୨ ବଖରା ସହ ପୋଡ଼ିଗଲେ ମା’
ଖୁଣ୍ଟା,୧୧ା୧୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଅଧୀନ ବଣକାଟୀ ଗ୍ରାମର ମଙ୍ଗଲ ହେମ୍ବ୍ରମଙ୍କ ଘରେ ଅପରାହ୍ନରେ ନିଆଁ ଲାଗି ୨ବଖରା ପୋଡ଼ି ଯାଇଛି। ଏହି ଅଗ୍ନିକାଣ୍ଡରେ ମଙ୍ଗଲଙ୍କ ମା’ ଯବା(୬୫) ପୋଡ଼ିଯାଇ ଆହତ ହୋଇଛନ୍ତି। ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି…
ଗାଈ ସହ ପିକ୍ଅପ୍ ଭ୍ୟାନ ଲୁଟ୍ ଘଟଣା: ଧରାପଡ଼ିଲେ ଫେରାର ଅଭିଯୁକ୍ତ
ବୈଶିଙ୍ଗା,୧୧ା୧୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ କଳମାଠାରେ ମୂଲ୍ୟବାନ ଗାଈ ସହ ପିକ୍ଅପ୍ ଭ୍ୟାନ ଲୁଟ ଘଟଣାରେ ସମ୍ପୃୃକ୍ତ ଅନ୍ୟ ଜଣେ ଫେରାର ଅଭିଯୁକ୍ତଙ୍କୁ ଗୁରୁବାର ପୋଲିସ ଗିରଫ କରିଛି। ସେ ହେଲେ ଗୋବିନ୍ଦରାୟପୁର ଗ୍ରାମର ନୁର୍ ହୁସେନ ଖଁାଙ୍କ…
ଏତେ ବଦଳିଗଲେଣି ସମସ୍ତଙ୍କ ପ୍ରିୟ ‘ଗଙ୍ଗୁବାଇ, ଚିହ୍ନିବା ହେଉଛି ମୁସ୍କିଲ
ବମ୍ବେ: ବଦଳିଗଲେଣି ଲୋକପ୍ରିୟ କମେଡି ଶୋ’ ‘କମେଡି ସର୍କସ’ରେ ନଜର ଆସିଥିବା ପ୍ରତିଭାବାନ ସଲୋନୀ ଦାଇନି ଓରଫ ଗଙ୍ଗୁବାଇ। ଏବେ ସେ ୨୦ ବର୍ଷର ହେଲେଣି। ଟ୍ରାନ୍ସଫରମେଶନ ସାଙ୍ଗକୁ ସତିଶ କୌଶିକଙ୍କ ସହ ନିଜର ଆଗାମୀ ପ୍ରୋଜେକ୍ଟକୁ ନେଇ ସଲୋନୀ ଅଛନ୍ତି…
୫ ବର୍ଷ ପୂର୍ବେ ବିବାହ କରିଥିଲେ ସିଦ୍ଧାନ୍ତ; ହଠାତ୍ ମୃତ୍ୟୁକୁ ନେଇ ଶୋକରେ ପରିବାର
ବମ୍ବେ: ଥିଲେ ବେଶ ଫିଟ୍ନେସ୍ ଫ୍ରିକ୍। ହେଲେ ଜିମ୍ରେ ଓ୍ବାର୍କଆଉଟ୍ କରିବା ବେଳେ ହୃଦ୍ଘାତ ଯୋଗୁ ଚାଲିଯାଇଛି ଜୀବନ। ମାତ୍ର ୪୬ ବର୍ଷ ବୟସରେ ଟେଲିପରଦାର ଜଣାଶୁଣା ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀଙ୍କ ମୃତ୍ୟୁ ଘଟିଛି। ୨୦୦୧ରୁ ଅଭିନୟ ଦୁନିଆରେ ସକ୍ରିୟ…
ରାଜ୍ୟରେ ନିଯୁକ୍ତି ପାଇବେ ୭,୫୪୦ ଶିକ୍ଷୟିତ୍ରୀ-ଶିକ୍ଷକ
ଭୁବନେଶ୍ୱର,୧୧।୧୧(ବ୍ୟୁରୋ): ରାଜ୍ୟର ୪,୮୪୮ଟି ସରକାରୀ ହାଇସ୍କୁଲରେ ନିଯୁକ୍ତି ପାଇବେ ୭,୫୪୦ ଶିକ୍ଷୟିତ୍ରୀ ଓ ଶିକ୍ଷକ। ଏନେଇ ନିଯୁକ୍ତ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଓଡିଶା ଷ୍ଟାଫ ସିଲେକ୍ସନ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପଦବୀ ଗୁଡିକ…
ମଜା ଉଡାଇଲେ ରମିଜ: କହିଲେ‘ ବିଲିୟନ ଡଲାର ରୋଜଗାର କରୁଥିବା ଟିମ୍ ପଛରେ ରହିଲେ, ଆମେ ଫାଇନାଲରେ…’
ମେଲବୋର୍ନ,୧୧।୧୧: ଭାରତୀୟ କ୍ରିକେଟ ଟିମ୍ ଗୁରୁବାର ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ସେମିଫାଇନାଲ ମୁକାବିଲାରେ ୧୦ ଉଇକେଟରେ ପରାଜିତ ହୋଇ ଫାଇନାଲ ଖେଳିବାରୁ ବଞ୍ଚିତ ହୋଇଛି। ଏହି ଶୋଚନୀୟ ପରାଜୟ ପରେ ଭାରତୀୟ ଟିମ୍କୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି। ଏହି କ୍ରମରେ…
ଟ୍ରକ୍କୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍: ଜଣେ ମୃତ, ୧୫ ଆହାତ
ଝାରସୁଗୁଡ଼ା ଅଫିସ,୧୧।୧୧: ଝାରସୁଗୁଡ଼ା ଜିଲା ବିଜୁ ଏକ୍ସପ୍ରେସ୍ ଖିଣ୍ଡାଛକ ନିକଟ ରାସ୍ତାରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଛକ ନିକଟଟ ରାସ୍ତା ପାର୍ଶ୍ୱରେ ଏକ ଟ୍ରକ୍ ଅଟକି ରହିଥିବା ବେଳେ ଝାରସୁଗୁଡ଼ା-ସମ୍ବଲପୁର ଅଭିମ୍ମୁଖେ ଯାଉଥିବା ମହାଲକ୍ଷ୍ମୀ ଯାତ୍ରୀବାହୀ ବସ୍ ଟ୍ରକ୍ର ପଛରୁ…
‘ଭାରତକୁ ଆଇପିଏଲ୍ରୁ କ’ଣ ମିଳିଛି… ସବୁଠାରୁ ଖରାପ ଟିମ୍’
ଲଣ୍ଡନ,୧୧।୧୧: ଧଳା ବଲ୍ କ୍ରିକେଟ ଇତିହାସରେ ଭାରତ ସବୁଠାରୁ ଖରାପ ପ୍ରଦର୍ଶନକାରୀ ଦଳ ବୋଲି କଟାକ୍ଷ କରିଛନ୍ତି ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ୍ ଭାଓନ୍। ଇଣ୍ଡିଆନ ପ୍ରିମିୟର ଲିଗ୍ ଖେଳାଳିଙ୍କ ଖେଳକୁ ଉନ୍ନତ କରିଥିବା ପ୍ରତ୍ୟେକ ଖେଳାଳି କହିଥାନ୍ତି। ହେଲେ ଭାରତ…
ଏନ୍ସିପି ବିଧାୟକ ଗିରଫ: ଫିଲ୍ମ ‘ହର ହର ମହାଦେବ’ର ସ୍କ୍ରିନିଂକୁ କରାଇଥିଲେ ବନ୍ଦ
ମୁମ୍ବାଇ,୧୧।୧୧: ମହାରାଷ୍ଟ୍ରର ଏନ୍ସିପି ବିଧାୟକ ଜିତେନ୍ଦ୍ର ଅହ୍ବାଦଙ୍କୁ ଶୁକ୍ରବାର ପୋଲିସ ଗିରଫ କରିଛି। ଜିତେନ୍ଦ୍ର ଅହ୍ବାଦ ତାଙ୍କ ସମର୍ଥକଙ୍କ ସହ ପୁଣେର ଏକ ମଲ୍ରେ ଫିଲ୍ମ ‘ହର ହର ମହାଦେବ’ର ସ୍କ୍ରିନିଂକୁ ବନ୍ଦ କରିଦେଇଥିଲେ। ଏହି ସମୟରେ ସେ ମଲ୍ରେ ମାରପିଟ୍…
ଜ୍ୟାକଲିନଙ୍କୁ ମିଳିଲା ଅନ୍ତରୀଣ ଜାମିନ: ୧୫ରେ ଆସିବ ରାୟ
ନୂଆଦିଲ୍ଲୀ,୧୧।୧୧: ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଡିଜ୍୍ଙ୍କୁ ଦିଲ୍ଲୀ କୋର୍ଟରୁ ଶୁକ୍ରବାର ବଡ଼ ଆଶ୍ୱସ୍ତି ମିଳିଛି। ୨୦୦କୋଟି ମନି ଲଣ୍ଡିଂ ମାମଲାରେ କୋର୍ଟ ଜ୍ୟାକଲିନଙ୍କ ଜାମିନ ଆବେଦନକୁ ଗ୍ରହଣ କରିନେଇଛନ୍ତି। ବର୍ତ୍ତମାନ ଅଭିନେତ୍ରୀ ଜଣକ ଅନ୍ତରୀଣ ଜାମିନରେ ରହିବେ। ଅନ୍ୟପଟେ ଏହି ମାମଲାର…
କିଏ ସେହି ପାକିସ୍ତାନୀ ଅଭିନେତ୍ରୀ? ଯାହାଙ୍କ ସହ ଯୋଡାଯାଉଛି ସାନିଆଙ୍କ ସ୍ବାମୀ ଶୋଏବଙ୍କ ନାମ?
ନୂଆଦିଲ୍ଲୀ,୧୧।୧୧: ଛାଡ଼ପତ୍ରକୁ ନେଇ ଚର୍ଚ୍ଚାରେ ଅଛନ୍ତି ଭାରତୀୟ ଟେନିସ ତାରକା ସାନିଆ ମିର୍ଜା। ବିବାହର ଦୀର୍ଘ ୧୨ ବର୍ଷ ପରେ ସେ ସ୍ବାମୀ ତଥା କ୍ରିକେଟର ଶୋଏବ ମଲିକଙ୍କଠାରୁ ଅଲଗା ହେବାକୁ ଯାଉଥିବା କୁହାଯାଉଛି। ଏସବୁ ମଧ୍ୟରେ ଏହା ପଛର କାରଣ…
ଦର୍ଶକଙ୍କୁ ପସନ୍ଦ ଆସୁଛି ସାମନ୍ଥାଙ୍କ ଫିଲ୍ମ, ଭାଙ୍ଗିପାରେ କିଛି ରେକର୍ଡ
ମୁମ୍ବାଇ: ସାମନ୍ଥା ରୁଥ ପ୍ରଭୁଙ୍କ ଅଭିନୀତ ମୁଭି ‘ୟଶୋଦା’ ଲମ୍ବା ସମୟର ପ୍ରତିକ୍ଷା ପରେ ଶେଷରେ ରିଲିଜ୍ ହୋଇଛି । ପ୍ରଥମ ଦିନରେ ଫିଲ୍ମକୁ ଭଲ ରେସପନ୍ସ ମିଳୁଛି ବୋଲି କୁହାଯାଉଛି । ସସପେନ୍ସ, ଆକ୍ସନ, ଥ୍ରିଲର ଫିଲ୍ମର ନିର୍ଦ୍ଦେଶନା ହରି…

