁଆ ବଢ଼ିଲା, ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଲାଗି କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ
ମୁମ୍ବାଇ,୨୭।୫: ମୁମ୍ବାଇ କ୍ରୁସ ଡ୍ରଗ୍ସ ମାମଲାରେ ବଲିଉଡ ଅଭିନେତା ଶାହାରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଖାଁଙ୍କୁ କ୍ଲିନ୍ଚିଟ୍ ମିଳିବା ପରେ ପୂର୍ବତନ ଏନ୍ସିବି ଅଧିକାରୀ ସମୀର ୱାଙ୍ଖଡେଙ୍କ ଅଡ଼ୁଆ ବଢ଼ିଛି। ମାମଲାରେ ଉଚିତ୍ ତଦନ୍ତ ହୋଇ ନ ଥିବାରୁ ୱାଙ୍ଖଡ଼େଙ୍କ ବିରୋଧରେ…
ଫାରୁକ ଅବଦୁଲ୍ଲାଙ୍କୁ ଇଡିର ସମନ
ଶ୍ରୀନଗର,୨୭।୫: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନ୍ଫରେନ୍ସର ରାଷ୍ଟ୍ରୀୟ ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲାଙ୍କୁ ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଏକ ସମନ ପଠାଇଛି। ଇଡି ଫାରୁକଙ୍କୁ ମେ’୩୧ରେ ଦିଲ୍ଲୀ ମୁଖ୍ୟାଳୟରେ ହାଜର ହେବାକୁ ସମନ ଜାରି କରିଛି। ସୂଚନାଯୋଗ୍ୟ, ୨୦୨୦ରେ ମନି…
ପ୍ରେମ ପାଇଁ ବାପାଙ୍କୁ ହାଣିଲେ ପୁଅ
ବ୍ରହ୍ମପୁର ଅଫିସ,୨୭ା୫: ପାରିବାରିକ କଳହରୁ ବାପାଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ପୋଲିସ ଅଭିଯୁକ୍ତ ପୁଅ ତାଙ୍କର ଜଣେ ସହଯୋଗୀଙ୍କୁ ଗିରଫ କରିଛି। ସେମାନେ ହେଲେ ମୋଚି ସାହିର ଏ. ଭେଙ୍କଟରମଣଙ୍କ ପୁଅ ଏ. ସୁରଜ ଓ ତାଙ୍କ ସହଯୋଗୀ ଖାଲାସୀ ସାହିର…
ଲଗାତାର ୫ ଛକା, ଓଭରରେ ୩୪ ରନ୍
ନୂଆଦିଲ୍ଲୀ,୨୭।୫: ଇଂଲଣ୍ଡରେ ଆରମ୍ଭ ହୋଇଥିବା ଟି-୨୦ ବ୍ଲାଷ୍ଟ ଟୁର୍ନାମେଣ୍ଟରେ ଗୁରୁବାର ଏକ ବିସ୍ଫୋରକ ଇନିଂସ ଦେଖିବାକୁ ମିଳିଛି। ଆୟର୍ଲାଣ୍ଡର ବ୍ୟାଟ୍ସମ୍ୟାନ୍ ପଲ ଷ୍ଟିରଲିଂ ମାତ୍ର ୫୧ ବଲ୍ରେ ୧୧୯ ରନ୍ କରିଛନ୍ତି। ଏଥିରେ ୯ ଚୌକା ଏବଂ ୧୦ ଛକା ଥିଲା।…
କୋହଲିଙ୍କୁ ଆଉ ଅଧିକ ତଳକୁ ଖସୁଥିବା ଦେଖିପାରିବି ନାହିଁ: ଅଖ୍ତର
ମୁମ୍ବାଇ,୨୭।୫: ଆଇପିଏଲ୍ ୨୦୨୨ର କ୍ୱାଲିଫାୟାର-୨ ମୁକାବିଲାରେ ରାଜସ୍ଥାନକୁ ଭେଟିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଶୁକ୍ରବାର ସନ୍ଧ୍ୟା ୭.୩୦ ମିନିଟ ସମୟରେ ଏହି ମ୍ୟାଚ୍ ଖେଳାଯିବ। ତେବେ ଏହି ମୁକାବିଲା ପୂର୍ବରୁ ପାକିସ୍ତାନ ଟିମ୍ର ପୂର୍ବ ଦ୍ରୁତ ବୋଲର…
ପାଚିକା ସହାୟିକା ସଂଘର ବିକ୍ଷୋଭ
ବ୍ରହ୍ମପୁର ଅଫିସ୍,୨୭ା୫: ଓଡ଼ିଶା ମିଳିତ ବିଦ୍ୟାଳୟ ପାଚିକା ସହାୟିକା ସଂଘ ଗଞ୍ଜାମ ଜିଲା କମିଟି ପକ୍ଷରୁ ବିଭିନ୍ନ ଦାବି ନେଇ ଶୁକ୍ରବାର ଜିଲା ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ସହାୟିକା ସଂଘର ଏକ ରାଲି ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରୁ ବାହାରି ଗିରିରୋଡ଼…
ଅନୀଲ ଦେଶମୁଖ ଆଇସିୟୁରେ ଭର୍ତ୍ତି
ମୁମ୍ବାଇ,୨୭।୫: ଜେଲ୍ରେ ଥିବା ଏନ୍ସିପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ଶୁକ୍ରବାର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯାଇଛି। ଶୁକ୍ରବାର ଅନୀଲଙ୍କ ଛାତିରେ ଯନ୍ତ୍ରଣା ହେବା ସହ ଉଚ୍ଚ ରକ୍ତ ଚାପ ଓ କାନ୍ଧରେ କଷ୍ଟ ଅନୁଭବ କରିଥିଲେ। ଏହାପରେ ତାଙ୍କୁ…
ଗୋବର ବିକି ସ୍ବାମୀଙ୍କୁ ୮୦ ହଜାର ଟଙ୍କା ମୂଲ୍ୟର ବାଇକ୍ ଭେଟିଦେଲେ ଏହି ମହିଳା
ରାୟପୁର,୨୭।୫: ଗୋବର ବିକ୍ରି କରି ସ୍ବାମୀଙ୍କୁ ୮୦ ହଜାର ଟଙ୍କାର ଏକ ବାଇକ୍ କିଣି ଦେଇଛନ୍ତି ଜଣେ ମହିଳା। ଛତିଶଗଡ଼ର ଏହି ମାମଲା ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି। ମହିଳାଜଣଙ୍କ ହେଲେ ନୀଳିମା ଦେବଙ୍ଗନ। ସେ ଛତିଶଗଡ଼ ମାଙ୍ଗାନାରର ବାସିନ୍ଦା।…
ତମନ୍ନାଙ୍କ ବୋଲ୍ଡ ଲୁକ
ମୁମ୍ବାଇ: ତେଲଗୁ, ତାମିଲ ଓ ହିନ୍ଦୀ ସହ ଆଉ କିଛି ଭାଷାର ଫିଲ୍ମରେ ନଜର ଆସିଛନ୍ତି ତମନ୍ନା ଭାଟିଆ । ସେ ତାଙ୍କ ଅଭିନୟକୁ ନେଇ ଯେତିକି ଚର୍ଚ୍ଚିତି ସେତିକି ଚର୍ଚ୍ଚିତ ତାଙ୍କ ଷ୍ଟାଇଲିସ ଲୁକକୁ ନେଇ । କୋଟି କୋଟି…
ଦେଶର ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ୫୮ତମ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ-ସୋନିଆ ଗାନ୍ଧୀ
ନୂଆଦିଲ୍ଲୀ,୨୭।୫: ଦେଶର ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ୫୮ତମ ପୁଣ୍ୟତିଥି ଶୁକ୍ରବାର ପାଳନ କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମେତ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ପୂର୍ବତନ ପ୍ରଧାନମନ୍ତ୍ରୀ ନେହେରୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଶୁକ୍ରବାର ସକାଳେ ପଣ୍ଡିତ ଜବାହାରଲାଲ…
କେଜିଏଫ୍ ୩ରେ ନଜର ଆହିବେ ହ୍ରିତିକ!
ମୁମ୍ବାଇ: ଏବେ ସିନେମା ହଲରେ କେଜିଏଫ ୨ ଭଲ ବ୍ୟବସାୟ କରୁଛି । ଦର୍ଶକଙ୍କୁ ଏହି ମୁଭି ବେଶ ପସନ୍ଦ ଆସିଥିବା ବେଳେ ଏହାର ତୃତୀୟ ପାର୍ଟକୁ ଫିଲ୍ମ ପ୍ରେମୀ ଅପେକ୍ଷା ରଖିଛନ୍ତି । ତେବେ ଏହି କେଜିଏଫ ୩କୁ ନେଇ…
କ୍ୱାଲିଫାୟାର-୨ ମୁକାବିଲା ପୂର୍ବରୁ କାର୍ତ୍ତିକଙ୍କୁ ତାଗିଦ୍
ମୁମ୍ବାଇ,୨୭।୫: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୨ର କ୍ୱାଲିଫାୟାର-୨ ମୁକାବିଲା ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଷ୍ଟାର ଉଇକେଟକିପର ବ୍ୟାଟ୍ସମ୍ୟାନ୍ ଦିନେଶ କାର୍ତ୍ତିକଙ୍କୁ ତାଗିଦ କରାଯାଇଛି। ଆଇପିଏଲ୍ ଆଚରଣ ସଂହିତା ଉଲ୍ଲଂଘନରେ ଦୋଷୀ ସାବ୍ୟସ୍ତ କରାଯାଇଛି। କାର୍ତ୍ତିକ ଏଯାବତ ସିଜନରେ ୧୫ ମ୍ୟାଚ୍…
Archives


