Home Left

ଦିଲ୍ଲୀ ମେୟର ନିର୍ବାଚନରେ ଭାଜପା-ଏଏପି କାଉନସିଲର ମୁହାଁମୁହିଁ

ନୂଆଦିଲ୍ଲୀ,୬।୧: ଶୁକ୍ରବାର ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେଶନ(ଏମ୍‌ସିଡି) ମେୟର ନିର୍ବାଚନରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ଉଭୟେ ଉଭୟଙ୍କୁ ଟାର୍ଗେଟ କରି ବିଭିନ୍ନ ସ୍ଲୋଗାନ ଦେବାରୁ ଭାଜପା ଏବଂ ଏଏପି କାଉନସିଲରଙ୍କ ମଧ୍ୟରେ ଠେଲାଠେଲି ଭଳି ପରିସ୍ଥିତି ଦେଖାଦେଇଥିଲା। ଏପରିକି ସିଭିକ ସେଣ୍ଟରରେ…

ସାମ୍ନାକୁ ଆସିଲା ଆଥିଆ-ରାହୁଲଙ୍କ ବିବାହ ତାରିଖ

ମୁମ୍ବାଇ: ଆଜିକାଲି ଅଭିନେତା ସୁନୀଲ ଶେଟ୍ଟୀଙ୍କ ଝିଅ ଆଥିଆ ଶେଟ୍ଟୀ ଏବଂ କ୍ରିକେଟର କେ.ଏଲ ରାହୁଲଙ୍କ ବିବାହକୁ ନେଇ ପ୍ରଶଂସକ ବେଶ୍‌ ଉତ୍ସାହିତ ଅଛନ୍ତି। ଉଭୟଙ୍କ ବିବାହକୁ ଅନେକ କଳ୍ପନାଜଳ୍ପନା ମଧ୍ୟ କରାଯାଉଛି। ଇତିମଧ୍ୟରେ ପୁଣି ଉଭୟଙ୍କ ବିବାହକୁ ନେଇ ଏକ…

ଅସ୍ତ୍ରୋପଚାର ପରେ ବି ମହିଳାଙ୍କୁ ମିଳିଲାନି ଶାନ୍ତି, ଆଉ ଥରେ ଚେକ୍‌ଅପ୍‌ କରାଇବାରୁ ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟକର ଘଟଣା

ଦୁନିଆରେ ଏପରି କିଛି ଘଟଣା ଘଟିଥାଏ, ଯାହାକୁ କେହି କେବେ କଳ୍ପନା ମଧ୍ୟ କରିପାରନ୍ତି ନାହିଁ। ବେଳେବେଳେ ଏମିତି ହୋଇଥାଏ କି,ଲୋକେ ମୃତ୍ୟୁକୁ ପରାସ୍ତ କରି ଫେରିଥାନ୍ତି। ସେଥିପାଇଁ ଡାକ୍ତରମାନଙ୍କୁ ଦ୍ୱିତୀୟ ଭଗବାନ କୁହାଯାଏ। ଆଉ ବେଳେବେଳେ ଏମିତି ହୋଇଥାଏ, ଭଗବାନ…

ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଚାଟାର୍ଡ ଆକାଉଣ୍ଟାଣ୍ଟ

ଭୁବନେଶ୍ୱର,୬।୧(ବ୍ୟୁରୋ): ବହୁ ଚର୍ଚ୍ଚିତ ମହିଳା ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ ମାମଲାରେ ଇଡି ଜଣଙ୍କ ପରେ ଜଣଙ୍କୁ ଜେରା କରି ତଦନ୍ତ ଚଳାଇଛି। ଏହି କ୍ରମରେ ଶୁକ୍ରବାର ଅର୍ଚ୍ଚନା ଏବଂ ସହଯୋଗୀ ଖଗେଶ୍ୱରଙ୍କ ୨ ଜଣ ଚାଟାର୍ଡ ଆକାଉଣ୍ଟାଣ୍ଟ ଇଡିରେ ହାଜର ହୋଇଛନ୍ତି।…

ବସିଲା ପ୍ରି-ବଜେଟ୍‌ ପରାମର୍ଶ ବୈଠକ

ଭୁବନେଶ୍ୱର,୬।୧(ବ୍ୟୁରୋ): ୨୦୨୩-୨୪ ଆର୍ଥିକ ବର୍ଷ ବଜେଟ୍‌କୁ ନେଇ ଅର୍ଥ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତେବେ ବଜେଟ୍‌ ପୂର୍ବରୁ ପ୍ରି-ବଜେଟ୍‌ ପରାମର୍ଶ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଛି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି। ବୈଠକରେ ଅର୍ଥ ବିଭାଗର…

ରାତି ଅନିଦ୍ରା ହୋଇ ହାତୀ ଜଗୁଛନ୍ତି ଲୋକେ

ଭବାନୀପାଟଣା/ଲାଞ୍ଜିଗଡ଼,୬।୧(ସ୍ବ.ପ୍ର./ଡି.ଏନ.ଏ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ବନାଞ୍ଚଳର ଅଞ୍ଚଳରେ ଦୀର୍ଘଦିନ ହେଲା ହାତୀଙ୍କ ଉପଦ୍ରବ ବୃଦ୍ଧି ପାଇଥିବା ବେଳେ ଗତ ୮ ଦିନ ହେଲା ଗୋଟିଏ ଏକୁଟିଆ ଦନ୍ତା ଲାଞ୍ଜିଗଡ଼ ଓ ଛତ୍ରପୁର ପଞ୍ଚାୟତ ବିଭିନ୍ନ ଗାଁ…

ରୟତି ଜମି ଦଖଲ କରି ପଥର ଖନନ

ସମ୍ବଲପୁର,୬ା୧(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ତହସିଲ ଅଞ୍ଚଳରେ ଏକ କମ୍ପାନୀ ଜଣେ ବ୍ୟକ୍ତିଙ୍କ ରୟତି ଜମି ଦଖଲ କରି ପଥର ଖନନ କରୁଥିବା ଅଭିଯୋଗ ହୋଇଛି। ଉକ୍ତ ତହସିଲ ଅନ୍ତର୍ଗତ ଜାମଟାଲ ଗ୍ରାମର ଚାଷୀ ବୃନ୍ଦାବନ ବଗର୍ତ୍ତିଙ୍କ ଅଭିଯୋଗକ୍ରମେ, ହାରିବାରି ମୌଜା…

ପୁରୁଷଙ୍କ ତୁଳନାରେ ମହିଳା ଭୋଟର ଅଧିକ

ମାଲକାନଗିରି, ୬ା୧(ଡି.ଏନ.ଏ.):ମାଲକାନଗିରି ଜିଲା ସଦରସ୍ଥିତ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଗୁରୁବାର ଭୋଟର ତାଲିକା-୨୦୨୩ ପ୍ରକାଶ ପାଇଛି। ଜିଲାପାଳ ବିଶାଲ ସିଂଙ୍କ ଉପସ୍ଥିତିରେ ସମସ୍ତ ରାଜନୈତିକ ଦଳଙ୍କୁ ଏହି ତାଲିକା ପ୍ରଦାନ କରାଯାଇଛି। ବିଗତ ଦିନରେ ଭଲଭାବେ ଭୋଟର ସଚେତନତା କାର୍ଯ୍ୟକ୍ରମ…

୧୮ ଏକର ହୋଇଗଲା ଦେଢ଼ ଏକର

କୁନ୍ଦୁରା,୬ା୧(ଡି.ଏନ୍‌.ଏ.): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ବାଗଦେରି ପଞ୍ଚାୟତ ଡାଙ୍ଗରାପାଲିର ଚାଷୀ ଅଜିତ ଗଣ୍ଡା ଖରିଫ ଋତୁରେ ପଞ୍ଜୀକରଣରେ ହୋଇଥିବା ତ୍ରୁଟି ସୁଧାରିବାକୁ ଗୁରୁବାର ଉପଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଚଳିତ ଖରିଫ ଋତୁରେ ୧୮ ଏକର ଜମିରେ ଚାଷ କରିଥିବା…

ଦିଲ୍ଲୀରେ ଖସୁଛି ପାରଦ

ନୂଆଦିଲ୍ଲୀ,୬।୧: ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତରେ ଥଣ୍ଡା ଜାରି ରହିଛି। ଏଥିସହିତ ସହିତ ଘନ କୁହୁଡି ପଡୁଛି, ଏହି କାରଣରୁ ଟ୍ରାଫିକ୍‌ ମଧ୍ୟ ପ୍ରଭାବିତ ହେଉଛି। ଦିଲ୍ଲୀର ଆୟା ନଗରରେ ସର୍ବନିମ୍ନ ତାପମାତ୍ରା ୧.୮ ଡିଗ୍ରୀ ସେଲସିୟସ…

ବସ୍ତିରିଗୁଡ଼ା ରାସ୍ତା ମରଣଯନ୍ତା

ଆର.ଉଦୟଗିରି, ୬ା୧ (ଡି.ଏନ୍‌.ଏ): ଗଜପତି ଜିଲା ଆର.ଉଦୟଗିରି ବ୍ଲକର ଆର.ଉଦୟଗିରି ଖଜୁରିପଦା ମୁଖ୍ୟରାସ୍ତାରୁ ବସ୍ତିରିଗୁଡା ଗ୍ରାମ୍ୟ ରାସ୍ତା ମରଣଯନ୍ତା ପାଲଟିଛି। ୨୦୧୪ରେ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଏହି ରାସ୍ତାକାମ ହୋଇଥିଲା। ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ଏହି ରାସ୍ତାରେ ମାଟି ମଧ୍ୟ ପଡିନାହିଁ।…

ଲକ୍ଷାଧିକ ଟଙ୍କାର ହ୍ୟାଣ୍ଡ ଫଗି ମେଶିନ ଅଚଳ

ବ୍ରହ୍ମପୁର ଅଫିସ,୬ା୧: ବ୍ରହ୍ମପୁର ସହରରେ ଦିନକୁ ଦିନ ମଶାବଂଶ ବୃଦ୍ଧି ପାଉଛି। ଯାହାଦ୍ୱାରା ସହରବାସୀ ମ୍ୟାଲେରିଆ, ବାତଜ୍ୱର ଭଳି ବିଭିନ୍ନ ସଂକ୍ରାମକ ରୋଗର ଶିକାର ହେଉଛନ୍ତି। କିନ୍ତୁ ବିଇଏମ୍‌ସି ପକ୍ଷରୁ ମଶାଦାଉରୁ ରକ୍ଷା ପାଇବା ନିମନ୍ତେ କୌଣସି ଆଖିଦୃଷ୍ଟିଆ ପଦକ୍ଷେପ ଗ୍ରହଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri