Home Left

ବୁଧବାର ପ୍ରକାଶ ପାଇବ ଯୁକ୍ତ ୨ ପରୀକ୍ଷାଫଳ

ଭୁବନେଶ୍ୱର, ୨୬।୭(ବ୍ୟୁରୋ)- ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ସିଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ବୁଧବାର ଅପରାହ୍ନ ୪ଟାରେ ପ୍ରକାଶ ପାଇବ। ସେହିପରି ଏହାର ସପ୍ତାହକ ପରେ ଯୁକ୍ତ୨ କଳା ରେଜଲ୍ଟ ପ୍ରକାଶ ପାଇବ ବୋଲି ମଙ୍ଗଳବାର…

୧୭ ବର୍ଷରେ ମା’ଙ୍କୁ ହରାଇଥିଲେ; ଉଭଣୀଙ୍କ ପାଇଁ ଆଜି ସଫଳ କ୍ରିକେଟର ପାଲଟିଛନ୍ତି ‘ସାର୍‌ ଜାଡେଜା’

ନୂଆଦିଲ୍ଲୀ,୨୬।୭: ଟିମ୍‌ ଇଣ୍ଡିଆର ଅଲରାଉଣ୍ଡରମାନଙ୍କ ମଧ୍ୟରୁ ରବିନ୍ଦ୍ର ଜାଡେଜା ଜଣେ। ସେ ଜଣେ ବାମହାତୀ ବ୍ୟାଟ୍ସମ୍ୟାନ୍‌ ହେବା ସାଙ୍ଗକୁ ସ୍ପିନ ବୋଲର ମଧ୍ୟ। ପ୍ରଶଂସକଙ୍କ ଗହଣରେ ସେ ‘ସାର୍‌ ଜାଡେଜା’ ନାମରେ ପରିଚିତ। ତେବେ ଆଜିର ଏହି ସଫଳ ଅଲରାଉଣ୍ଡରଙ୍କୁ ଏହି…

ଉର୍ଫିଙ୍କଠାରୁ କମ୍‌ ସୁନ୍ଦର ନୁହନ୍ତି ତାଙ୍କ ମା’

ବମ୍ବେ: ବିଗ୍‌ବସ୍‌ ଓଟିଟି ଫେମ୍‌ ଉର୍ଫି ଜାଭେଦ ସର୍ବଦା ନିଜର ଅଜବ ଫ୍ୟାଶନକୁ ନେଇ ରହିଥାନ୍ତି ଚର୍ଚ୍ଚାରେ। ବେଳେବେଳେ ନିଜର ପୋଷାକ ଚୟନକୁ ନେଇ ତାଙ୍କୁ ଟ୍ରୋଲ ମଧ୍ୟ କରାଯାଇଥାଏ। ହେଲେ ଉର୍ଫିଙ୍କ ଭଳି ତାଙ୍କ ମା’ ମଧ୍ୟ ବେଶ ସୁନ୍ଦର।…

ମିକାଙ୍କ ସ୍ବୟଂମ୍ବର ଜିତିବା ପରେ ଟ୍ରୋଲ ହେଉଛନ୍ତି ଆକାଂକ୍ଷା

ବମ୍ବେ: ଶେଷରେ ଲୋକପ୍ରିୟ ବଲିଉଡ ଗାୟକ ମିକା ସିଂହଙ୍କୁ ମିଳିଛି ପାର୍ଟନର। ଗାୟିକା ଆକାଂକ୍ଷା ପୁରୀ ହେବେ ତାଙ୍କ ଜୀବନସାଥୀ। ମିକାଙ୍କ ସ୍ବୟଂମ୍ବର ‘ମିକା ଦି ବୋଟି’ ଶେଷ ହୋଇଥିବା ବେଳେ ସେ ଆକାଂକ୍ଷାଙ୍କୁ ବରମାଳା ପିନ୍ଧାଇ ନିଜର କରିଛନ୍ତି। ତେବେ…

‘କୋହଲିଙ୍କ କ୍ଷମତା ଉପରେ ପ୍ରଶ୍ନ କରିବାକୁ ଅଧିକାର ନାହିଁ କି କାରଣ ନାହିଁ’

ବମ୍ବେ,୨୬।୭: ଦୀର୍ଘ ଦିନରୁ ଖରାପ ଫର୍ମ ଦେଇ ଗତି କରୁଛନ୍ତି ବିରାଟ କୋହଲି। ଏଥିପାଇଁ ତାଙ୍କୁ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସିରିଜରୁ ବିଶ୍ରାମ ଦିଆଯାଇଛି। ନିକଟରେ କୋହଲିଙ୍କୁ ବାଦ୍‌ ଦେବା ପ୍ରସଙ୍ଗରେ ବଡ଼ ବୟାନ ଦେଇଛନ୍ତି କ୍ରିକେଟର ରବିନ ଉଥପ୍ପା। ଉଥପ୍ପା କହିଛନ୍ତି,…

ନିଶ ରଖି ଚର୍ଚ୍ଚାରେ ମହିଳା: ଲୋକେ ହସିଲେ ବି କାଟୁ ନାହାନ୍ତି

ସାଧାରଣରତଃ ପୁଅ ମାନେ ନିଶ ରଖନ୍ତି। ହେଲେ ଏବେ ଜଣେ ମହିଳା ନିଶ ରଖି ଚର୍ଚ୍ଚାରେ। ଅଜବ ଲାଗିଲେ ବି କଥାଟି ସତ। ମହିଳାଜଣଙ୍କ ହେଲେ କେରଳର କାନ୍ନୁର ଜିଲାର ସାୟଜା। ବୟସ ତାଙ୍କୁ ୩୫ ବର୍ଷ। ନିଶକୁ ନେଇ ଲୋକମାନେ…

ଭାରତକୁ ବଡ ଝଟ୍‌କା

ନୂଆଦିଲ୍ଲୀ,୨୬।୭: ବର୍ମିଂହାମରେ ଆୟୋଜିତ ହେବାକୁ ଥିବା କମନଓ୍ବେଲ୍‌ଥ ଗେମ୍ସ-୨୦୨୨ ଆରମ୍ଭର ଠିକ୍‌ ପୂର୍ବରୁ ଭାରତକୁ ବଡ଼ ଝଟ୍‌କା ଲାଗିଛି। ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ଭାରତର ସୁନା ପୁଅ ନୀରଜ ଚୋପ୍ରା ଏଥିରୁ ବାଦ୍‌ ପଡ଼ିଛନ୍ତି। ନିକଟରେ ସେ ବିଶ୍ୱ…

ବୁଧବାର ପ୍ରକାଶ ପାଇବ ଓଜେଇଇ ପରୀକ୍ଷାଫଳ

ଭୁବନେଶ୍ୱର,୨୬।୭(ବ୍ୟୁରୋ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ)-୨୨ର ଫଳ ବୁଧବାର ପ୍ରକାଶ ପାଇବ। ଦିନ ସାଢ଼େ ୧୧ଟାରେ ରେଜଲ୍ଟ ପ୍ରକାଶ କରାଯିବ। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ପରୀକ୍ଷାଫଳ ଘୋଷଣା କରିବେ। ଅପରପକ୍ଷେ ଛାତ୍ରୀଛାତ୍ରମାନେ ojee.nic.in. ରେ…

କାଶୀପୁର ଝାଡ଼ାବାନ୍ତିରେ ୧୪ଜଣଙ୍କ ମୃତ୍ୟୁ ହେଲାଣି, ଗୃହ କମିଟି ଗଠନ କରି ଅନୁଧ୍ୟାନ କରାଯାଉ: ବିରୋଧୀ

ଭୁବନେଶ୍ୱର,୨୬।୭(ବ୍ୟୁରୋ): ରାୟଗଡ଼ା ଜିଲା କାଶୀପୁରରେ ଦେଖାଯାଇଥିବା ଝାଡ଼ାବାନ୍ତିରେ ୯ଜଣ ନୁହେଁ ବରଂ ୧୪ଜଣଙ୍କ ମୃତ୍ୟୁ ଘଟିଛି। ଉତ୍କଳ ଆଲୁମିନା କମ୍ପାନୀର ଦୂଷିତ ଜଳ ମିଶା ପାନୀୟ ଜଳ ପିଇ ଲୋକମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଛନ୍ତି। ୨ ଘଣ୍ଟା ମଧ୍ୟରେ ଆକ୍ରାନ୍ତଙ୍କ ମୃତ୍ୟୁ…

‘କଫି ୱିଥ କରନ’କୁ ଆସିବାକୁ ମନାକଲେ ଦୀପିକା !

କରନ ଜୋହରଙ୍କ ଚାଟ ଶୋ’ ‘କଫି ୱିଥ କରନ’ ପ୍ରାୟତହଃ ଚର୍ଚ୍ଚାରେ ରହି ଆସିଛି। ପ୍ରତ୍ୟେକ ଥର ପରି ସପ୍ତମ ସିଜିନରେ ମଧ୍ୟ ଅନେକ ତାରକା କରନଙ୍କ ସାମ୍ନାରେ ବସି ନିଜର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ବିଷୟରେ ଅନେକ କଥା…

ବିଜେଡିରେ ମିଶିଲେ ଶତାଧିକ ଭାଜପା-କଂଗ୍ରେସ କର୍ମୀ

ଭୁବନେଶ୍ୱର,୨୬।୭(ବ୍ୟୁରୋ): ଗୋପାଳପୁର ଓ ନବରଙ୍ଗପୁରର ଶତାଧିକ ଭାଜପା ଓ କଂଗ୍ରେସ କର୍ମୀ ଦଳ ଛାଡି ମଙ୍ଗଳବାର ବିଜେଡିରେ ଯୋଗ ଦେଇଛନ୍ତି । ରାଜ୍ୟ ଯୁବ ବିଜେଡି କାର୍ଯ୍ୟାଳୟରେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ କର୍ମୀମାନେ ଦଳରେ ସାମିଲ ହୋଇଛନ୍ତି…

ଆରଆଇଙ୍କୁ ଆକ୍ରମଣ ଘଟଣା: ପଥରଖାଦାନ, ମାଫିଆଙ୍କ ଘରେ ଚଢ଼ାଉ

ନୀଳଗିରି,୨୬।୨୮(ସ୍ବ.ପ୍ର.): ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଚୋରା ପଥର ମାଫିଆଙ୍କ ଦୌରାତ୍ମ୍ୟ ବୃଦ୍ଧି ହେବାରେ ଲାଗିଛି। ନୀଳଗିରି ତହସିଲ ଅଧୀନ ବାଘମରା ଅଞ୍ଚଳରେ ସୋମବାର ବ୍ଲାଷ୍ଟିଙ୍ଗ କରି ପଥର ଚୋରି ହେଉଥିବା ନେଇ ତହସିଲଦାରଙ୍କ ନିର୍ଦ୍ଦେଶରେ ସଜନାଗଡ଼ ଆରଆଇ କେଏସ୍‌ ସନ୍ତୋଷ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri