Home Left

ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ମନ୍ତ୍ରୀ: ପ୍ରିନ୍ସିପାଲ ଏଚ୍‌ଓଡି ନିଲମ୍ବିତ

ବାଲେଶ୍ଵର,୧୨।୭(ବାଞ୍ଛାନିଧି ଦେ) FM କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ପ୍ରିନ୍ସିପାଲ ଓ ଶିକ୍ଷା ବିଭାଗ ଏଚ୍‌ଓଡି ଙ୍କୁ ନିଲମ୍ବନ କରାଯାଇଛି। ପ୍ରିନ୍ସିପାଲ ଦିଲ୍ଲୀପ ଘୋଷ, ଏଚ୍‌ଓଡି ସମୀର ସାହୁଙ୍କୁ ଛାତ୍ରୀ ଆତ୍ମାହୂତୀ ଉଦ୍ୟମ ଘଟଣାରେ ଉଚ୍ଚଶିକ୍ଷା ବିଭାଗ ନିଲମ୍ବିତ...

ଭାଜପା ନେତାଙ୍କ ଶ୍ମଶାନ ଘାଟ ପ୍ରେମ! କାର ଭିତରେ ମହିଳାଙ୍କ ସହ ଅସଞ୍ଜତ ଅବସ୍ଥାରେ ଧରାପଡ଼ିଲେ, ଭିଡିଓ ଭାଇରାଲ

ବୁଲନ୍ଦସହର,୧୨।୭: ଉତ୍ତର ପ୍ରଦେଶର ବୁଲନ୍ଦସହର ଜିଲାର ଶିକାରପୁର ଅଞ୍ଚଳରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି, ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଭିଡିଓରେ, ଭାରତୀୟ ଜନତା ପାର୍ଟି (ଭାଜପା)ର ଅନୁସୂଚିତ ଜାତି ମୋର୍ଚ୍ଚାର ଜିଲା...

‘ଜାଣିଶୁଣି ବିମାନକୁ ଖସାଇ ଦିଆଯାଇଛି!’,…ଅହମଦାବାଦ ବିମାନ ଦୁର୍ଘଟଣା ରିପୋର୍ଟ ଦେଖିବା ପରେ ବଡ଼ ଦାବି କଲେ ବିଶେଷଜ୍ଞ

ନୂଆଦିଲ୍ଲୀ,୧୨।୭: ଅହମଦାବାଦ ବିମାନ ଦୁର୍ଘଟଣାର ରହସ୍ୟ ଆହୁରି ଜଟିଳ ହେବାରେ ଲାଗିଛି। ମାମଲାର ତଦନ୍ତ ରିପୋର୍ଟ ଆସିବା ପରେ, ଏବେ ଅନୁମାନ କରାଯାଉଛି ଯେ ହୁଏତ ଏହି ଦୁର୍ଘଟଣା କୌଣସି ଯାନ୍ତ୍ରିକ ତ୍ରୁଟି ନୁହେଁ ବରଂ କୌଣସି ପାଇଲଟଙ୍କ ଭୁଲ...

କମେଡି କିଙ୍ଗଙ୍କୁ ଧମକ ଦେଲେ ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ

ଓଟାଓ୍ବା,୧୨।୭: କାନାଡାରେ ହାସ୍ୟ ଅଭିନେତା କପିଲ ଶର୍ମାଙ୍କ କାଫେରେ ଗୁଳିକାଣ୍ଡ ଘଟଣାର ତଦନ୍ତ କରୁଛି କାନାଡା ପୋଲିସ। ପ୍ରାରମ୍ଭିକ ତଦନ୍ତରେ ଖଲିସ୍ତାନୀ ସମର୍ଥକଙ୍କ ସମ୍ପୃକ୍ତି ସନ୍ଦେହ ସୃଷ୍ଟି ହୋଇଛି। ଏହି ସମୟରେ, ଖଲିସ୍ତାନୀ ସଂଗଠନ ଶିଖ ଫର ଜଷ୍ଟିସ (SFJ)ର...

ଅହମଦାବାଦ ବିମାନ ଦୁର୍ଘଟଣା ଯାଞ୍ଚ ରିପୋର୍ଟକୁ ନେଇ ଏତେ ବଡ଼ ଆପତ୍ତି ଉଠାଇଲା ପାଇଲଟ ଆସୋସିଏଶନ, ସମସ୍ତେ ଚକିତ!

ନୂଆଦିଲ୍ଲୀ,୧୨।୭: ଗତ ମାସରେ ଅହମଦାବାଦରେ ଏକ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହାର ପ୍ରାରମ୍ଭିକ ତଦନ୍ତ ରିପୋର୍ଟ ପ୍ରକାଶ ପାଇଛି, ଯାହା ଉପରେ ଏୟାରଲାଇନ ପାଇଲଟ୍ସ ଆସୋସିଏସନ (ALPA) ଗମ୍ଭୀର ଚିନ୍ତା ପ୍ରକାଶ କରିଛି। ଶନିବାର (ଜୁଲାଇ ୧୨,...

ଆପଣଙ୍କ CIBIL ସ୍କୋର ଦୁର୍ବଳ ଅଛି କି? ସୁଧାରିବା ପାଇଁ ୫ ସହଜ ଏବଂ ପ୍ରଭାବଶାଳୀ ଉପାୟ ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୭: ଯଦି ଆପଣଙ୍କର CIBIL ସ୍କୋର କମ ଅଛି ଏବଂ ଆପଣ ଋଣ କିମ୍ବା କ୍ରେଡିଟ କାର୍ଡ ପାଇଁ ବାରମ୍ବାର ପ୍ରତ୍ୟାଖ୍ୟାନ ପାଉଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ। ଏଠାରେ ଆମେ କିଛି ସହଜ ଏବଂ ପ୍ରଭାବଶାଳୀ ଟିପ୍ସ...

ନୂଆ ଅଧିନାୟକ ଘୋଷଣା କଲା ଅଷ୍ଟ୍ରେଲିଆ, ବାଦ୍‌ ପଡ଼ିଲେ RCB ଷ୍ଟାର ବୋଲର 

ନୂଆଦିଲ୍ଲୀ,୧୨।୭: ୱେଷ୍ଟଇଣ୍ଡିଜ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ କିଙ୍ଗଷ୍ଟନରେ ଖେଳାଯିବ। ଅଷ୍ଟ୍ରେଲିଆ ଦଳ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ୍‌ ଜିତି ସିରିଜ କବଜା କରିସାରିଛି। ଏବେ ସେମାନେ ଆୟୋଜକ ଦଳକୁ କ୍ଲିନ ସୁଇପ୍‌ କରିବା...

ପୁରୀରୁ ପୁଣି ଗଡ଼ିଲା ଘରୋଇ ବସ୍‌, ଜନସାଧାରଣଙ୍କୁ ମିଳିଲା ଆଶ୍ୱସ୍ତି

ପୁରୀ,୧୨।୭(ତୁଷାର ରଞ୍ଜନ ନାୟକ): ଆଜିଠୁ ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍‌ ଚଳାଚଳ। ପୁରୀଠାରେ ବସିଥିବା ରାଜ୍ୟ ଘରୋଇ ବସ ମାଲିକ ସଂଘର ବୈଠକରେ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି । ବସ୍‌ ଚଳାଚଳ କରୁନଥିବାରୁ ସାରା ରାଜ୍ୟରେ ଯାତ୍ରୀଙ୍କ...

ବିଶ୍ୱର ସବୁଠୁ ବଡ଼ ମୁସଲମାନ ଦେଶ ହୋଇଯିବ ଭାରତ! ଜାଣନ୍ତୁ ହିନ୍ଦୁମାନଙ୍କ ସ୍ଥିତି କୋଉଠି

ନୂଆଦିଲ୍ଲୀ,୧୨।୭: ବିଶ୍ୱରେ ମୁସଲମାନ ସମ୍ପ୍ରଦାୟ ସବୁଠାରୁ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଧାର୍ମିକ ଗୋଷ୍ଠୀ ଭାବରେ ଉଭା ହୋଇଛି। ବିଶ୍ୱରେ ଖ୍ରୀଷ୍ଟିଆନ ଜନସଂଖ୍ୟା ହ୍ରାସ ପାଇଛି। ପ୍ୟୁ ରିସର୍ଚ୍ଚ ସେଣ୍ଟର ଦ୍ୱାରା ଏକ ସାମ୍ପ୍ରତିକ ରିପୋର୍ଟରେ ପ୍ରକାଶିତ ହୋଇଛି। ଏହି...

ରାହୁଲ ଯାଉଯାଉ ବଡ଼ ଘୋଷଣା କରିଦେଲେ ଭକ୍ତ, ମୋହନଙ୍କୁ କଲେ ସିଧା ଟାର୍ଗେଟ

ଭୁବନେଶ୍ୱର,୧୨।୭: ଓଡ଼ିଶା ଡ୍ରାଇଭର ମହାସଂଘର ଚାଲିଥିବା ଷ୍ଟିଅରିଂ ଛାଡ଼ ଆନ୍ଦୋଳନକୁ ନେଇ ରାଜ୍ୟ ରାଜନୀତିରେ ଉଷ୍ମତା ଦେଖାଦେଇଛି। ଏହି ଆନ୍ଦୋଳନ ପ୍ରସଙ୍ଗରେ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ ଏକ ସାମ୍ବାଦିକ ସମ୍ମିଳନୀରେ ବଡ଼ ଘୋଷଣା...

ଅଧ୍ୟାପକ କରିଥିଲେ ଦୁର୍ବ୍ୟବହାର: କଲେଜ ଆଗରେ ନିଜକୁ ଜାଳିଲେ …

ବାଲେଶ୍ଵର,୧୨।୭(ବାଞ୍ଛାନିଧି ଦେ): ବାଲେଶ୍ୱର ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି । କଲେଜ ଫାଟକ ସମ୍ମୁଖରେ ନ୍ୟାୟ ପାଇଁ ଧାରଣାରେ ବସିଥିବା ଜଣେ ଛାତ୍ରୀ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି...

୫ ଉଇକେଟ୍‌ ନେବାପରେ ବି ସେଲିବ୍ରେଶନ୍‌ କଲେ ନାହିଁ ବୁମ୍‌ରା: ଜାଣନ୍ତୁ କାହିଁକି

ଲର୍ଡସ,୧୨।୭: ଭାରତୀୟ ଦଳର ଅଭିଜ୍ଞ ଦ୍ରୁତ ବୋଲର ଜସପ୍ରିତ ବୁମରା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟର ପ୍ରଥମ ଇନିଂସରେ ଚମତ୍କାର ବୋଲିଂ କରିଥିଲେ ଏବଂ ୫ ଜଣ ଇଂଲଣ୍ଡ ବ୍ୟାଟସମ୍ୟାନଙ୍କୁ ପ୍ୟାଭିଲିୟନ ପଠାଇଥିଲେ। ଏହା ସହିତ ସେ ପୂର୍ବତନ ଭାରତୀୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri