ଓଡ଼ିଶା ବନ୍ଦରେ ରାଜ୍ୟକୁ ସହିବାବୁ ପଡିଲା ଏତେ ଟଙ୍କା କ୍ଷତି! ଜାଣିଲେ ଉଡିଜିବ ହୋସ୍
ଭୁବନେଶ୍ୱର,୧୮।୭: ବାଲେଶ୍ୱରର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ସୌମ୍ୟାଶ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ବିରୋଧୀ ଦଳ କଂଗ୍ରେସ ଓ ଅନ୍ୟ ସାତଟି ରାଜନୈତିକ ଦଳ ଗୁରୁବାର ଏକ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦେଇଥିଲେ। କଲେଜ, ସ୍କୁଲ, ଦୋକାନ ବଜାର ,...
ବିପୁଳ ପରିମାଣର ଶାଗୁଆନ କାଠ ଜବତ: ସଂରକ୍ଷିତ ଜଙ୍ଗଲ ନିକଟରେ ଚାଲିଥିଲା ବେନିୟମ କରତକଳ
ଭଞ୍ଜନଗର,୧୮।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ବୁଢ଼ାକେନ୍ଦୁ ସଂରକ୍ଷିତ ଶାଗୁଆନ ଜଙ୍ଗଲ ନିକଟରେ ବେନିୟମ ଭାବେ ଚାଲିଥିବା ଏକ କରତ କଳ ଉପରେ ବନ ବିଭାଗ ପକ୍ଷରୁ ଚଢାଉ ହୋଇଥିଲା। ଏଥିରେ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଶାଗୁଆନ...
ଡ୍ରାଇଭର୍ଙ୍କ ଗୋଟିଏ କଥାରେ ଇମ୍ପ୍ରେସ୍ ହୋଇଗଲେ ମାଲିକାଣୀ, କଲେ ପ୍ରପୋଜ୍: ଆଉ ତା’ପରେ…
ଇସଲାମାବାଦ୍,୧୮।୭: ପଡ଼ୋଶୀ ଦେଶ ପାକିସ୍ତାନର ଏକ ଦମ୍ପତିଙ୍କ ଅନନ୍ୟ ପ୍ରେମ କାହାଣୀ ଆଜିକାଲି ସୋସିଆଲ ମିଡିଆରେ ଘୂରି ବୁଲୁଛି। ଏଠାରେ ଏକ ଧନୀ ପରିବାରର ଜଣେ ଝିଅ ତାଙ୍କ ଘରର ଜଣେ ଡ୍ରାଇଭରଙ୍କୁ ପ୍ରେମରେ ପଡ଼ିଗଲେ। କେବଳ ଏତିକି ନୁହେଁ,...
ଚତୁର୍ଥ ଟେଷ୍ଟ ମ୍ୟାଚ ପୂର୍ବରୁ ହନୁମାନ ଚାଳିଶା ଶୁଣୁଛନ୍ତି ଭାରତୀୟ କ୍ରିକେଟର, ମିଳିବ କି ବିଜୟ ?
ଇଂଲଣ୍ଡ,୧୮।୭: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ ମ୍ୟାଚ ପୂର୍ବରୁ ଭାରତୀୟ କ୍ରିକେଟ ଦଳ କେଣ୍ଟ କାଉଣ୍ଟି କ୍ରିକେଟ ଗ୍ରାଉଣ୍ଡରେ ଏକମାତ୍ର ଅଭ୍ୟାସ ସେସନରେ ଅଂଶଗ୍ରହଣ କରିଛି। ଲର୍ଡସରେ ହୋଇଥିବା ମ୍ୟାଚରେ ପରାଜୟ ପରେ ଦଳର ଖେଳାଳିମାନେ ଲଣ୍ଡନରୁ ଏକ ଘଣ୍ଟାର...
ଆଶ୍ରମ ବିଦ୍ୟାଳୟରେ ଅଣ ଆଦିବାସୀ ଛାତ୍ରଙ୍କ ଆତ୍ମହତ୍ୟା: ଭୟରେ ପିଲାଙ୍କୁ ନେଇଯାଉଛନ୍ତି ଅଭିଭାବକ
ନୂଆପଡ଼ା,୧୮ା୭ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଜଟଗଡ ପଞ୍ଚାୟତ ସାହାଜଟ ଆଶ୍ରମ ବିଦ୍ୟାଳୟରେ ଗୁରୁବାର ଅଷ୍ଟମ ଶ୍ରେଣୀରେ ପଢୁଥିବା ଜଣେ ଅଣ ଆଦିବାସୀ ଛାତ୍ର ବେକରେ ରଶି ଲଗାଇ ଆମତ୍ହତ୍ୟା କରିଛନ୍ତି। ମୃତକ ହେଲେ ଖଡିଆଳ ବ୍ଲକ ବଡମହେଶ୍ୱର...
Video: ଲୁଚି ଲୁଚି ପ୍ରେମ କରୁଥିଲେ କମ୍ପାନୀର CEO, HR; କୋଲ୍ଡପ୍ଲେ କନସର୍ଟରେ ହୋଇଗଲା ଖୁଲାସା
ବୋଷ୍ଟନ,୧୮।୭: ବିଶ୍ୱପ୍ରସିଦ୍ଧ ବ୍ୟାଣ୍ଡ କୋଲ୍ଡପ୍ଲେର ଏକ କନସର୍ଟରେ ଘଟିଥିବା ଏକ ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବୁଧବାର ମାସାଚୁସେଟ୍ସର ଜିଲେଟ ଷ୍ଟାଡିୟମରେ ଆୟୋଜିତ ଏହି କନସର୍ଟରେ ଆଷ୍ଟ୍ରୋନୋମର ସିଇଓ ଆଣ୍ଡି ବାୟରନ ଏବଂ କମ୍ପାନୀର ଚିଫ ପିପୁଲ...
ପରକୀୟା ପ୍ରୀତିରେ ମାତିଥିଲେ ସ୍ତ୍ରୀ: ସ୍ବାମୀ ଲାଇଭ୍ ଭିଡିଓ କରି…
ନୂଆଦିଲ୍ଲୀ,୧୮ା୭:ଦିଲ୍ଲୀର ନିହାଲ ବିହାର ଅଞ୍ଚଳରେ ବିକାଶ ନାମକ ଯୁବକ ରଶିରେ ଝୁଲି ଗୁରୁବାର ଆତ୍ମହତ୍ୟା କରିଛନ୍ତି। ସେ ତାଙ୍କ ଆତ୍ମହତ୍ୟାର ଲାଇଭ୍ ଷ୍ଟ୍ରିମିଂ କରିଥିଲେ। ଉକ୍ତ ଭିଡିଓରେ ବିକାଶ ତାଙ୍କ ଆତ୍ମହତ୍ୟା ପାଇଁ ସ୍ତ୍ରୀଙ୍କୁ ଦୋଷ ଦେଇଛନ୍ତି। ଆତ୍ମହତ୍ୟା ପୂର୍ବରୁ...
ନାବାଳିକାଙ୍କୁ ବଳାତ୍କାର କରି ଥିଲେ ଫେରାର: ଚେନ୍ନାଇରେ ମାଡ଼ିବସିଲା ପୋଲିସ
ଦେବଗଡ,୧୮।୭(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୬ ବର୍ଷର ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର ଅଭିଯୋଗରେ ଫେରାର ଥିବା ଜଣେ ଯୁବକଙ୍କୁ ଗୁରୁବାର ବାରକୋଟ ଥାନା ପୋଲିସ ଚେନ୍ନାଇରୁ ଗିରଫ କରିଛି । ଗିରଫ ଯୁବକ ଜଣକ ଅନୁଗୋଳ ଜିଲା ପାଲଲହଡା...
ବ୍ରିଟେନ୍ରେ ମତଦାନ ବୟସ ୧୬କୁ ହ୍ରାସ
ଲଣ୍ଡନ,୧୮ା୭:ଗଣତାନ୍ତ୍ରିକ ଭାଗୀଦାରିତା ବଢ଼ାଇବା ନିମନ୍ତେ ଆଗାମୀ ଜାତୀୟ ନିର୍ବାଚନରେ ମତଦାନ ପାଇଁ ସର୍ବନିମ୍ନ ବୟସସୀମା ୧୮ରୁ ୧୬କୁ ହ୍ରାସ କରିବାକୁ ବ୍ରିଟେନ ସରକାର ଗୁରୁବାର ଘୋଷଣା କରିଛନ୍ତି। ୨୦୨୪ ଜୁଲାଇରେ ଲେବର ପାର୍ଟି ବିଜୟୀ ହେବା ପୂର୍ବରୁ ବ୍ରିଟେନ୍ ପାର୍ଲାମେଣ୍ଟ...
ବିଟ୍ ରୁଟକୁ କଞ୍ଚା ଖାଇବା ଠିକ ନା ସିଝାଇ ଖାଇବା ଠିକ? ଜାଣନ୍ତୁ ଏହାର ସଠିକ ଉପାୟ ନଚେତ ହୋଇପାରେ ବଡ଼ ସମସ୍ୟା
ଅଧିକାଂଶ ଲୋକ ବିଟ ରୁଟ ରସ ପିଇବାକୁ ପସନ୍ଦ କରନ୍ତି, ଅନେକ ଲୋକ ବିଟ ରୁଟକୁ ସାଲାଡ ଭାବରେ ଖାଆନ୍ତି। କଞ୍ଚା ବିଟ ରୁଟ ଉଭୟ ଜିନିଷରେ ବ୍ୟବହାର କରାଯାଏ। ବିଟ ରୁଟ ଏକ ପୁଷ୍ଟିକର ପରିବା, ଯେଉଁଥିରେ ଆଇରନ,...
ଏସ୍ସିବିରେ ଜ୍ୟୋତିପ୍ରକାଶଙ୍କୁ କ୍ରାଇମବ୍ରାଞ୍ଚ ଟିମ୍ର ପଚରାଉଚରା
କଟକ,୧୭।୭(ଶିଳ୍ପା ପ୍ରିୟଦର୍ଶିନୀ): ବାଲେଶ୍ୱର ଏଫ୍ଏମ୍ କଲେଜରେ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ଗୁରୁବାର କ୍ରାଇମବ୍ରାଞ୍ଚର ଏକ ଦୁଇ ଜଣିଆ ଟିମ୍ ଏସ୍ସିବି ମେଡିକାଲ କଲେଜରେ ପହଞ୍ଚି ଜ୍ୟୋତିପ୍ରକାଶ ବିଶ୍ୱାଳଙ୍କୁ ପଚରାଉଚରା କରିଛି। ଜ୍ୟୋତିପ୍ରକାଶ ହେଉଛନ୍ତି ଉକ୍ତ କଲେଜର...
ହୃଦୟବିଦାରକ ଘଟଣା: ସ୍ବାମୀ ସହ ଝଗଡା ପରେ ୨ ଝିଅଙ୍କୁ ବିଷ ଦେଇ ନିଜେ ବିଷ ପିଇଲା ମାଆ
ବଣାଇ,୧୭।୭(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲାର ଲହୁଣୀପଡ଼ା ଥାନା ଅନ୍ତର୍ଗତ ବନ୍ଧବେର୍ଣ୍ଣା ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀର ମଦ ପିଇବା ଅଭ୍ୟାସ ଓ ନୀତି ଦିନିଆ ଝଗଡ଼ାରୁ ବିରକ୍ତ ହୋଇ ତାରିଣୀ ମୁଣ୍ଡା ନାମକ ଜଣେ ମହିଳା...
Archives


