Home Left

ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ନୂଆପଡ଼ା ଛାଡ଼: ଦେହ ଖରାପ କହିଲେ ହେବ…

ନୂଆପଡ଼ା,୭।୧୧(ମକାରୁ ବେମାଲ): ନୂଆପଡ଼ା ନିର୍ବାଚନକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରେସମିଟ କରିଛନ୍ତି। ପ୍ରେସମିଟ କରି୯ ତାରିଖ ଅପରାହ୍ନ ୪ଟା ସୁଦ୍ଧା ବାହାର ଲୋକଙ୍କୁ ନୂଆପଡ଼ା ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯିଏ ନୂଆପଡ଼ା ଯାଇଛନ୍ତି ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ…

କାହାସହ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛନ୍ତି ଜିନପିଙ୍ଗ? ସାଟେଲାଇଟ ଫଟୋରେ ଏମିତି ଖୋଲିଲା ରାଜ୍‌ ସଭିଏଁ ଆଶ୍ଚର୍ଯ୍ୟ

ବେଜିଂ,୭।୧୧: ଚାଇନା ସମ୍ପର୍କରେ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ସାମ୍ନାକୁ ଆସିଛି। ଡ୍ରାଗନ ୨୦୨୦ ମସିହାରୁ ଏହାର କ୍ଷେପଣାସ୍ତ୍ର ଉତ୍ପାଦନ ସୁବିଧାକୁ ଉଲ୍ଲେଖନୀୟ ଭାବରେ ବିସ୍ତାର କରିଛି, ଯାହା ଆମେରିକା ଏବଂ ଏହାର ସହଯୋଗୀମାନଙ୍କ ପାଇଁ ଏକ ସିଧାସଳଖ ଚ୍ୟାଲେଞ୍ଜ ସୃଷ୍ଟି କରିଛି।…

ବନ୍ଦେ ମାତରମ ୧୫୦ ତମ ଜୟନ୍ତୀ: ଚିତ୍ତକର୍ଷ ସାଜଡିଲା …

ତୁମୁଡିବନ୍ଧ,୭।୧୧(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ସ୍ଥିତ ସ୍ଥାନୀୟ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଭାରତର ରାଷ୍ଟ୍ରୀୟ ସଙ୍ଗୀତ ‘ବନ୍ଦେ ମାତରମ’ ର ୧୫୦ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଭବ୍ୟ ଅବସରରେ ତୁମୁଡିବନ୍ଧ ଅଗ୍ନିଶମ…

ଶସ୍ତାରେ ହଳଦୀପତ୍ର ନେଉଛନ୍ତି ଦଲାଲ: ଚାଷୀ ନିରାଶ

ଦାରିଙ୍ଗବାଡି, ୭।୧୧ (ଅରୁଣ ସାହୁ): ଆଗକୁ ରହିଛି ପ୍ରଥମାଷ୍ଟମୀ ଏଥିପାଇଁ ଆବଶ୍ୟକ ପଡେ ହଳଦୀ ପତ୍ର। ଘରର ବଡ଼ ଝିଅ ଓ ପୁଅଙ୍କ ମଙ୍ଗଳ କାମନା କରି ପରିବାର ଲୋକ ପ୍ରଥମାଷ୍ଟମୀ ପାଳନ କରନ୍ତି। ତେବେ ଏହି ପର୍ବରେ ଏଣ୍ଡୁରି ପିଠା…

ସାନଘାଗରାରେ ଆରମ୍ଭ ହେଲା ଶିବଙ୍କ ମୂର୍ତ୍ତି ମରାମତି କାମ, ଦୀର୍ଘ ମାସ ହେଲା ବିପଦପୂର୍ଣ ଅବସ୍ଥାରେ ଥିଲା…

କେନ୍ଦୁଝର, ୭ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ସାନଘାଗରା ଜଳପ୍ରପାତ ପର୍ଯ୍ୟଟନ କେନ୍ଦ୍ରର ବୋଟିଂ ପାଇଁ ନିର୍ମାଣ ହୋଇଥିବା କୃତ୍ରିମ ହ୍ରଦର ମଝିରେ ନିର୍ମାଣ ହୋଇଥିବା ଶିବଙ୍କ ମୂର୍ତ୍ତି ମରାମତି କାମ ଆରମ୍ଭ ହୋଇଛି । ଏହି ମୂର୍ତ୍ତି ଦୀର୍ଘ ମାସ ହେଲା ଗୋଟିଏ…

ଜିଲା ପ୍ରଶାସନର ତତ୍ପରତା: ୬ କ୍ଲିନିକ୍‌ ସିଲ୍‌

ଗୁଣପୁର,୬।୧୧(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଉପଖଣ୍ଡରେ ବେଆଇନ ଭାବେ ଚାଲିଥିବା କ୍ଲିନିକ ଗୁଡିକକୁ ଶୁକ୍ରବାର ଜିଲା ସ୍ବାସ୍ଥ୍ୟ ବିଭାଗ ସିଲ୍‌ କରିଛି। ଉପ ଜିଲାପାଳ ଦୁଧାଲ ଅଭିଷେକ ଦିଲିପ ଗୁରୁବାର ଅଚାନକ ଚଢାଉ କରି ବିଭିନ୍ନ କ୍ଲିନିକ୍‌ଗୁଡିକୁ ଯାଞ୍ଚ…

ପ୍ରତୀକାଙ୍କ ପାଇଁ ଏମିତି କାମ କରିଦେଲେ ଜୟ ଶାହା: ଜୀବନରେ କେବେ ପାରିବେନି ଭୁଲି…

ନୂଆଦିଲ୍ଲୀ,୭।୧୧: ମହିଳା ବିଶ୍ୱକପ ୨୦୨୫ ଜିତିବା ପରେ ଭାରତୀୟ ଖେଳାଳିମାନେ ଯେଉଁ ପଦକ ପାଇଥିଲେ, ପ୍ରତୀକା ରାୱଲ ତାହା ପାଇ ନ ଥିଲେ। ଜୟ ଶାହଙ୍କ ହସ୍ତକ୍ଷେପ ପରେ ICCକୁ ଏହାର ନିୟମ ପରିବର୍ତ୍ତନ କରିବାକୁ ପଡିଛି। ପ୍ରତୀକା ନିଜେ ନିଶ୍ଚିତ…

ଜନ୍ମ ହେଉ ହେଉ ୨୦୦ଶହ କୋଟି ଟଙ୍କାର ଅଧିକ ସମ୍ପତ୍ତିର ମାଲିକ ହେଲା କ୍ୟାଟ୍‌-ଭିକିଙ୍କ ପୁଅ

ମୁମ୍ବାଇ: ବଲିଉଡର ସବୁଠାରୁ ପ୍ରିୟ ପାୱାର କପଲ, କ୍ୟାଟ୍ରିନା କୈଫ ଏବଂ ଭିକି କୌଶଳ, ସେମାନଙ୍କ ପ୍ରଶଂସକମାନଙ୍କ ପାଇଁ ଏକ ବିଶେଷ ଖବର ଆଣିଛନ୍ତି। ଏହି ପାୱାର କପଲ ଆଜି ସେମାନଙ୍କ ପୁଅ ଜନ୍ମ ହେବାର ଘୋଷଣା କରିଛନ୍ତି। ଏହି ଦମ୍ପତି…

ବିଶ୍ୱ ଚାମ୍ପିଅନ ଭାରତୀୟ ଖେଳାଳିଙ୍କ ଉପରେ ଟଙ୍କାବର୍ଷା କଲେ ମହାରାଷ୍ଟ୍ର ସରକାର, ଦେଲେ ଏତେ କୋଟି…

ନୂଆଦିଲ୍ଲୀ,୭।୧୧: ମହାରାଷ୍ଟ୍ର ସରକାର ବିଶ୍ୱକପ ବିଜୟୀ ଉପ-ଅଧିନାୟିକା ସ୍ମୃତି ମନ୍ଧାନା, ରାଧା ଯାଦବ ଏବଂ ଜେମିମାଙ୍କୁ ସମ୍ମାନିତ କରିଛନ୍ତି, ଯେଉଁମାନେ ସମସ୍ତେ ଭାରତର ବିଶ୍ୱକପ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ମୁମ୍ବାଇରେ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ମୁଖ୍ୟମନ୍ତ୍ରୀ…

୬୫ ବର୍ଷ ବୟସରେ ସୁପରଫିଟ୍‌ ଜେଜେ ମା’: ସୋସିଆଲ ମିଡିଆରେ ପଡ଼ିଲା ଚହଳ

ଆଜିକାଲି ବ୍ୟସ୍ତବହୁଳ ଜୀବନରେ ନିଜକୁ ଫିଟ୍‌ ରଖିବା କଷ୍ଟକର ବ୍ୟପାର। କିନ୍ତୁ ଅଷ୍ଟ୍ରେଲିଆର ଜଣେ ଜେଜେ ମା’ ୬୫ ବର୍ଷ ବୟସରେ ମଧ୍ୟ ନିଜକୁ ସୁପରଫିଟ୍‌ ରଖିଛନ୍ତି। ତାଙ୍କ ଆକର୍ଷଣୀୟ ଚେହେରା ସହ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛନ୍ତି। ଏହି…

କାହିଁକି ବଢୁଛି ଦୁର୍ଘଟଣା: କାରଣ କହିଲେ ଗଡ୍‌କରୀ

ଭୁବନେଶ୍ୱର,୭।୧୧: ଭୁବନେଶ୍ୱର ସ୍ଥିତ ଜନତା ମୈଦାନରେ ୮୪ତମ ରୋଡ କଂଗ୍ରେସ ସମାବେଶରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ୍‌କରୀ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଗଡ଼କରୀ ବଢୁଥିବା ସଡ଼କ ଦୁର୍ଘଟଣାକୁ ନେଇ ଉଦ୍‌ବେଗ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri