ଚାଷୀଙ୍କ ଖାତାକୁ ଗଲା କାଳିଆ ଟଙ୍କା
ଭୁବନେଶ୍ୱର,୧।୯(ବ୍ୟୁରୋ): ଚାଷୀଙ୍କୁ ନୂଆଁଖାଇର ଭେଟି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗୁରୁବାର ରାଜ୍ୟର ପ୍ରତ୍ୟେକ ଚାଷୀଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କା ପଠାଯାଇଛି। ୪୧ ଲକ୍ଷ ଛୋଟ ଚାଷୀ ଓ ୮୫ ହଜାର ଭୂମିହୀନ ଚାଷୀ ଏହି ସହାୟତା ପାଇଛନ୍ତି। ଏହି ବାବଦକୁ…
ବାଇକ ଦୁର୍ଘଟଣାରେ ୨ଶିଶୁ ଆହତ: ମହିଳା ସମେତ ୪ଗୁରୁତର
ସୋରଡା,୧।୯(ଡି.ଏନ୍.ଏ.): ଗଞ୍ଜାମ ଜିଲା ସୋରଡା ଗାଜଲବାଡି ରାସ୍ତା ଜାତୀୟ ରାଜପଥ-୫୯ ସମାପଲ୍ଲୀ ଗ୍ରାମ ନିକଟରେ ଗୁରୁବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ ମୁହାଁମୁହିଁ ଧକ୍କା ହେବାରୁ ୬ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୨ଶିଶୁ, ଜଣେ…
ମନ୍ଦିରର ଐତିହ୍ୟ କରିଡର ହେବ ବିକାଶ: ସେବାୟତଙ୍କ ସହ ଆଲୋଚନା କଲେ ଜିଲାପାଳ
ସାକ୍ଷୀଗୋପାଳ, ୧। ୯(ଡି.ଏନ୍.ଏ.): ପୁରୀ ଜିଲା ସାକ୍ଷୀଗୋପାଳ ମନ୍ଦିରର ଐତିହ୍ୟ କରିଡର ବିକାଶ କାମ ଖୁବ୍ଶୀଘ୍ର ଆରମ୍ଭ ହେବ। ସାକ୍ଷୀଗୋପାଳ ଠାକୁରଙ୍କ ଚନ୍ଦନ ପୋଖରୀଠାରୁ ମନ୍ଦିରର ଚତୁଃପାର୍ଶ୍ୱ ଉନ୍ନୟନ ସହିତ ଐତିହାସିକ ବକୁଲବନ, ପଞ୍ଚଶଖା ସ୍ମୃତି ପାଠାଗାର ଖେଳପଡିଆ ଶ୍ରୀ ସିଦ୍ଧବଖୁଳ…
ଧୁମ୍ଧାମରେ ପାଳିତ ହେଲା ନୂଆଁଖାଇ ପର୍ବ
କର୍ଲାମୁଣ୍ଡା,୧।୯(ଡି.ଏନ୍.ଏ.): ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ଗୁରୁବାର ଧୁମ୍ଧାମରେ ପାଳିତ ହୋଇଛି। ଏହି ଅବସରରେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର କୁସୁରଲା, ବିଜାପାଟି,ସାଲେପାଲି,ବାଞ୍ଜିପଦର ଭଳି ଅନେକ ଗାଁରେ ଲୋକେ ଏକାଠି ହୋଇ ସମସ୍ତେ ନର୍ବାନ୍ନ ଖାଇଥିଲେ। ଅଧିକାଂଶ ଗ୍ରାମରେ…
ମଲ୍ରେ କିଭଳି ଚତୁରତାର ସହ ଗଛ ଚୋରି କରୁଛନ୍ତି ବୃଦ୍ଧ ଦମ୍ପତି, ଭିଡିଓ ଦେଖିଲେ…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଫଟୋ, ଭିଡିଓ ଭାଇରାଲ ହେବାରେ ଲାଗିଛି। ଠିକ୍ ସେପରି ଏକ ଭିଡିଓ ସାମ୍ନାକୁ ଆସିଛି। ଯାହା ଏବେ ସୋସିଆଲ ମିଡିଆରେ ଘୂରିବୁଲୁଛି। ତେବେ ସେହି ଭିଡିଓରେ ଦେଖିବାକୁ ମିଳିଛି ଯେ, ବୃଦ୍ଧ…
କିଶୋର କୁମାରଙ୍କ ବଙ୍ଗଳାକୁ ଭଡ଼ାରେ ନେଲେ କୋହଲି
ମୁମ୍ବାଇ: ବଲିଉଡ୍ର ଭେଟେରାନ ଅଭିନେତା ତଥା ଗାୟକ କିଶୋର କୁମାରଙ୍କର ମୁମ୍ବାଇର ଜୁହୁରେ ଏକ ବିଳାସପୂର୍ଣ୍ଣ ବଙ୍ଗଳା ରହିଛି। ତେବେ ଭାରତୀୟ କ୍ରିକେଟର ବିରାଟ କୋହଲି ଏହି ଅଭିନେତାଙ୍କ ବଙ୍ଗଳାକୁ ୫ ବର୍ଷ ପାଇଁ ଭଡ଼ାରେ ନେଇଛନ୍ତି। କାରଣ କୋହଲି ଖୁବ୍ଶୀଘ୍ର…
କ୍ଷମା ମାଗି ଟ୍ରୋଲ ହେଲେ ଆମିର
ମୁମ୍ବାଇ: ଫିଲ୍ମ ‘ଲାଲ ସିଂ ଚଢା’ ରିଲିଜ୍ ହେବା ପୂର୍ବରୁ ଆମିର ଖାଁ ଲଗାତାର ସମସ୍ୟା ମଧ୍ୟ ଦେଇ ଗତି କରୁଛନ୍ତି । ସେ କ୍ଷମା ମାଗିବା ପରେ ବି ବାରମ୍ବାର ଟ୍ରୋଲର ଶିକାର ହେଉଛନ୍ତି । ଲାଲ ସିଂ ଚଢା…
ପ୍ରଥମ ଦେଖାରେ ଶାହିଦଙ୍କୁ ଭଲ ପାଇ ବସିଥିଲେ ଏହି ଅଭିନେତ୍ରୀ, ଦୁଇ ମାସ ଯାଏ ପଛରେ ପଡ଼ି…
ବମ୍ବେ: ଦିଲ୍ଲୀରେ ଜନ୍ମ ହୋଇଥିଲେ ହେଁ ମୁମ୍ବାଇ ପାଲଟିଛି ନୂଆ ଠିକଣା। ମା’ବାପା ଅଲଗା ହେବା ପରେ ବାପାଙ୍କସହ ସ୍ବପ୍ନର ସହରକୁ ଚାଲିଆସିଥିଲେ ଅଭିନେତା ଶାହିଦ କପୁର। ୨୦୦୩ରେ ସେ ବଲିଉଡ୍ରେ ଡେବ୍ୟୁ କରିଥିଲେ। ଏହାପରେ ଅନେକ ସୁପରହିଟ୍ ଫିଲ୍ମ ଦର୍ଶକଙ୍କୁ…
ସର୍ଭିକାଲ କ୍ୟାନସର ପାଇଁ ଉପଲବ୍ଧ ହେବ ସ୍ବଦେଶୀ ଟିକା
ନୂଆଦିଲ୍ଲୀ,୧।୯: ଗର୍ଭାଶୟ କର୍କଟ ବା ସର୍ଭିକାଲ କ୍ୟାନସରକୁ ରୋକିବା ପାଇଁ ଖୁବ୍ଶୀଘ୍ର ଭାରତର ପ୍ରଥମ ସ୍ବଦେଶୀ ଟିକା ଉପଲବ୍ଧ ହେବାକୁ ଯାଉଛି। ଏନେଇ ଦେଶର ପ୍ରମୁଖ ଟିକା ଉତ୍ପାଦନକାରୀ ଫାର୍ମା କମ୍ପାନୀ ସେରମ ଇନ୍ଷ୍ଟିଚ୍ୟୁଟ୍ର ସିଇଓ ଅଦାର ପୁନାଓ୍ବାଲା ଗୁରୁବାର ଘୋଷଣା…
‘ଚକଦା ଏକ୍ସପ୍ରେସ’କୁ ନେଇ ଏଭଳି କହିଲେ ଅନୁଷ୍କା
ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା। ବହୁ ଦିନର ବ୍ୟବଧାନ ପରେ ପରଦାକୁ ଫେରୁଛନ୍ତି। ସେ ଭାରତୀୟ କ୍ରିକେଟର ଝୁଲଣ ଗୋସ୍ବୀମୀଙ୍କ ବାୟୋପିକ୍ରେ ନଜର ଆସିବେ। ତେବେ ଫିଲ୍ମର ନାମ ରହିଛି ‘ଚକଦା ଏକ୍ସପ୍ରେସ’। ଯାହାକୁ ନେଇ ଅନୁଷ୍ଖା ବ୍ୟସ୍ତତା ଭିତରେ ରହୁଥିବା…
ଚାକିରିରୁ ବହିଷ୍କୃତ ପରେ କମ୍ପାନୀ ଗେଟ୍ ଆଗରେ ବିଷ ପିଇଲେ ୭ କର୍ମଚାରୀ
ଇନ୍ଦୋର,୧।୯: ମଧ୍ୟପ୍ରଦେଶର ଇଣ୍ଡଷ୍ଟ୍ରିଆଲ ସହର ଇନ୍ଦୋରରେ ଏକ ଅଭାବନୀୟ ଘଟଣା ଘଟିଛି। ଚାକିରିରୁ ବହିଷ୍କୃତ ହେବା ପରେ ୭ ଜଣ କର୍ମଚାରୀ ଗୁରୁବାର କମ୍ପାନୀ ଗେଟ୍ ଆଗରେ ବିଷ ପିଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ସମସ୍ତ କର୍ମଚାରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି…
କୋହଲି ଅର୍ଦ୍ଧଶତକ ହାସଲ ପରେ ଏମିତି ପ୍ରତିକ୍ରିୟା ଦେଲେ ଅନୁଷ୍କା
ଦୁବାଇ,୧।୯: ଏସିଆ କପ୍ରେ ଭାରତ ଏବଂ ହଂକଂ ମଧ୍ୟରେ ହୋଇଥିବା ମ୍ୟାଚରେ ଭାରତ ୪୦ ରନରେ ଜିତିଛି। ଖରାପ ଫର୍ମରେ ଥିବା ବିରାଟ କୋହଲି ଏହି ମ୍ୟାଚରେ ଅପରାଜିତ ୫୯ ରନ୍ର ପାଳି ଖେଳିଥିଲେ। ଦୀର୍ଘ ଦିନ ଧରି ବିରାଟଙ୍କ ଏହି…
Archives


