Home Left

ବିରାଟ-ରୋହିତଙ୍କ ନାମ ନିଶ୍ଚିତ ହୋଇନାହିଁ, ହେଲେ ୨୦୨୭ ବିଶ୍ୱକପରେ ଟିମ ଇଣ୍ଡିଆର ଅଂଶ ହେବେ ଏହି ଖେଳାଳି!

ନୂଆଦିଲ୍ଲୀ,୨୯।୧୦: ୨୦୨୭ ବିଶ୍ୱକପ ଏପର୍ଯ୍ୟନ୍ତ ବହୁତ ଦୂରରେ ଅଛି, କିନ୍ତୁ ଭାରତୀୟ ଖେଳାଳିମାନେ ଦଳରେ ସ୍ଥାନ ପାଇବା ପାଇଁ କଠିନ ପରିଶ୍ରମ କରୁଛନ୍ତି। ଷ୍ଟାର ଭାରତୀୟ ଖେଳାଳି ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ନାମ ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନଥିବା ବେଳେ,…

କେମିତି ସୁରକ୍ଷିତ ରଖିବେ Gmail ପାସ୍‌ଓ୍ବାର୍ଡ, ହ୍ୟାକର ବି କରିପାରିବେନି ହ୍ୟାକ୍‌

ଆମର ସମସ୍ତ ଗୁରୁତ୍ୱପୂର୍ଣ୍ଣ ସୂଚନା ଏବଂ ସରକାରୀ ସୂଚନା ଆମ Gmail ଆକାଉଣ୍ଟରେ ସଂରକ୍ଷିତ ଅଛି। ଆମେ ଏହି ଇମେଲ ମାଧ୍ୟମରେ ଅନେକ ଆପ୍‌ ଆକ୍ସେସ କରୁ ଏବଂ ଏହା ଅନେକ ସ୍ଥାନ ସହିତ ଲିଙ୍କ୍‌ ହୋଇଛି। ତେଣୁ ଆମେ ଏହାର…

ଇତିହାସ ରଚିଲେ ଦ୍ରୌପଦୀ ମୁର୍ମୁ: ପ୍ରଥମ ରାଷ୍ଟ୍ରପତି ଭାବେ…

ନୂଆଦିଲ୍ଲୀ,୨୯।୧୦: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତୀୟ ବାୟୁସେନାର ରାଫାଲ ଯୁଦ୍ଧ ବିମାନ ଉଡ଼ାଇ ଇତିହାସ ରଚିଛନ୍ତି। ରାଷ୍ଟ୍ରପତି ହରିୟାଣାର ଅମ୍ବାଲା ବାୟୁସେନା ଷ୍ଟେଶନରୁ ଏହି ଉଡ଼ାଣ କରିଥିଲେ। ରାଷ୍ଟ୍ରପତି ଏହି ବିମାନ ଉଡାଇ ଭାରତୀୟ ବାୟୁସେନା ଏବଂ ସମଗ୍ର ଦେଶକୁ ଗର୍ବରେ…

ପାରୁଲଙ୍କୁ ମିଳିଲା ବଡ଼ ବ୍ରେକ୍‌: ୧୫ ବର୍ଷ ପରେ…

ମୁମ୍ବାଇ:ଟିଭି ଅଭିନେତ୍ରୀ ପାରୁଲ ଗୁଲାଟିଙ୍କୁ ମିଳିଛି ବଡ଼ ବ୍ରେକ୍‌। ପ୍ରାୟ ୧୫ ବର୍ଷ ମନୋରଞ୍ଜନ ଶିଳ୍ପରେ କାମ କରିବା ପରେ ସେ ବଡ଼ ପରଦାରେ ନଜର ଆସିବାକୁ ଯାଉଛନ୍ତି। ‘କିସ୍‌ କିସ୍‌ କୋ ପ୍ୟାର୍‌ କରୁଁ ୨’ ଜରିଆରେ ସେ ବଲିଉଡରେ…

ଅଷ୍ଟମ ବେତନ କମିଶନକୁ କ୍ୟାବିନେଟ୍‌ ମଞ୍ଜୁରୀ: ଏତେ ବଢିଯିବ ଦରମା

ନୂଆଦିଲ୍ଲୀ,୨୯।୧୦: ଅଷ୍ଟମ ବେତନ କମିଶନ୍‌ର ସନ୍ଦର୍ଭ ସର୍ତ୍ତାବଳୀକୁ କେନ୍ଦ୍ର କ୍ୟାବିନେଟ୍‌ ମଙ୍ଗଳବାର ମଞ୍ଜୁରୀ ଦେଇଛି। ଅନେକ ଲକ୍ଷ କେନ୍ଦ୍ରୀୟ ସରକାରୀ କର୍ମଚାରୀ, ଅବସରପ୍ରାପ୍ତ କର୍ମଚାରୀଙ୍କ ବେତନ, ଭତ୍ତା ଏବଂ ପେନ୍‌ସନ ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି। ୨୦୨୬ ଜାନୁଆରୀ ୧ରୁ ଅଷ୍ଟମ…

ପ୍ରଶାସନର ହସ୍ତକ୍ଷେପ ପରେ ହଟିଲା ରାସ୍ତାରୋକୋ

ବଲାଙ୍ଗୀର,୨୯ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ ପ୍ରକଳ୍ପର ବିସ୍ଥାପିତମାନଙ୍କ ମୌଳିକ ଆବଶ୍ୟକତା ଓ ଅଧିକାର ପୂରଣ ନ କରିବା ପ୍ରତିବାଦରେ ବୁଧବାର ଝାଙ୍କରପାଲି ପୁନର୍ବାସ କଲୋନୀ ସମ୍ମୁଖ ବଲାଙ୍ଗୀର-ପାଟଣାଗଡ଼ ୪୨ ନମ୍ବର ରାଜ୍ୟ ରାଜପଥକୁ ସହସ୍ରାଧିକ ବିସ୍ଥାପିତ ଛାତ୍ରୀଛାତ୍ର,…

ଗୋମାସଂ ନେଇ ଯାଉଥିଲେ, ଧରିପକାଇଲେ ଲୋକେ

ମୋରଡ଼ା,୨୯ା୧୦(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବଜାର ଦେଇ ଜଣେ ବେପାରୀ ଗୋ ମାଂସ ବିକ୍ରି କରିବାକୁ ନେଉଥିବା ସମୟରେ ସ୍ଥାନୀୟ ଲୋକଙ୍କ ହାତରେ ଧରା ପଡ଼ିଛନ୍ତି। ଲୋକେ ତାଙ୍କୁ ପୋଲିସ ଜିମା ଦେଇଛନ୍ତି। ସୂଚନା ଅନୁଯାୟୀ, ମଙ୍ଗଳବାର ପୂର୍ବାହ୍ନ ୧୧ଟା…

ନଭେମ୍ବରରେ ଧ୍ୱଂସ ହୋଇଯିବ ପୃଥିବୀ! ଏଲିଅନ କରିବେ ଆଟାକ୍‌, ଡେଟ୍‌ ଦେଲେ ବୈଜ୍ଞାନିକ

ନୂଆଦିଲ୍ଲୀ,୨୯।୧୦: ଶେଷ ହେବାକୁ ଯାଉଛି ପୃଥିବୀ! ଏହା ପୂର୍ବରୁ ଅନେକ ଥର ଦାବି କରାଯାଇଛି। ଅନେକ ଲୋକ ଦାବି କରିଛନ୍ତି ଯେ ସୁନାମି, ନିଆଁ କିମ୍ବା ଅନ୍ୟ କିଛି ଦ୍ୱାରା ପୃଥିବୀ ଧ୍ୱଂସ ପାଇବ। ତଥାପି, ଏଥର ବୈଜ୍ଞାନିକମାନେ ସତର୍କ କରାଇ…

ଆଣ୍ଡରସନଙ୍କୁ ‘ସାର୍‌’ ଉପାଧି: ଅବସର ପରେ ମିଳିଲା ‘ନାଇଟହୁଡ୍‌’ ଟ୍ୟାଗ

ଲଣ୍ଡନ,୨୮ା୧୦- ଇଂଲଣ୍ଡର ଅବସରପ୍ରାପ୍ତ ପେସର ଜେମ୍ସ ଆଣ୍ଡରସନଙ୍କୁ ମଙ୍ଗଳବାର ନାଇଟ୍‌ହୁଡ୍‌ ସମ୍ମାନରେ ସମ୍ମାନିତ କରାଯାଇଛି। ଓ୍ବିଣ୍ଡସର କାସେଲଠାରେ ଆୟୋଜିତ ସମାରୋହରେ ପ୍ରିନ୍ସେସ୍‌ ରୟାଲ ଆନୁଷ୍ଠାନିକ ଭାବେ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି। କ୍ରିକେଟ୍‌ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ…

ମୋଦି-ଜିନପିଙ୍ଗ ଭିତରେ ବଡ଼ ଡିଲ୍‌, ଚମକିପଡିଲା ପାକିସ୍ତାନ

ନୂଆଦିଲ୍ଲୀ,୨୯।୧୦: ଭାରତ ଏବଂ ଚାଇନା ସୀମା ବିବାଦ ଉପରେ ପୁଣି ଥରେ ଆଲୋଚନା କରିବାକୁ ଆଗେଇ ଆସିଛନ୍ତି। ବୁଧବାର, ଚାଇନା ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଦୁଇ ଦେଶର ସେନା ପଶ୍ଚିମ ସୀମା ଅଞ୍ଚଳର ନିୟନ୍ତ୍ରଣ ଏବଂ ପରିଚାଳନା ସମ୍ପର୍କରେ ଖୋଲା…

ସମୟ ଫେରିବ ନା ନାହିଁ: ନୂଆପଡ଼ା ନିର୍ବାଚନକୁ ନେଇ ଚିନ୍ତାରେ ବିଜେଡି

ନୂଆପଡ଼ା,୨୯ା୧୦(ସୁନିତ ମିଶ୍ର):ନୂଆପଡ଼ା ଉପନିର୍ବାଚନର ପ୍ରଚାର ମୈଦାନକୁ ଅଧିକ ସତେଜ କରିବା ଲାଗି ସବୁ ଦଳର ବଡ଼ ନେତାମାନଙ୍କୁ ଡାକିବାର ଏକ ବ୍ୟବସ୍ଥା ଆରମ୍ଭ ହୋଇଗଲାଣି। ଭୋଟ ରଖିବା ଲାଗି ବିଜେଡି ପାଖରେ ଏକମାତ୍ର ବିକଳ୍ପ ଭାବେ ତାଙ୍କ ଦଳର ସଭାପତି ନବୀନ…

SI ସ୍କାମ୍‌: ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ

ବ୍ରହ୍ମପୁର,୨୯ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଓଡିଶା ପୋଲିସ ନିଯୁକ୍ତି ବୋର୍ଡ୍ (ଓପିଆର ବି) ଦ୍ୱାରା ଆୟୋଜିତ ସବ୍-ଇନ୍ସପେକ୍ଟର୍ ପରୀକ୍ଷା ଜାଲିଆତି ମାମଲାରେ ମୋଟ ୧୨୩ ଜଣ ଵ୍ରହ୍ମପୁର ମଣ୍ଡଳ କାରାଗାରରେ ଅଛନ୍ତି। ସେମାନଙ୍କ ମଧ୍ୟରୁ  ୧୧୪ ଜଣ(ଅଶାୟୀ) ପରୀକ୍ଷାର୍ଥୀ ୭ଜଣ ଦଲାଲ ଏପରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri