Home Left

କିଶୋର କୁମାରଙ୍କ ବଙ୍ଗଳାକୁ ଭଡ଼ାରେ ନେଲେ କୋହଲି

ମୁମ୍ବାଇ: ବଲିଉଡ୍‌ର ଭେଟେରାନ ଅଭିନେତା ତଥା ଗାୟକ କିଶୋର କୁମାରଙ୍କର ମୁମ୍ବାଇର ଜୁହୁରେ ଏକ ବିଳାସପୂର୍ଣ୍ଣ ବଙ୍ଗଳା ରହିଛି। ତେବେ ଭାରତୀୟ କ୍ରିକେଟର ବିରାଟ କୋହଲି ଏହି ଅଭିନେତାଙ୍କ ବଙ୍ଗଳାକୁ ୫ ବର୍ଷ ପାଇଁ ଭଡ଼ାରେ ନେଇଛନ୍ତି। କାରଣ କୋହଲି ଖୁବ୍‌ଶୀଘ୍ର…

କ୍ଷମା ମାଗି ଟ୍ରୋଲ ହେଲେ ଆମିର

ମୁମ୍ବାଇ: ଫିଲ୍ମ ‘ଲାଲ ସିଂ ଚଢା’ ରିଲିଜ୍ ହେବା ପୂର୍ବରୁ ଆମିର ଖାଁ ଲଗାତାର ସମସ୍ୟା ମଧ୍ୟ ଦେଇ ଗତି କରୁଛନ୍ତି । ସେ କ୍ଷମା ମାଗିବା ପରେ ବି ବାରମ୍ବାର ଟ୍ରୋଲର ଶିକାର ହେଉଛନ୍ତି । ଲାଲ ସିଂ ଚଢା…

ପ୍ରଥମ ଦେଖାରେ ଶାହିଦଙ୍କୁ ଭଲ ପାଇ ବସିଥିଲେ ଏହି ଅଭିନେତ୍ରୀ, ଦୁଇ ମାସ ଯାଏ ପଛରେ ପଡ଼ି…

ବମ୍ବେ: ଦିଲ୍ଲୀରେ ଜନ୍ମ ହୋଇଥିଲେ ହେଁ ମୁମ୍ବାଇ ପାଲଟିଛି ନୂଆ ଠିକଣା। ମା’ବାପା ଅଲଗା ହେବା ପରେ ବାପାଙ୍କସହ ସ୍ବପ୍ନର ସହରକୁ ଚାଲିଆସିଥିଲେ ଅଭିନେତା ଶାହିଦ କପୁର। ୨୦୦୩ରେ ସେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହାପରେ ଅନେକ ସୁପରହିଟ୍‌ ଫିଲ୍ମ ଦର୍ଶକଙ୍କୁ…

ସର୍ଭିକାଲ କ୍ୟାନସର ପାଇଁ ଉପଲବ୍ଧ ହେବ ସ୍ବଦେଶୀ ଟିକା

ନୂଆଦିଲ୍ଲୀ,୧।୯: ଗର୍ଭାଶୟ କର୍କଟ ବା ସର୍ଭିକାଲ କ୍ୟାନସରକୁ ରୋକିବା ପାଇଁ ଖୁବ୍‌ଶୀଘ୍ର ଭାରତର ପ୍ରଥମ ସ୍ବଦେଶୀ ଟିକା ଉପଲବ୍ଧ ହେବାକୁ ଯାଉଛି। ଏନେଇ ଦେଶର ପ୍ରମୁଖ ଟିକା ଉତ୍ପାଦନକାରୀ ଫାର୍ମା କମ୍ପାନୀ ସେରମ ଇନ୍‌ଷ୍ଟିଚ୍ୟୁଟ୍‌ର ସିଇଓ ଅଦାର ପୁନାଓ୍ବାଲା ଗୁରୁବାର ଘୋଷଣା…

‘ଚକଦା ଏକ୍ସପ୍ରେସ’କୁ ନେଇ ଏଭଳି କହିଲେ ଅନୁଷ୍କା

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା। ବହୁ ଦିନର ବ୍ୟବଧାନ ପରେ ପରଦାକୁ ଫେରୁଛନ୍ତି। ସେ ଭାରତୀୟ କ୍ରିକେଟର ଝୁଲଣ ଗୋସ୍ବୀମୀଙ୍କ ବାୟୋପିକ୍‌ରେ ନଜର ଆସିବେ। ତେବେ ଫିଲ୍ମର ନାମ ରହିଛି ‘ଚକଦା ଏକ୍ସପ୍ରେସ’। ଯାହାକୁ ନେଇ ଅନୁଷ୍ଖା ବ୍ୟସ୍ତତା ଭିତରେ ରହୁଥିବା…

ଚାକିରିରୁ ବହିଷ୍କୃତ ପରେ କମ୍ପାନୀ ଗେଟ୍‌ ଆଗରେ ବିଷ ପିଇଲେ ୭ କର୍ମଚାରୀ

ଇନ୍ଦୋର,୧।୯: ମଧ୍ୟପ୍ରଦେଶର ଇଣ୍ଡଷ୍ଟ୍ରିଆଲ ସହର ଇନ୍ଦୋରରେ ଏକ ଅଭାବନୀୟ ଘଟଣା ଘଟିଛି। ଚାକିରିରୁ ବହିଷ୍କୃତ ହେବା ପରେ ୭ ଜଣ କର୍ମଚାରୀ ଗୁରୁବାର କମ୍ପାନୀ ଗେଟ୍‌ ଆଗରେ ବିଷ ପିଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ସମସ୍ତ କର୍ମଚାରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି…

କୋହଲି ଅର୍ଦ୍ଧଶତକ ହାସଲ ପରେ ଏମିତି ପ୍ରତିକ୍ରିୟା ଦେଲେ ଅନୁଷ୍କା

ଦୁବାଇ,୧।୯: ଏସିଆ କପ୍‌ରେ ଭାରତ ଏବଂ ହଂକଂ ମଧ୍ୟରେ ହୋଇଥିବା ମ୍ୟାଚରେ ଭାରତ ୪୦ ରନରେ ଜିତିଛି। ଖରାପ ଫର୍ମରେ ଥିବା ବିରାଟ କୋହଲି ଏହି ମ୍ୟାଚରେ ଅପରାଜିତ ୫୯ ରନ୍‌ର ପାଳି ଖେଳିଥିଲେ। ଦୀର୍ଘ ଦିନ ଧରି ବିରାଟଙ୍କ ଏହି…

ସରକାରୀ ଅନୁଦାନ ଆତ୍ମସାତ୍‌ ଅଭିଯୋଗ: ଲୋକାୟୁକ୍ତ ପକ୍ଷରୁ ହେବ ତଦନ୍ତ

ହାଟଡିହୀ,୧ା୯(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଡଅଁର ପଞ୍ଚାୟତରେ ସରକାରୀ ଅନୁଦାନ ଆତ୍ମସାତ ହୋଇଥିବା ନେଇ ଓଡ଼ିଶା ଲୋକାୟୁକ୍ତଙ୍କ ତଦନ୍ତକାରୀ ଦଳ ସେପ୍ଟେମ୍ବର ୨ରେ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ପ୍ରାଥମିକ ତଦନ୍ତ କରିବେ। ଏ ବାବଦରେ ଲୋକାୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ଜଣାଯାଇଛି।…

ଅପରାହ୍ନ ୪ଟାରେ ରାଜ୍ୟପାଳଙ୍କୁ ଭେଟିବେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ: ଦେଇପାରନ୍ତି ଇସ୍ତଫା

ରାଞ୍ଚି,୧।୯: ଝାଡ଼ଖଣ୍ଡରେ ରାଜନୈତିକ ସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗୁରୁବାର ଅପରାହ୍ନ ୪ଟାରେ ରାଜ୍ୟପାଳ ରମେଶ ବାଇସଙ୍କୁ ଭେଟିବେ। ରାଜ୍ୟପାଳଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ଏକ କ୍ୟାବିନେଟ୍‌ ବୈଠକ ଡକାଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ନିଜ ଇସ୍ତଫା ଦେବେ ବୋଲି ମଧ୍ୟ…

ଆସ୍ଥା ଭୋଟ୍‌ରେ ଜିତିଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୧।୯: ଦିଲ୍ଲୀ ବିଧାନସଭାରେ ଉତ୍ତେଜନା ମଧ୍ୟରେ ଅରବିନ୍ଦ କେଜ୍‌ରିୱାଲ ଆସ୍ଥା ଭୋଟ୍‌ରେ ଜିତିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସମେତ ୫୮ ଜଣ ସଦସ୍ୟ ବିଶ୍ୱାସ ମତ ପ୍ରସ୍ତାବକୁ ସମର୍ଥନ କରୁଥିବାବେଳେ କେହି ଏହାକୁ ବିରୋଧ କରିନାହାଁନ୍ତି। ବିଶ୍ୱାସ ମତ ପାରିତ ହେବା ପରେ କେଜ୍‌ରିିୱାଲ…

ରାଜ୍ୟରେ ବଢୁଛି ତାତି,୩୫ ଡିଗ୍ରୀ ଉପରେ ୧୧ ସହରର ତାପମାତ୍ରା

ଭୁବନେଶ୍ୱର,୧।୯(ବ୍ୟୁରୋ): ରାଜ୍ୟରେ ଦୁର୍ବଳ ମୌସୁମୀ ଯୋଗୁ ବଢୁଛି ତାତି। ଆଗକୁ ଆହୁରି ଗରମ ସାଙ୍ଗକୁ ଗୁଳୁଗୁଳି ଜାରି ରହିବ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ବୁଧବାର ରାଜ୍ୟର ୧୧ ସହରର ତାପମାତ୍ରା ୩୫ ଡିଗ୍ରୀରୁ…

ନୂଆଁଖାଇରେ ଉଦାହରଣ ପାଲଟିଲେ ଡାକ୍ତର ଦମ୍ପତି

ବରଗଡ଼ ଅଫିସ,୧ା୯: ଗୁରୁବାର ମହାନ କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ବର୍ତ୍ତମାନ ଚଳଚଞ୍ଚଳ ସମଗ୍ର ପଶ୍ଚିମ ଓଡ଼ିଶା। ପୂର୍ବରୁ ସମଲେଶ୍ବରୀଙ୍କ ପୀଠରେ ପଣ୍ଡିତମାନଙ୍କ ଦ୍ବାରା ଲଗ୍ନ ନିର୍ଦ୍ଧାରିତ କରିଥିଲେ। ଏହା ପରଠୁ ଅଞ୍ଚଳରେ ଉତ୍ସବର ମାହୋଲ ଆରମ୍ଭ ହୋଇଥିଲା। ଘର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri