ନିଆରା ସମ୍ପର୍କ
ଆଜିକାଲି ଦେଖାଯାଉଛି ମଣିଷ ଭିତରୁ ସ୍ନେହ, ମମତା ଭାବ ଦୂରେଇ ଯିବାରେ ଲାଗିଛି। କିନ୍ତୁ ନିକଟରେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା ଛୋଟିଆ କୁକୁର ଛୁଆ ଓ ଏକ ବତକର ସ୍ନେହ ମମତାଭରା ଏକ ସୁନ୍ଦର ଭିଡିଓ, ଯାହାକୁ ଲକ୍ଷ ଲକ୍ଷ…
ହେୟାର ବୋଟୋକ୍ସ ଟ୍ରିଟ୍ମେଣ୍ଟ
ବର୍ତ୍ତମାନ ଅଧିକାଂଶ ବିଶେଷକରି ଯୁବପିଢ଼ି ନିଜକୁ ସୁନ୍ଦର କରିବା ଲାଗି ବୋଟୋକ୍ସ ଟ୍ରିଟ୍ମେଣ୍ଟ କରାଉଥିବା ଦେଖିବାକୁ ମିଳୁଛି, ଯେଉଁଥିରୁ ବାଦ୍ପଡ଼ିନି କେଶ। ତେବେ ଚନ୍ଦାପଣ, କେଶ ଝଡ଼ିବା ଅବା ପାଚିବା ସମସ୍ୟାରୁ ମୁକ୍ତି ପାଇବା ଲାଗି ଆପଣବି ହେୟାର୍ ବୋଟୋକ୍ସ କରାଉଥିଲେ…
କେବଳ ଲୟ ରଖରେ ବାବା
ଗଛ ତଳେ ଜଣେ ସନ୍ଥ ବିଶ୍ରାମ ନେଉଥିଲେ l ଗଛର ଗୋଟିଏ ଶାଖାରେ ପଞ୍ଜୁରିଟିଏ ଓହଳି ଥାଏ l ପଞ୍ଜୁରି ଭିତରେ ଶାରୀଟିଏ ଥାଇ ଆନନ୍ଦରେ ଗୀତ ଗାଉଥlଏ l ଠିକ୍ ସେହି ସମୟରେ ସେ ଅଞ୍ଚଳର ଜଣେ ସେଠ୍ ଆସି…
ହାଓ୍ବଡା ବ୍ରିଜ୍
କଲିକତା ସହରରେ ଥିବା ହାଓ୍ବଡା ବ୍ରିଜ୍ର ନିଆରା ନିର୍ମାଣ ଶୈଳୀ ଏହାକୁ କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱର ପର୍ଯ୍ୟଟକମାନଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି। ଜାଣିବା ଏହା ସମ୍ପର୍କରେ କିଛି ରୋଚକ ତଥ୍ୟ… ମିଟର ଲମ୍ବ ବିଶିଷ୍ଟ ହାଓ୍ବଡା ବ୍ରିଜ୍କୁ ନିର୍ମାଣ…
ସୋସିଆଲ୍ ମିଡିଆ ଗ୍ରୁପ୍
ବର୍ତ୍ତମାନ ବିଭିନ୍ନ ସୋସିଆଲ୍ ସାଇଟ୍ ଗ୍ରୁପ୍ ଅନେକଙ୍କୁ ଏକାଠି ଯୋଡ଼ି ରଖିବା ସହ ବିଭିନ୍ନ ସୂଚନା ଏକା ସଙ୍ଗେ ସମସ୍ତଙ୍କ ପାଖରେ ପହଞ୍ଚାଇବାର ଉତ୍ତମ ମାଧ୍ୟମ ପାଲଟିଛି। ହେଲେ କେବେକେବେ ଏଥିରେ ଆସୁଥିବା ଅନାବଶ୍ୟକ ବିଶେଷକରି ଫେକ୍ ମେସେଜ୍ ଗ୍ରୁପ୍ ମେମ୍ବରମାନଙ୍କ…
ଶପିଂ କରିପାରିବି ୩୬୫ ଦିନ
ପିଲାଦିନ: ଯାଜପୁର ଜିଲା ନୀଳାଦେଇ ପୁରରେ ମୋ ଗାଁ। ସେଇ ଗାଁରେ ଅଛି ମୋର ଅନେକ ସ୍ମୃତି। ପିଲାଦିନେ ମୁଁ ଗାଁ ଆମ୍ବ ତୋଟାରୁ ଆମ୍ବ ତୋଳୁଥିଲି, ଅନ୍ୟ ବାଡିରୁ ପିଜୁଳି, କୋଳି ଚୋରି କରୁଥିଲି। ହେଲେ ଏସବୁ କରିବାବେଳେ ମୁଁ…
ଘୂର୍ଣ୍ଣିଝଡ଼ ଇୟାନକୁ ନେଇ ଫ୍ଲୋରିଡାରେ ଏମରଜେନ୍ସି
ୱାଶିଂଟନ,୨୫ ।୯: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଫ୍ଲୋରିଡାରେ ଏମରଜେନ୍ସି ଘୋଷଣା କରିଛନ୍ତି । ଫ୍ଲୋରିଡାରେ ଆସିଥିବା ଟ୍ରପିକାଲ ଷ୍ଟର୍ମ ଇୟାନ ପାଇଁ ଏହି ଘୋଷଣା କରାଯାଇଛି । ଏହାସହ ସ୍ଥାନୀୟ ଅଧିକାରୀଙ୍କୁ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।…
ଶାଶୁ ଶ୍ୱଶୁରଙ୍କୁ ଉପହାର ଦେଇଥିଲି
ଦୁଇହଜାର ପାଞ୍ଚ ମସିହା, ଫେବୃୟାରୀ ମାସ। ତାରିଖ ଠିକ୍ ଭାବେ ମନେନାହିଁ। ସେଣ୍ଟ୍ରାଲ ବ୍ୟାଙ୍କରୁ ଉଠାଇଥିଲି ପନ୍ଦରଶହ ଟଙ୍କା, ସରକାରୀ ଚାକିରି ଜୀବନର ମୋ ପ୍ରଥମ କମାଣି। ଜାନୁୟାରୀ ମାସରେ ଯୋଗ ଦେଇଥିଲି ଶିକ୍ଷୟିତ୍ରୀ ଭାବେ। ଦରମା ଆସିବା ପର୍ଯ୍ୟନ୍ତ ଖର୍ଚ୍ଚ…
ଆଜି ଭାରତ-ଅଷ୍ଟ୍ରେଲିଆ ନିର୍ଣ୍ଣାୟକ ଟି-୨୦: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍
ହାଇଦ୍ରାବାଦ,୨୫।୯: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍ ଆଜି ହାଇଦ୍ରାବାଦରେ ଖେଳାଯିବ। ସିରିଜ ହାତେଇବା ପାଇଁ ଉଭୟ ଦଳ ପଡିଆକୁ ଓହ୍ଲାଇବେ। ପ୍ରଥମ ମ୍ୟାଚରେ ଭାରତକୁ ଚାରି ଉଇକେଟରେ ପରାଜୟର…
ଏ ମନ ଖୋଜୁଥାଏ ଯାହା…
କଥାରେ ଅଛି-ଏମନ ଖୋଜୁଥାଏ ଯାହା କାଳେ ପ୍ରାପତ ହୁଏ ତାହା। ଦେଖୁନାହାନ୍ତି, ମନଲାଖି ଭୂମିକାଟିଏ ପାଇବା ପରେ ଚଙ୍କି ତନୟା ଅନନ୍ୟା ପାଣ୍ଡେ କେମିତି ଖୁସିରେ ଉଛୁଳୁଛନ୍ତି। କଥା କ’ଣ କି ସମାଜ ସେବା ଉପରେ ପର୍ଯ୍ୟବସିତ ଏକ ଫିଲ୍ମରେ ସେ…
ଦୁର୍ଗାପୂଜାରେ ତିତିଲି
ଏଥର ଦୁର୍ଗାପୂଜାରେ ମୁକ୍ତିଲାଭ କରିବ ଓଡ଼ିଆ ସିନେମା ‘ତିତିଲି’। ଏ ସମ୍ପର୍କରେ ନିକଟରେ ପ୍ରଯୋଜନା ସଂସ୍ଥା ଅଞ୍ଜନେୟ ମିଡ଼ିଆ ପ୍ରାଇଭେଟ ଲିମିଟେଡ଼ ପ୍ରଡକସନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ବ୍ୟାନରରେ ନିର୍ମିତ ପଞ୍ଚମ ଫିଲ୍ମଟି ସେପ୍ଟେମ୍ବର ୩୦ରେ ପରଦା ଉପରକୁ ଆସିବ।…
ପାଠକୀୟ ସ୍ବୀକୃତି ମୋ ପାଇଁ ସବୁକିଛି
ଦୀର୍ଘ ତିନି ଦଶନ୍ଧିରୁ ଅଧିକ ହେବ ସେ ରଚନା କରିଚାଲିଛନ୍ତି ଏକାଧିକ ଗଳ୍ପ, ନାଟକ, ଉପନ୍ୟାସ ପୁଣି ଇଞ୍ଜିନିୟରିଂ ଓ ବାସ୍ତୁଶାସ୍ତ୍ର ସମ୍ପର୍କିତ ଅନେକ ପୁସ୍ତକ । କେତେକ ହିନ୍ଦୀ ଓ ଇଂଲିଶ ପୁସ୍ତକକୁ ଅନୁବାଦ ମଧ୍ୟ କରିଛନ୍ତି। ତାଙ୍କ ରଚିତ…
Archives


