ସ୍ମାର୍ଟଫୋନ୍ ଆଣିପାରେ ବିପଦ
ଏବେ ହାଇଟେକ୍ ଯୁଗ। ସ୍ମାର୍ଟଫୋନ୍ ବା ମୋବାଇଲର ବ୍ୟବହାର ସହ ପ୍ରାୟ ସମସ୍ତେ ଜଡ଼ିତ। ଦିନରାତି ଫୋନ୍ ସହ ଯୋଡ଼ିହୋଇ ରହିବାର ଅଭ୍ୟାସ ମଧ୍ୟ ଅନେକଙ୍କର ଅଛି। ଏହା ହୁଏତ ଦୂରଦୂରାନ୍ତରେ ରହୁଥିବା ଲୋକଙ୍କୁ ଆପଣଙ୍କ ସହ ବାନ୍ଧି ରଖିଥାଏ, କିନ୍ତୁ…
ବିନା ହେଲ୍ମେଟରେ ଗାଡ଼ି ଚଳାଇଲେ ଦୁଇ ଗୁଣା ଜରିମାନା
ଭୁବନେଶ୍ୱର,୯ା୮(ବ୍ୟୁରୋ)-ବିନା ହେଲ୍ମେଟରେ ଗାଡ଼ି ଚଳାଇଲେ ଏବେ ଦୁଇଗୁଣା ଜରିମାନା ଦେବାକୁ ହେବ। ପୂର୍ବରୁ ୫୦୦ ଟଙ୍କା ଦେବାକୁ ପଡୁଥିଲା। କିନ୍ତୁ ବର୍ତ୍ତମାନ ୧୦୦୦ ଟଙ୍କା ଦେବାକୁ ପଡିବ। ଏ ନେଇ ଅଗଷ୍ଟ ୧୬ରୁ ୩୦ ତାରିଖ ଯାଏ ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସ୍ଟିଏ)…
ଅବପାତରେ ପରିଣତ ହେଲା ଲଘୁଚାପ କ୍ଷେତ୍ର, ୩ ଜିଲାରେ ପ୍ରବଳ ବର୍ଷିବ
ଭୁବନେଶ୍ୱର,୯।୮(ବ୍ୟୁରୋ): ଅବପାତରେ ପରିଣତ ହେଲା ସୁଦୃଶଃ ଲଘୁଚାପ କ୍ଷେତ୍ର। ଏହାର ପ୍ରଭାବରେ ରାଜ୍ୟରେ ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏହାସହ ୩ ଜିଲା ଗଞ୍ଜାମ, ଗଜପତି ଓ…
୧କି.ମିର ତ୍ରିରଙ୍ଗା ଧରି ବାହାରିଲେ ଛାତ୍ରୀଛାତ୍ର
ବରଗଡ଼ ଅଫିସ, ୯।୮: ଆଜି ଅଗଷ୍ଟ ୯ତାରିଖ କ୍ରାନ୍ତି ଦିବସ । ଦେଶ ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଦେଶବ୍ୟାପୀ ଆଜାଦୀକା ଅମୃତ ମହୋତ୍ସବ ପାଳନ କରାଯାଉଛି। ଏହି କ୍ରମରେ ବରଗଡ଼ ବିକାଶ ଗ୍ରୁପ ନିଆରା ଢଙ୍ଗରେ ମଙ୍ଗଳବାର ଏହି ଉତ୍ସବ…
ବିହାରରେ ରାଜନୀତି ପାଣିପାଗ ବଦଳିବା ନିଶ୍ଚିତ:ରାଜ୍ୟପାଳଙ୍କୁ ଭେଟିବାକୁ ସମୟ ମାଗିଲେ ନୀତୀଶ କୁମାର
ପାଟନା,୯।୮: ବିହାରରେ ପୁଣି ଥରେ ଏକ ବଡ଼ ରାଜନୈତିକ ଓଲଟପାଲଟ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବେ ଭାଜପା ଛାଡି ଆରଜେଡି ସହ ସରକାର ଗଠନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ନୀତିଶ ରାଜ୍ୟପାଳଙ୍କୁ ଭେଟିବାକୁ ମଙ୍ଗଳବାର ସମୟ ମାଗିଛନ୍ତି। ନୀତୀଶଙ୍କ…
ଓଲଟିଲା ବସ୍, ୩୫ ଯାତ୍ରୀ ଆହତ
ସମ୍ବଲପୁର,୯।୮(ବ୍ୟୁରୋ): ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍। ସମ୍ବଲପୁର ଜିଲା ଜୁଜୁମୁରା ଥାନା ଅନ୍ତର୍ଗତ ଫୁଲଝରଣ ନିକଟରେ ମଙ୍ଗଳବାର ଏଭଳି ଏକ ଦୁର୍ଘଟଣା ଘଟିଛି। ଏଥିରେ ୩୫ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି। ସେମାନଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଅନୁଗୋଳ…
ଭାଜପା ନେତା ଶ୍ରୀକାନ୍ତ ତ୍ୟାଗୀ ଗିରଫ
ଲକ୍ଷ୍ନୌ,୯।୮: ନୋଏଡ଼ା ହାଉସିଂ ସୋସାଇଟିରେ ପଡୋଶୀ ମହିଳାଙ୍କୁ ମାଡ଼ ମାରିବା ସହ ଗାଳିଗୁଲଜ କରିବା ଅଭିଯୋଗରେ ସ୍ଥାନୀୟ ଭାଜପା ନେତା ଶ୍ରୀକାନ୍ତ ତ୍ୟାଗୀଙ୍କୁ ଗିରଫ କରାଯାଇଛି। ତ୍ୟାଗୀଙ୍କୁ ଗିରଫ କରିବା ପାଇଁ ଏସଟିଏଫର ୧୨ଟି ଟିମ୍ ନିୟୋଜିତ ହୋଇଥିଲା। ଶେଷରେ ତାଙ୍କ…
ଭିଜିଲାନ୍ସ ଜାଲରେ କୃଷି ଅଧିକାରୀ
ପଦ୍ମପୁର,୯।୮(ଡି.ଏନ୍.ଏ.): ଭିଜିଲାନ୍ସ ହାତରେ ଧରାପଡିଲେ ବରଗଡ଼ ଜିଲା ପାଇକମାଲ ବ୍ଳକର ସହକାରୀ କୃଷି ଅଧିକାରୀ ପ୍ରଣୟ କୁମାର ମନ୍ତ୍ରୀ। ସେ ଦେଢ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି l ବିନା ଲାଇସେନ୍ସରେ କୀଟନାଶକ ଦୋକାନ ଚଳାଇବା…
ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ: ଭାଜପାରୁ ୯, ଶିନ୍ଦେ ଗୋଷ୍ଠୀର ୯ ମନ୍ତ୍ରୀ ନେଲେ ଶପଥ
ମୁମ୍ବାଇ,୯।୮: ମହାରାଷ୍ଟ୍ରରେ ଏକନାଥ ଶିନ୍ଦେ ସରକାରଙ୍କ ମନ୍ତ୍ରିମଣ୍ଡଳର ବହୁ ପ୍ରତୀକ୍ଷିତ ସମ୍ପ୍ରସାରଣ ମଙ୍ଗଳବାର ହୋଇଛି। ମୁମ୍ବାଇସ୍ଥିତ ରାଜଭବନରେ ୧୮ ନୂଆ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ଏହା ସହିତ ମହାରାଷ୍ଟ୍ର କ୍ୟାବିନେଟରେ ସଦସ୍ୟଙ୍କ ସଂଖ୍ୟା ୨୦ ବୃଦ୍ଧି ପାଇଛି। ଶିନ୍ଦେ ସରକାରରେ…
ବରିଷ୍ଠ ନାଗରିକଙ୍କ ବିନା ବିକାଶ ଅସମ୍ଭବ: ସ୍ବାସ୍ଥ୍ୟମନ୍ତ୍ରୀ
ଝାରସୁଗୁଡା ଅଫିସ,୯।୮: ଝାରସୁଗଡ଼ା ଜିଲା ଏକ ଶିଳ୍ପ ସମୃଦ୍ଧ ଜିଲା ହୋଇଥିବା ବେଳେ ଏହାର ବିକାଶଧାରା ଜାରି ରହିଛି । ଝାରସୁଗୁଡାର ନୂତନ ନିର୍ମାଣରେ ବିମାନ ବନ୍ଦର, ରେଳ ଜଙ୍କସନ ଆଦି ରହିଥିବା ବେଳେ ହାର୍ଟ ହସ୍ପିଟାଲ, ମେଡିକାଲ୍ କଲେଜ ଆଦି…
ବିହାର ରାଜନୀତିରେ ନୂଆ ଟୁଇଷ୍ଟ୍: ଉପେନ୍ଦ୍ର କୁଶୱାହା କହିଲେ, ‘ଅଲ୍ ଇଜ୍ ଓ୍ବେଲ୍’
ପାଟନା,୯।୬: ବିହାରରେ ରାଜନୈତିକ ହଲ୍ଚଲ୍ ଦେଖିବାକୁ ମିଳିଛି। ରାଜ୍ୟରେ ଭାଜପା ଏବଂ ଜେଡିୟୁ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି। ଏଭଳି ଚର୍ଚ୍ଚା ଭିତରେ ମଙ୍ଗଳବାର ଏକ ନୂଆ ଟୁଇଷ୍ଟ୍ ଆସିଛି। ଜେଡିୟୁ ନେତା ଉପେନ୍ଦ୍ର କୁଶୱାହା କହିଛନ୍ତି, ଜେଡିୟୁ…
ପରେଡ୍ରେ ଭାଗ ନେବେନି ସ୍କୁଲ୍ ଛାତ୍ରୀଛାତ୍ର
ଭୁବନେଶ୍ୱର,୯।୮(ବ୍ୟୁରୋ): ଏଥର ଅଗଷ୍ଟ ୧୫ ପରେଡ୍ରେ ଭାଗ ନେବେନି ସ୍କୁଲ୍ ଛାତ୍ରୀଛାତ୍ର। କେବଳ ଓଏସ୍ଏପି, ଓଡ୍ରାଫ୍ ଓ ବିଏସ୍ଏଫ ପରେଡ୍ରେ ସାମିଲ ହେବେ । ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ପ୍ରଦର୍ଶନୀ ପଡ଼ିଆରେ ୧୧,…
Archives


