ଯାଞ୍ଚ ହେବ ହରଡ଼ ଡାଲି ଷ୍ଟକ୍
ନୂଆଦିଲ୍ଲୀ,୧୩ା୮: ଗତ କିଛିଦିନ ହେବ ସାରା ଦେଶରେ ହରଡ଼ ଡାଲିର ଦର ପୂର୍ବାପେକ୍ଷା ବୃଦ୍ଧି ପାଇଚାଲିଛି। କେନ୍ଦ୍ର ସରକାର ଏ ନେଇ ମଧ୍ୟ ରାଜ୍ୟ ସରକାରମାନଙ୍କ ଦୃଷ୍ଟିଗୋଚର ସହ ବଜାର ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷକରି ଦେଶର କେତେକ…
ଖିମ୍ଜୀର ପ୍ରତିଷ୍ଠା ଦିବସ
ଭୁବନେଶ୍ୱର,୧୩ା୮: ଦୀର୍ଘ ୮୭ ବର୍ଷର ଅଭିଜ୍ଞତା ସହ ଓଡ଼ିଶାର ସର୍ବପୁରାତନ ତଥା ବିଶ୍ୱସ୍ତ ଅଳଙ୍କାର ବ୍ରାଣ୍ଡ ଖିମ୍ଜୀ ଜୁଏଲର୍ସର ପ୍ରତିଷ୍ଠାତା ଖିମ୍ଜୀ ଦୟାଭାଇଙ୍କୁ ସ୍ମରଣ କରି ଫାଉଣ୍ଡେଶନ ଦିବସ ପାଳନ କରିଛି। ଏହି ପରିପ୍ରେକ୍ଷୀରେ ଖିମଜୀ ଜୁଏଲର୍ସ ଦ୍ୱାରା ଭୁବନେଶ୍ୱରର କେତେଜଣ…
୨.୬୧ ଲକ୍ଷ ପରିବାରକୁ ୭୫ ହଜାର ତ୍ରିରଙ୍ଗା
ଜଗତ୍ସିଂହପୁର ଅଫିସ୍, ୧୩।୮: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରତ୍ୟେକ ପରିବାର ସେମାନଙ୍କ ଘରେ ଜାତୀୟ ପତାକା ଉଡାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ହର୍ ଘର୍…
୨୦୨୩ରୁ ବନ୍ଦ ହେବ ଜନ୍ସନ୍ ପାଉଡର ବିକ୍ରି
ନୂଆଦିଲ୍ଲୀ,୧୩ା୮: ଆମେରିକାରେ ଜନ୍ସନ୍ ଆଣ୍ଡ ଜନ୍ସନ୍ର ବେବି ପାଉଡର ବିକ୍ରି ବନ୍ଦ ପରେ ବର୍ତ୍ତମାନ ସାରା ବିଶ୍ୱରେ ଏହାର ବିକ୍ରି ବନ୍ଦ ହେବାକୁ ଯାଉଛି। ଏପରିକି ୨୦୨୩ରେ ସାରା ବିଶ୍ୱରେ ଏହି ପାଉଡର ବିକ୍ରି ବନ୍ଦ ହୋଇଯିବ ବୋଲି ଔଷଧ ପ୍ରସ୍ତୁତ…
ଜୁଲାଇରେ ଖୁଚୁରା ମୁଦ୍ରାସ୍ଫୀତି ୬.୭୧%
ନୂଆଦିଲ୍ଲୀ,୧୩ା୮: ଚଳିତ ବର୍ଷ ଜୁଲାଇର ଖୁଚୁରା ମୁଦ୍ରାସ୍ଫୀତି ହାର କିଛି ପରିମାଣରେ ହ୍ରାସ ପାଇଛି। ଫଳରେ ଗତ ମାସ ତୁଳନାରେ ଖୁଚୁରା ମୁଦ୍ରାସ୍ଫୀତି ହାର ହ୍ରାସ ପାଇ ୬.୭୧% ରେ ରହିଛି। ଏପରିକି ଏହା ଗତ ୫ ମାସରେ ସବୁଠୁ କମ୍…
ଲଗାଣ ବର୍ଷା: ଡାକ୍ତରଙ୍କ କ୍ୱାର୍ଟର୍ସ ଆଗରେ ଆଣ୍ଠୁଏ ପାଣି
ପଟ୍ଟାମୁଣ୍ଡାଇ,୧୩।୮(ସ୍ବ.ପ୍ର.): ଲଘୁଚାପଜନିତ ଲଗାଣ ବର୍ଷାରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବିଶେଷକରି ମଜୁରି ଲାଗି ତେଲଲୁଣ ସଂସାର ଚଳାଉଥିବା ଅଭାବୀ ଲୋକର ହାଣ୍ଡି ଉପରେ ଲଗାଣ ବର୍ଷା ଏକପ୍ରକାର ଦାଉ ସାଧିଛି। ଗତ ୫ ଦିନ ଧରି…
‘ଇକୋନୋମିଷ୍ଟ’ ବିରୋଧରେ ମାମଲା
ବାଗଦାଦ୍,୧୩ା୮: ବ୍ରିଟେନର ଜଣାଶୁଣା ପତ୍ରିକା ‘ଦି ଇକୋନୋମିଷ୍ଟ’ରେ ନିକଟରେ ଏକ ବିବାଦୀୟ ଆର୍ଟିକଲ ପ୍ରକାଶ ପାଇଥିଲା। ଆରବ ଦୁନିଆର ମୋଟୀ ମହିଳାମାନଙ୍କୁ ଏଥିରେ ସ୍ଥାନିତ କରାଯାଇଥିଲା। ଜୁଲାଇ ଶେଷଭାଗରେ ପ୍ରକାଶିତ ‘ଆରବର ପୁରୁଷଙ୍କ ତୁଳନାରେ ମହିଳାମାନେ କାହିଁକି ମୋଟୀ’ ଶୀର୍ଷକ ନିବନ୍ଧରେ…
ଜଳ ନିଷ୍କାସନ ପଥରୁ ଅବରୋଧ ହଟିଲା
ମାର୍ଶାଘାଇ,୧୩।୮ (ଡି.ଏନ.ଏ): ମାର୍ଶାଘାଇ ବ୍ଲକ ବେରୁହଁା ଦଳିତସାହିର ଲୋକ ସପ୍ତାହେ ଧରି ଜଳବନ୍ଦୀ ଅବସ୍ଥାରେ ଥିଲେ। ଶୁକ୍ରବାର ଏହି ସମସ୍ୟା ଦୂର ହୋଇଛି। ପାଣି ଜମି ରହିବାରୁ ସପ୍ତାହେ ହେଲା ପିଲାମାନେ ବିଦ୍ୟାଳୟ ଓ ପିଇବା ପାଣି ପାଇଁ ନଳକୂପକୁ ଯିବାରେ…
କଂଗ୍ରେସ ପ୍ରବକ୍ତାଙ୍କ ଘୋର ଆପତ୍ତି ଜନକ ବୟାନ
କଲବୁର୍ଗି,୧୩ ।୮: ଦେଶରେ ପୁଣିଥରେ ମହିଳାଙ୍କୁ ନେଇ ଆପତ୍ତି ଜନକ ବୟାନ ସାମନାକୁ ଆସିଛି । ଏଥର କର୍ନାଟକର ପ୍ରଦେଶ କଂଗ୍ରେସ କମିଟି ପ୍ରବକ୍ତା ଓ ବିଧାୟକ ପ୍ରିୟାଙ୍କ ଖଡଗେ ଏହି ବୟାନ ଦେଇଛନ୍ତି । ବିଧାୟକ ପ୍ରିୟାଙ୍କ ଖଡଗେ ତାଙ୍କ…
ଥାନାକୁ ଆଣି ଛାଡ଼ିଦେଲା ପୋଲିସ
ସମ୍ବଲପୁର,୧୩ା୮(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ଥାନା ପୋଲିସ ଶୁକ୍ରବାର ଏକ ସ୍କ୍ରାପ୍ ବୋଝେଇ ଟ୍ରାକ୍ଟର ଥାନାକୁ ଆଣି ଛାଡ଼ିଦେଇଥିବା ନେଇ ଚର୍ଚ୍ଚା ଜୋର ଧରିଛି। ସ୍ଥାନୀୟ କେତେଜଣ ରାଜନେତାଙ୍କ ଚାପରେ ପୋଲିସ ଏଭଳି କରିଥିବା କୁହାଯାଉଛି। ଅପରପକ୍ଷେ ଉକ୍ତ ଟ୍ରାକ୍ଟରଟି ସ୍ଥାନୀୟ…
ମଣିଷଙ୍କ ପରି ଦୁଇ ଗୋଡ଼ରେ ଚାଲୁଛି ଛେଳି
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
ଡାକ୍ତରୀ, ଇଞ୍ଜିନିୟରିଂ ପାଇଁ ହେବ ଗୋଟିଏ ପ୍ରବେଶିକା ପରୀକ୍ଷା
ନୂଆଦିଲ୍ଲୀ,୧୩ା୮: ଇଞ୍ଜିନିୟରିଂ ଏବଂ ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ଗୋଟିଏ ପ୍ରବେଶିକା ପରୀକ୍ଷା ପ୍ରସ୍ତାବ ଉପରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) କାର୍ଯ୍ୟ କରୁଛି। ଏନ୍ଇଇଟି ଏବଂ ଜେଇଇ ବଦଳରେ କମନ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ-ଅଣ୍ଡରଗ୍ରାଜୁଏଟ୍ (ସିୟୁଇଟି-ୟୁଜି) କାର୍ଯ୍ୟକାରୀ କରିବାକୁ ଯୋଜନା…
Archives


