Home Left

ରାମପୁର ଉପ-ନିର୍ବାଚନ ପାଇଁ ଆସିଲା ନୂଆ କାର୍ଯ୍ୟସୂଚୀ

ଲକ୍ଷ୍ନୌ,୧୦।୧୧: ଉତ୍ତରପ୍ରଦେଶର ରାମପୁର ବିଧାନସଭା ଆସନ ପାଇଁ ହେବାକୁ ଥିବା ଉପ-ନିର୍ବାଚନକୁ ନେଇ ନିର୍ବାଚନ କିମଶନ ଗୁରୁବାର ଏକ ନୂଆ କାର୍ଯ୍ୟସୂଚୀ ଜାରି କରିଛନ୍ତି। ପୂର୍ବ ପରି ଡିସେମ୍ବର ୫ରେ ମତଦାନ ଅନୁଷ୍ଠିତ ହେବାକୁ ଥିବା ବେଳେ ଡିସେମ୍ବର ୮ରେ ଭୋଟ…

ପଞ୍ଜାବରେ ଡେରା ଅନୁଗାମୀଙ୍କୁ ହତ୍ୟା: ସିସିଟିଭିରେ କଏଦ୍‌ ହେଲା ଦୃଶ୍ୟ

ଚଣ୍ଡିଗଡ଼,୧୦।୧୧: ଡେରା ସଚାସୌଦାର ଜଣେ ଅନୁଗାମୀଙ୍କୁ ଗୁରୁବାର ଗୁଳିକରି ହତ୍ୟା କରାଯାଇଛି। ଏହି ହତ୍ୟାକାଣ୍ଡ ପଞ୍ଜାବର ଫରିଦକୋଟ୍‌ ଜିଲାରେ ଘଟିଛି। ୫ ଜଣ ଦୁର୍ବୃତ୍ତ ୨ଟି ବାଇକ୍‌ରେ ଆସି ଅନୁଗାମୀ ପର୍ଦୀପ ସିଂଙ୍କ ଉପରକୁ ଅତର୍କିତ ଭାବେ ଗୁଳି ଚଳାଇଥିଲେ। ଫଳରେ…

ଖେରସନ୍‌ରୁ ପଛକୁ ଫେରିଲେ ରୁଷୀୟ ସୈନ୍ୟ

ମସ୍କୋ/କିଭ୍‌,୧୦ା୧୧: ଖେରସନ୍‌ ଅଞ୍ଚଳରେ ୟୁକ୍ରେନୀୟ ସୈନ୍ୟଙ୍କ ଜବାବୀ କାର୍ଯ୍ୟାନୁଷ୍ଠାନ ଭୟରେ ସ୍ଥାନୀୟ ଲୋକଙ୍କୁ ତୁରନ୍ତ ଅନ୍ୟତ୍ର ପଳାୟନ ପାଇଁ ପରାମର୍ଶ ଦେଇଥିଲା ରୁଷିଆ। ଏବେ ଖେରସନ୍‌ରୁ ମସ୍କୋ ନିଜ ସୈନ୍ୟ ପ୍ରତ୍ୟାହାର କରିଥିବା ରୁଷିଆ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଶୋହିଗୁ ସୂଚନା…

ଜ୍ଞାନବାପି ମାମଲା: ଶୁକ୍ରବାର ଗଠନ ହେବ ଖଣ୍ଡପୀଠ

ନୂଆଦିଲ୍ଲୀ,୧୦।୧୧: ଜ୍ଞାନବାପି ମାମଲାର ଶୁଣାଣି ନେଇ ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଶୁକ୍ରବାର ଅପରାହ୍ନରେ ଏକ ଖଣ୍ଡପୀଠ ଗଠନ କରାଯିବ ବୋଲି କହିଛନ୍ତି। ମସ୍‌ଜିଦ ପରିସରରୁ ମିଳିଥିବା ଶିବଲିଙ୍ଗର ସୁରକ୍ଷା ପାଇଁ ନିର୍ଦ୍ଦେଶ ଦେବାକୁ ହିନ୍ଦୁ ପକ୍ଷ…

ଏନ୍‌ସିପି ମୁଖ୍ୟଙ୍କୁ ଭେଟିଲେ ସଞ୍ଜୟ

ମୁମ୍ବାଇ,୧୦।୧୧: ମନି ଲଣ୍ଡରିଂ ମାମଲାରେ ୩ ମାସ ପରେ ବୁଧବାର ଜେଲ୍‌ରୁ ବାହାରିଛନ୍ତି ଶିବସେନା ନେତା ସଞ୍ଜୟ ରାଉତ। ଜେଲ୍‌ରୁ ମୁକୁଳିବା ପରେ ଗୁରୁବାର ସଞ୍ଜୟ ଏନ୍‌ସିପି ମୁଖ୍ୟ ଶରଦ ପାୱାରଙ୍କୁ ତାଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ଭେଟିଛନ୍ତି। ଜେଲ୍‌ରୁ ମୁକୁଳିବା…

ବିଶ୍ୱବିଦ୍ୟାଳୟ କୁଳାଧିପତି ପଦରୁ ହଟିଲେ କେରଳ ରାଜ୍ୟପାଳ

ଥିରୁଭାନନ୍ଥପୁରମ୍‌,୧୦।୧୧: କେରଳ କଳାମଣ୍ଡଳମ୍‌ ଡିମ୍‌ଡ-ଟୁ ୟୁନିଭର୍ସିଟି କୁଳାଧିପତି ପଦରୁ ରାଜ୍ୟପାଳ ଅରିଫ୍‌ ମହମ୍ମଦ ଖାନ୍‌ଙ୍କୁ ରାଜ୍ୟ ସରକାର ଗୁରୁବାର ହଟାଇ ଦେଇଛନ୍ତି। ରାଜ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ କୁଳପତି ନିଯୁକ୍ତିକୁ ନେଇ କିଛିଦିନ ହେଲା ରାଜ୍ୟପାଳ ଏବଂ ପିନାରାୟୀ ବିଜୟନ ସରକାରଙ୍କ ମଧ୍ୟରେ ବିବାଦ…

ଜେଲ୍‌ରୁ ମୁକୁଳିବା ପରେ ମାତୋଶ୍ରୀରେ ପହଞ୍ଚିଥିଲେ ସଞ୍ଜୟ

ମୁମ୍ବାଇ,୧୦।୧୧: ମନି ଲଣ୍ଡରିଂ ମାମଲାରେ ଜେଲ୍‌ରୁ ମୁକୁଳିବାର ଗୋଟିଏ ଦିନ ପରେ ସଞ୍ଜୟ ରାଉତ ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଭେଟିବା ପାଇଁ ତାଙ୍କ ବାସଭବନରେ ପହଞ୍ଚିଛନ୍ତି। ଉଦ୍ଧବ ଠାକରେଙ୍କ ପୁଅ ତଥା ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ଆଦିତ୍ୟ ଠାକରେ…

ପରାଜୟ ପରେ ଦୁର୍ବଳ ବୋଲିଂକୁ ଦୋଷ ଲଦିଲେ ରୋହିତ

ଆଡିଲେଡ୍‌,୧୦ା୧୧: ଭାରତର ସେମି ଫାଇନାଲ ପରାଜୟ ପାଇଁ ଦୁର୍ବଳ ବୋଲିଂକୁ ଦୋଷ ଦେଇଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା। ଭାରତୀୟ ଦଳ ସେମି ଫାଇନାଲ ମ୍ୟାଚର ଚାପ ଆଗରେ ମୁଣ୍ଡ ନୁଆଁଇବା ସହିତ ପରାଜିତ ହୋଇଥିଲା। ୧୬୯ ରନ୍‌ ଲକ୍ଷ୍ୟର ପିଛା…

ଶୁଣିଲେନି କେହି: ୬ କି.ମି. ରାସ୍ତା ମରାମତି କଲେ ଗ୍ରାମବାସୀ

ଦଶମନ୍ତପୁର,୯ା୧୧(ଡି.ଏନ୍‌.ଏ.): ଶୁଣିଲାନି ପ୍ରଶାସନ। ବାରମ୍ବାର ଜଣାଇବା ପରେ ବାଧ୍ୟ ହୋଇ ଏବେ ଗ୍ରାମବାସୀ ଶ୍ରମ ଦାନକରି ୬ କି.ମି. ଘାଟିରାସ୍ତା ମରାମତି କରିଛନ୍ତି। ଏହା ଦେଖିବାକୁ ମିଳିଛି କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅଧୀନ ଗାଦିଆଗୁଡ଼ା ପଞ୍ଚାୟତ ପୁଟମାରି ଗ୍ରାମରେ। ପୁଟମାରି,…

ଟାଙ୍ଗିଆ ଚୋଟରେ ମହିଳା ଗୁରୁତର

ଦଶମନ୍ତପୁର,୧୦ା୧୧ ( ଡି.ଏନ.ଏ.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଲୁଲ୍ଲା ପଞ୍ଚାୟତର କୁଦାଲଅଟାଲ ଗ୍ରାମରେ ଜଣଙ୍କ ଟାଙ୍ଗିଆ ଚୋଟରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ଏନେଇ ଦଶମନ୍ତପୁର ଥାନାରେ ଅଭିଯୋଗ ହୋଇଛି l ମହିଳା ଜଣକ ହେଲେ ଗ୍ରାମର ରାମଦାସ ପରଜାଙ୍କ…

ସପ୍ତମ ଶ୍ରେଣୀ ୪ ପିଲାଙ୍କୁ ପିଟିଲେ ଦଶମ ଛାତ୍ର: ଭିଡିଓ ଭାଇରାଲ

ଦାରିଙ୍ଗବାଡ଼ି,୧୦।୧୧(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗ୍ରୀନବାଡ଼ିରେ ଥିବା ମଙ୍ଗଳ ବିଭାଗର ଏକ ଉଚ୍ଚ ବିଦ୍ୟାଳୟ ଛାତ୍ରାବାସରେ ୪ଜଣ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ଦଶମ ଶ୍ରେଣୀ ଛାତ୍ର ମାଡ଼ ମାରୁଥିବା ଭିଡିଓ ଭାଇରାଲ ହୋଇଛି। ଏହି ଘଟଣାକୁ ନେଇ ଅଞ୍ଚଳରେ ଚାପା…

ଭାରତ ନ ଫେରିବାକୁ ଯୋଜନା କରୁଛନ୍ତି ପଳାତକ ନୀରବ ମୋଦି: ବ୍ରିଟେନକୁ ମାଗିଥିଲେ ରାଜନୈତିକ ଆଶ୍ରୟ

ଲଣ୍ଡନ,୧୦।୧୧: ପଳାତକ ନୀରବ ମୋଦିଙ୍କ ଭାରତକୁ ପ୍ରତ୍ୟର୍ପଣ ନେଇ ବର୍ତ୍ତମାନ ରାସ୍ତା ସଫା ହୋଇଯାଇଛି। ବ୍ରିଟେନ ହାଇକୋର୍ଟ ନିରବ ମୋଦିଙ୍କ ପ୍ରତ୍ୟର୍ପଣ ବିରୋଧରେ ଦାଖଲ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି। ଇତିମଧ୍ୟରେ ନୀରବଙ୍କୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri