Home Left

ପାକିସ୍ତାନରେ ମହଙ୍ଗା ମାଡ, ଗ୍ୟାସ ୧୦ ହଜାର ତ ଅଟା କିଲୋ ୧୫୦ ଟଙ୍କା

ଇସଲାମାବାଦ,୬ ।୧: ପାକିସ୍ତାନ ମହଙ୍ଗା ମାଡରେ ବେଳକୁ ବେଳ ଅସହ୍ୟ ହେଲାଣି ସାଧାରଣ ଜୀବନ । ସାଧାରଣ ଜିନିଷ ଏବେ ଜନତାଙ୍କ ନିକଟରେ ପହଞ୍ଚିବା ବି କାଠିକର ପାଠ ହୋଇଯାଉଛି । ଏବେ ପାକିସ୍ତାନରେ ରୋଷେଇ ଗ୍ୟାସର ଦାମ ୧୦ ହଜାର…

ପ୍ରେମରେ ପଡିଛନ୍ତି ସୁହାନା!

ମୁମ୍ବାଇ: ବଲିଉଡରେ ଏବେ ଷ୍ଟାର କିଡଙ୍କ ଚର୍ଚ୍ଚା ଖୁବ୍ ହେଉଛି । ସେମାନେ ମନୋରଞ୍ଜନ ଦୁନିଆରେ ପାଦ ରଖନ୍ତୁ ଅବା ନ ରଖନ୍ତୁ ଏହାପରେ ବି ସେମାନଙ୍କ ଚର୍ଚ୍ଚା ହେଉଛି । ବଲିଉଡ କିଙ୍ଗ ଖାଁ ଶାହାରୁଖଙ୍କ ଲାଡଲି ସୁହାନା ଏବେ…

ରାଜକୋଟରେ ଖେଳାଯିବ ନିର୍ଣ୍ଣାୟକ ମୁକାବିଲା, କିଛି ଏଭଳି ରହିଛି ଟିମ୍‌ ଇଣ୍ଡିଆର ରେକର୍ଡ

ନୂଆଦିଲ୍ଲୀ,୬।୧: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟି୨୦ ସିରିଜ ଖେଳାଯାଉଛି। ତିନି ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ଉଭୟ ଟିମ୍‌ ୧-୧, ବରାବର ସ୍ଥିତିରେ ରହିଛି। ଏଣୁ ଶନିବାର ରାଜକୋଟରେ ଖେଳାଯିବାକୁ ଥିବା ଅନ୍ତିମ ଟି୨୦ ନିର୍ଣ୍ଣାୟକ ହେବ। ପୂର୍ବ ରେକର୍ଡକୁ…

ଦାୟୀତ୍ୱ ନେଲେ ଢେଙ୍କାନାଳର ନୂତନ ଏସ୍‌ପି

ଢେଙ୍କାନାଳ ଅଫିସ,୬।୧: ଢେଙ୍କାନାଳ ଜିଲାର ନୂତନ ଏସ୍‌ପି ଭାବେ ଓଡ଼ିଶା ପୋଲିସ ସେବାର ବରିଷ୍ଠ ଅଧିକାରୀ ଜ୍ଞାନ ରଞ୍ଜନ ମହାପାତ୍ର ଶୁକ୍ରବାର ପୋଲିସ କାର୍ଯ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଜିଲା ପୋଲିସ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଅତିରିକ୍ତ ଏସ୍‌ପି…

ଢେଙ୍କାନାଳରେ ହକି ବିଶ୍ୱ କପ୍‌କୁ ଭବ୍ୟ ସ୍ବାଗତ

ଢେଙ୍କାନାଳ ଅଫିସ,୬।୧: ହକି ବିଶ୍ବକପ୍‌କୁ ଢ଼େଙ୍କାନାଳରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଶୁକ୍ରବାର ସକାଳେ ହକି ବିଶକପ୍‌କୁ ସହରସ୍ଥିତ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ନିକଟକୁ ଅଣାଯାଇଥିଲା। ଏହି ଅବସରରେ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଲୋକକଳା କଳାକାରଙ୍କ ଦ୍ୱାରା ଲୋକ ନୃତ୍ୟ, ସଙ୍ଗୀତ…

ସୌମ୍ୟ ମୃତ୍ୟୁ ମାମଲା: ତଦନ୍ତ କରିବ କ୍ରାଇମବ୍ରାଞ୍ଚ

କଟକ ଅଫିସ,୬।୧: ବହୁଚର୍ଚ୍ଚିତ ମଡେଲ ସୌମ୍ୟ ରଞ୍ଜନ ପାଣିଗ୍ରାହୀଙ୍କ ମୃତ୍ୟୁ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ଏନେଇ ଶୁକ୍ରବାର ହାଇକୋର୍ଟ କ୍ରାଇମବ୍ରାଞ୍ଚ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ୩ ମାସ ମଧ୍ୟରେ ତଦନ୍ତ ସାରିବାକୁ ହାଇକୋର୍ଟ କହିଛନ୍ତି। ସୂଚନାଯୋଗ୍ୟ, ଗତ ବର୍ଷ…

୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଏଆର୍‌ଆଇ

ନବରଙ୍ଗପୁର,୬।୧(ବି.ପ୍ର.): ନବରଙ୍ଗପୁର ବ୍ଲକ ଅଧୀନ ସାନମସିଗାଁ ଏଆର୍‌ଆଇ (ଆସିଷ୍ଟାଣ୍ଟ ରେଭେନ୍ୟୁ ଇନ୍ସପେକ୍ଟର) ଜଗଦୀଶ ବେହେରା ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ନବରଙ୍ଗପୁର ଭିଜିଲାନ୍ସ ହାତରେ ଶୁକ୍ରବାର ଧରାପଡ଼ିଛନ୍ତି। ଜଗଦୀଶଙ୍କ ଘର ନବରଙ୍ଗପୁର ବ୍ଲକ ବିକ୍ରମପୁର ଗାଁରେ ବୋଲି ସୂଚନା…

ଝିଅ ବାହାଘର ପାଇଁ ରଖିଥିବା ଟଙ୍କା ପୋଡ଼ିଗଲା

ଆରଡି,୬।୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧୂଷୁରୀ ଥାନା ଅଧୀନ ଓଳଗ ଗାଁର ଦିଲୀପ ବାରିକଙ୍କ ଘରେ ଶୁକ୍ରବାର ମଧ୍ୟାହ୍ନରେ ନିଆଁ ଲାଗି ଆସବାବପତ୍ର ସମେତ ସୁନାଗହଣା, ନଗଦ ୧ଲକ୍ଷରୁ ଅଧିକ ଟଙ୍କା ସହ ବହୁ ଦରକାରୀ କାଗଜପତ୍ର ପୋଡି ପାଉଁଶ ହୋଇଯାଇଛି। ଖବରପାଇ…

ଅଭିନେତା ମନୋଜ ବାଜପେୟୀଙ୍କ ଟୁଇଟର ଆକାଉଣ୍ଟ ହ୍ୟାକ୍‌

ମୁମ୍ବାଇ: ବଲିଉଡ ଅଭିନେତା ମନୋଜ ବାଜପେୟୀଙ୍କ ଟୁଇଟର ଆକାଉଣ୍ଟକୁ ଶୁକ୍ରବାର ହ୍ୟାକ୍‌ କରାଯାଇଛିି। ଅଭିନେତା ନିଜେ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଶେୟାର କରି ପ୍ରଶଂସକଙ୍କୁ ତାଙ୍କ ଟୁଇଟର ଆକାଉଣ୍ଟ ହ୍ୟାକ୍‌ ହୋଇଥିବା ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ, ଉକ୍ତ ଟୁଇଟର ପ୍ରୋଫାଇଲକୁ ନ…

ସିଦ୍ଧିବିନାୟକ ମନ୍ଦିରରେ ବିକି-କ୍ୟାଟ୍ରିନା

ମୁମ୍ବାଇ: ଅଭିନେତା ବିକି କୌଶଲ ଏବଂ କ୍ୟାଟ୍ରିନା କୈଫ ସିଦ୍ଧିବିନାୟକ ମନ୍ଦିରରେ ପହଞ୍ଚିଛନ୍ତି। ଏହି ଦମ୍ପତି ଶୁକ୍ରବାର ସକାଳେ ଭଗବାନ ଗଣେଶଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି। ବିକି-କ୍ୟାଟ୍ରିନାଙ୍କ ସହ ବିକିଙ୍କ ମା’ ବୀଣା କୌଶଲ ମଧ୍ୟ ଉପସ୍ଥିତ ଥିଲେ। ଯାହାର…

ଏହି ଅଭିନେତ୍ରୀଙ୍କ ନାଁରେ ପ୍ରେମସମ୍ପର୍କକୁ ନେଇ ଅଧିକ ଚର୍ଚ୍ଚା

ମୁମ୍ବାଇ: ବଲିଉଡ୍‌ର କିଛି ଅଭିନେତ୍ରୀଙ୍କ ନାଁରେ ପ୍ରେମସମ୍ପର୍କକୁ ନେଇ ଅଧିକ ଚର୍ଚ୍ଚା ହୋଇଥାଏ। ଅର୍ଥାତ୍‌ ସେମାନଙ୍କର ଅନେକ ପ୍ରେମିକ ଥିଲେ। କିଛି ଅଭିନେତ୍ରୀ ବିବାହ ପରେ ଏଥିରୁ ଦୂରେଇ ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଅନୁଷ୍କା ଶର୍ମା, ଆଲିଆ ଭଟ୍ଟ, କରୀନା କପୁର,…

ପୁଣି କଂଗ୍ରେସକୁ ଫେରିଲେ ଜମ୍ମୁ-କଶ୍ମୀରର ବହୁ ବରିଷ୍ଠ ନେତା

ନୂଆଦିଲ୍ଲୀ,୬।୧: କଂଗ୍ରେସର ଭାରତ ଯୋଡୋ ଯାତ୍ରା ରାଜ୍ୟରେ ପ୍ରବେଶ କରିବା ପୂର୍ବରୁ ଜମ୍ମୁ-କଶ୍ମୀରର ଅନେକ ନେତା କଂଗ୍ରେସରେ ସାମିଲ ହୋଇଛନ୍ତି। ଗୁଲାମ ନବୀ ଆଜାଦ କଂଗ୍ରେସରୁ ଇସ୍ତଫା ପରେ ଅନେକ ନେତା ମଧ୍ୟ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ତେବେ ଶୁକ୍ରବାର ଜମ୍ମୁ-କଶ୍ମୀରର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri