ନ୍ୟାୟ ଅପେକ୍ଷାରେ ଏସିଏଫ୍ ସୌମ୍ୟରଞ୍ଜନଙ୍କ ପରିବାର
ଖଇରା, ୩।୭(ଡି.ଏନ.ଏ.): ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ବର୍ଷେ ପୂରିବା ପରିପ୍ରେକ୍ଷୀରେ ମା’ ବାପା ଶନିବାର ସକାଳେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ବାପା ଅଭିରାମ ମହାପାତ୍ର ହିନ୍ଦୁ ରୀତିନୀତିରେ ଖଇରା ବ୍ଲକ ଅଧୀନ ବେଗୁନିଆ ଗ୍ରାମରେ ପୁଅକୁ ଶ୍ରାଦ୍ଧ…
ମୃତବ୍ୟକ୍ତିଙ୍କ ନାଁରେ ଜମି ବିକ୍ରି
ବଲାଙ୍ଗୀର ଅଫିସ, ୩।୭: ଜମି ଜାଲିଆତିକୁ ନେଇ ବାରମ୍ବାର ଖବର ଶୀର୍ଷକରେ ରହିଆସିଥିବା ବଲାଙ୍ଗୀର ତହସିଲ ଅଫିସ ଏବେ ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛି। ଏଥର ଜଣେ ମୃତବ୍ୟକ୍ତିଙ୍କ ନଁାରେ ଜମି ବିକ୍ରି ହୋଇଥିବା ଟାଉନ ଥାନାରେ ଅଭିଯୋଗ ହୋଇଛି। ଏଥିରେ…
କଟକ ବଡ଼ ମେଡିକାଲରୁ ହତ୍ୟା ଅଭିଯୁକ୍ତ ଫେରାର
ରଗଡ଼ି, ୩।୭(ଡି.ଏନ.ଏ.): ଯାଜପୁର ଜିଲା ରଗଡ଼ି ଉପକାରାଗାରରେ ବନ୍ଦୀ ଜୀବନ କାଟୁଥିବା ଜଣେ ବିଚାରାଧୀନ ବନ୍ଦୀ କଟକ ବଡ଼ ମେଡିକାଲରୁ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୦ଟାରେ ଫେରାର ହୋଇଯାଇଥିବା ସୂଚନା ମିଳିଛି। ଫେରାର ଅଭିଯୁକ୍ତ ଜଣକ ହେଲେ କାଳିଆପାଣି ଥାନା ଅଞ୍ଚଳର…
ଶକ୍ତି ପରୀକ୍ଷା ପୂର୍ବରୁ ସିନ୍ଧେ ସରକାର ଦେବେ ଅଗ୍ନି ପରୀକ୍ଷା
ମୁମ୍ବାଇ,୩ ।୭: ମହାରାଷ୍ଟ୍ରରେ ସରକାର ପରିବର୍ତ୍ତନ ପରେ ରବିବାର ହେବ ବିଧାନସଭା ଅଧ୍ୟକ୍ଷ ନିର୍ବାଚନ । ଏଥିପାଇଁ ଶିବସେନା ବିଧାୟକ ରାଜନ ସାଲଭି ଓ ଭାରତୀୟ ଜନତା ପାର୍ଟି(ଭାଜପା) ବିଧାୟକ ରାହୁଲ ନାର୍ବେକରଙ୍କ ମଧ୍ୟରେ ହେବ ପ୍ରତିଦ୍ୱନ୍ଦିତା । ତେବେ ୪…
ମିନି ଡ୍ରେସ୍ରେ ହିନାଙ୍କ ସୁପର ଲୁକ୍
ମୁମ୍ବାଇ: ଟେଲିଭିଜନ ଷ୍ଟାରଲେଟ୍ ହିନା ଖାନ୍ ଫ୍ୟାଶନକୁ ନେଇ ବେଶ୍ ଚର୍ଚ୍ଚାରେ। ଚଳିତ ବର୍ଷ କାନ୍ସରେ ତାଙ୍କର ସୁପର ତଥା ଚମତ୍କାର ଲୁକ୍ ଠାରୁ ଆରମ୍ଭ କରି ତାଙ୍କ କାଜୁଆଲ-ଚିକ ଡ୍ରେସ୍ ପର୍ଯ୍ୟନ୍ତ ସବୁକିଛି ଚର୍ଚ୍ଚାରେ ଥିଲା। ଏବେ ହିନା ତାଙ୍କ…
ନିଷ୍କାସନ ବ୍ୟବସ୍ଥା ନାହିଁ, ରାସ୍ତାରେ ଲହଡ଼ି ମାରୁଛି ବର୍ଷାପାଣି
କର୍ଲାମୁଣ୍ଡା,୨ା୭(ଡି.ଏନ୍.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ବୋରପଦର ପଞ୍ଚାୟତ ଭଟାପଲା ଅଲେଖ ମନ୍ଦିରପଡ଼ାଠାରେ ବର୍ଷାଜଳ ନିଷ୍କାସନ ପାଇଁ ବ୍ୟବସ୍ଥା ନ ଥିବାରୁ ରାସ୍ତା ଉପରେ ୧ ଫୁଟ ଉଚ୍ଚର ପାଣି ଲହଡ଼ି ମାରୁଥିବା ଦେଖିବାକୁ ମିଳିଛି। ଫଳରେ ସ୍ଥାନୀୟ ଲୋକେ ଯିବା…
‘ଲୋକଙ୍କ ଜୀବନ ରକ୍ଷା କରିବା ମୋ କାମ’
କୋକସରା,୨ା୭(ଡି.ଏନ୍.ଏ.): ବିଷାକ୍ତ ସାପ ହେଉ ଅବା ଅଜଗର ସମସ୍ତ ପ୍ରକାର ସାପକୁ କାବୁ କରିବା ତାଙ୍କର ନିତିଦିନିଆ କାମ । ନିଶା ହେଉ ଅବା ପେସା ପ୍ରତିଦିନ ସକାଳୁ ରାତି ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରୁ ତାଙ୍କ ନିକଟକୁ ଫୋନ୍ ଆସେ। ଶୀଘ୍ର…
ଇଏ ଯୁବରାଜ ନା ବୁମ୍ରା: ସଚିନ
ନୂଆଦିଲ୍ଲୀ,୨।୭: ୨୦୦୭ରେ ଇଂଲଣ୍ଡ ବିପକ୍ଷରେ ଭାରତ ଖେଳିଥିବା ଟି-୨୦ ମ୍ୟାଚ୍ ଆଜି ବି ସ୍ମରଣୀୟ ହୋଇ ରହିଛି। ଏହି ମ୍ୟାଚ୍ରେ ଷ୍ଟୁଆର୍ଟ ବ୍ରଡ୍ଙ୍କ ଓଭରରେ ଯୁବରାଜ ସିଂହ ୬ ବଲ୍ରେ ୬ ଛକା ମାରିଥିଲେ,ଯାହାକି ଏହି ଫର୍ମାଟରେ ଗୋଟିଏ ଓଭରରେ ସର୍ବାଧିକ…
ଇତିହାସ ରଚିଲେ ବୁମ୍ରା
ବର୍ମିଂହାମ,୨।୭: ଟେଷ୍ଟ କ୍ରିକେଟରେ ଜସପ୍ରିତ ବୁମ୍ରାଙ୍କ ବିଶ୍ୱ ରେକର୍ଡ। ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ୫ମ ଟେଷ୍ଟ ମ୍ୟାଚ୍ରେ ସେ ଏହି କାରନାମା କରିଛନ୍ତି। ପ୍ରଥମ ଇନିଂସରେ ଇଂଲଣ୍ଡ ବୋଲର୍ ଷ୍ଟୁଆର୍ଟ ବ୍ରଡ୍ଙ୍କ ଓଭରରେ ସେ ୩୫ ରନ୍ କରି ଇତିହାସ ରଚିଛନ୍ତି।…
ରାଜ୍ୟରୁ ସୁସ୍ଥ ହେଲେ ଆଉ ୭୧ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୨ା୭(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ ୭୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍ ୧୨,୮୦,୦୪୯ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…
‘ଓ୍ବାନ୍ ନାଇଟ୍ ଷ୍ଟାଣ୍ଡ’ ପରେ ଗର୍ଭବତୀ ହୋଇଯାଇଥିଲି: କୁବ୍ରା
ବମ୍ବେ: ଓ୍ବେବ୍ ସିରିଜ୍ ‘ସାକ୍ରେଡ୍ ଗେମ୍ସ’ରେ କୁକ୍କୁ ଭୂମିକାରେ ଅଭିନୟ କରି ଲୋକପ୍ରିୟ ହୋଇଥିଲେ ଅଭିନେତ୍ରୀ କୁବ୍ରା ସୈତ। ଅଭିନେତ୍ରୀ ପରେ ସେ ଏବେ ହୋଇଛନ୍ତି ଲେଖିକା। ଜୁନ ୨୭ରେ ତାଙ୍କର ପ୍ରଥମ ପୁସ୍ତକ ‘ଓପନ୍ ବୁକ୍: ନଟ୍ କ୍ୱାଇଟ୍ ଏ…
ବଜେଟ୍ ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା
ଭୁବନେଶ୍ୱର,୨ା୭(ବ୍ୟୁରୋ.): ଆଜି ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପିତ ହୋଇଛି। ଏହି ବଜେଟ୍କୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଏହା ଏକ ପ୍ରଗତିଶୀଳ, ଗରିବ-ସମର୍ଥକ ଏବଂ ବିକାଶମୂଳକ ଆଧାରିତ ବଜେଟ୍ ଅଟେ।…
Archives


