ସୁକେଶଙ୍କ ଲାଞ୍ଚ ଅଭିଯୋଗ ପରେ ତିହାର ଜେଲ ଡିଜିଙ୍କ ବଦଳି
ନୂଆଦିଲ୍ଲୀ,୫ା୧୧: ତିହାର ଜେଲରେ ଥିବା କନ୍ମ୍ୟାନ ସୁକେଶ ଚନ୍ଦ୍ରଶେଖରଙ୍କୁ ସୁରକ୍ଷା ଯୋଗାଇ ଦେବା ଲାଗି ଏଏପି ନେତା ସତ୍ୟେନ୍ଦ୍ର ଜୈନ ୨୦୧୯ରେ ୧୦ କୋଟି ଟଙ୍କା ଲାଞ୍ଚ ନେଇଥିବା ସେ ଅଭିଯୋଗ ଆଣିବା ପରେ ଜେଲ ଡିଜି ସନ୍ଦୀପ ଗୋଏଲଙ୍କୁ ବଦଳି…
କେନାଲରେ ଆସୁନି ପାଣି, ଶୁଖିଲା ପଡ଼ିଛି ଚାଷଜମି
ନାଉଗଁା ,୫ା୧୧(ସ୍ବ.ପ୍ର): ନାଉଗଁା ବ୍ଲକର ଚାଷୀମାନେ କେତେବେଳେ ଅଧିକ ବର୍ଷା ତ ଆଉ କେତେବେଳେ ପାଣି ଅଭାବରୁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନିଅଣ୍ଟିଆ ବର୍ଷା ଓ ଅସ୍ବାଭାବିକ ମୌସୁମୀ ପ୍ରବାହ ଯୋଗୁ ଏଠାକାର ଚାଷୀ ଠିକ୍ ସମୟରେ ଚାଷ କାର୍ଯ୍ୟ…
ପରିବାରର ୪ ଜଣଙ୍କୁ ହତ୍ୟା ପରେ ଯୁବକଙ୍କ ଆତ୍ମହତ୍ୟା
ଯୋଧପୁର,୫ା୧୧: ରାଜସ୍ଥାନର ଯୋଧପୁରରେ ଜଣେ ୩୮ ବର୍ଷୀୟ ଯୁବକ ଶୁକ୍ରବାର ତାଙ୍କ ପରିବାରର ୪ ଜଣଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି। ଲାଲ୍ ନାମକ ଯୁବକ କ୍ଷେତରେ କାମ କରୁଥିବା ତାଙ୍କ ବାପା ସୋନାରାମ (୬୫)ଙ୍କୁ କୁରାଢ଼ିରେ ହାଣି…
ଧାନ ଜମି ଫାଟି ଆଁ କଲାଣି
ପଟ୍ଟାମୁଣ୍ଡାଇ ୫ା୧୧(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ ଧାନ ଥୋଡ଼ ଧରୁଥିବା ବେଳେ ବର୍ଷା ଏକପ୍ରକାର ଉଭାନ୍ ହୋଇଯାଇଛି। ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲରେ ପାଣି ନ ଥିବାରୁ ସମସ୍ତ ଶାଖା ଓ ମାଇନର କେନାଲ ଶୁଖିଲା ପଡିଛି। ଫଳରେ ଧାନ…
ଆକ୍ରମଣକାରୀଙ୍କୁ ଧରିଥିବା ବ୍ୟକ୍ତିଙ୍କୁ ଧନ୍ୟବାଦ
ଇସ୍ଲାମାବାଦ,୫ା୧୧(ପି.ଟି.): ଇମ୍ରାନ୍ ଖାନ୍ଙ୍କ ପୂର୍ବତନ ସ୍ତ୍ରୀ ଜେମିମା ଗୋଲ୍ଡସ୍ମିଥ୍ ଆକ୍ରମଣକାରୀଙ୍କୁ ଧରିଥିବା ବ୍ୟକ୍ତିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଇମ୍ରାନ୍ଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍ ଥିବା ଡାକ୍ତର କହିବା ପରେ ଜେମିମା ଏ ନେଇ ଟୁଇଟରରେ ଏକ ପୋଷ୍ଟ ଶେୟାର କରିଥିଲେ। ଇମ୍ରାନ୍ଙ୍କ ସହଯୋଗୀଙ୍କ ମୃତ୍ୟୁ…
ନାଗପଡ଼ାରେ ଦୁର୍ବୃତ୍ତ ଜାଳି ଦେଲେ ଘର, ବୋଲେରୋ
ଆଳି,୫ା୧୧(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ ନାଗପଡା ଗଁାର ଗୋଟିଏ ବୋଲେରୋ ସମେତ ୨ ଜଣଙ୍କ ଘରକୁ ଦୁର୍ବୃତ୍ତମାନେ ଜାଳି ଦେଇଥିବା ନେଇ ଅଭିଯୋଗ ହୋଇଛି। ଏପରି କି ଏହି ଘଟଣାକୁ ନେଇ ନାଗପଡ଼ା, ବାଳକାଟୀ ଓ ରାଣୀପୋଖରୀ ଗଁାରେ…
ଟୁଇଟର ଛଟେଇକୁ ନେଇ ପ୍ରଥମ ଥର ସଫେଇ ଦେଲେ ମସ୍କ, କହିଲେ ପ୍ରତିଦିନ ହେଉଛି କମ୍ପାନୀର କ୍ଷତି, ନ ଥିଲା ଆଉ କୌଣସି ରାସ୍ତା
ୱାଶିଂଟନ,୫ ।୧୧: ଟୁଇଟରର ନୂଆ ମାଲିକ ଏଲନ ମସ୍କ ଲଗାତାର ଭାବେ କର୍ମଚାରୀଙ୍କୁ ଛଟେଇ କରିବା ଆରମ୍ଭ କରିଛନ୍ତି । ଭାରତରେ ଥିବା ପ୍ରାୟ ସମସ୍ତ କର୍ମଚାରୀଙ୍କୁ ଛଟେଇ କରାଯାଇଥିବା କୁହାଯାଉଛି । ଏହାରି ଭିତରେ ସେ ଏକ ଟୁଇଟ କରିଛନ୍ତି…
୬ ଟଙ୍କାର କ୍ୟାରିବ୍ୟାଗ୍ ପାଇଁ ୨୫ ହଜାର ତଣ୍ଡ
କଟକ ଅଫିସ,୫ା୧୧: ୬ ଟଙ୍କାର କ୍ୟାରିବ୍ୟାଗ୍ ପାଇଁ କଟକ ବକ୍ସିବଜାରସ୍ଥିତ ବଜାର କୋଲକାତା ଶପିଂ ମଲ ତଣ୍ଡ ଗଣିବ। ଉକ୍ତ ଶପିଂ ମଲ୍କୁ ଜିଲା ଖାଉଟି ଅଦାଲତ ଏଭଳି ଦଣ୍ଡିତ କରିଛନ୍ତି। ଜଣେ ଗ୍ରାହକଙ୍କୁ ନ ଜଣାଇ କ୍ୟାରି ବ୍ୟାଗ ପାଇଁ…
ଅସ୍ଥାୟୀ ଅଙ୍ଗନଓ୍ବାଡି କେନ୍ଦ୍ରରେ ତାଲା ପକାଇଲେ ଗ୍ରାମବାସୀ
ସାରସକଣା,୫।୧୧(ଡି.ଏନ.ଏ.): ୪ବର୍ଷ ହେଲା ଗ୍ରାମରେ ସ୍ଥାୟୀ ଅଙ୍ଗନଓ୍ବାଡି କେନ୍ଦ୍ର ନାହିଁ। ଏକ କ୍ଲବ ଗୃହକୁ ଅସ୍ଥାୟୀ ଅଙ୍ଗନଓ୍ବାଡି ରୂପେ ବ୍ୟବହାର କରି ପିଲାଙ୍କୁ ପଢ଼ାଯାଉଛି। ନୂତନ କେନ୍ଦ୍ର ନିର୍ମାଣ ଦିଗରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଏହାକୁ ନେଇ…
୧୦ରେ ପିଆଇଏଲ୍ ଶୁଣାଣି
ନୂଆଦିଲ୍ଲୀ,୫ା୧୧: ଦିଲ୍ଲୀ ଓ ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍ସିଆର୍)ରେ ବୃଦ୍ଧି ପାଉଥିବା ବାୟୁ ପ୍ରଦୂଷଣ ରୋକିବା ଲାଗି ନଡ଼ା ପୋଡ଼ି ଉପରେ ସାନି ଗାଇଡ୍ଲାଇନ ଜାରି ନିମନ୍ତେ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା (ପିଆଇଏଲ୍) ଦାଏର ହୋଇଥିଲା। ଆସନ୍ତା ୧୦ ତାରିଖରେ ଏହାର…
୧୦ରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି
ପୁରୀ ଅଫିସ, ୫ା୧୧: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚଳିତ ମାସରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଷ୍ଟ୍ରପତି ଦାୟିତ୍ୱ ନେବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ। ସେ ୧୦ ତାରିଖରେ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ…
ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରେ ଇଡି ଚଢ଼ାଉ
ରାଞ୍ଚି/କୋଲକାତା,୫ା୧୧(ପି.ଟି.): ମନିଲଣ୍ଡରିଂ ମାମଲାର ତଦନ୍ତ ଚଳାଇଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର ଅନେକ ସ୍ଥାନରେ ଏକସଙ୍ଗେ ଚଢ଼ାଉ କରିଛି। ଏହି ଦୁଇ ରାଜ୍ୟରେ ଜାଲ୍ କାଗଜପତ୍ରରେ ପ୍ରତିରକ୍ଷା ଜମି ବିକ୍ରି ଅଭିଯୋଗ ହୋଇଥିଲା। ଇଡି ଅଧିକାରୀମାନେ ରାଞ୍ଚତ୍…
Archives


