ଭାରତୀୟମାନେ କାହିଁକି ପ୍ରତି କଥାରେ ମୁଣ୍ଡ ହଲାଇବା ଅଭ୍ୟାସ ରଖିଥାନ୍ତି, ଜାଣନ୍ତୁ ଏହା ପଛର କାରଣ…
ଆମ ସଂସ୍କୃତିରେ ଏପରି ଅନେକ କଥା ଅଛି, ଯାହାକୁ କେବଳ ଭାରତୀୟମାନେ ହିଁ ବୁଝି ପାରିଥାନ୍ତି। ଅନ୍ୟ ଦେଶର ଲୋକଙ୍କୁ ଏହା ବୁଝିବା ପାଇଁ ଅନେକ ସମୟ ଲାଗିଥାଏ। ଆମ ଭାରତୀୟମାନଙ୍କ ମଧ୍ୟରେ ଏପରି ଏକ ସଙ୍କେତ ହେଉଛି ମୁଣ୍ଡ ହଲାଇ…
ମାଷ୍ଟର ସେଫ ଇଣ୍ଡିଆ’ରେ ଓଡ଼ିଆ ପୁଅ ଅବିନାଶ
ଭୁବନେଶ୍ୱର,୫।୧(ବ୍ୟୁରୋ): ଜାନୁୟାରୀ ୨ରୁ ମାଷ୍ଟର ସେଫ ଇଣ୍ଡିଆ ଶୋ’ ଆରମ୍ଭ ହୋଇଛି। ଚଳିତବର୍ଷ ଏହି ଜାତୀୟ ଶୋ’ରେ ଓଡ଼ିଶାରୁ ଅବିନାଶ ପଟ୍ଟନାୟକ ଯୋଗଦେଇ କିଚେନକୁ ସିଧାସଳଖ ଏଣ୍ଟ୍ରି ପାଇଛନ୍ତି। ଓଡ଼ିଶାର ପ୍ରସିଦ୍ଧ ଗଇଣ୍ଠା ପିଠାକୁ ସ୍ବତନ୍ତ୍ର ଢ଼ଙ୍ଗରେ ପ୍ରସ୍ତୁତ କରି ଶୋ’ରେ…
ସାର୍ ଡନ ବ୍ରାଡମ୍ୟାନଙ୍କ ରେକର୍ଡ ଭାଙ୍ଗିଲେ ସ୍ମିଥ୍
ସିଡନୀ,୫।୧: ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ସିଡନୀରେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଛି। ଟସ ଜିତି ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନରେ ଚା’ ବିରତି ପର୍ଯ୍ୟନ୍ତ ତିନି ଉଇକେଟ ହରାଇ ୩୯୪…
ବିଜେବି କଲେଜ ଛାତ୍ରଙ୍କୁ ମାଡ଼ ଘଟଣା: ୩ ଗିରଫ
ଭୁବନେଶ୍ୱର,୫ା୧(ବ୍ୟୁରୋ): ଭୁବନେଶ୍ୱର ବିଜେବି କଲେଜର ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଙ୍କୁ ମାଡ଼ମରା ଘଟଣାରେ ପୋଲିସ ଗୁରୁବାର ୩ ଜଣଙ୍କୁ ଗିରଫ କରିଛି। ଗିରଫ ଛାତ୍ରମାନେ ହେଲେ +୨ ଦ୍ୱିତୀୟ ବର୍ଷର ଛାତ୍ର। ତେବେ ଏହି ଘଟଣାରେ ଅଟକ ଥିବା ଜଣେ ନାବାଳକଙ୍କୁ…
ଏସିଆ କପ୍ ୨୦୨୩: ଗୋଟିଏ ଗ୍ରୁପ୍ରେ ଭାରତ-ପାକିସ୍ତାନ
ନୂଆଦିଲ୍ଲୀ,୫।୧: ଏସିଆ କ୍ରିକେଟ୍ ପରିଷଦ ଅଧ୍ୟକ୍ଷ ଜୟ ଶାହା ୨୦୨୩ ଏବଂ ୨୦୨୪ ହେବାକୁ ଥିବା ଟୁର୍ନାମେଣ୍ଟର ସୂଚୀ ଜାରି କରିଛନ୍ତି। ୨୦୨୩, ସେପ୍ଟେମ୍ବରେ ପାକିସ୍ତାନରେ ଆୟୋଜିତ ହେବାକୁ ଥିବା ଏସିଆ କପ୍ରେ ଭାରତ ଏବଂ ପାକିସ୍ତାନ ଗୋଟିଏ ଗ୍ରୁପ୍ରେ ସ୍ଥାନ…
ଚୋରି ଜିନିଷ ହେଲା ଭାରି, ପୋଲିସକୁ ନିଜେ ଡାକିଲେ ଚୋର
ଆପଣ ନିଶ୍ଚିତ ଚୋରି ସମ୍ପର୍କିତ ଅନେକ ଘଟଣା ଶୁଣିଥିବେ। ଯେଉଁଥିରେ ବେଳେବେଳେ ଅତ୍ୟନ୍ତ ଭୟଙ୍କର କିମ୍ବା ମଜାଳିଆ ଘଟଣା ଘଟିଥାଏ। କେଉଁଠି ଚୋର ଚୋରି କରିବାକୁ ଆସି ପୂଜା କରିଥାଏ ତ ଆଉ କେଉଁଠି ଖାଇପିଇ ଚୋରି କରି ଖସିଯାଇଥାଏ। ଏବେ…
ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି
ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ଆଜି ୩୭ ବର୍ଷରେ ପଦାର୍ପଣ କରିଛନ୍ତି। ଫିଲ୍ମ ‘ଓମ ଶାନ୍ତି ଓମ’ରୁ ବଲିଉଡରେ ଡେବ୍ୟୁ କରିଥିବା ଦୀପିକା ଇଣ୍ଡଷ୍ଟ୍ରିର ଅତି ସୁନ୍ଦର ଏବଂ ଦକ୍ଷ ଅଭିନେତ୍ରୀମାନଙ୍କ ମଧ୍ୟରୁ ଅନ୍ୟତମ। ଜାନୁଆରୀ ୫, ୧୯୮୬ରେ ଡେନମାର୍କର କୋପେନହେଗେନଠାରେ…
୪ ଗୋରୁ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ: ଡାକ୍ତରଖାନାରେ ଭର୍ତ୍ତି
ସୋରଡ଼ା,୫ା୧(ଡି.ଏନ୍.ଏ.): ଗୋରୁ ବ୍ୟବସାୟ କରୁଥିବା ୪ ଜଣଙ୍କୁ ଗୁରୁବାର ମରଣାନ୍ତକ ଆକ୍ରମଣ ହୋଇଛି। ସମସ୍ତଙ୍କୁ ସୋରଡ଼ା ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ପଠାଯାଇଛି। ଆଜି ଭୋର୍ ସମୟରେ ସ୍ଥାନୀୟ ଜରଉ ଛକରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତା ପାର୍ଶ୍ୱରେ ପଡ଼ି…
ଆମେରିକାର ପ୍ରଥମ ମହିଳାଙ୍କ ହେବ କ୍ୟାନ୍ସର ସର୍ଜରି
ଓ୍ବାଶିଂଟନ,୫।୧: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସ୍ତ୍ରୀ ତଥା ଆମେରିକାର ପ୍ରଥମ ମହିଳା ଜିଲ ବାଇଡେନଙ୍କ କ୍ୟାନ୍ସର ସର୍ଜରି ହେବ। ରାଷ୍ଟପତିଙ୍କ କାର୍ଯ୍ୟାଳୟ ଦେଇଥିବା ସୂଚନା ଅନୁଯାୟୀ, ଭୟଭୀତ ହେବାର କିଛି ନାହିଁ ଏବଂ ଏହି ସର୍ଜରି ବହୁତ ଛୋଟ। ହ୍ବାଇଟ…
୧୭ରୁ ଘରୋଇ ବସ୍ ଧର୍ମଘଟ
ଭୁବନେଶ୍ୱର,୫ା୧(ବ୍ୟୁରୋ): ଦାବି ପୂରଣ ନେଇ ନିଖିଳ ଓଡ଼ିଶା ଘରୋଇ ବସ୍ ମାଲିକ ସଂଘ ପୁଣି ସରକାରଙ୍କୁ ଚେତାବନୀ ଦେଇଛି। ଆସନ୍ତା ୧୬ ତାରିଖ ସୁଦ୍ଧା ଦାବି ପୂରଣ ନ ହେଲେ ୧୭ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାଜ୍ୟବ୍ୟାପୀ ଘରୋଇ ବସ୍…
‘ପଠାନ’ ପୋଷ୍ଟର ଫାଡିଲେ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା
ଅହମ୍ମଦାବାଦ୍,୫।୧: ଗୁଜରାଟର ଅହମ୍ମଦାବାଦରେ ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’ର ପ୍ରମୋଶନ ସମୟରେ ଉତ୍ତେଜନା ଦେଖାଦେଇଛି। ବଜରଙ୍ଗ ଦଳର କିଛି କାର୍ଯ୍ୟକର୍ତ୍ତା ଏକ ମଲ ଭିତରକୁ ଯାଇ ସେଠାରେ ଥିଏଟରକୁ ଭଙ୍ଗାରୁଜା କରିଥିଲେ। ଏହି ସମୟରେ କାର୍ଯ୍ୟକର୍ତ୍ତା ପଠାନ ଫିଲ୍ମର ପୋଷ୍ଟର ମଧ୍ୟ…
ଆଜି କ୍ରିକେଟ୍ ଇତିହାସରେ ଏକ ଖାସ୍ ଦିନ, ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ,୫।୧: ଜାନୁୟାରୀ ୫ କ୍ରିକେଟ ଇତିହାସରେ ଅତ୍ୟନ୍ତ ସ୍ବତନ୍ତ୍ର। ୫୨ ବର୍ଷ ପୂର୍ବେ ଆଜି ଅର୍ଥାତ୍ ଜାନୁଆରୀ ୧୯୭୧ରେ ପ୍ରଥମ ଦିନିକିଆ ମ୍ୟାଚ୍ ଖେଳାଯାଇଥିଲା। ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ (ଏମସିଜି) ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଦଳ ମଧ୍ୟରେ ଏହି ମ୍ୟାଚ ଖେଳାଯାଇଥିଲା।…
Archives


